ପଣ୍ଡିତ ମନ୍ତ୍ରପାଠ କରୁଥିବା ବେଳେ ବେଦୀ ଉପରେ ଶୋଇପଡ଼ିଲେ କନ୍ୟା, ଭିଡିଓ ଦେଖିଲେ…
ବିବାହ ହେଉଛି ପ୍ରତ୍ୟେକ ଝିଅ-ପୁଅଙ୍କ ପାଇଁ ଏକ ସ୍ବପ୍ନ। ପ୍ରତ୍ୟେକ ଯୁବତୀ ଯୁବକ ଉତ୍ସାହର ସହିତ ଜୀବନର ଏହି ବିଶେଷ ଦିନକୁ ଅପେକ୍ଷା କରି ରହିଥାନ୍ତି। ବିବାହ ରୀତିନୀତି ଅନେକ ଦିନ ପୂର୍ବରୁ ଆରମ୍ଭ ହୋଇଥାଏ, ତେଣୁ ବିବାହ ଦିନ ଆସିବା…
ସାଂସଦଙ୍କ ଦାବି, ପ୍ରତିବର୍ଷ ୭୦ ହଜାର ଆମେରିକୀୟଙ୍କୁ ହତ୍ୟା କରୁଛି ଚାଇନା
ୱାଶିଂଟନ,୧୨ ।୩: ଆମେରିକା ସାଂସଦ ମାଇକ ଗାଲାଗହେର ଦାବି କରିଛନ୍ତି ଯେ ପ୍ରତିବର୍ଷ ଚାଇନା ୭୦,୦୦୦ ଆମେରିକୀୟଙ୍କୁ ହତ୍ୟା କରୁଛି । ତିବ୍ୱତ ଉପରେ ଚାଇନାର ଆକ୍ରମଣ ବିରୋଧରେ ଚାଇନା ଦୂତାବାସ ବାହାରେ ୱାଶିଂଟନରେ ହୋଇଥିବା ବିରୋଧ ପ୍ରଦର୍ଶନରେ ସାମିଲ ହେବାକୁ…
ଆଜିର ଦିନରେ ହିଁ ହୋଇଥିଲା ମୁମ୍ବାଇରେ ସିରିଏଲ ବ୍ଲାଷ୍ଟ, ଡନ ଦାଉଦ ଇବ୍ରାହିମ ଥିଲେ ସାମିଲ, ଫସିଯାଇଥିଲେ ସଞ୍ଜୟ ଦତ୍ତ
ମୁମ୍ବାଇ,୧୨ ।୩: ମାର୍ଚ୍ଚ ୧୨, ୧୯୯୩ ମୁମ୍ବାଇ ପାଇଁ ଥିଲା କଳା ଶୁକ୍ରବାର ବା ବ୍ଲାକ ଫ୍ରାଇଡେ । ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ ପ୍ରତିଦିନ ଭଳି ସାଧାରଣ ଭାବେ କାମ ଚାଲିଥିଲା, ହେଲେ ଦିନ ପ୍ରାୟ ୧ଟା ୩୦ରେ ଏକ୍ସଚେଞ୍ଜର ୨୮…
ଇଣ୍ଡୋନେସିଆର ମାଉଣ୍ଟ ମେରାପି ଜ୍ୱାଳାମୁଖି ଫାଟିବାରୁ ଗାଁ, ସଡ଼କରେ ଧୂଆଁ ଆଉ ନିଆଁ
ଜାକର୍ତ୍ତା,୧୨ ।୩: ବିଶ୍ୱର ସବୁଠାରୁ ସକ୍ରିୟ ଜ୍ୱାଳାମୁଖି ମଧ୍ୟରୁ ଅନ୍ୟତମ ଇଣ୍ଡୋନେସିଆର ମାଉଣ୍ଟ ମେରାପି ଶନିବାର ଫାଟି ଯାଇଛି । ଫଳରେ ଏହା ନିକଟରେ ଥିବା ଗାଁରେ ଧୂଆ ଓ ନିଆଁ ଖେଳେଇ ହୋଇଯାଇଛି । ଏକ ରିପୋର୍ଟ ଅନୁଯାୟୀ, ମେରାପି…
କାଲିଫର୍ନିଆରେ ବର୍ଷା-ବନ୍ୟା ବିତ୍ପାତ, ଭାଙ୍ଗିଲା ନଦୀ ବନ୍ଧ, ହଜାର ହଜାର ଲୋକ ଉଦ୍ଧାର
କାଲିଫର୍ନିଆ.୧୨ ।୩: ଆମେରିକାର ଉତ୍ତର କାଲିଫର୍ନିଆରେ ପ୍ରବଳ ବର୍ଷା ଓ ବନ୍ୟା ଫଳରେ ସାଧାରଣ ଜୀବନ ପ୍ରଭାବିତ ହୋଇଛି । ପଜାରୋ ନଦୀରେ ନିର୍ମିତ ବନ୍ଧ ଭାଙ୍ଗି ଯିବାରୁ ନିକଟରେ ଥିବା ଅଞ୍ଚଳ ବନ୍ୟା ପାଣିରେ ବୁଡି ଯାଇଛି । ଫଳରେ…
କିନ୍ନର-ସମଲିଙ୍ଗୀ-ଯୌନକର୍ମୀ କରି ପାରିବେନି ରକ୍ତଦାନ…
ନୂଆଦିଲ୍ଲୀ,୧୧।୩ : ରକ୍ତଦାନ ନେଇ ଥିବା ବୈଜ୍ଞାନିକ ପ୍ରାମାଣିକ ତଥ୍ୟ ଆଧାରରେ ନ୍ୟାଶନାଲ ବ୍ଲଡ ଟ୍ରାନ୍ସଫ୍ୟୁଜନ କାଉନସିଲ(ଏନବିଟିସି) ଦ୍ୱାରା ଏକ ନିୟାମକ ଧାର୍ଯ୍ୟ ହୋଇଛି। ରକ୍ତଦାନ ପାଇଁ ଥିବା ମାର୍ଗଦର୍ଶିକାକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଏକ ପିଟିଶନ ନେଇ ସ୍ବାସ୍ଥ୍ୟ…
ସତ କହି ନାହାନ୍ତି ରାହୁଲ: ଉପରାଷ୍ଟ୍ରପତି…
ନୂଆଦିଲ୍ଲୀ,୧୧।୩ : ଗଣତାନ୍ତ୍ରିକ ମୂଲ୍ୟବୋଧକୁ ଗୁରୁତ୍ୱ ଦେଇ ଉପରାଷ୍ଟ୍ରପତି ଜଗଦୀପ ଧନକର ଶନିବାର କହିଛନ୍ତି ଯେ ଗଣତନ୍ତ୍ରର ମନ୍ଦିରର ସମ୍ମାନ ହ୍ରାସ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନାମ ନ ନେଇ ସେ ତାଙ୍କୁ ଟାର୍ଗେଟ…
ଆମେ ମିଶି ଯିବାରୁ ପୁଣି ୫ ବର୍ଷ ପରେ ଆରମ୍ଭ ହୋଇଛି ସିବିଆଇ ତଦନ୍ତ : ନୀତୀଶ…
ପାଟନା,୧୧।୩ : ଚାକିରି ପାଇଁ ଜମି ମାମଲାରେ ସିବିଆଇ ଶନିବାର ବିହାରର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କୁ ଦିଲ୍ଲୀ କାର୍ଯ୍ୟାଳୟକୁ ଡକାଇଛି। ଏହି ମାମଲାରେ ସମଗ୍ର ଲାଲୁ ପରିବାର ସିବିଆଇ ସ୍କାନରରେ ଅଛନ୍ତି। ସିବିଆଇ ଏବଂ ଇଡି କାର୍ଯ୍ୟାନୁଷ୍ଠାନ ଉପରେ ମୁଖ୍ୟମନ୍ତ୍ରୀ ନୀତୀଶ…
ଟ୍ରାପ୍ କ୍ୟାମେରା ଲେନ୍ସରେ ବନ୍ୟଜନ୍ତୁ
