Home

ରୁଟି ଓଲଟାଇବାର ସମୟ ଆସିଯାଇଛି, ବିଳମ୍ବ ହେବା ଉଚିତ ନୁହେଁ, ନ ଓଲଟିଲା ତ…’ ଶରଦ ପାଓ୍ବାର

ମୁମ୍ବାଇ,୨୭।୪: ମହାରାଷ୍ଟ୍ରରେ ଜାରି ରହିଥିବା ରାଜନୈତିକ ହଲଚଲ ମଧ୍ୟରେ ଏନସିପିର ବରିଷ୍ଠ ନେତା ଶରଦ ପାଓ୍ବାର ଏମିତି କଥା କହିଛନ୍ତି, ଯାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୁମ୍ବାଇର ଯୁବା ମନ୍ଥନ କାର୍ଯ୍ୟକ୍ରମରେ ସେ କହିଛନ୍ତି, କେହି ମୋତେ କହିଲେ,…

କରାଚିରୁ ଲାହୋର ଯାଉଥିବା ଯାତ୍ରୀବାହୀ ଟ୍ରେନରେ ଲାଗିଲା ନିଆଁ, ୩ ଶିଶୁ ଜଣେ ମହିଳାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ

କରାଚି,୨୭।୪: ପାକିସ୍ତାନର ସିନ୍ଧ ଅଞ୍ଚଳରେ ଏକ ଏକ୍ସପ୍ରେସ ଟ୍ରେନର ଏକ ବଗିରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ନିଅଁାରେ ପୋଡି ଯାଇ ୩ ଶିଶୁ ଜଣେ ମହିଳାଙ୍କ ସମେତ ୭ ଜଣଙ୍କ ମୃତ୍ୟୁ ହୋଇଛି। ଜଣେ…

ମେ’ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ଶିରିଡ଼ି ସାଇ ମନ୍ଦିର

ମୁମ୍ବାଇ/ନୂଆଦିଲ୍ଲୀ,୨୭ା୪: ମହାରାଷ୍ଟ୍ରର ଅହମ୍ମଦନଗର-ମନମା ଜାତୀୟ ରାଜମାର୍ଗଥିବା ପ୍ରସିଦ୍ଧ ଶିରିଡ଼ି ସାଇ ବାବାଙ୍କ ମନ୍ଦିର ମେ’ ପହିଲାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ସାଇ ବାବାଙ୍କ ମନ୍ଦିରରେ ସିଆଇଏସ୍‌ଏଫ୍‌ ମୁତୟନକୁ ନେଇ ବିରୋଧ କରାଯାଉଛି। ଏମିତି କି…

‘ପ୍ରଧାନମନ୍ତ୍ରୀ ମୋଦି ବିଷଧର ସାପ ଭଳି, ଯଦି ଆପଣ…’, କଂଗ୍ରେସ ଅଧ୍ୟକ୍ଷଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ,୨୭।୪: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏକ ବିବାଦୀୟ ବୟାନ ଦେଇଛନ୍ତି। ସେ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ବିଷଧର ସର୍ପ’ ଭଳି, ଆପଣ ଭାବୁ୍‌ଥିବେ ଏହା ବିଷ ନା ନାହିଁ, ଯଦି ଆପଣ…

ସାମ୍ନାକୁ ଆସିଲା ଦାନ୍ତଓ୍ବୋଡା ବିସ୍ଫୋରଣ ଘଟଣାର ଭିଡିଓ, ମୃତ୍ୟୁକୁ ଖାତିର ନ କରି ଲଢ଼ିଥିଲେ ଯବାନ

ରାୟପୁର,୨୭ା୪: ଦାନ୍ତଓ୍ବୋଡାରେ ବୁଧବାର ମାଓବାଦୀଙ୍କ ଆକ୍ରମଣରେ ୧୦ ଯବାନଙ୍କ ସମେତ ଜଣେ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ଆକ୍ରମଣର ଗୋଟିଏ ଦିନରେ ପରେ ଅର୍ଥାତ୍‌ ଗୁରୁବାର ଏହି ଘଟଣାର ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରୁ କିପରି ଆକ୍ରମଣ ପ୍ରତିଆକ୍ରମଣ ହୋଇଥିଲା…

ସିସୋଡିଆଙ୍କୁ ଲାଗିଲା ଝଟକା, ୧୨ ମେ’ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୭।୪: ଅବକାରୀ ନୀତି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି(ଏଏପି) ନେତା ମନିଷ ସିସୋଡିଆଙ୍କୁ ପୁଣି ଝଟକା ଲାଗିଛି। ଦିଲ୍ଲୀର ରାଉଜ ଏଭେନ୍ୟୁ କୋର୍ଟ ସିବିଆଇ ଦ୍ୱାରା ଯାଞ୍ଚ କରାଯାଉଥିବା ଅବକାରୀ ନୀତି ମାମଲାରେ ଏଏପି ନେତା ତଥା ଦିଲ୍ଲୀର…

