Home

ଭାରତୀୟ ଗୀତ ପ୍ରେମରେ ଜର୍ମାନ ମହିଳା, ଶାଢ଼ି ପିନ୍ଧି ଏଭଳି ନାଚିଲେ ଯେ…

ଭାରତୀୟ ଗୀତକୁ ବିଦେଶରେ ମଧ୍ୟ ବହୁତ ପସନ୍ଦ କରାଯାଏ। ଇଣ୍ଟରନେଟରେ ଏହିପରି ହଜାର ହଜାର ଭିଡିଓ ଦେଖିବାକୁ ମିଳିବ, ଯେଉଁଥିରେ ବିଦେଶୀମାନେ ଭାରତୀୟ ଗୀତରେ ଜବରଦସ୍ତ ନାଚୁଥିବାର ନଜର ଆସିବେ। ଆଜିକାଲି ସେଭଳି ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ…

ଜାଣନ୍ତୁ କାହିଁକି ସ୍ବତନ୍ତ୍ର ଏହି ମୋଗଲ ଗାର୍ଡେନ

ମୋଗଲ ଗାର୍ଡେନର ନାମ ଅମୃତ ଉଦ୍ୟାନକୁ ପରିବର୍ତ୍ତନ କରାଯାଇଛି। ତେବେ ଏହି ମୋଗଲ ଗାର୍ଡେନ ଦିଲ୍ଲୀର ରାଷ୍ଟ୍ରପତି ଭବନ ପରିସରରେ ରହିଛି। ଏହି ଉଦ୍ୟାନ ସ୍ବଦେଶୀ ଏବଂ ବିଦେଶୀ ଫୁଲର ଏକ ଅଦ୍ଭୁତ ଉଦ୍ୟାନ। ଟ୍ୟୁଲିପ୍‌, ଗୋଲାପ ସହିତ ବିଭିନ୍ନ ପ୍ରକାରର…

୨୦ ଦିନ ବନ୍ଦ ରହିବ ଆମିଷ ଦୋକାନ

ବେଙ୍ଗାଲୁରୁ,୨୮ା୧: କର୍ନାଟକର ବେଙ୍ଗାଲୁରୁରେ ଆମିଷ ଦୋକାନ ବନ୍ଦ ରହିବ। ଏରୋ ଇଣ୍ଡିଆ ଶୋ’କୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁ ନଗର ନିଗମ ପକ୍ଷରୁ ଏହି ନିର୍ଦ୍ଦେଶ ଦିଆଯାଇଛି। ଜାନୁୟାରୀ ୩୦ରୁ ଫେବୃୟାରୀ ୨୦ ପର୍ଯ୍ୟନ୍ତ ମାଂସ ଦୋକାନ, ହୋଟେଲ ଏବଂ ରେଷ୍ଟୁରାଣ୍ଟ ବନ୍ଦ…

୭ ଟନ୍‌ ପାଉଡରରେ ୮୭ ହଜାର ବର୍ଗଫୁଟର ରଙ୍ଗୋଲି, ଖୁସି ବ୍ୟକ୍ତ କଲେ ସୋନୁ

ମୁମ୍ବାଇ: ଅଭିନେତା ସୋନୁ ସୁଦ୍‌ କିଛି ଘଣ୍ଟା ପୂର୍ବରୁ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ସେ ଦର୍ଶାଇଛନ୍ତି, ତାଙ୍କ ରଙ୍ଗୋଲି ଏକ ସହରରେ କିପରି ତିଆରି ହୋଇଛି। ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ମହାରାଷ୍ଟ୍ରର କୋହ୍ଲାପୁର…

ଟି୨୦ ଟିମ୍‌ରୁ ଇଶାନଙ୍କୁ ବାହାର କରିବା ସମୟ ଉପନୀତ !

ନୂଆଦିଲ୍ଲୀ,୨୮।୧: କ୍ରମାଗତ ଭାବେ ନିରାଶାଜନକ ପ୍ରଦର୍ଶନ କରୁଛନ୍ତି ଭାରତୀୟ ଟିମ୍‌ର ଯୁବ ଓପନର୍‌ ଇଶାନ କିଶନ। ବାଲାଂଦେଶ ବିପକ୍ଷ ଦିନିକିଆ ମ୍ୟାଚ୍‌ରେ ସେ ଦ୍ୱିଶତକ ମାରିଥିଲେ ହେଁ ଟି୨୦ରେ ତାଙ୍କ ପ୍ରଦର୍ଶନ ଖରାପ ରହି ଆସୁଛି। ଗତ ୧୦ ଟି୨୦ ଅନ୍ତର୍ଜାତୀୟ…

ରବିବାର ଖେଳାଯିବ ବର୍ଷର ପ୍ରଥମ ବିଶ୍ୱକପ୍‌, ଭାରତ ପାଇଁ ଇତିହାସ ରଚିବାର ସୂବର୍ଣ୍ଣ ସୁଯୋଗ

ପୋଚେଫଷ୍ଟରୁମ୍‌,୨୮।୧: ରବିବାର ଅର୍ଥାତ ଜାନୁୟାରୀ ୨୯ ଭାରତର ଅଣ୍ଡର-୧୯ ମହିଳା ଟିମ୍‌ ଲାଗି ବହୁତ ସ୍ବତନ୍ତ୍ର ରହିବ। ଏହି ଦିନ ଶେଫାଳୀ ବର୍ମା ନେତୃତ୍ୱାଧୀନ ଭାରତୀୟ ଟିମ୍‌ ପାଖରେ ଇତିହାସ ସୃଷ୍ଟି କରିବା ଏବଂ ନିଜ ଦେଶ ପାଇଁ ପ୍ରଥମ ବିଶ୍ୱକପ୍‌…

