Home

ଟସ୍‌ ଜିତିଲା ଦିଲ୍ଲୀ କ୍ୟାପିଟାଲ୍ସ, ବ୍ୟାଟିଂ କରିବ…

ହାଇଦ୍ରାବାଦ,୨୪।୪: ଆଇପିଏଲ-୨୦୨୩ର ୩୪ ତମ ମ୍ୟାଚରେ ସୋମବାର ହାଇଦ୍ରାବାଦର ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ) ଖେଳାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ସନରାଇଜର୍ସ ହାଇଦ୍ରାବାଦ ବୋଲିଂ…

ସରିଲା ରାଜ୍ୟ କ୍ୟାବିନେଟ ବୈଠକ: ୧୫ ପ୍ରସ୍ତାବକୁ ମୋହର

ଭୁବନେଶ୍ବର,୨୪।୪(ବ୍ୟୁରୋ): ରାଜ୍ୟ କ୍ୟାବିନେଟ ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି। ବୈଠକରେ ମୋଟ୍‌ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ୨୦୨୩-୩୩ ପର୍ଯ୍ୟନ୍ତ ହକି ଟିମ ପାଇଁ ଓଡ଼ିଶା ପ୍ରାୟୋଜକ ରହିବ । ଏ ସଂପର୍କିତ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛି। ଏଥିସହ ୬…

ସୁଦାନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ‘ଅପରେଶନ କାବେରୀ’ ଆରମ୍ଭ

ନୂଆଦିଲ୍ଲୀ,୨୪।୪: ଆଫ୍ରିକୀୟ ଦେଶ ସୁଦାନରେ ସେନା ଏବଂ ସାମରିକ ବାହିନୀ ମଧ୍ୟରେ ଚାଲିଥିବା ବିବାଦରେ ଏ ପର୍ଯ୍ୟନ୍ତ ୪୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଭାରତ ସମେତ ଅନେକ ଦେଶର ନାଗରିକ ସେଠାରେ ଫସି ରହିଛନ୍ତି। ଏହି ସମୟରେ, ସୁଦାନରୁ ଭାରତୀୟମାନଙ୍କୁ…

ଭାରତୀୟ ପର୍ବତାରୋହୀଙ୍କ ଅବସ୍ଥାରେ ଆସୁଛି ସୁଧାର, ତଥାପି ବିପଦକୁ ଏଡ଼ାଇ ହେବନି

କାଠମାଣ୍ଡୁ,୨୪ା୪: ନେପାଳର ଅନ୍ନପୂର୍ଣ୍ଣା ପର୍ବତର ଏକ ଗଭୀର ଖାତ ମଧ୍ୟକୁ ଖସିଯିବା ପରେ ଉଦ୍ଧାର ହୋଇଥିବା ଭାରତୀୟ ପର୍ବତାରୋହୀ ଅନୁରାଗ ମାଲୁଙ୍କ ଅବସ୍ଥା ଗୁରୁତର ରହିଛି। ଏନେଇ ତାଙ୍କ ଭାଇ ଆଶିଷ ଏହି ସୂଚନା ଦେଇଛନ୍ତି। ତାଙ୍କ ଭାଇ କହିଛନ୍ତି, କାଠମାଣ୍ଡୁରେ…

ସକାରାତ୍ମକ ମାନସିକତା ଓ ଭିଡିଓ ଗେମ୍‌

ଆଜିକାଲି ଭିଡିଓ ଗେମ କେବଳ ଛୋଟ ପିଲା ନୁହେଁ ପ୍ରାୟ ଯୁବପିଢ଼ିଙ୍କର ଏକ ଅଭ୍ୟାସରେ ପରିଣତ ହୋଇଯାଇଛି କହିଲେ ଆଦୌ ଭୁଲ ହେବ ନାହିଁ। କିନ୍ତୁ ଏହାର ଏକ ନିର୍ଦ୍ଦିଷ୍ଟ ସମୟସୀମା ରହିବା ଦରକାର। ଯଦି ଏହା ସୀମା ଟପିଯାଏ ତେବେ…

ଆରମ୍ଭ ହେଲା ରଥକାର୍ଯ୍ୟ

ପୁରୀ ଅଫିସ,୨୪ା୪: ସୋମବାରଠାରୁ ବିଧିବଦ୍ଧ ଭାବେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଗତକାଲି ଅକ୍ଷୟ ତୃତୀୟା ଅବସରରେ ରଥକାଠ ଅନୁକୂଳ ହୋଇଥିବା ବେଳେ ଆଜିଠାରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ମହାରଣା ସେବକ ଓ ଭୋଇ ସେବକମାନେ ରଥ ନିର୍ମାଣ…

ସମ୍ବଲପୁର ହିଂସାର ପ୍ରତିବାଦ

ସୋରଡ଼ା,୨୪ା୪(ଡି.ଏନ୍‌.ଏ.): ସମ୍ବଲପୁରରେ ହୋଇଥିବା ହିଂସା ପ୍ରତିବାଦରେ ଗଞ୍ଜାମ ଜିଲା ସୋରଡ଼ାର ବଜରଙ୍ଗ ଦଳ ପକ୍ଷରୁ ତହସିଲଦାର ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କୁ ସୋମବାର ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଓଡ଼ିଶା ଏକ ରାଜ୍ୟ ଭାବରେ ସର୍ବଦା ଶାନ୍ତି ପ୍ରେମ କରିଆସୁଛି ଏବଂ ସମଗ୍ର…

