ସେପ୍ଟେମ୍ବର ୧୧ରେ ଘୁମୁସର ଦିବସ, ପାଳନ ନେଇ…
ଭଞ୍ଜନଗର,୧୨।୮(ବାବୁଲା ପ୍ରଧାନ)-ଘୁମୁସର ବିକାଶ ପରିଷଦର ଏକ ଜରୁରୀ ବୈଠକ ମଙ୍ଗଳବାର ଆଇନଜୀବୀ ସୋମନାଥ ନାୟକଙ୍କ ଭଞ୍ଜନଗର ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନାୟକ ଅଧ୍ୟକ୍ଷତା କରି ଘୁମୁସର ଇତିହାସ, ଦିବସ ଓ ଉକ୍ତ ଦିବସ ପାଳନର ଆବଶ୍ୟକତା ସମ୍ପର୍କରେ କହିଥିଲେ। ସମ୍ପାଦକ…
ବିନା ରିଚାର୍ଜରେ କେତେ ଦିନରେ ବନ୍ଦ ହୋଇଯାଏ SIM Card? ଜାଣନ୍ତୁ Jio, Airtel, Vi ପାଇଁ TRAI ନିୟମ…
ନୂଆଦିଲ୍ଲୀ,୧୨।୮: ଆଜିକାଲି ଅଧିକାଂଶ ମୋବାଇଲ ଉପଭୋକ୍ତା ଦୁଇଟି ସିମ କାର୍ଡ ବ୍ୟବହାର କରୁଛନ୍ତି। କିନ୍ତୁ ରିଚାର୍ଜ ପ୍ଲାନ୍ ମହଙ୍ଗା ହେବା ପରେ ଦୁଇଟି ସିମ୍କୁ ଏକାସହିତ ରିଚାର୍ଜ କରିବା କଷ୍ଟକର ହୋଇପଡ଼ୁଛି। ଫଳରେ ଅନେକ ଲୋକ ଯେଉଁ ସିମ୍ରୁ ଅଧିକ କଥାବାର୍ତ୍ତା…
୧୨ ମାସ ପରେ ଅଦ୍ଭୁତ ସଂଯୋଗ: ଏସବୁ ରାଶିର ଭାଗ୍ୟ ବଦଳାଇବେ ବୁଧ, ନୂଆ ଚାକିରି ସାଙ୍ଗକୁ ପ୍ରଚୁର ଧନଲାଭର ଯୋଗ…
ବୈଦିକ ଜ୍ୟୋତିଷ ଅନୁସାରେ ବୁଧ ଗ୍ରହ ପ୍ରାୟ ୧ ମାସ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଏହାର ପ୍ରଭାବ ବିଶେଷକରି ବ୍ୟବସାୟ, ଶେୟାର ବଜାର ଏବଂ ଅର୍ଥବ୍ୟବସ୍ଥା ଉପରେ ଦେଖିବାକୁ ମିଳିଥାଏ। ଆସନ୍ତା ଅଗଷ୍ଟ ୩୦ରେ ବୁଧ ସିଂହ ରାଶିକୁ ଗୋଚର…
ହଠାତ୍ ସୀମାରେ ହଜାର ହଜାର ସେନା ମୁତୟନ କଲା ପାକିସ୍ତାନ, ଭାରତକୁ…
ଇସଲାମବାଦ,୧୨।୮:ପାକିସ୍ତାନ ଭାରତକୁ ଧମକ ଦେଉଛି, ପ୍ରଥମେ ସେନା ମୁଖ୍ୟ ଅସୀମ ମୁନିର ଆମେରିକୀୟ ମାଟିରୁ ଯୁଦ୍ଧ ପ୍ରସଙ୍ଗ ଉଠାଇଥିଲେ, ତା’ପରେ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ମଧ୍ୟ ସମାନ ମୂର୍ଖତା କରିଥିଲେ। ଏହି ସମୟରେ, ଏକ ରିପୋର୍ଟ ଆସିଛି ଯାହା…
କଲେଜରେ ଯୌନ ଶୋଷଣ ରୋକିବା ପାଇଁ ପୋଲିସ ଅଭିନବ ପ୍ରୟାସ
ପାଟଣା,୧୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ପୋଲିସ ପକ୍ଷରୁ ମଙ୍ଗଳବାର ମୁଖ୍ୟାଳୟ ଆଞ୍ଚଳିକ ମହାବିଦ୍ୟାଳୟ ସାମ ପାଟଣା ସଭାଗୃହରେ ପାଟଣା ପୋଲିସ ପକ୍ଷରୁ ମହିଳାଙ୍କ ପ୍ରତି ହେଉଥିବା ଯୌନ ଶୋଷଣ (ସେକ୍ସସୁଆଲ ହାରସ ମେଣ୍ଟ) ଓ ନାବାଳିକା ଙ୍କ ପ୍ରତି…
ମଣ୍ଡିରେ ଚାଷୀ ପଞ୍ଜିକରଣ ପାଇଁ ସମୟସୀମା ବୃଦ୍ଧି ଦାବି
ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ୭ ଦଫା ଦାବୀ ପୁରଣ ପାଇଁ ମଙ୍ଗଳବାର ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଚାଷୀ ସଙ୍ଗଠନର ସଭ୍ୟ ଓ କର୍ମକର୍ତ୍ତା ବୃନ୍ଦ ଦିଗପହଣ୍ଡି…
ଅଗଷ୍ଟ ୧୧ରୁ ସମୂହ ଛୁଟିରେ ଯିବେ ରାଜସ୍ବ ଅମଲା