୯ମ ଶ୍ରେଣୀ ଛାତ୍ରୀ ମା’ ହେବା ଘଟଣା: ଜାତୀୟ ମାନବାଧିକାର କମିଶନ ନିକଟରେ ପହଞ୍ଚିଲା ମାମଲା

କେନ୍ଦୁଝର,୨୮ା୧(ସ୍ବ.ପ୍ର.): ସଦର ବ୍ଲକ ଅଞ୍ଚଳରେ ଜଣେ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଅଧୀନ ଏକ ବାଳିକା ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠ ପଢୁଥିବା ଜଣେ ଛାତ୍ରୀ ଗର୍ଭବତୀ ହୋଇ ଡାକ୍ତରଖାନାର ଶିଶୁ ଜନ୍ମ ହେବା ଘଟଣାକୁ ନେଇ ଜାତୀୟ ମାନବାଧିକାର…

ଫେରୁଛନ୍ତି ଜାଡେଜା, ଭୟଭୀତ ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ,୨୮।୧: ବର୍ତ୍ତମାନ ଭାରତୀୟ ଟିମ୍‌ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି୨୦ ସିରିଜ ଖେଳୁଛି। ହେଲେ କ୍ରିକେଟ ପ୍ରଶଂସକଙ୍କ ନଜର ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଟେଷ୍ଟ ସିରିଜ ଉପରେ ରହିଛି। ଫେବୃୟାରୀ ୯ରୁ ଅଷ୍ଟ୍ରେଲିଆ ବିପକ୍ଷରେ ୪ ଟେଷ୍ଟ ମ୍ୟାଚ୍‌ ଖେଳିବ ଭାରତ।…

ସୁଧୁରୁନି ଅର୍ଶଦୀପଙ୍କ ବୋଲିଂ: ପୁଣି ନିଜ ନାମରେ କଲେ ଲଜ୍ଜାଜନକ ରେକର୍ଡ

ରାଞ୍ଚି,୨୮।୧: ଟି୨୦ ବିଶ୍ୱକପ୍‌ରେ ଉଲ୍ଲେଖନୀୟ ବୋଲିଂକୁ ନେଇ ଚର୍ଚ୍ଚାରେ ରହିଥିଲେ ବାମ ହାତୀ ଯୁବ ଦ୍ରୁତ ବୋଲର୍‌ ଅର୍ଶଦୀପ ସିଂହ। ହେଲେ ଏବେ ତାଙ୍କ ପାଇଁ ‘ନୋ ବଲ୍‌’ ବଡ ସମସ୍ୟା ହୋଇଛି। ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ସିରିଜର ପ୍ରଥମ ଟି୨୦…

ମ୍ୟାଚ୍‌ ଓ୍ବାଶିଂଟନ ବନାମ ନ୍ୟୁଜିଲାଣ୍ଡ ହୋଇଯାଇଥିଲା: ହାର୍ଦ୍ଦିକ

ରାଞ୍ଚି,୨୮।୧: ଭାରତୀୟ କ୍ରିକେଟ ଟିମ୍‌ ରାଞ୍ଚିରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ ମୁକାବିଲାରେ ପରାଜିତ ହୋଇଥିଲା। ଟସ୍‌ ହାରି ପ୍ରଥମେ ବ୍ୟାଟିଂ ନିମନ୍ତ୍ରଣ ପାଇଥିବା ନ୍ୟୁଜିଲାଣ୍ଡ ୨୦ ଓଭରରେ ୧୭୬ ରନ୍‌ କରିଥିଲା। ଜବାବରେ ଭାରତ ୨୦ ଓଭରରେ ୯ ଉଇକେଟ…

୬ କୋଟି ବର୍ଷ ପୁରୁଣା ଶାଳଗ୍ରାମ ଶିଳାରେ ନିର୍ମାଣ ହେବ ରାମ-ସୀତାଙ୍କ ପ୍ରତିମୂର୍ତ୍ତି…

ଅଯୋଧ୍ୟା,୨୮।୧ : ନେପାଳରୁ ଅଯୋଧ୍ୟାକୁ ଦୁଇଟି ବିରାଟ ଶାଳଗ୍ରାମ ଶିଳା ଅଣାଯାଉଛି। ଏଥିରୁ ଶ୍ରୀ ରାମ ଏବଂ ମାତା ସୀତାଙ୍କ ପ୍ରତିମା ତିଆରି ହେବ। ଏହି ପଥରଗୁଡିକ ପ୍ରାୟ ୬ କୋଟି ବର୍ଷ ପୁରୁଣା ବୋଲି କୁହାଯାଇଛି। ତେବେ ଏଗୁଡ଼ିକରେ ନିର୍ମିତ…

ଅନୁଷ୍କାଙ୍କ ବଡିଗାର୍ଡ ନିଅନ୍ତି ଏତିକି ଟଙ୍କା ଦରମା, ଜାଣିଲେ…

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନେ ସେମାନଙ୍କ ସୁରକ୍ଷା ପାଇଁ ବହୁତ ଟଙ୍କା ଖର୍ଚ୍ଚ କରନ୍ତି। ଅଧିକାଂଶ ସେଲିବ୍ରିଟିଙ୍କ ପର୍ସନାଲ ବଡିଗାର୍ଡ ବି ଅଛନ୍ତି। ଯିଏକି ବର୍ଷ ବର୍ଷ ଧରି ଅଭିନେତ୍ରୀ, ଅଭିନେତାଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି। ଠିକ୍‌ ସେମିତି ପ୍ରସିଦ୍ଧ ଅଭିନେତ୍ରୀ ଅନୁଷ୍କା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri