୭୦ତମ ଫିଲ୍ମଫେୟାର ଆଓ୍ବାର୍ଡ: ଆଲିଆ ୧ନଂ. ଅଭିନେତ୍ରୀ, ଅଭିଷେକ, କାର୍ତ୍ତିକ ଶ୍ରେଷ୍ଠ ଅଭିନେତା
ଅହମଦାବାଦ, ୧୩ା୧୦:ଫିଲ୍ମଫେୟାର ଆଓ୍ବାଡର୍ସର ୭୦ତମ ସଂସ୍କରଣ ଶନିବାର ଗୁଜରାଟର ଅହମଦାବାଦସ୍ଥିତ ଇକେଏ ଏରେନାଠାରେ ଅନୁଷ୍ଠିତ ହୋଇଯାଇଛି। ଅଭିନେତା ଶାହରୁଖ ଖାନ୍, ଫିଲ୍ମ ନିର୍ମାତା କରନ୍ ଜୋହର, ଅଭିନେତା ମନୀଷ ପଲ୍ ଏହି କାର୍ଯ୍ୟକ୍ରମକୁ ହୋଷ୍ଟ କରିଥିଲେ। ସମାରୋହରେ ଅଭିନେତା ଅଭିଷେକ ବଚ୍ଚନ…
ମାମଲା ସମାଧାନରେ ଦେଶରେ ଏହି ସ୍ଥାନରେ ଅଛି ଓଡ଼ିଶା: ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଭୁବନେଶ୍ୱର,୧୩ା୧୦(ରବିନାରାୟଣ ଜେନା):ଦେଶରେ ସୂଚନା ଅଧିକାର ଆଇନ-୨୦୦୫କୁ କେଉଁ ରାଜ୍ୟ କିଭଳି ଭାବେ କାର୍ଯ୍ୟ କରୁଛନ୍ତି ସେନେଇ ସତର୍କ ନାଗରିକ ସଙ୍ଗଠନ ପକ୍ଷରୁ ଏକ ସଦ୍ୟତମ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ସୂଚନା ଅଧିକାର ଆଇନ ଅନୁଯାୟୀ, ଆପତ୍ତି-ଅଭିଯୋଗ ସମାଧାନ କରିବାରେ ମହାରାଷ୍ଟ୍ର…
ଷ୍ଟେଶନରୁ କରୁଥିଲେ ଗଞ୍ଜେଇ ଚାଲାଣ, ମାଷ୍ଟର ମାଇଣ୍ଡ ସିଭିଲ୍ ଇଞ୍ଜିନିୟର ଛାତ୍ରଙ୍କୁ ବାନ୍ଧିଲା କୋରାପୁଟ GRP ପୋଲିସ
କୋରାପୁଟ,୧୨।୧୦(ଅମିତାଭ ବେହେରା): କୋରାପୁଟ ରେଲୱେ ଷ୍ଟେସନରୁ ନିୟମିତ ଗଞ୍ଜେଇ ଚୋରା ଚାଲାଣ ହେଉଛି। ଏମିତିରେ କୋରାପୁଟ ଜିଆରପି ପୋଲିସ ଗଞ୍ଜେଇ ଯୋଗାଉଥିବା ସିଭିଲ ଇଞ୍ଜିନିୟର ଛାତ୍ର ତଥା ମାଷ୍ଟର ମାଇଣ୍ଡଙ୍କୁ ଧରି ଗଞ୍ଜେଇ ଚୋରାଚାଲାଣ ମୁଳପୋଛ କରିବାକୁ ଲକ୍ଷ୍ୟ ରଖିଛି। ରବିବାର…
କୋର୍ କମିଟି ବୈଠକ ପରେ ଏକ କ’ଣ କହିଲେ ବସନ୍ତ? ତେବେ କ’ଣ ଖୁବ୍ଶୀଘ୍ର ଜୟଙ୍କୁ…
ଭୁବନେଶ୍ୱର,୧୨।୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ଭାଜପା କୋର୍ କମିଟି ବୈଠକରେ ରଣନୀତି ପ୍ରସ୍ତୁତି ହୋଇଛି। ଏହି ବୈଠକ ପରେ ବରିଷ୍ଠ ଭାଜପା ନେତା ବସନ୍ତ ପଣ୍ଡା ବଡ଼ ବୟାନ ଦେଇଛନ୍ତି। ଦଳ ଯାହାକୁ ବି ପ୍ରାର୍ଥୀ କରିବ ସେ କେମିତି ଜିତିବେ…
ମହିଳା ସାମ୍ବାଦିକଙ୍କ ‘ନୋ ଏଣ୍ଟ୍ରି’କୁ ନେଇ ମୁହଁ ଖୋଲିଲେ ଏହି ମୁସଲିମ ଦେଶର ମନ୍ତ୍ରୀ
ନୂଆଦିଲ୍ଲୀ,୧୨।୧୦: ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକି ଭାରତରେ ତାଙ୍କ ସାମ୍ବାଦିକ ସମ୍ମିଳନୀରେ ମହିଳା ସାମ୍ବାଦିକଙ୍କ ଅନୁପସ୍ଥିତିକୁ ସମର୍ଥନ କରି ଏକ ବିବୃତ୍ତି ଜାରି କରିଛନ୍ତି। ମୁତାକି କହିଛନ୍ତି ଯେ ମହିଳା ସାମ୍ବାଦିଙ୍କୁ ବାଦ ଦେବା ଏକ ଜାଣିଶୁଣି କାର୍ଯ୍ୟ…
ଦୀପାବଳି-ଧନତେରସରେ କିଣିବେ କି ନାହିଁ ୧୮ କ୍ୟାରେଟ୍ ସୁନା? ଜାଣନ୍ତୁ ସୁନା ବ୍ୟତିତ ଏଥିରେ କି ଧାତୁ…
ନୂଆଦିଲ୍ଲୀ,୧୨।୧୦: ଆଉ ଦିନ କେଇଟା ପରେ ପଡ଼ିବ ଦୀପାବଳି ଏବଂ ଧନତେରସ। ଏହାକୁ ନେଇ ଗୃହିଣୀମାନଙ୍କ ମଧ୍ୟରେ ଘର ସଜାଇବା ସହିତ ସୁନା ଅଳଙ୍କାର କିଣିବାର କ୍ରେଜ ମଧ୍ୟ ବୃଦ୍ଧି ପାଉଛି। ସମସ୍ତେ ପର୍ବ ସମୟରେ କେବଳ ନିଜ ଘରକୁ ସଜାଇବାକୁ…
ୟୁ ଟର୍ନ ନେଲେ ମମତା! କହିଲେ ଏମିତି ଅପରାଧକୁ ବରଦାସ୍ତ କରାଯିବ ନାହିଁ, ଅଭିଯୁକ୍ତଙ୍କୁ ମିଳିବ…
ଦୁର୍ଗାପୁର,୧୨।୧୦: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର (୧୨ ଅକ୍ଟୋବର, ୨୦୨୫) ପଶ୍ଚିମ ବର୍ଦ୍ଧମାନ ଜିଲାର ଦୁର୍ଗାପୁରରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ଗଣବଳାତ୍କାର ଘଟଣାକୁ ଆଶ୍ଚର୍ଯ୍ୟଜନକ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ କୌଣସି ଦୋଷୀଙ୍କୁ ଛଡାଯିବ ନାହିଁ। ବର୍ଷା…
ଆଜମ ଖାନଙ୍କୁ ମିଳିଲା Y କାଟାଗୋରୀ ସୁରକ୍ଷା
ନୂଆଦିଲ୍ଲୀ,୧୨।୧୦: ସମାଜବାଦୀ ପାର୍ଟି (ସପା) ନେତା ଏବଂ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନଙ୍କ ସୁରକ୍ଷା ପୁନଃସ୍ଥାପିତ କରାଯାଇଛି। ତାଙ୍କୁ Y-ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି। ୨୩ ମାସ ଜେଲରେ ରହିବା ପରେ, ଆଜମ ଖାନ ଜାମିନରେ ମୁକ୍ତ ହୋଇଛନ୍ତି। ବର୍ତ୍ତମାନ,…
