Home

ରଶ୍ମିରଞ୍ଜନଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୩୧ା୧୨(ସ୍ପୋଟର୍‌ସ ବ୍ୟୁରୋ): ପଞ୍ଜାବର ଲୁଧିଆନାଠାରେ ୧୪ତମ ଜାତୀୟ ସିନିୟର ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ସଂଘର ଏକ ୧୭ଜଣିଆ ଦଳ ଅଂଶଗ୍ରହଣ କରିଥିଲେ। ୯୦କେଜି ଓଜନ ବର୍ଗରେ ଓଡ଼ିଶାର ରଶ୍ମିରଞ୍ଜନ ସାହୁ ପ୍ରଥମ ସ୍ଥାନ…

ସିକ୍କିମକୁ ୩-୦ରେ ହରାଇଲା ଓଡ଼ିଶା

ଭୁବନେଶ୍ୱର, ୩୧ା୧୨ (କ୍ରୀଡ଼ା ପ୍ରତିନିଧି): ଏଠାରେ ଚାଲିଥିବା ଜାତୀୟ ସନ୍ତୋଷ ଟ୍ରଫି ଫୁଟବଲ ଟୁର୍ନାମେଣ୍ଟରେ ଶୁକ୍ରବାର ୩ଟି ମ୍ୟାଚ ଅନୁଷ୍ଠିତ ହୋଇ ଯାଇଛି। ଏଥିରୁ ଗୋଟିଏ ମ୍ୟାଚରେ ଓଡ଼ିଶା ୩-୦ ଗୋଲରେ ସିକିମକୁ ପରାସ୍ତ କରିଛି। କ୍ୟାପିଟାଲ ଫୁଟବଲ ଆରୋନାରେ ଅନୁଷ୍ଠିତ…

ସୋନାଲିକାର ୱେବ୍‌ସାଇଟ୍‌ରେ ଟ୍ରାକ୍ଟର ମୂଲ୍ୟ ପ୍ରଦର୍ଶିତ

ନୂଆଦିଲ୍ଲୀ,୩୧ା୧୨: ଦେଶର ପ୍ରମୁଖ ଟ୍ରାକ୍ଟର ବ୍ରାଣ୍ଡ୍‌ ତଥା ୧ ନମ୍ବର ରପ୍ତାନିକାରୀ ଭାବେ ପରିଚିତ ସୋନାଲିକା ଟ୍ରାକ୍ଟର୍ସ ପକ୍ଷରୁ ଏକ ଆକର୍ଷଣୀୟ ସେବା ଓ ସୁବିଧା ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷର କିଷାନ ଦିବସ ଅବସରରେ ଦେଶର କୃଷକଙ୍କ…

‘ବିକ୍ରି ପରବର୍ତ୍ତୀ ସେବା, ସୁବିଧାକୁ ଗୁରୁତ୍ୱାରୋପ’

ନୂଆଦିଲ୍ଲୀ,୩୧ା୧୨: ଦେଶର ପ୍ରମୁଖ ବାଣିଜି୍ୟକ ଯାନ ନିର୍ମାତା ଟାଟା ମୋର୍ଟସ ନିକଟରେ ତା’ର ସ୍ମଲ୍‌ କମର୍ସିଆଲ ଭେଇକିଲ୍ସ (ଏସ୍‌ସିଭି) ବର୍ଗର ନୂତନ ମଡେଲ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ କରିଥିଲା। ଏହି ପରିପ୍ରେକ୍ଷୀରେ ଟାଟା ମୋଟର୍ସର ଗ୍ଲୋବାଲ ହେଡ୍‌ (କଷ୍ଟମର କେୟାର,କମର୍ସିଆଲ ଭେଇକିଲ…

ଜାନୁୟାରୀ ୨ରୁ ନୂଆ ଧାରାବାହିକ ‘ତୁ ଖରା ମୁଁ ଛାଇ’

ଭୁବନେଶ୍ୱର,୩୧ା୧୨: ରାଜ୍ୟର ପ୍ରମୁଖ ଘରୋଇ ମନୋରଞ୍ଜନଭିତ୍ତିକ ଓଡ଼ିଆ ଚ୍ୟାନେଲ ଜୀ-ସାର୍ଥକ ପକ୍ଷରୁ ନୂତନ ବର୍ଷର ପରିପ୍ରେକ୍ଷୀରେ ମେଗା ଓଡ଼ିଆ ନୂଆ ଧାରାବାହିକ ପ୍ରସାରଣ କରିବାକୁ ଯାଉଛି। ଏପରିକି ଆସନ୍ତା ଜାନୁୟାରୀ ୨ରୁ ଜୀ ସାର୍ଥକର ନୂଆ ଧାରାବାହିକ ‘ତୁ ଖରା ମୁଁ…

କେନ୍ଦ୍ର କୋଇଲା ସଚିବ ଓ କୋଲ୍‌ ଇଣ୍ଡିଆ ଅଧ୍ୟକ୍ଷଙ୍କ ଜେଏସ୍‌ପି ଗସ୍ତ

ଅନୁଗୋଳ ଅଫିସ, ୩୧ା୧୨: କେନ୍ଦ୍ର କୋଇଲା ସଚିବ ଅମ୍ରିତ ଲାଲ ମୀନା ଏବଂ କୋଲ୍‌ ଇଣ୍ଡିଆ ଲିମିଟେଡ୍‌ ଅଧ୍ୟକ୍ଷ ପ୍ରମୋଦ ଅଗ୍ରଓ୍ବାଲ ଗୁରୁବାର ଜିନ୍ଦଲ ଷ୍ଟିଲ ଆଣ୍ଡ ପାଓ୍ବାର (ଜେଏସ୍‌ପି)ର କୋଲ୍‌ ଗ୍ୟାସିଫିକେଶନ ପ୍ଲାଣ୍ଟ (ସିଜିପି) ପରିଦର୍ଶନ କରିଥିଲେ। ଜେଏସ୍‌ପି ପକ୍ଷରୁ…

‘ଦେଶ ଗଠନରେ ଅଗ୍ରଣୀ ଭୂମିକା ଗ୍ରହଣ କର’

ଭୁବନେଶ୍ୱର, ୩୧ା୧୨: ଭୁବନେଶ୍ୱର ଗଙ୍ଗପଡ଼ାସ୍ଥିତ ଆଦ୍ୟାନ୍ତ ଆବାସିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୬ତମ ବାର୍ଷିକ ଉତ୍ସବ ‘ଗ୍ରେସ୍‌-୨୦୨୨’ ଶୁକ୍ରବାର ଶିକ୍ଷାନୁଷ୍ଠାନର ଜି.ପି. ସିଂହ ପ୍ରେକ୍ଷାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପୋଲିସ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ…

ନାଲ୍‌କୋର ନୂତନ ଡାଉନଷ୍ଟ୍ରିମ୍‌ ଉତ୍ପାଦ ଶୁଭାରମ୍ଭ

ଭୁବନେଶ୍ୱର,୩୧ା୧୨: ନବରତ୍ନ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନ୍ୟାଶନାଲ ଆଲୁମିନିୟମ କମ୍ପାନୀ ଲିମିଟେଡ୍‌ (ନାଲ୍‌କୋ)ର ନୂତନ ଡାଉନଷ୍ଟ୍ରିମ୍‌ ଉତ୍ପାଦର ଶୁଭାରମ୍ଭ କରାଯାଇଛି। ବିଶେଷକରି କମ୍ପାନୀର ନୂତନ ଡାଉନଷ୍ଟ୍ରିମ୍‌ ଉତ୍ପାଦ ‘ଆଲୁମିନିୟମ୍‌ ଏଲ୍‌ଇଡି କ୍ୟାପ୍‌ ଷ୍ଟକ୍‌ ଏଲୋୟ ଏଏ୧୧୦୦ର କଏଲ୍‌ ଫର୍ମ ଏଚ୧୨ ସହ ଶୁଭାରମ୍ଭ…

ଫୋର୍ଡ ପ୍ଲାଣ୍ଟ ଅଧିଗ୍ରହଣ କରିବ ଟାଟା

ନୂଆଦିଲ୍ଲୀ,୩୧ା୧୨: ମୋଟରଯାନ ନିର୍ମାଣ କ୍ଷେତ୍ରରେ ଦେଶର ଅଗ୍ରଣୀ ସଂସ୍ଥା ଟାଟା ମୋଟର୍ସ ଆସନ୍ତା ୧୦ ଜାନୁୟାରୀ ସୁଦ୍ଧା ଗୁଜରାଟସ୍ଥିତ ଫୋର୍ଡ ଇଣ୍ଡିଆର ସାନନ୍ଦ ପ୍ଲାଣ୍ଟକୁ ଅଧିଗ୍ରହଣ କରିବ। ଏ ନେଇ ଶୁକ୍ରବାର ଟାଟା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଗତ ଅଗଷ୍ଟରେ…

‘ବିର୍ଲା ଆଗ୍ରୋ ମେଶିନର ନୂତନ ଉତ୍ପାଦ ଉନ୍ମୋଚିତ’

ଭୁବନେଶ୍ୱର,୩୧ା୧୨: ମାସ୍ବାଦକର ଅଟୋଲାଇନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ସହଯୋଗୀ ସଂସ୍ଥା ବିର୍ଲା ଆଗ୍ରୋ ମେଶିନ ପକ୍ଷରୁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏପରିକି ଶୁକ୍ରବାର ସ୍ଥାନୀୟ କଟକରୋଡ୍‌ସ୍ଥିତ ଏକ ହୋଟେଲ ପରିସରରେ ଦିନିକିଆ ରାଜ୍ୟସ୍ତରୀୟ ଡିଲର ମିଟ୍‌ ସାଙ୍ଗକୁ ନୂତନ ଉତ୍ପାଦ…

ଖସିଲା ଶେୟାର ବଜାର କାରବାର

ନୂଆଦିଲ୍ଲୀ,୩୧ା୧୨: ଦିନକ ପରେ ପୁଣି ଥରେ ଷ୍ଟକ୍‌ ବଜାର କାରବାରରେ ପରିବର୍ତ୍ତନ ଦେଖାଦେଇଛି। ଏପରିକି ଚଳିତ ସପ୍ତାହର ଶେଷ କାର୍ଯ୍ୟଦିବସର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ଶୁକ୍ରବାର ଷ୍ଟକ୍‌ ମାର୍କେଟର କାରବାର ଶେଷ…

ବୃଦ୍ଧି ପାଉଛି ଦେଶର ବିତ୍ତୀୟ ନିଅଣ୍ଟ

ନୂଆଦିଲ୍ଲୀ,୩୧ା୧୨: ଚଳିତ ବର୍ଷର ନଭେମ୍ବର ଶେଷ ସୁଦ୍ଧା ସରକାରଙ୍କ ବିତ୍ତୀୟ ନିଅଣ୍ଟ ପୂର୍ଣ୍ଣ ବର୍ଷର ବଜେଟ୍‌ ଆକଳନର ୫୯ % ନିକଟତର ହୋଇଛି। ଏପରିକି ଶୁକ୍ରବାର କଣ୍ଟ୍ରୋଲର ଜେନେରାଲ ଅଫ୍‌ ଆକାଉଣ୍ଟସ୍‌ (ସିଜିଏ)ଙ୍କ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡିଛି। ଏପରିକି ପ୍ରକୃତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri