ଲୋଇସିଂହା ବିଧାୟକଙ୍କ ଗାଡ଼ିକୁ ଅଣ୍ଡାମାଡ଼
ବଲାଙ୍ଗୀର ଅଫିସ, ୧୪।୧୨: ବଲାଙ୍ଗୀର ଜିଲା ପୁଇଁତଲା ମଣ୍ଡି(ପାକ୍ସ) ପରିଦର୍ଶନରେ ଯିବାବେଳେ ମଙ୍ଗଳବାର ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ ହୋଇଛି। କେତେଜଣ ବିଜେଡି କର୍ମୀ ବିଧାୟକଙ୍କ ଗାଡ଼ିକୁ ଅଣ୍ଡା ମାଡ଼ କରିବା ସହ ଭାଜପା କର୍ମୀଙ୍କୁ…
ସନ୍ଦିପ୍ ପାଠକ ଏଏପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ
ନୂଆଦିଲ୍ଲୀ,୧୪।୧୨(ପି.ଟି.): ବରିଷ୍ଠ ନେତା ତଥା ରାଜ୍ୟ ସଭା ସଦସ୍ୟ ସନ୍ଦିପ ପାଠକଙ୍କୁ ଆମ୍ ଆଦ୍ମୀ ପାର୍ଟି (ଏଏପି) ଏହାର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ (ସଂଗଠନ) ଭାବେ ନିଯୁକ୍ତି ଦେଇଛି। ପାଠକ ପଞ୍ଜାବ ଏବଂ ଗୁଜରାଟ ପାଇଁ ଏଏପିର ନିର୍ବାଚନ ପ୍ରଭାରୀ ଭାବେ…
ପୋଲିସ ସହ ବୋଲ୍ସୋନାରୋ ସମର୍ଥକଙ୍କ ସଂଘର୍ଷ
ରିଓ ଡି ଜେନେରୋ,୧୪।୧୨: ବ୍ରାଜିଲ ରାଜଧାନୀ ବ୍ରାସିଲିଆରେ ରାଷ୍ଟ୍ରପତି ଜୈର ବୋଲ୍ସୋନାରୋଙ୍କ ସମର୍ଥକ ଓ ପୋଲିସ ମଧ୍ୟରେ ସୋମବାର ସଂଘର୍ଷ ଘଟିଛି। ସମର୍ଥକମାନେ ଅନେକ ଗାଡ଼ି ପୋଡ଼ିଦେବା ସହ ସଂଘୀୟ ପୋଲିସ ମୁଖ୍ୟାଳୟରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ସଂଘର୍ଷର କାରଣ…
୩ ବର୍ଷରେ ୧୬ ଲକ୍ଷ ସାଇବର ଅପରାଧ
ନୂଆଦିଲ୍ଲୀ,୧୪।୧୨(ପି.ଟି.): ୨୦୨୦ରୁ ଇତିମଧ୍ୟରେ ଦେଶରେ ୧୬ ଲକ୍ଷରୁ ଊର୍ଦ୍ଧ୍ୱ ସାଇବର ଅପରାଧ ଘଟିଥିବା ରିପୋର୍ଟ ହୋଇଛି। ସେଥିରୁ ୩୨,୦୦୦ରୁ ଅଧିକ ଘଟଣାରେ ଏତଲା ହୋଇଥିବା ମଙ୍ଗଳବାର ଲୋକ ସଭାରେ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ସୂଚନା ଦେଇଛନ୍ତି। ନ୍ୟାଶନାଲ ସାଇବର କ୍ରାଇମ୍…
ନଭଲଖାଙ୍କ ଗୃହବନ୍ଦୀ ମିଆଦ ବଢ଼ିଲା
ନୂଆଦିଲ୍ଲୀ,୧୪।୧୨: ଏଲ୍ଗାର ପରିଷଦ-ମାଓବାଦୀ ଲିଙ୍କ୍ ମାମଲାରେ ସାମାଜିକ କର୍ମୀ ଗୌତମ ନଭଲଖାଙ୍କ ଗୃହବନ୍ଦୀ ସମୟ ସୀମାକୁ ସୁପ୍ରିମକୋର୍ଟ ଜାନୁୟାରୀ ଦ୍ୱିତୀୟ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମଙ୍ଗଳବାର ଜଷ୍ଟିସ୍ କେ.ଏମ୍. ଜୋସେଫ ଏବଂ ବି.ଭି. ନାଗରତ୍ନାଙ୍କ ଖଣ୍ଡପୀଠ ଉପରୋକ୍ତ ରାୟ ଦେଇଛନ୍ତି।…
ଷ୍ଟାନ୍ ସ୍ବାମୀଙ୍କ କମ୍ପ୍ୟୁଟରରେ ପ୍ରମାଣ ଖଞ୍ଜାଯାଇଥିଲା
ନୂଆଦିଲ୍ଲୀ,୧୪।୧୨: ୨୦୨୦ରେ ମାଓବାଦୀଙ୍କ ସହ ସମ୍ପୃକ୍ତ ମାମଲାରେ ଗିରଫ ହୋଇ ଗତବର୍ଷ ଜେଲରେ ପ୍ରାଣ ହରାଇଥିବା ୮୩ ବର୍ଷୀୟ ସାମାଜିକ କର୍ମୀ ତଥା କାଥୋଲିକ୍ ଧର୍ମଗୁରୁ ଫାଦର ଷ୍ଟାନ୍ ସ୍ବାମୀଙ୍କ କମ୍ପ୍ୟୁଟରରେ ଅନେକ ଆପରାଧିକ ଦସ୍ତାବିଜ୍ ଖଞ୍ଜାଯାଇଥିଲା। ଆମେରିକାର ଏକ ଫୋରେନ୍ସିକ୍…
୫ ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି ସୁପାରିସ
ନୂଆଦିଲ୍ଲୀ,୧୪।୧୨: ସୁପ୍ରିମକୋର୍ଟ କଲେଜିୟମ୍ ବୈଠକ ମଙ୍ଗଳବାର ବସି ୫ ଜଣ ହାଇକୋର୍ଟ ବିଚାରପତିଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ଦେବା ପାଇଁ ସୁପାରିସ କରାଯାଇଛି। ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ପଙ୍କଜ ମିଥାଲ, ପାଟନା ହାଇକୋର୍ଟ ମୁଖ୍ୟ ବିଚାରପତି ସଞ୍ଜୟ କାରୋଲ…
ଆଜିଠାରୁ ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟ: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ଚଟ୍ଟୋଗ୍ରାମ,୧୪।୧୨: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ୧୪ ଡିସେମ୍ବର ଅର୍ଥାତ୍ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି। ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ ଚଟ୍ଟୋଗ୍ରାମରେ ଖେଳାଯିବ। ଏହି ମ୍ୟାଚରେ ଭାରତ ନିୟମିତ ଅଧିନାୟକ ରୋହିତ…
୨୪୬ ମହିଳା ସେନା ଅଧିକାରୀଙ୍କ ପଦୋନ୍ନତି ପାଇଁ ସ୍ବତନ୍ତ୍ର ଚୟନ ବୋର୍ଡ ଗଠିତ: କେନ୍ଦ୍ରର ଜବାବ…
ନୂଆଦିଲ୍ଲୀ,୧୩।୧୨ : କେନ୍ଦ୍ର ସରକାର ମଙ୍ଗଳବାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ୨୪୬ ମହିଳା ସେନା ଅଧିକାରୀଙ୍କ ପଦୋନ୍ନତି ପାଇଁ ଏକ ସ୍ବତନ୍ତ୍ର ଚୟନ ବୋର୍ଡ ଗଠନ କରାଯାଇଛି। ବୋର୍ଡ ଜାନୁଆରୀ ୯ ରେ ଏହି ପ୍ରସଙ୍ଗ ଉପରେ ବିଚାର କରିବ। ବାବିତା…
ଟ୍ରୋଲ ହେଉଛନ୍ତି ବିବେକ ଅଗ୍ନିହୋତ୍ରୀ
ବମ୍ବେ: ବଲିଉଡ୍ ସୁପରଷ୍ଟାର ଶାହାରୁଖ ଖାଁଙ୍କ ଫିଲ୍ମ ‘ପଠାନ୍’ ଗୀତକୁ କଟାକ୍ଷ କରି ଫସିଲେ ନିର୍ମାତା ବିବେକ ଅଗ୍ନିହୋତ୍ରୀ। ଅଭିନେତାଙ୍କ ପ୍ରଶଂସକ ତାଙ୍କୁ ଟ୍ରୋଲ କରୁଥିବା ଦେଖାଯାଇଛି। ଡିସେମ୍ବର ୧୨ରେ ‘ପଠାନ୍’ର ପ୍ରଥମ ଗୀତ ‘ବେଶର୍ମ ରଙ୍ଗ’ ରିଲିଜ ହୋଇଛି। ଏହାକୁ…
ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ବସ ଦୁର୍ଘଟଣା ଗ୍ରସ୍ତ: ୧୩ ମୃତ-୨୦ ଆହତ…
କାଠମାଣ୍ଡୁ,୧୩।୧୨ : ଭାରତ ପଡ଼ୋଶୀ ଦେଶ ମ୍ୟାନ୍ମାରର ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୧୩ ଜଣକ ମୃତ୍ୟ ଘଟିଥିବାବେଳେ ୨୦ରୁ ଅଧିକ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
ବରିଷ୍ଠ ଓଏଏସ୍ ଅଫିସରସ୍ତରରେ ଅଦଳବଦଳ
ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ରାଜ୍ୟ ସରକାର ବରିଷ୍ଠ ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଶକ୍ତି ବିଭାଗର ସ୍ବତନ୍ତ୍ର ସଚିବ ତଥା ଓଏଏସ୍ ଅଫିସର ସୁରଥ ଚନ୍ଦ୍ର ମଲ୍ଲିକଙ୍କୁ ଅତିରିକ୍ତ ଜେଲ୍ ଆଇଜି ଭାବେ…
Archives