ଭାଗ୍ୟ ବଦଳାଇ ଦେଉଛି ସାମୁଦ୍ରିକ ମାଛ,୯୦ଟି ତେଲିଆ ମାଛକୁ ୧କୋଟିରେ ବିକ୍ରି
ଭୋଗରାଇ, ୧୨।୧୦,( ପ୍ରଦୀପ ଦାସ): ଓଡ଼ିଶା ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରେ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛି ୯୦ଟି ବିରଳ ପ୍ରଜାତିର ତେଲିଆ ନାମିତ ଶୀଳା ମାଛ। ଦୀଘା ମୁହାଣ ଆନ୍ତର୍ଜାତିକ ମାଛ ମାର୍କେଟକୁ ରବିବାର ସକାଳ ଏହି ମାଛ…
ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲାଣି ପାକିସ୍ତାନ! ଆଫଗାନିସ୍ତାନକୁ ଧମକ ଦେଲେ ଶହବାଜ
ଇସଲାମାବାଦ,୧୨।୧୦: ପାକିସ୍ତାନର ପଶ୍ଚିମ ସୀମାରେ ଉତ୍ତେଜନା ଜାରି ରହିଛି। ଆଫଗାନିସ୍ତାନର ରାଜଧାନୀ କାବୁଲରେ ହୋଇଥିବା ବିମାନ ଆକ୍ରମଣ ପାକିସ୍ତାନକୁ ମହଙ୍ଗା ପଡ଼ିଛି। ଅନେକ ସୈନିକଙ୍କ ମୃତ୍ୟୁ ସତ୍ତ୍ୱେ, ପାକିସ୍ତାନ ହାର ମାନିବାକୁ ପ୍ରସ୍ତୁତ ନାହିଁ। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଆଫଗାନିସ୍ତାନର…
ଡାକ୍ତରୀ ଛାତ୍ରୀ ବଳାତ୍କାର ଘଟଣାରେ ଏମିତି ପ୍ରଶ୍ନ ପ୍ରଚାରିଲେ ମମତା ସମସ୍ତେ ଆଶ୍ଚର୍ଯ୍ୟ
ଦୁର୍ଗାପୁର,୧୨।୧୦: ପଶ୍ଚିମବଙ୍ଗ ପୁଣିଥରେ ଖବରର ଶିରୋନାମରେ ଅଛି। ଦୁର୍ଗାପୁରରେ ଜଣେ ୨୩ ବର୍ଷୀୟା MBBS ଛାତ୍ରୀଙ୍କ ସହ ଗଣବଳାତ୍କାର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ସମୟରେ, ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏହି ମାମଲାରେ ତାଙ୍କର ନୀରବତା…
ସିଡୁଆ ନଦୀରେ ଗାଧୋଇବା ବେଳେ ୨ ବାଳକ ନିଖୋଜ ଜଣେ ଉଦ୍ଧାର
କଟକ ସଦର,୧୨।୧୦(ସୁଶାନ୍ତ କୁମାର ଜେନା) ୪୨ ମୌଜା ଥାନା ଅନ୍ତର୍ଗତ ବସନ୍ତ କୁଣ୍ଡଳ ଗ୍ରାମ ସିଡୁଆ ନଦୀରେ ରବିବାର ସକାଳେ ଦୁଇ ବାଳକ ଗାଧୋଇବା ପାଇଁ ଯାଇଥିବା ବେଳେ ପ୍ରଖର ସ୍ରୋତରେ ଭାସିଯାଇ ଥିଲେ। ପରେ ଜଣକୁ ଉଦ୍ଧାର କରାଯାଇ ଗୁରୁତର…
Archives