ମ୍ୟାଲେରିଆ ମୃତ୍ୟୁ ହାର ଶୂନ କରିବା

ମଣିଷ ସଭ୍ୟତାର ଅନ୍ୟତମ ପୁରାତନ ରୋଗ ହେଉଛି ମ୍ୟାଲେରିଆ। ଏହି ରୋଗ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଲାଗି ପ୍ରତିବର୍ଷ ଏପ୍ରିଲ ୨୫ ତାରିଖକୁ ବିଶ୍ୱ ମ୍ୟାଲେରିଆ ଦିବସ ଭାବରେ ପାଳନ କରାଯାଇ ଆସୁଅଛି। ଏହି ଦିବସ ପାଳନ ଅବସରରେ ଚଳିତବର୍ଷର…

ଚା‘ ପିଇ ଜନ୍ମଦିନ ପାଳନ କଲେ ସଚିନ, ଶେୟାର କଲେ ଫଟୋ…

ମୁମ୍ବାଇ,୨୪।୪ : କ୍ରିକେଟ ଇତିହାସର ସର୍ବଶ୍ରେଷ୍ଠ କ୍ରିକେଟର ସଚିନ ତେନ୍ଦୁଲକର ସେମବାର ତାଙ୍କର ୫୦ ତମ ଜନ୍ମଦିନ ପାଳନ କରୁଛନ୍ତି। ତାଙ୍କର ଜନ୍ମଦିନରେ ସଚିନ ତେନ୍ଦୁଲକର ପ୍ରଶଂସକଙ୍କ ପାଇଁ ଏକ ବିଶେଷ ଫଟୋ ଶେୟାର କରି ଚମତ୍କାର ବାର୍ତ୍ତା ମଧ୍ୟ ଲେଖିଛନ୍ତି।…

‘ହିନ୍ଦୁମାନଙ୍କ ଉପରେ ଆକ୍ରମଣ ବନ୍ଦ ହେଉ’

ପାଟଣା,୨୪ା୪(ସ୍ବ.ପ୍ର.): ସମ୍ବଲପୁର ସହରରେ ହନୁମାନ ଜୟନ୍ତୀ ସମନ୍ବୟ ସମିତି ତରଫରୁ ଅପ୍ରେଲ ୧୨ରେ ହୋଇଥିବା ବାଇକ୍‌ ରାଲି ଓ ଅପ୍ରେଲ ୧୪ରେ ସମ୍ବଲପୁରରେ ହନୁମାନ ଜୟନ୍ତୀ ଅବସରରେ ହିନ୍ଦୁମାନଙ୍କ ଉପରେ ସଂଖ୍ୟା ଲଘୁ ସମ୍ପ୍ରଦାୟର ମାରଣାସ୍ତ୍ର୍‌ରେ ଆକ୍ରମଣ ଓ ଦଙ୍ଗା ସୃଷ୍ଟିକାରୀଙ୍କ…

କଶ୍ମୀରକୁ ବିକ୍ରି କରି ଦେଇଛି ପାକିସ୍ତାନ: ଖବରଦାତାଙ୍କ ରିପୋର୍ଟ ନେଇ ଚର୍ଚ୍ଚା ଜାରି…

ଇସଲାମାବାଦ,୨୪।୪ : ପୂର୍ବତନ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱାଙ୍କ ବିଷୟରେ ଜଣାଶୁଣା ଖବରଦାତା ହମିଦ ମିରଙ୍କ ଦ୍ୱାରା ରିପୋର୍ଟ ପ୍ରକାଶ ପାଇବା ପରେ ଦେଶରେ ରାଜନୈତିକ ଚର୍ଚ୍ଚା ଜାରି ରହିଛି। ଏକ ଭିଡିଓରେ ହମିଦ ମୀର ବାଜୱାଙ୍କ…

କାଳବୈଶାଖୀ ପ୍ରଭାବରେ ଉଜୁଡ଼ିଲା ଧାନଫସଲ: ଜିଲାପାଳଙ୍କ ନିକଟରେ ଚାଷୀ ଫେରାଦ

ବରଗଡ଼ ଅଫିସ,୨୪ା୪: କାଳବୈଶାଖୀର ପ୍ରଭାବରେ ବରଗଡ଼ ଜିଲାରେ ବ୍ୟାପକ ଫସଲ କ୍ଷତି ହୋଇଛି। ଗତ ୨୨ ତାରିଖ ସନ୍ଧ୍ୟାରେ ହୋଇଥିବା କୁଆପଥର ବର୍ଷା ଯୋଗୁ ଜିଲାର ବରଗଡ଼ ଅତାବିରା, ବରପାଲି, ବିଜେପୁର ବ୍ଲକର ବିଭିନ୍ନ ଗ୍ରାମରେ ବ୍ୟାପକ ଧାନଫସଲ ଉଜୁଡି ଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?