ବଲାଙ୍ଗିର ୧୧।୮(ସୁଶାନ୍ତ ବାରିକ) : ବହୁ ପ୍ରତୀକ୍ଷିତ ଦଶ ଦଫା ଦାବି ପୁରଣ କରିବାରେ ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ସଂଘର ପୂର୍ବନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ,୧୧ ଅଗଷ୍ଟରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ରାଜସ୍ବ ଅମଲାମାନେ…
ଟ୍ରମ୍ପଙ୍କ ଟାରିଫ୍ ଧମକ ମଧ୍ୟରେ ଭାରତ ଏହି ଧନୀ ଦେଶ ସହ କରିବାକୁ ଯାଉଛି ବଡ଼ ଚୁକ୍ତି
ନୂଆଦିଲ୍ଲୀ,୧୨।୮: ଭାରତ ସିଙ୍ଗାପୁର ସହିତ ୧୦ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି୍ ସ୍ବାକ୍ଷର କରିବାକୁ ଯାଉଛି। ଭାରତ ଏବଂ ସିଙ୍ଗାପୁର ଏହି ସପ୍ତାହରେ ହେବାକୁ ଥିବା ଦୁଇ ଦେଶର ମନ୍ତ୍ରୀଙ୍କ ବୈଠକରେ ପ୍ରଯୁକ୍ତିବିଦ୍ୟା, ସଂଯୋଗୀକରଣ, ଦକ୍ଷତା ବିକାଶ ଏବଂ ଡିଜିଟାଲାଇଜେସନ ଭଳି କ୍ଷେତ୍ରରେ ପ୍ରାୟ…
ଭାରତର ସଙ୍କଟମୋଚକ ସାଜିବେ ଏହି ୨ ଦେଶ: ଟ୍ରମ୍ପଙ୍କୁ ପାନେ ଦେବାକୁ ଯୋଜନା
ଓ୍ବାଶିଂଟନ୍,୧୨।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଘୋଷଣା କରିଛନ୍ତି। ଭାରତ ଏବେ ଆମେରିକାର ଏହି ଟାରିଫ୍କୁ ମୁକାବିଲା କରିବାର ଉପାୟ ଖୋଜୁଛି। ଭାରତ ଏବେ ସେହି ରୁଷିଆର ବଜାର ଆଡ଼କୁ ଚାହିଁ ରହିଛି, ଯାହା…
ଭାରତ ଜବାବ ଶୁଣି ରାଗିଗଲା ପାକିସ୍ତାନ: ପୁଣି ବିଷ ଓଗାଳିଲା
ଇସଲାମାବାଦ୍,୧୨।୮: ପାକିସ୍ତାନ ଏପର୍ଯ୍ୟନ୍ତ ଅନେକ ଥର ଭାରତକୁ ପରମାଣୁ ଆକ୍ରମଣର ଧମକ ଦେଇସାରିଛି। ଅପରେଶନ ସିନ୍ଦୂର ସମୟରେ ମଧ୍ୟ ଏହା ତାର କାର୍ଯ୍ୟକଳାପର ପର୍ଦ୍ଦାଫାସ କରିଛି। ଭାରତ ପାକିସ୍ତାନର ପରମାଣୁ ବ୍ଲାକମେଲର ଉଚିତ ଜବାବ ଦେଇଥିଲା। ଏବେ ପାକିସ୍ତାନ ଏହାର ପ୍ରତିକ୍ରିୟା…
୧୨ ବର୍ଷର ଝିଅଙ୍କୁ ବଳାତ୍କାର କଲେ ୨୦୦ରୁ ଅଧିକ ପୁରୁଷ: ସେକ୍ସ ରାକେଟର ପର୍ଦ୍ଦାଫାସ
ପୁଣେ,୧୨।୮: ମହାରାଷ୍ଟ୍ରର ପାଲଘରରେ ଏକ ୧୨ ବର୍ଷୀୟା ବାଂଲାଦେଶୀ ଝିଅକୁ ଏକ ସେକ୍ସ ରାକେଟରୁ ଉଦ୍ଧାର କରାଯାଇଛି। ପଚରାଉଚରା ସମୟରେ ସେ ସାଂଘାତିକ ଘଟଣା ଉଲ୍ଲେଖ କରିଛନ୍ତି। ୩ ମାସ ମଧ୍ୟରେ ୨୦୦ରୁ ଅଧିକ ପୁରୁଷ ତାଙ୍କୁ ଏକ ଫ୍ଲାଟରେ ବଳାତ୍କାର…
ଆସୁ ଆସୁ ବଡ଼ ପ୍ରତିଶ୍ରୁତି ଦେଲେ ଜିଲାପାଳ: ଲୋକଙ୍କ ଜୀବନଜୀବିକା ସୁଧାରିବା ଲକ୍ଷ୍ୟ
ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରର ଲୋକଙ୍କ ଜୀବନଜୀବିକାରେ ସ୍ବାବଲମ୍ବୀ କରିବା ପାଇଁ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଜରୁରୀ। ତେଣୁ ପୂର୍ବରୁ ଦାରିଙ୍ଗବାଡିରେ ପର୍ଯ୍ୟଟନକ୍ଷେତ୍ର ଭରପୁର ରହିଛି। ଏହାର ବିକାଶ ଓ ଗାଁରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ…
Archives


