Home

ପ୍ରାଣଘାତି ହେଲା ଏଚ୩ଏନ୨ ଭାଇରସ: ଦେଶରେ ୨ ମୃତ, କେନ୍ଦ୍ର ସରକାର ଜାରି କଲେ ଆଡଭାଇଜରୀ

ନୂଆଦିଲ୍ଲୀ,୧୧ ।୩: ଦେଶରେ ଏଚ୩ଏନ୨ ଇନପ୍ଲୁଏଞ୍ଜା ସଂକ୍ରମଣ ପ୍ରାଣଘାତି ହୋଇଛି । ହରିୟାଣା ଓ କର୍ନାଟକରେ ଜଣେ ଜଣେ ରୋଗିଙ୍କ ମୃତ୍ୟୁ ହେଲାଣି । ଏବେ ପର୍ଯ୍ୟନ୍ତ ଏଚ୩ଏନ୨ ସମେତ ବିଭିନ୍ନ ଫ୍ଲୁରେ ସଂକ୍ରମିତ ୩ହଜାରରୁ ଅଧିକ ରୋଗୀଙ୍କୁ ଚିହ୍ନଟ କରାଯାଇସାରିଲାଣି…

ସତୀଶଙ୍କୁ ଶେଷ ଦର୍ଶନ ବେଳେ ଭାବବିହ୍ବଳ ହେଲେ ସଲମାନ୍‌, ଲୁଚାଇଲେ ଲୁହ…

ନୂଆଦିଲ୍ଲୀ: ମାର୍ଚ୍ଚ ୯ ସିନେମାଜଗତ ପାଇଁ ଏକ କଳାଦିନ ଥିଲା। ବଲିଉଡ୍‌ର ଖ୍ୟାତନାମା ଅଭିନେତା, ନିର୍ଦ୍ଦେଶକ ସତୀଶ କୌଶିକଙ୍କ ପରଲୋକ ଅନେକଙ୍କୁ ସ୍ତବ୍ଧ କରିଦେଇଥିଲା। ବିଶେଷକରି ତାଙ୍କର ପ୍ରଶଂସକ, ବନ୍ଧୁ ଏବଂ ପରିବାରଲୋକେ ଏହି ଖବର ଶୁଣି ଭାଙ୍ଗି ପଡ଼ିଥିଲେ। ଗୁରୁବାର…

ବ୍ରିଟେନ୍‌ରେ ଭୟଙ୍କର ତୁଷାରଝଡ଼: ସ୍କୁଲକୁ କରାଗଲା ବନ୍ଦ, ଟ୍ରେନ୍‌ ବାତିଲ

ଲଣ୍ଡନ,୧୦।୩: ବ୍ରିଟେନ୍‌ରେ ଶୁକ୍ରବାର ଭୟଙ୍କର ତୁଷାରଝଡ଼ ଯୋଗୁ ଦ୍ୱିତୀୟ ଥର ଲାଗି ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଛି। ଏଥିସହ କେତେକ ସ୍କୁଲ ମଧ୍ୟ ବନ୍ଦ କରିଦିଆଯାଇଛି। ଲୋକମାନେ ଏକ ପ୍ରମୁଖ ରାଜପଥରେ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିବା ଦେଖାଯାଇଛି। ଏହି…

ପାକିସ୍ତାନରେ ଜନ୍ମ, ପାଇଲଟ୍‌ ଭାବେ ତାଲିମ ପ୍ରାପ୍ତ…ଫିଲ୍ମଠାରୁ କମ୍‌ ନୁହେଁ ଅଷ୍ଟ୍ରେଲିୟ କ୍ରିକେଟରଙ୍କ କାହାଣୀ…

