ଆଜି ଭାରତ-ଅଷ୍ଟ୍ରେଲିଆ ବିଶ୍ୱକପ୍ ସେମିଫାଇନାଲ: ଜାଣନ୍ତୁ କେବେ, କେଉଁଠାରେ ଦେଖିବେ ମ୍ୟାଚ୍
କେବଟାଉନ୍,୨୩।୨: ଦକ୍ଷିଣ ଆଫ୍ରିକାରେ ଚାଲିଥିବା ମହିଳା ଟି-୨୦ ବିଶ୍ୱକପ୍ର ସେମିଫାଇନାଲରେ ଆଜି ଭାରତ-ଅଷ୍ଟ୍ରେଲିଆ ମୁକାବିଲା ହେବ। ଦୁଇ ଦଳ ମଧ୍ୟରେ ଏହି ମ୍ୟାଚ କେପଟାଉନରେ ଖେଳାଯିବ। ଗତ ଟି-୨୦ ବିଶ୍ୱକପ୍ର ଫାଇନାଲ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା। ତା’ପରେ କଙ୍ଗାରୁ…
ରାଜ୍ୟ ପୋଲିସରେ ୭୦୦୦ରୁ ଅଧିକ ପଦବୀ ଖାଲି, ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
କଟକ ଅଫିସ,୨୩ା୨: ରାଜ୍ୟ ପୋଲିସରେ ଏବେ ୭ ହଜାର ପଦବୀ ଖାଲି ପଡ଼ିଛି। କନଷ୍ଟେବଳଠାରୁ ଆରମ୍ଭ କରି ଅତିରିକ୍ତ ଏସ୍ପି ପର୍ଯ୍ୟନ୍ତ ପଦ ଖାଲି ପଡ଼ିଥିବା ନେଇ ରାଜ୍ୟ ସରକାର ହାଇକୋର୍ଟରେ ଦାଖଲ କରିଥିବା ସତ୍ୟପାଠରୁ ସ୍ପଷ୍ଟ ହୋଇଛି। ରାଜ୍ୟରେ ମଞ୍ଜୁରୀପାପ୍ତ…
ଆଉ ନିର୍ବାଚନ ଲଢ଼ିବିନି: ସୁର
ଭୁବନେଶ୍ୱର,୨୩ା୨(ବ୍ୟୁରୋ): ଜଟଣୀ ବିଧାୟକ ସୁର ରାଉତରାୟ ଏକ ବଡ଼ ଘୋଷଣା କରିଛନ୍ତି। ସୁର କହିଛନ୍ତି, ମୁଁ ଆଉ ନିର୍ବାଚନ ଲଢ଼ିବିନି। ମୋତେ ୮୦ ବର୍ଷ ହେଲାଣି। ଏଣିକି ମୋ’ ପୁଅ ମନ୍ମଥ ରାଉତରାୟ କଂଗ୍ରେସ ଟିକେଟ୍ରେ ଜଟଣୀରୁ ନିର୍ବାଚନ ଲଢ଼ିବ। ଅନ୍ୟପକ୍ଷରେ…
ଆମକୁ ଦରକାର ମୋଦି ସରକାର: ପାକିସ୍ତାନୀ ଯୁବକ…
ଇସଲାମାବାଦ,୨୩।୨ : ପାକିସ୍ତାନୀ ୟୁଟ୍ୟୁବର୍ ସାନା ଅମଜାଦ ଏକ ମଜାଦାର ଭିଡିଓ ଶେୟାର କରିଛନ୍ତି । ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ଭାରତରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ…
ଉଡ଼ାଣର ୭ ଘଣ୍ଟା ପରେ ଅବତରଣ ନ କରି ୩୩୫ ଯାତ୍ରୀଙ୍କ ନେଇ ଫେରିଲା ବିମାନ…
ଟୋକିଓ୨୩।୨ : ଜାପାନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ବିମାନ ୩୩୫ ବିମାନ ଯାତ୍ରୀଙ୍କ ସହିତ ଉଡ଼ାଣ କରିବାର ସାତ ଘଣ୍ଟା ପରେ ପୁଣି ଉଡ଼ାଣ କରିଥିବ ବିମାନ ବନ୍ଦରରେ ଅବତରଣ କରିଛି। ବିମାନ ବନ୍ଦରରେ ପାଗ…
ବିମାନବନ୍ଦରରେ କଂଗ୍ରେସ ନେତା ଅଟକ
ନୂଆଦିଲ୍ଲୀ,୨୩।୨: କଂଗ୍ରେସ ନେତା ପୱନ ଖେରାଙ୍କୁ ଦିଲ୍ଲୀ ବନ୍ଦରରେ ଅଟକ ରଖାଯାଇଛି। ସେ ଦିଲ୍ଲୀ ବିମାନବନ୍ଦରରୁ ଛତିଶଗଡ ଯାଉଥିବାବେଳେ ତାଙ୍କୁ ଅଟକ ରଖାଯାଇଥିବା କଂଗ୍ରେସ ଅଭିଯୋଗ କରିଛି। ଏହାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ବିମାନବନ୍ଦରରେ ବିରୋଧ ପ୍ରଦର୍ଶନ କରିଥିଲେ। ପୱନଙ୍କୁ…
ସଙ୍କଟଗ୍ରସ୍ତ ଦୁନିଆରେ ଭାରତ ଭବିଷ୍ୟତର ପାଲଟିଛି ଭରସା: ବିଲ୍ ଗେଟ୍ସ
କାଲିଫର୍ନିଆ,୨୩।୨: ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ତଥା ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ ତାଙ୍କ ବ୍ଲଗ ‘ଗେଟ୍ସ ନୋଟ୍ସ’ରେ ଭାରତକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସଙ୍କଟଗ୍ରସ୍ତ ଦୁନିଆରେ ଭାରତ ଭବିଷ୍ୟତର ଭରସା ପାଲଟିଛି। ଯେତେବେଳେ ବିଶ୍ୱ ଅନେକ…
ଶିକ୍ଷୟିତ୍ରୀଙ୍କୁ ଛୁରି ଭୁସି ହତ୍ୟା କଲେ ନାବାଳକ ଛାତ୍ର
ପ୍ୟାରିସ୍,୨୩ା୨: ଫ୍ରାନ୍ସର ଦକ୍ଷିଣ-ପଶ୍ଚିମ ଅଞ୍ଚଳର ଏକ ବିଦ୍ୟାଳୟରେ ଜଣେ ନାବାଳକ ଶିକ୍ଷୟିତ୍ରୀଙ୍କୁ ଛୁର ଭୁସି ହତ୍ୟା କରିଛନ୍ତି। ଆଞ୍ଚଳିକ ପ୍ରସିକ୍ୟୁଟର କହିଛନ୍ତି, ଦକ୍ଷିଣ-ପଶ୍ଚିମ ଫ୍ରାନ୍ସର ଏକ ବିଦ୍ୟାଳୟରେ କ୍ଲାସ ଚାଲିଥିବା ସମୟରେ ଜଣେ ନାବାଳକ ଛାତ୍ର ଆକ୍ରମଣ କରିବା ପରେ ଶିକ୍ଷୟିତ୍ରୀଙ୍କର…
ମାଛ, ଚିଙ୍ଗୁଡ଼ି ଚାଷରେ ମାରାତ୍ମକ ଆଣ୍ଟିବାୟୋଟିକ୍ସ
ପାରାଦୀପ, ୨୩ା୨(ସ୍ବ.ପ୍ର.): ସମ୍ପ୍ରତି ଉପକୂଳବର୍ତ୍ତୀ ଓଡ଼ିଶାର ଅନେକ ସ୍ଥାନରେ ମାଛ ଓ ଭେନାମି ଚିଙ୍ଗୁଡ଼ି ଚାଷ ଅଧିକ ମାତ୍ରାରେ ହେଉଛି। ସ୍ବଳ୍ପ ସମୟ ମଧ୍ୟରେ ଅଧିକ ମାଛ ଓ ଚିଙ୍ଗୁଡ଼ି ଉତ୍ପାଦନ ପାଇଁ କେତେଜଣ ଚାଷୀ ବିଭିନ୍ନ ପ୍ରକାର ରାସାୟନିକ ଔଷଧ…
କେଜରିୱାଲଙ୍କ ପିଏଙ୍କୁ ଇଡି ନୋଟିସ, ହେବ ପଚରାଉଚରା…
ନୂଆଦିଲ୍ଲୀ,୨୩।୨ : ଦିଲ୍ଲୀର ଏକ୍ସାଇଜ ସ୍କାମ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ(ଇଡି) ଗୁରୁବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବ୍ୟକ୍ତିଗତ ସଚିବ(ପିଏ)ଙ୍କୁ ଡକାଇଛନ୍ତି। ଏକ୍ସାଇଜ ସ୍କାମ ସମ୍ପର୍କରେ ଇଡି ପିଏଙ୍କୁ ପଚରାଉଚରା କରିବେ। ମନୀଷ ସିସୋଡିଆ, ସତ୍ୟେନ୍ଦ୍ର ଜୈନଙ୍କୁ ମଧ୍ୟ ଏହି ପ୍ରସଙ୍ଗରେ ପଚରାଉଚରା…
ଏମିତି ଗାଁ, ଯେଉଁଠି ଘରର ପ୍ରବେଶ ଦ୍ୱାରରେ ରହିଛି କବର, କାରଣ ଜାଣିଲେ…
କେବେ ଏମିତି ଗାଁ ଦେଖିଛନ୍ତି, ଯେଉଁଠାରେ ପ୍ରତ୍ୟେକ ଘରର ପ୍ରବେଶ ଦ୍ୱାରରେ କବର ରହିଛି। ଆନ୍ଧ୍ରପ୍ରଦେଶର ଆୟାକୋଣ୍ଡା ନାମକ ଏକ ଗାଁକୁ ଗଲେ ଅନୁଭବ କରିବେ ବୋଧେ କବର ସ୍ଥାନକୁ ଆସିଛନ୍ତି। ଏହି ଗାଁ ପୂରା କବରରେ ପରିପୂର୍ଣ୍ଣ। ପ୍ରତ୍ୟେକ ଘର…
୩ ଘଣ୍ଟା ପର୍ଯ୍ୟନ୍ତ ଅଟକିଗଲା ଦେଢ ବର୍ଷ ଶିଶୁର ହୃଦ୍ସ୍ପନ୍ଦନ, ତା’ପରେ ହେଲା ଚମତ୍କାର
ଓଟାଓ୍ବା,୨୩।୨: କାନାଡାର ଅଣ୍ଟାରିଓରେ ଏକ ଅଜବ ଘଟଣା ଘଟିଛି। ଏଠାରେ ଦେଢ ବର୍ଷ ଶିଶୁର ହୃଦ୍ସ୍ପନ୍ଦନ ୩ ଘଣ୍ଟା ପର୍ଯ୍ୟନ୍ତ ଅଟକିଯାଇଥିବା ସତ୍ତ୍ୱେ ଡାକ୍ତର ତାଙ୍କୁ ବଞ୍ଚାଇବାରେ ସଫଳ ହୋଇଥିଲେ। ଶିଶୁର ଜୀବନ ବଞ୍ଚାଇବା ପାଇଁ ଡାକ୍ତରଙ୍କ ଦ୍ୱାରା କରାଯାଇଥିବା ଉଦ୍ୟମକୁ…
Archives