କେନ୍ଦୁଝର,୧୧ା୩(ସ୍ବ.ପ୍ର.): କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ପାଟଣା ଓ ଘଟଗାଁ ରେଞ୍ଜରେ ଥିବା ଅଟେଇ ଜଙ୍ଗଲ ଏବେ ପାଲଟିଛି ବନ୍ୟପ୍ରାଣୀଙ୍କ ସୁରକ୍ଷାସ୍ଥଳୀ। ଅଟେଇ ଜଙ୍ଗଲରେ ବାଘ ସହିତ ବିଭିନ୍ନ ଜୀବଜନ୍ତୁ ଥିବା ବନ ବିଭାଗ ଟ୍ରାପ କ୍ୟାମେରାରେ ରେକର୍ଡ କରିଛି। ଗଧିଆ, ଗୟଳ…
ଚାଇନା ପାଖରେ ସର୍ବାଧିକ ହାଇପରସୋନିକ ଅସ୍ତ୍ରଶସ୍ତ୍ର: ଆମେରିକା…
ଓ୍ବାଶିଂଟନ,୧୧।୩ : ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଭିତ୍ତିକ ରିପୋର୍ଟ ପ୍ରକାଶ କରିଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଚାଇନା ପାଖରେ ସର୍ବାଧିକ ହାଇପରସୋନିକ ଅସ୍ତ୍ରଶସ୍ତ୍ର ରହିଛି। ରୁଷିଆଠାରୁ ଅଧିକ ହାଇପରସୋନିକ ଅସ୍ତ୍ରଶସ୍ତ୍ର ଚାଇନା ପାଖରେ ରହିଛି। ଏଭଳି ଅସ୍ତ୍ରଶସ୍ତ୍ରକୁ ଚିହ୍ନଟ…
ପ୍ରଥମଥର ଖରସ୍ରୋତା ମହାବିଦ୍ୟାଳୟ ହେବ ଯୁକ୍ତ ୩ ମୂଲ୍ୟାୟନ କେନ୍ଦ୍ର
ସିଂହପୁର,୧୧ା୩(ଡି.ଏନ୍.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁରସ୍ଥିତ ଖରସ୍ରୋତା ମହାବିଦ୍ୟାଳୟ ଡିଗ୍ରୀ କଲେଜରେ ପ୍ରଥମଥର ଯୁକ୍ତ ୩ ସେମିଷ୍ଟାର ପାଇଁ ମୂଲ୍ୟାୟନ କେନ୍ଦ୍ର ହୋଇଛି। ଉକତ୍ଳ ବିଶ୍ୱବିଦ୍ୟାଳୟ ଚିଠି ନମ୍ବର ୫୪୪ରେ ମୂଲ୍ୟାୟନ କେନ୍ଦ୍ର ଓ ଓଏମ୍ଆର ସଂଗ୍ରହ କେନ୍ଦ୍ର…
ବାଇକ୍-ଅଟୋ ମୁହାଁମୁହିଁ: ଜଣଙ୍କ ଜୀବନ ଗଲା, ୨ ଗୁରୁତର
ଟିକିରି,୧୧ା୩(ଡି.ଏନ୍.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଗୋରଖପୁର ଗ୍ରାମ ନିକଟସ୍ଥ ବୁଲାଣି ନିକଟରେ ଶନିବାର ଏକ ଯାତ୍ରୀବାହୀ ଅଟୋ ସହ ବାଇକ୍ର ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର…
Archives