ଅହମ୍ମଦାବାଦ,୧୦।୩: ଏଠାର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ଟେଷ୍ଟରେ ଉଲ୍ଲେଖନୀୟ ବ୍ୟାଟିଂକୁ ନେଇ ଚର୍ଚ୍ଚାରେ ଅଷ୍ଟ୍ରେଲିୟ ଓପନର୍‌ ଉସ୍‌ମାନ ଖ୍ବାଜା। ଏହି ବାମହାତୀ ବ୍ୟାଟ୍ସମ୍ୟାନ୍‌ ଭାରତୀୟ ବୋଲର୍‌ଙ୍କ ମୁକାବିଲା କରି ୧୮୦ ରନ୍‌ର ଇନିଂସ ଖେଳିଥିଲେ।…

ଲୋକପ୍ରିୟ ଶୋ’ର ଶୁଟିଂସେଟ୍‌ରେ ଲାଗିଛି ଭୟଙ୍କର ନିଆଁ

ବମ୍ବେ: ଷ୍ଟାର ପ୍ଲସର ଲୋକପ୍ରିୟ ଶୋ’ ‘ଗୁମ୍‌ ହୈ କିସି କେ ପ୍ୟାର୍‌ ମେ’ର ଶୁଟିଂ ସେଟ୍‌ରେ ଲାଗିଛି ଭୟଙ୍କର ନିଆଁ। ଏହି ଘଟଣାରେ ମୃତାହତ ନେଇ କୌଣସି ସୂଚନା ମିଳି ନ ଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ…

ଅହମ୍ମଦାବାଦ ଟେଷ୍ଟରେ ବ୍ୟାଟ୍‌ ନ ଧରିବି ସ୍ବତନ୍ତ୍ର ତ୍ରିଶତକ ପୂରଣ କଲେ କୋହଲି

ଅହମ୍ମଦାବାଦ,୧୦।୩: ଟେଷ୍ଟ କ୍ରିକେଟରେ ଫର୍ମ ସହ ସଂଘର୍ଷ କରୁଥିବା ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଏଠାରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ବ୍ୟାଟ ନ ଧରି ଏକ ସ୍ବତନ୍ତ୍ର ତ୍ରିଶତକ ପୂରଣ କରିଛନ୍ତି। କୋହଲି ଅଶ୍ୱିନଙ୍କ ବଲ୍‌ରେ…

ସନ୍ନ୍ୟାସ ଘୋଷଣା କଲେ ଏହି ଅଷ୍ଟ୍ରେଲିୟ କ୍ରିକେଟର, ଏବେ କେବଳ…

ସିଡନୀ,୧୦।୩: ଅଷ୍ଟ୍ରେଲିଆ ପାଇଁ ୩୮ ଟେଷ୍ଟ ଖେଳିଥିବା ୩୯ ବର୍ଷୀୟ କ୍ରିକେଟର ଶୌନ ମାର୍ଶ ଫାଷ୍ଟ କ୍ଲାସ୍‌(ପ୍ରଥମ ଶ୍ରେଣୀ) ଏବଂ ଓଡିଆଇ(ଦିନିକିଆ) କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏବେ ତାଙ୍କୁ କେବଳ ଟି -୨୦ ଫର୍ମାଟରେ ଖେଳୁଥିବା ଦେଖିବାକୁ ମିଳିବ। ୨୦୦୧…

କରନ୍‌-ତେଜସ୍ବୀଙ୍କ ବ୍ରେକ୍‌ଅପ୍‌ ନେଇ ଚର୍ଚ୍ଚା ! ଅଭିନେତ୍ରୀ କହିଲେ…

ବମ୍ବେ: ଟେଲିଭିଜନର ଲୋକପ୍ରିୟ ସେଲିବ୍ରିଟି ଯୋଡ଼ି ମଧ୍ୟରୁ ଅଭିନେତା କରନ୍‌ କୁନ୍ଦ୍ରା ଏବଂ ତେଜସ୍ବୀ ପ୍ରକାଶ ଅନ୍ୟତମ। ବିଗ୍‌ବସ୍‌ ଘରୁ ଦୁହିଁଙ୍କ ସମ୍ପର୍କ ହୋଇଥିଲା ଆରମ୍ଭ। ଦୀର୍ଘ ଦୁଇ ବର୍ଷ ଧରି ଡେଟିଂ କରିବା ପରେ ସେମାନଙ୍କର ବ୍ରେକ୍‌ଅପ୍‌ ହୋଇଥିବା ନେଇ…

ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ ହେଲେ ସୋମନାଥ ଭାରତୀ

ନୂଆଦିଲ୍ଲୀ,୧୦।୩: ଆମ ଆଦମୀ ପାର୍ଟିର ବିଧାୟକ ସୋମନାଥ ଭାରତୀଙ୍କୁ ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ କରାଯାଇଛି। ସୌରଭ ଭରଦ୍ୱାଜ ମନ୍ତ୍ରୀ ହେବା ପରେ ସୋମନାଥ ଭାରତୀଙ୍କୁ ଦିଲ୍ଲୀ ଜଳ ବୋର୍ଡର ଉପାଧ୍ୟକ୍ଷ କରାଯାଇଛି। ସୌରଭ ଭରଦ୍ୱାଜଙ୍କ ପୂର୍ବରୁ ରାଘବ ଚଡ୍ଡା ଏହି…

୨୦ମହଲା ବିଲ୍ଡିଂରୁ ପଡ଼ି ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲଙ୍କ ବାପାଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୧୦।୩: ଓୟୋ ପ୍ରତିଷ୍ଠାତା ରିତେଶ ଅଗ୍ରଓ୍ବାଲଙ୍କ ବାପା ରମେଶ ଅଗ୍ରଓ୍ବାଲଙ୍କ ଶୁକ୍ରବାର ଦେହାନ୍ତ ହୋଇଛି। ଗୁରୁଗ୍ରାମରେ ଏକ ଉଚ୍ଚ ମହଲାରୁ ଖସିପଡି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଓୟୋର ଜଣେ ମୁଖପାତ୍ର ରିତେଶ ଅଗ୍ରୱାଲଙ୍କ ପିତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି।…

ମାର୍ଚ୍ଚ ୧୧ରେ ସର୍ବଦଳୀୟ ବୈଠକ ଡକାଇଲେ ଫାରୁକ ଅବଦ୍ଦୁଲା

ଶ୍ରୀନଗର,୧୦।୩: ସଂସଦର ସଦସ୍ୟ ତଥା ନ୍ୟାସନାଲ କନ୍‌ଫରେନ୍ସର ଅଧ୍ୟକ୍ଷ ଡକ୍ଟର ଫାରୁକ ଅବଦ୍ଦୁଲା ଜମ୍ମୁ-କଶ୍ମୀରର କେନ୍ଦ୍ରଶାସିତ ଅଞ୍ଚଳ ସମ୍ପର୍କରେ ଏକ ସର୍ବଦଳୀୟ ବୈଠକ ଡକାଇଛନ୍ତି। ରାଜ୍ୟ ସମ୍ମୁଖୀନ ହେଉଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଏହି ବୈଠକ ଅନୁଷ୍ଠିତ…

ସିସୋଡିଆଙ୍କୁ ମିଳିଲାନି ଜାମିନ: ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଶୁଣାଣି ସ୍ଥଗିତ

ନୂଆଦିଲ୍ଲୀ,୧୦।୩: ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏଏପି ନେତା ମନୀଷ ସିସୋଡିଆଙ୍କୁ ଶୁକ୍ରବାର ଦ୍ୱିପ୍ରହର ୨ଟାରେ ଦିଲ୍ଲୀର ରୌଜ ଏଭେନ୍ୟୁ କୋର୍ଟରେ ହାଜର କରିଯାଇଥିଲା। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ରିମାଣ୍ଡରେ ନେବାକୁ ଇଡି ଆବେଦନ କରିଥିବା ବେଳେ ସିବିଆଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?