Home

ଓଡ଼ିଶାକୁ ବଡ଼ ଉପହାର ଦେଲେ ମୋଦି, ଭୁବନେଶ୍ୱର-କଟକରେ ହେବ…

ନୂଆଦିଲ୍ଲୀ,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି, ଯାହା ଦେଶର ଭିତ୍ତିଭୂମି ଏବଂ ସଂଯୋଗୀକରଣକୁ ଏକ ନୂତନ ଦିଗଦର୍ଶନ ଦେବ। ରାଜସ୍ଥାନର କୋଟା-ବୁନ୍ଦି ଜିଲାରେ ଏକ ନୂତନ ବିମାନବନ୍ଦର ନିର୍ମାଣ ପାଇଁ ଅନୁମୋଦନ ଦିଆଯାଇଛି।…

ବଡ଼ ଘୋଷଣା କଲେ ଅଜିତ ଡୋଭାଲ୍‌: ମୋଦି ଯିବେ…

ନୂଆଦିଲ୍ଲୀ,୧୯।୮: ଚାଇନାର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ ଡୋଭାଲଙ୍କୁ ଭେଟିଥିଲେ। ଉଭୟ ଭାରତ-ଚାଇନା ସୀମା ପ୍ରସଙ୍ଗରେ ସ୍ବତନ୍ତ୍ର ପ୍ରତିନିଧି (SR)ଙ୍କ ମଧ୍ୟରେ ୨୪ତମ ପର୍ଯ୍ୟାୟ ଆଲୋଚନା କରିଥିଲେ। ଏନଏସଏ ଅଜିତ ଡୋଭାଲ ଚୀନ ବୈଦେଶିକ…

ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୧୯।୮: ମୁମ୍ବାଇର ବିସିସିