Home

ମୋବାଇଲ ଡାଟା ସ୍ପିଡରେ ରୁଷିଆ, ଆର୍ଜେଣ୍ଟିନାଠାରୁ ଆଗରେ ଭାରତ

ନୂଆଦିଲ୍ଲୀ,୨।୩: ଭାରତରେ ମୋବାଇଲ ଡାଟା ଡାଉନଲୋଡ ସ୍ପିଡ ୧୧୫% ବୃଦ୍ଧି ପାଇଛି। ଗତ ବର୍ଷ ସେପ୍ଟେମ୍ବରରେ ଏହା ୧୩.୮୭ ଏମ୍‌ବିପିଏସ୍‌ ଥିଲା, ଯାହା ଜାନୁଆରୀରେ ୨୯.୮୫ ଏମ୍‌ବିପିଏସ୍‌ ଥିଲା। ବର୍ତ୍ତମାନ ରୁଷିଆ, ଆର୍ଜେଣ୍ଟିନା, ପାକିସ୍ତାନ, ବାଂଲାଦେଶ ଏବଂ ଇଣ୍ଡୋନେସିଆ ଭଳି ଜି-୨୦…

ନାଗାଲାଣ୍ଡରେ ଭାଜପା ଏକକ ସଂଖ୍ୟା ଗରିଷ୍ଠ ଦଳ…

କୋହିମା,୨।୩: ବିଧାନସଭା ନିର୍ବାଚନର ଭୋଟ ଗଣତିରେ ନାଗାଲାଣ୍ଡରେ ଭାଜପା ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଛି। ଏଠାରେ ଭାଜପା ୪୮ ଆସନରେ ଆଗୁଆ ଥିବା ବେଳେ ଏନପିଏଫ ୬, କଂଗ୍ରେସ ୧ ଏବଂ ଅନ୍ୟଦଳ ୫ ଆସନରେ ଆଗୁଆ…

ମେଘାଳୟରେ ଏନପିପି ବହୁମତ ମୁହାଁ…

ଶିଲଂ,୨।୩: ବିଧାନସଭା ନିର୍ବାଚନର ଭୋଟ ଗଣତିରେ ମେଘାଳୟରେ ଏନପିପି ବହୁମତ ମୁହାଁ ହେବାରେ ଲାଗିଛି। ଏଠାରେ ଏନପିପି ୨୩ ଆସନରେ ଆଗୁଆ ଥିବା ବେଳେ ଭାଜପା ୮, ଟିଏମସି ୧୩ରେ ଏବଂ ଅନ୍ୟଦଳ ୧୫ ଆସନରେ ଆଗୁଆ ରହିଛନ୍ତି। ରାଜ୍ୟରେ ଅନ୍ୟ…

ଭାରତ ଗ୍ଲୋବାଲ ସାଉଥ୍‌ର ସ୍ବର: ମୋଦି

ନୂଆଦିଲ୍ଲୀ,୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଭାରତରେ ପହଞ୍ଚିଥିବା ଜି-୨୦ ଦେଶର ବୈଦେଶିକ ମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ହେଉଛି ଗ୍ଲୋବାଲ ସାଉଥର ସ୍ବର। ଏହି ବୈଠକରେ ଏକତା, ଉଦ୍ଦେଶ୍ୟର ଏକତା ଏବଂ କାର୍ଯ୍ୟର…

ତ୍ରିପୁରାରେ ପୁଣି ଭାଜପା…

ଅଗରତାଲା,୨।୩: ବିଧାନସଭା ନିର୍ବାଚନର ଭୋଟ ଗଣତିରେ ତ୍ରିପୁରାରେ ପୁଣି ଭାଜପାକୁ ବହୁମତ ମିଳିବାକୁ ଯାଉଛି। ରାଜ୍ୟରେ ଭାଜପା ୩୭ଟି ଆସନରେ ଆଗୁଆ ରହିଥିବାବେଳେ ବାମ ଦଳ ୧୪, ଟିଏମସି ୧୧ ଆସନରେ ଆଗୁଆ ରହିଛି। ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ…

ମେଘାଳୟରେ ଟିଏମସି-ଏନପିପି କଡ଼ା ଟକ୍କର…

ଶିଲଂ,୨।୩: ବିଧାନସଭା ନିର୍ବାଚନର ଭୋଟ ଗଣତିରେ ମେଘାଳୟରେ ଟିଏମସି ଏବଂ ଏନପିପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳୁଛି। ଏଠାରେ ଭାଜପା ୮ଟି ଆସନରେ ଆଗୁଆ ଥିବାବେଳେ ଏନପିପି ୧୬ରେ, ଟିଏମସି ୧୬ରେ, କଂଗ୍ରେସ ୧୦ରେ ଏବଂ ଅନ୍ୟଦଳ ୧୦ ଆସନରେ…

ମେଘାଳୟରେ ଦିଦିଙ୍କ ମ୍ୟାଜିକ୍‌

ଶିଲଂ,୨।୩: ଉତ୍ତର ପୂର୍ବାଞ୍ଚଳର ତିନିଟି ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ଗଣତି ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁଯାୟୀ, ମେଘାଳୟରେ ସବୁଠାରୁ ବଡ ଦଳ ଭାବରେ ମମତା ବାନାର୍ଜୀଙ୍କ ଦଳ ତୃଣମୁଲ କଂଗ୍ରେସ ଉଭା ହେଉଛି।…

ଏହି ଫିଲ୍ମରେ ଅଭିନୟ ପାଇଁ ଗୋଟିଏ ଟଙ୍କା ବି ନେଇ ନ ଥିଲେ ଅମିତାଭ-ଜୟା: ହୋଇଗଲା ସୁପରହିଟ୍‌

୧୯୭୫ରେ ଋଷିକେଶ ମୁଖାର୍ଜୀଙ୍କ ଫିଲ୍ମ ‘ଚୁପକେ ଚୁପକେ’ ମୁକ୍ତିଲାଭ କରିଥିଲ। ଏହା ଅମିତାଭ ବଚ୍ଚନ ଏବଂ ଜୟା ବଚ୍ଚନଙ୍କ ଏକ ହାସ୍ୟାତ୍ମକ ଚଳଚ୍ଚିତ୍ର ଥିଲା। ଏହି ସୁପରହିଟ୍‌ ଚଳଚ୍ଚିତ୍ରରେ ଧର୍ମେନ୍ଦ୍ର, ଶର୍ମିଲା ଟାଗୋର, ଓମ ପ୍ରକାଶ, ଉଷା କିରଣ ମଧ୍ୟ ନଜର…

୭ ଦିନ ତଳେ ପିତାଙ୍କୁ ହରାଇଥିଲେ, ଏବେ ଛକା ମାରି କୋହଲିଙ୍କ ସମକକ୍ଷ ହେଲେ

ଇନ୍ଦୋର,୨।୩: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଉଛି। ଟିମ ଇଣ୍ଡିଆ ପ୍ରଥମ ଇନିଂସରେ ୧୦୯ ରନ କରି ଅଲଆଉଟ୍‌ ହୋଇଯାଇଛି। ପ୍ରଥମ ଇନିଂସରେ ବିରାଟ କୋହଲି (୨୨)…

ବିଧାନସଭା ଭୋଟ ଗଣତି: ତ୍ରିପୁରା-ନାଗାଲାଣ୍ଡରେ ଭାଜପା, ମେଘାଳୟରେ ଏନପିପି ଆଗୁଆ,…

ଅଗରତାଲା/କୋହିମା/ଶିଲଂ,୨।୩ : ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡର ତିନୋଟି ଉତ୍ତର-ପୂର୍ବ ରାଜ୍ୟରେ ବିଧାନସଭା ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି। ପ୍ରାଥମିକ ଫଳାଫଳାରୁ ଜଣାପଡ଼ିଛି ଯେ, ତ୍ରିପୁରା-ନାଗାଲାଣ୍ଡରେ ଭାଜପା ଆଗୁଆ ରହିଛି। ଅନ୍ୟପକ୍ଷରେ, ମେଘାଳୟର ସବୁଠାରୁ ବଡ ଦଳ ଭାବରେ ଏନପିପି…

ତ୍ରିପୁରାରେ ଭାଜପା ଆଗୁଆ

ଅଗରତାଲା,୨ ।୩: ପୂର୍ବୋତ୍ତରର ୩ଟି ରାଜ୍ୟ ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ ପାଇଁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ଦିନ । ଏହି ୩ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି । ଭୋଟ…

ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଦେଶ ଜବାବ ଦିଅନ୍ତୁ, ସୁରକ୍ଷା ପରିଷଦରେ କହିଲେ ରୁଚିରା…

ଜେନେଭା,୨।୩ : ଏସିଆ ଏବଂ ଆଫ୍ରିକାରେ ଆତଙ୍କବାଦ ବିସ୍ତାରକୁ ନେଇ ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ଚିନ୍ତା ପ୍ରକଟ କରିଛି। ଭାରତ ଜୋର ଦେଇଛି ଯେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଦେଶମାନଙ୍କୁ ଡକାଯାଇ ଏବଂ ସେମାନଙ୍କଚ ଏହି କାର୍ଯ୍ୟ ପାଇଁ ଉତ୍ତରଦାୟୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri