Home

‘ସେମାନେ ଆମକୁ ହରାଇ ପାରିବେ ନାହିଁ, ସେଥିପାଇଁ…’ ଅଙ୍କୋଲା ରାଲିରେ କଂଗ୍ରେସ ଉପରେ ବର୍ଷିଲେ ମୋଦି

ଅଙ୍କୋଲା,୩।୫: ଆଉ ମାତ୍ର ଗୋଟିଏ ସପ୍ତାହ ପରେ ଅର୍ଥାତ୍‌ ମେ’ ୧୦ରେ ହେବାକୁ ଯାଉଛି କର୍ନାଟକ ବିଧାନସଭା ନିର୍ବାଚନ। ଏହାର ଫଳାଫଳ ୧୩ ମେ’ରେ ଆସିବ। ଏହା ପୂର୍ବରୁ ସମସ୍ତ ରାଜନୈତିକ ଦଳ ଜୋରଦାର ନିର୍ବାଚନ ପ୍ରଚାର କରି ଭୋଟଙ୍କୁ ନିଜ…

ମିଠା ଦୋକାନ ସିଲ୍‌ କଲା ପ୍ରଶାସନ: ପୋଲିସ-ଓକିଲ ମୁହାଁମୁହିଁ

ଗଞ୍ଜାମ,୩ା୫(ଡି.ଏନ୍‌.ଏ.): ଗଞ୍ଜାମ ବଡ଼ ବଜାର ମାର୍କେଟ କମ୍ପ୍ଲେକ୍ସ ଠାରେ ଥିବା ଗଣେଶ ପଟ୍ଟନାୟକ ମିଠା ଦୋକାନକୁ ବୁଧବାର ଜିଲା ପୋଲିସ ପ୍ରଶାସନ ସିଲ୍‌ କରିଥିବା ଜଣାପଡ଼ିଛି। ଦୀର୍ଘ ମାସ ହେବ ଦୋକାନ ମାଲିକ ଓ ଘର ମାଲିକଙ୍କ ମଧ୍ୟରେ ତିକ୍ତତା ଲାଗି…

ସନ୍ୟାସ ନେବେନି ଧୋନି !…

ଲକ୍ଷ୍ନୌ,୩।୫ : ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ବିଷୟରେ କୁହାଯାଉଛି , ସେ ବର୍ତ୍ତମାନର ଆଇପିଏଲ ସିଜନ ପରେ ପେଶାଦାର କ୍ରିକେଟରୁ ଅବସର ନେବେ। ପ୍ରଶଂସକ ଏବଂ କ୍ରିକେଟ ବିଶେଷଜ୍ଞମାନେ ଭାବୁଛନ୍ତି, ମାହି ଆସନ୍ତା ସିଜିନରୁ ଏହି…

ଆମେରିକାରେ କମିଲା ବାଇଡେନଙ୍କ ଲୋକପ୍ରିୟତା ହେଲେ ଭାରତରେ ବଢିଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୩।୫: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଲୋକ ପ୍ରିୟତା ତାଙ୍କ ନିଜ ଦେଶରେ କମ ହୋଇଯାଇଛି। ହେଲେ ଭାରତରେ ବାଇଡେନଙ୍କ ଲୋକପ୍ରିୟତା ବଢି ଯାଇଛି। ଗତ ବର୍ଷ ରୁଷିଆ-ୟୁକ୍ରେନ ଯୁଦ୍ଧ ପରେ ବାଇଡେନ ଏମିତି କିଛି ନିଷ୍ପତ୍ତି ନେଇଥିଲେ, ଯାହାକି ଭାରତରେ…

ଟସ ଜିତିଲା ସିଏସକେ, ପ୍ରଥମେ ବୋଲିିଂ…

ଲକ୍ଷ୍ନୌ,୩।୫ : ଆଇପିଏଲ ସିଜିନ ୧୬ର ୪୪ ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ମୁହାଁମୁହିଁ ହୋଇଛନ୍ତି। ଲକ୍ଷ୍ନୌର ଅଟଳ ବିହାରୀ ଏକନ୍ନା କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ସିଏସକେ ଟସ ଜିତି ପ୍ରଥମେ…

ସ୍କୁଲରେ ଗୁଳିମାଡ଼ ଘଟଣା: ୮ ଛାତ୍ରଙ୍କ ସମେତ ୯ ମୃତ

ବେଲଗ୍ରେଡ୍‌,୩ା୫ : ସର୍ବିଆର ରାଜଧାନୀ ବେଲ୍‌ଗ୍ରେଡ୍‌ରେ ଏକ ସ୍କୁଲରେ ବୁଧବାର ଜଣେ ୧୪ ବର୍ଷର ନାବାଳକ କିଛି ଛାତ୍ର ଏବଂ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇବାରୁ ୮ ଜଣ ଛାତ୍ର ଏବଂ ଜଣେ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ଘଟଣାକୁ…

ଟ୍ରେନରେ ଯାତ୍ରା କରିବେ ବିଲେଇ-କୁକୁର: ଅନଲାଇନରେ ଟିକଟ ବୁକିଂ…

ନୂଆଦିଲ୍ଲୀ,୩।୫ : ପ୍ରାଣୀପ୍ରେମୀଙ୍କ ପାଇଁ ଭାରତୀୟ ରେଳ ଏକ ଖୁସି ଖବର ଆଣିଛି। ରେଳ ମନ୍ତ୍ରଣାଳୟ ବର୍ତ୍ତମାନ କୁକୁର ଏବଂ ବିଲେଇଙ୍କ ପାଇଁ ଅନଲାଇନ ଟିକେଟ ବୁକିଂ ଲାଗି ଏକ ପ୍ରସ୍ତାବ ପ୍ରସ୍ତୁତ କରିଛି। ରେଳବାଇର ଏହି ନୂତନ ସୁବିଧା ସହିତ…

ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୩ା୫(ବ୍ୟୁରୋ): ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଅର୍ଥାତ୍‌ ୪ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ବୋଲି ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ୪ରୁ ୬ ତାରିଖ ପର୍ଯ୍ୟନ୍ତ ରାଷ୍ଟ୍ରପତି ରାଇରଙ୍ଗପୁର, ପାହାଡ଼ପୁର ଏବଂ ବାରିପଦାରେ କିଛି କାର୍ଯ୍ୟକ୍ରମରେ ଯୋଗଦେବେ।…

ପାଓ୍ବାର ହଟିବା ପରେ କଂଗ୍ରେସ-ଉଦ୍ଧବ ସେନାରେ ଫାଟ…

ମୁମ୍ବାଇ,୩।୫ : ମହାରାଷ୍ଟ୍ରର ଭେଟେରାନ ନେତା ଶରଦ ପାୱାର ଏନସିପି ମୁଖ୍ୟ ପଦରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ବର୍ତ୍ତମାନ ଏହା ସହ ରାଜ୍ୟରେ ରାଜନୈତିକ ଉଷ୍ଣତା ବୃଦ୍ଧି ପାଇଛି। ଶରଦ ପାୱାରଙ୍କର ଏହି ନିଷ୍ପତ୍ତି ପରେ ମହା ବିକାଶ ଆଙ୍ଘାଡି…

ବନ୍ୟପ୍ରାଣୀ ଆକ୍ରମଣରେ ମୃତାହତଙ୍କ ପରିବାର ପାଇଁ ସହାୟତା ରାଶି ବଢ଼ିଲା

ଭୁବନେଶ୍ୱର,୩ା୫(ବ୍ୟୁରୋ): ମନୁଷ୍ୟ ଓ ବନ୍ୟପ୍ରାଣୀଙ୍କ ମଧ୍ୟରେ ସଂଘର୍ଷ ଘଟି ରାଜ୍ୟରେ ପ୍ରତିବର୍ଷ ବହୁ ଲୋକ ମୃତାହତ ହେଉଛନ୍ତି। ଏଥିସହିତ ହାତୀମାନେ ଘରଦ୍ବାରା ଭାଙ୍ଗିବା ସହ ଫସଲ ନଷ୍ଟ କରୁଛନ୍ତି। ଏହି କ୍ଷତିଗ୍ରସ୍ତ ପରିବାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ରାଶି…

୧୦୦ କୋଟିଙ୍କ ପାଖରେ ପହଞ୍ଚିଛି ମନ କି ବାତ କାର୍ଯ୍ୟକ୍ରମ: ପିପିଆରସି ରିପୋର୍ଟ…

ନୂଆଦିଲ୍ଲୀ,୩।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ କାର୍ଯ୍ୟକ୍ରମ ମନ କି ବାତର ୧୦୦ ତମ ସଂସ୍କରଣ ୩୦ ଏପ୍ରିଲରେ ପ୍ରସାରିତ ହୋଇଥିଲା। ପିପିଆରସି ଦ୍ୱାରା କରାଯାଇଥିବା ଏକ ଅନୁସନ୍ଧାନରେ ଦାବି କରାଯାଇଛି, ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମ ଯୋଗୁଁ ଶ୍ରମିକଙ୍କ ଆର୍ଥିକ…

ମା’ କାଳୀଙ୍କୁ ଅପମାନ: ୟୁକ୍ରେନକୁ ସମାଲୋଚନା କଲା ରୁଷିଆ …

ମସ୍କୋ,୩।୫ : ୟୁକ୍ରେନର ପ୍ରତିରକ୍ଷା ବିଭାଗ ଦ୍ୱାରା ହିନ୍ଦୁ ଦେବୀ ମା କାଳୀଙ୍କୁ ଉପହାସ କରିବା ପ୍ରସଙ୍ଗରେ ଭାରତକୁ ରୁଷିଆର ସମର୍ଥନ ମିଳିଛି। ରୁଷିଆ ୟୁକ୍ରେନର ଏହି କାର୍ଯ୍ୟକୁ ନିନ୍ଦା କରିଛି ଏବଂ ୟୁକ୍ରେନକୁ ନାଜିଜିମ ସହିତ ତୁଳନା କରିଛି। ସୂଚନଯୋଗ୍ୟ,ୟୁକ୍ରେନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?