ଏହି ୩ କଥାକୁ ସବୁବେଳେ ଗୁପ୍ତ ରଖନ୍ତୁ, ଜୀବନରେ ନିଶ୍ଚିତ ସଫଳତା ମିଳିବ

ମହାନ ଆଚାର୍ଯ୍ୟ ଚାଣକ୍ୟ ଦୁନିଆର ପ୍ରସିଦ୍ଧ ପଣ୍ଡିତମାନଙ୍କ ମଧ୍ୟରୁ ଅନ୍ୟତମ। ତାଙ୍କ ଦ୍ୱାରା କୁହାଯାଇଥିବା ନୀତି ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ସେ ତାଙ୍କର ସମସ୍ତ ନୀତି ତାଙ୍କ ପୁସ୍ତକ ‘ଚାଣକ୍ୟ ନୀତି’ରେ ଲେଖିଛନ୍ତି। ଚାଣକ୍ୟ ନିଜେ ତାଙ୍କ ପୁସ୍ତକରେ ତାଙ୍କ ଜୀବନ…

ଡଙ୍ଗାବୁଡ଼ି ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ: ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା

ଭୁବନେଶ୍ୱର,୨୭ା୪(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ଆଳିରେ ଡଙ୍ଗାବୁଡ଼ି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ମୃତବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। କେନ୍ଦ୍ରାପଡ଼ା ଜିଲା ଆଳିର ଏକ ମାଣିଆ ଘାଟରେ ନୌକା ଦୁର୍ଘଟଣାରେ…

ଆସନ୍ତା ୩୩ ବର୍ଷରେ ଜାପାନର ଜନସଂଖ୍ୟା ୧୦ କୋଟିରୁ ହେବ କମ୍‌…

ଟୋକିଓ,୨୭।୪ : ଆସନ୍ତା ୩୩ ବର୍ଷରେ ୨୦୫୬ ସୁଦ୍ଧା ଜାପାନର ଜନସଂଖ୍ୟା ୧୦ କୋଟିରୁ କମ୍‌ରେ ପହଞ୍ଚିବ। ଯଦି ଦେଶର ଶିଶୁ ଜନ୍ମ ହାର ବର୍ତ୍ତମାନର ସ୍ତରରେ ରୁହେ ଦେଶରେ ପ୍ରତିବର୍ଷ ଜନ୍ମ ହୋଇଥିବା ଶିଶୁଙ୍କ ସଂଖ୍ୟା ପାଞ୍ଚ ଲକ୍ଷରୁ କମ…

ଭାଜପା ମହିଳା ବିଧାୟକଙ୍କ ନିର୍ବାଚନକୁ ବେଆଇନ ଘୋଷିତ କଲେ ହାଇକୋର୍ଟ…

ଇଟାନଗର,୨୭।୪ : ଗୁଆହାଟୀ ହାଇକୋର୍ଟ ଅରୁଣାଚଳ ପ୍ରଦେଶର ଭାଜପା ମହିଳା ବିଧାୟକ ଦାସଙ୍ଗଲୁ ପୁଲଙ୍କ ନିର୍ବାଚନକୁ ବେଆଇନ ଘୋଷଣା କରିଛନ୍ତି। ଭାଜପା ବିଧାୟକ ତାଙ୍କ ନିର୍ବାଚନୀ ସତ୍ୟପାଠରେ ସମ୍ପତ୍ତି ସହ ଜଡିତ ତଥ୍ୟ ଲୁଚାଇଥିବା ଅଭିଯୋଗ ହୋଇଛି। କଂଗ୍ରେସ ନେତା ଭାଜପା…

ମହିଳା କ୍ରିକେଟ ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା: ଏ ଗ୍ରେଡରେ ହରମନପ୍ରୀତ-ମନ୍ଧାନା-ଦୀପ୍ତି…

କୋଲାକାତା,୨୭।୪ : ବିସିସିଆଇ ୨୦୨୨-୨୩ ବର୍ଷ ପାଇଁ ମହିଳା କ୍ରିକେଟ ଖେଳାଳିଙ୍କ କେନ୍ଦ୍ରୀୟ ଚୁକ୍ତିନାମା ଘୋଷଣା କରିଛି। କେନ୍ଦ୍ରୀୟ ଚୁକ୍ତିରେ ସମୁଦାୟ ୧୭ ଖେଳାଳିଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ମହିଳା କ୍ରିକେଟ ଦଳର ଅଧିନାୟକ ହରମାନପ୍ରୀତ କୌରଙ୍କ ସହିତ ଓପନର୍‌ ସ୍ମୃତି ମନ୍ଧାନା…

ଶହୀଦ ଯବାନଙ୍କୁ କାନ୍ଧ ଦେଲେ ମୁଖ୍ୟମନ୍ତ୍ରୀ…

ରାୟପୁର,୨୭।୪ : ଛତିଶଗଡର ଦନ୍ତେୱାଡାର ଆରାନପୁରରେ ଶହୀଦ ହୋଇଥିବା ୧୦ ଜଣ ଯବାନଙ୍କୁ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ କାନ୍ଧ ଦେଇଛନ୍ତି। ସେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯବାନଙ୍କ ବଳିଦାନ ବୃଥା ଯିବ ନାହିଁ। ଏହି ଅବସରରେ ରାଜ୍ୟ ମୁଖ୍ୟମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?