ଲଗାତର ଦ୍ୱିତୀୟଥର ପାଇଁ ଡବ୍ଲ୍ୟୁଟିସି ଫାଇନାଲ୍ରେ ଭାରତ
ଅହମ୍ମଦାବାଦ୍,୧୩।୩: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ର ଫାଇନାଲରେ ପ୍ରବେଶ କରିଛି ଭାରତ। ଲଗାତର ଦ୍ୱିତୀୟ ଥର ପାଇଁ ଭାରତ ଏହି ଉପଲବ୍ଧି ହାସଲ କରିଛି। ଶ୍ରୀଲଙ୍କା ବିପକ୍ଷରେ ନ୍ୟୁଜିଲାଣ୍ଡର ରୋମାଞ୍ଚକର ବିଜୟ ସହିତ ଫାଇନାଲରେ ଭାରତର ସ୍ଥାନ ନିଶ୍ଚିତ ହୋଇଛି। ଅଷ୍ଟ୍ରେଲିଆ…
ବିଶ୍ୱ ମାନଚିତ୍ରରୁ ଅଦୃଶ୍ୟ ହୋଇଯିବ ଜାପାନ: ପିଏମ୍ଙ୍କ ପରାମର୍ଶଦାତାଙ୍କ ଚେତାବନୀ…
ଟୋକିଓ,୧୩।୩ : ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ପରାମର୍ଶଦାତା ମାସାକା ମୋରି କହିଛନ୍ତି ଯେ ଆଗାମୀ ବର୍ଷରେ ଆମ ଦେଶ ବିଶ୍ୱ ମାନଚିତ୍ରରୁ ଅଦୃଶ୍ୟ ହୋଇପାରେ। ଏପରି ବିବୃତ୍ତି ପଛର କାରଣ କୌଣସି ମହାମାରୀ କିମ୍ବା ଯୁଦ୍ଧ ହେତୁ ନୁହେଁ ବରଂ…
କଫ ସିରପ୍ ରାକେଟ ଧରପଗଡ, ୩୫ ଗିରଫ
ବଲାଙ୍ଗୀର ଅଫିସ, ୧୩।୩: ବଲାଙ୍ଗୀର ପୋଲିସ ପକ୍ଷରୁ ଏକ ବଡଧରଣର କଫ ସିରପ୍ ରାକେଟ ଧରପଗଡ କରାଯାଇଛି। ଏହି କଫ ସିରପ ରାକେଟରେ ରାଜ୍ୟର ବିଭିନ୍ନ ସ୍ଥାନର ୩୫ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ଠାରୁ ୧୩ ହଜାର ବୋତଲ ଏସକଫ…
ଯଦି ଭାରତ କରି ପାରୁଛି ଆମେ କାହିଁକି ପାରିବା ନାହିଁ, ଜନସଂଖ୍ୟା ନିୟନ୍ତ୍ରଣ ନେଇ ପାକିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀଙ୍କ ମନ୍ତବ୍ୟ…
ଇସଲାମାବାଦ,୧୩।୩ : ସମ୍ପ୍ରତି ପାକିସ୍ତାନ ଏକ ଗୁରୁତର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଯେଉଁଥିପାଇଁ ପାକିସ୍ତାନରେ ଏକ ବିତର୍କ ଆରମ୍ଭ ହୋଇଛି ଯେ ସେମାନେ କେଉଁଠାରେ ଭୁଲ କରିଛନ୍ତି ଯେ ଆଜି ଭାରତ ବିକାଶ ମୁହାଁ ହୋଇଛି ମାତ୍ର ପାକିସ୍ତାନ…
ଅଜଣା ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ
ଭଦ୍ରକ ଅଫିସ, ୧୩।୩: ୧୬ ନଂ. ଜାତୀୟ ରାଜପଥର ହୋଟେଲ ଓରିଆନ ନିକଟରେ ସୋମବାର ସକାଳେ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ମୃତକ ହେଉଛନ୍ତି ଗ୍ରାମାଞ୍ଚଳ ଥାନା ଅଧୀନ ଗଢ଼ିଆଳି ଗ୍ରାମର ଅଜୟ ସାହୁ (୩୦)…
କ୍ଷମା ମାଗନ୍ତୁ ରାହୁଲ, ସଂସଦରେ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ…
ନୂଆଦିଲ୍ଲୀ,୧୩।୩ : ଲଣ୍ଡନରେ ରାହୁଲ ଗାନ୍ଧୀଙ୍କ ବିବୃତ୍ତି ନେଇ ସୋମବାର ଲୋକସଭା ଓ ରାଜ୍ୟସଭାରେ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ ହୋଇଛି। ଭାଜପା ଏମପିମାନେ ଗୋଟିଏ ସ୍ବରରେ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସମସ୍ତେ ଦାବି କରିଛନ୍ତି ଯେ ରାହୁଲ ଗାନ୍ଧୀ ଦେଶବାସୀ…
ମନ୍ତ୍ରୀ-ବିଧାୟକଙ୍କର ଦରମା ବଢ଼ିଲା, ମନ୍ତ୍ରୀଙ୍କର ଲକ୍ଷେ ୭୦ ହଜାର-ବିଧାୟକଙ୍କର ୯୦ ହଜାର…
ନୂଆଦିଲ୍ଲୀ,୧୩।୩ : ଦିଲ୍ଲୀର ମନ୍ତ୍ରୀ ଏବଂ ବିଧାୟକଙ୍କ ଦରମା ବୃଦ୍ଧି କରାଯାଇଛି। ବର୍ତ୍ତମାନ ବିଧାୟକମାନେ ପ୍ରତି ମାସରେ ୯୦ ହଜାର ଟଙ୍କା ପାଇବେ। ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଦରମା ବର୍ତ୍ତମାନ ମାସକୁ ଏକ ଲକ୍ଷ ୭୦ ହଜାର ଟଙ୍କାକୁ ବୃଦ୍ଧି ପାଇଛି।…
ଦିଲ୍ଲୀ-ଦୋହା ବିମାନରେ ଯାତ୍ରୀଙ୍କ ମୃତ୍ୟୁ, କରାଚିରେ ଜରୁରୀକାଳୀନ ଅବତରଣ…
ନୂଆଦିଲ୍ଲୀ,୧୩।୩ : ଡାକ୍ତରୀ ପରିସ୍ଥିତି କାରଣରୁ ନୂଆଦିଲ୍ଲୀରୁ ଦୋହା ଅଭିମୁଖେ ଏକ ଇଣ୍ଡିଗୋ ବିମାନକୁ ପାକିସ୍ତାନର କରାଚିରେ ଜରୁରୀକାଳୀନ ଅବତରଣ କରାଯାଇଛି। ଏକ ବିମାନ ଅଧିକାରୀ ନ୍ୟୁଜ ଏଜେନ୍ସିକୁ ଏ ବିଷୟରେ ସୂଚନା ଦେଇଛନ୍ତି। ଜାଣିବାକୁ ମିଳିଛି ଯେ ବିମାନରେ ଥିବା…
କରୋନା ମହାମାରୀ ପାଇଁ ଦାୟୀ କିଏ ? ଆମେରିକା ନା ଚାଇନା, ଗବେଷଣା ପାଇଁ ଟଙ୍କା ଦେଇଥିବା ଅବା ଲିକ୍ କରିଥିବା ଦେଶ ଦୋଷୀ !…
ଓ୍ବାଶିଂଟନ/ବେଜିଂ,୧୩।୩: କରୋନା ଭୂତାଣୁର ଲିକ୍ ନେଇ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଏନେଇ ଚାଇନାକୁ ଦୋଷୀ ବୋଲି ସଭତଏଁ କହୁଛନ୍ତି। ତେବେ ଏଥିପାଇଁ ଆମେରିକା ଏବଂ ଚାଇନା ଉପରେ ଅଙ୍ଗୁଳି ଉଠିବା ଆରମ୍ଭ ହୋଇଛି। ଚାଇନାର ଉହାନ ଲ୍ୟାବରୁ ଏହା ଲିକ୍…
ଓସ୍କାର ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା
ନୂଆଦିଲ୍ଲୀ,୧୩।୩: ଆଜି ଭାରତ ପାଇଁ ଏକ ଐତିହାସିକ ଦିନ। ଓସ୍କାର ୨୦୨୩ ଭାରତ ଦୁଇଟି ଓସ୍କାର ଜିତିଛି। ‘ଆର୍ଆର୍ଆର୍’ର ନାଟୁ ନାଟୁ ଗୀତ ଏବଂ ‘ଦ ଏଲିଫାଣ୍ଟ୍ ହ୍ବିସ୍ପର୍ସ’ ଏକାଡେମୀ ପୁରସ୍କାର ଜିତିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ସେଲିବ୍ରିଟି…
ରାଷ୍ଟ୍ରପତି ଥିଲେ ଦିନକରେ ଶେଷ ହୋଇଥାନ୍ତା ରୁଷିଆ-ୟୁକ୍ରେନ ଯୁଦ୍ଧ: ଟ୍ରମ୍ପ…
ଓ୍ବାଶିଂଟନ,୧୩।୩ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଯଦି ସେ ରାଷ୍ଟ୍ରପତି ଭାବେ କ୍ଷମତାରେ ଥାଆନ୍ତେ, ତେବେ ଗୋଟିଏ ଦିନରେ ଏହି ଯୁଦ୍ଧ ଶେଷ କରିଥାନ୍ତେ।…
ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମହୁମାଛି ଆକ୍ରମଣ
କେନ୍ଦୁଝର,୧୩।୩(ସ୍ବ.ପ୍ର): ମାଟ୍ରିକ ପରୀକ୍ଷା ଦେବା ପାଇଁ ଆସିଥିବା ପରୀକ୍ଷାର୍ଥୀଙ୍କୁ ମହୁମାଛି ଆକ୍ରମଣ କରିଛି। କେନ୍ଦୁଝର ଜିଲା ହରିଚନ୍ଦନପୁର ବାଳିକା ହାଇସ୍କୁଲ କେନ୍ଦ୍ରକୁ ମାଟ୍ରିକ ପରୀକ୍ଷା ଦେବା ପାଇଁ କେନ୍ଦ୍ରକୁ ଆସୁଥିବା ବେଳେ ମହୁମାଛି ଆକ୍ରମଣ କରିଥିଲା। ଏଥିରେ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କୁ…
Archives


