Home

ସମଲିଙ୍ଗୀ ବିବାହ ମାମଲା: ଏପ୍ରିଲ ୧୮ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ,୧୩ା୩: ସମଲିଙ୍ଗୀ ବିବାହ ମାମଲାର ସୋମବାର ସୁପ୍ରିମକୋର୍ଟ ଶୁଣାଣି କରି ୫ ଜଣିଆ ଜଣିଆ ଖଣ୍ଡପୀଠଙ୍କୁ ଏହି ମାମଲା ହସ୍ତାନ୍ତର କରିଛନ୍ତି। ଏଥିସହ ଆଇନଗତ ସ୍ବୀକୃତି ଉପରେ ଅନ୍ତିମ ଯୁକ୍ତି ପାଇଁ କୋର୍ଟ ଏପ୍ରିଲ ୧୮ ତାରିଖକୁ ଧାର୍ଯ୍ୟ କରିଛନ୍ତି। ପ୍ରଧାନ…

ବର୍ଡର-ଗାଭାସ୍କର ଟ୍ରଫି ଜିତିଲା ଭାରତ

ଅହମ୍ମଦାବାଦ,୧୩।୩: ଗୁଜରାଟର ନରେନ୍ଦ୍ର ମୋଦି କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ତଥା ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ଡ୍ର ହୋଇଛି। ଫଳରେ ଭାରତ ୨-୧ରେ ଅଷ୍ଟ୍ରେଲିଆକୁ ହରାଇ ସିରିଜ କବଜା କରିଛି। ନାଗପୁର ଏବଂ ଦିଲ୍ଲୀରେ ଟେଷ୍ଟ ମ୍ୟାଚ୍‌ ଜିତି…

ଏଚ୍‌୩ଏନ୍‌୨ ଭାଇରସ୍‌ ବଢ଼ାଇଲା ଚିନ୍ତା: ଚାରିଧାମ ଯାତ୍ରା ପୂର୍ବରୁ ଜାରି ହେଲା ଗାଇଡ୍‌ଲାଇନ୍‌

ଡେରାଡୁନ୍‌,୧୩।୩: କରୋନା ପରେ ଏବେ ‘ଇନ୍‌ଫ୍ଲୁଏଞ୍ଜା-ଏ’ର ସବ୍‌ଭାରିଆଣ୍ଟ ଏଚ୍‌୩ଏନ୍‌୨ ସାରା ଦେଶରେ ଚିନ୍ତା ବଢ଼ାଇଛି। ଚାରିଧାମ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଏହାକୁ ନେଇ ଉତ୍ତରାଖଣ୍ଡ ରାଜ୍ୟ ସରକାର ଚିନ୍ତା ପ୍ରକଟ କରିବା ସହ ସତର୍କତା ଅବଲମ୍ବନ କରିଛନ୍ତି। ଇତିମଧ୍ୟରେ ପର୍ଯ୍ୟଟନ…

ଆସନ୍ତା ସପ୍ତାହରେ ପୁଟିନଙ୍କୁ ସାକ୍ଷାତ୍ କରିବାକୁ ରୁଷିଆ ଯାଇପାରନ୍ତି ଚାଇନା ରାଷ୍ଟ୍ରପତି ଜିନପିଙ୍ଗ, ରିପୋର୍ଟରେ ଦାବି

ବେଜିଂ,୧୩ ।୩: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ସପ୍ତାହରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ୍ କରିବାକୁ ମସ୍କୋ ଯାଇପାରନ୍ତି । ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବାପରେ ଚାଇନା ଲଗାତାର ପୁଟିନଙ୍କୁ ସମର୍ଥନ ଦେଉଥିବା ଦେଖାଯାଇଛି । ହେଲେ…

ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ, ୨୪ ଘଣ୍ଟାରେ ୪୪୪ ମାମଲା…

ନୂଆଦିଲ୍ଲୀ, ୧୩।୩: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ପୁଣି ଦୈନିକ କରୋନା ସଂକ୍ରମଣ ମାମଲା ବଢ଼ିଛି। ସେହିପରି ସକ୍ରିୟ…

ପ୍ରୀତିମାନ ସହ ବାଇକ୍‌ରେ ଆସି ଡେଇଁଥିଲେ ଚିନ୍ମୟୀ

ସମ୍ବଲପୁର,୧୩ା୩(ବ୍ୟୁରୋ):ଭିସୁଟ୍‌ ପୁରାତନ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ପାଣିରେ ବୁଡି ମୃତ୍ୟୁ ଘଟିଥିବା ନେଇ ପୋଲିସ ବାରମ୍ବାର କହୁଛି। ଏପରି କି ବ୍ୟବଚ୍ଛେଦ ରିପୋର୍ଟ, ଡାଏଟମ୍‌ ରିପୋର୍ଟକୁ ଆଧାର କରି ପ୍ରମାଣିତ କରିବାକୁ ଚାହୁଁଛି। ପାଣିରେ ବୁଡି ମୃତ୍ୟୁ ହୋଇଥିବା ନେଇ…

୩୦ବର୍ଷର ଜିଲାରେ ଏବେ ବି ଗମନାଗମନ ଅସୁବିଧା

ରାୟଗଡ଼ା,୧୩ା୩(ସ୍ବ.ପ୍ର.):୧୯୯୨ରେ ରାୟଗଡ଼ା ସ୍ବତନ୍ତ୍ର ଜିଲାର ମାନ୍ୟତା ପାଇଥିଲା। ଏହି ଜିଲାକୁ ଇତିମଧ୍ୟରେ ୩୦ ବର୍ଷ ପୁରିଛି। ହେଲେ ଏବେ ବି ଜିଲାର ବହୁ ଅଞ୍ଚଳକୁ ଗମନାଗମନ ସୁବିଧା ନାହିଁ ା ଜିଲାର ଉପାନ୍ତ ଅଞ୍ଚଳରେ ବିକାଶ କେବଳ କାଗଜ କଲମରେ ସିମୀତ…

ଡ୍ର’ ଅଭିମୁଖେ ଅହମ୍ମଦାବାଦ ଟେଷ୍ଟ

ଅହମ୍ମଦାବାଦ,୧୩।୩: ଅହମ୍ମଦାବାଦରେ ଖେଳାଯାଉଥିବା ଭାରତ ଏବଂ ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟ ଡ୍ର’ ଅଭିମୁଖେ ଯାଉଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୮୦ ରନ ସଂଗ୍ରହ କରିଥିଲା, ଏହାର ଜବାବରେ ଭାରତ ୫୭୧…

ଓ୍ବାନ ର଼୍ୟାଙ୍କ ଓ୍ବାନ ପେନସନ୍‌ ମାମଲା: ୪ କିସ୍ତିରେ ବକେୟା ପୈଠ ଆଦେଶ ଫେରାଇ ନେବାକୁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୧୩।୩ : ସୁପ୍ରିମକୋର୍ଟଙ୍କ କେନ୍ଦ୍ର ସରକାରଙ୍କୁ ଏକ ବଡ ଝଟକା ଦେଇଛନ୍ତି। ଜାନୁଆରୀ ୨୦ ତାରିଖର ନିର୍ଦ୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୋର୍ଟ ପ୍ରତିରକ୍ଷା ମନ୍ତ୍ରଣାଳୟକୁ କହିଛନ୍ତି ଯେଉଁଥିରେ ଚାରି କିସ୍ତିରେ ୱାନ ର଼୍ୟାଙ୍କ ୱାନ ପେନସନ ଦେବାକୁ କୁହାଯାଇଥିଲା। କୋର୍ଟ…

ଛୋଟ ଦେଶଙ୍କୁ ଆର୍ଥିକ ଋଣର ଲୋଭ ଦେଖାଇ ରାଜନୈତିକ ଯୁଦ୍ଧ କରୁଛି ଚାଇନା: ମାଇକ୍ରୋନେସିଆର ରାଷ୍ଟ୍ରପତି…

ଓ୍ବିଲିଂଟନ,୧୩।୩ : ମାଇକ୍ରୋନେସିଆର ରାଷ୍ଟ୍ରପତି ଅନ୍ୟ ଜାତୀୟ ନେତାମାନଙ୍କୁ ଲେଖିଥିବା ଚିଠିରେ ଚାଇନା ରାଜନୈତିକ ଯୁଦ୍ଧ କରିଥିବା ଅଭିଯୋଗ କରିଛନ୍ତି। ସେ ୫ କୋଟି ଡଲାର ବଦଳରେ ଚାଇନା ପ୍ରତି ଥିବା ତାଇୱାନର କୂଟନୈତିକ ଆଭିମୁଖ୍ୟ ପରିବର୍ତ୍ତନ ଉପରେ ମଧ୍ୟ ଆଲୋଚନା…

‘ମୋଦି କହିଲେ ଠିକ, ରାହୁଲ କହିଲେ ଭୁଲ,’ ଖାର୍ଗେ କହିଲେ ଆମେ ବିକ୍ରମ ବେତାଳ ଭଳି…

ନୂଆଦିଲ୍ଲୀ,୧୩ ।୩: ରାଜ୍ୟ ସଭାରେ ବିରୋଧି ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ରାହୁଲ ଗାନ୍ଧୀଙ୍କୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ପିୟୁଷ ଗୋଏଲ ଦେଇଥିବା ବୟାନକୁ ନେଇ ପାଲଟା ଆକ୍ରମଣ କରିଛନ୍ତି । ଖାର୍ଗେ କହିଛନ୍ତି…

ପୁଟିନଙ୍କ ସବୁଠାରୁ ବଡ ସମାଲୋଚକଙ୍କ ଉପରେ ନିର୍ମିତ ଫିଲ୍ମକୁ ଓସ୍କାର…

ମସ୍କୋ,୧୩।୩ : ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସବୁଠାରୁ ବଡ ସମାଲୋଚକ ଆଲେକ୍ସୀ ନାଭାଲିନିଙ୍କ ଉପରେ ଡକ୍ୟୁମେଣ୍ଟାରୀ ଚଳଚ୍ଚିତ୍ରକୁ ଓସ୍କାର ୨୦୨୩ ମିଳିଛି। ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ବର୍ଗରେ ଫିଲ୍ମକୁ ପୁରସ୍କାର ପ୍ରଦାନ କରାଯାଇଛି। ଏନେଇ ନାଭଲିନିଙ୍କ ସ୍ତ୍ରୀ ୟୁଲିଆ ନାଭାଲନାୟା ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri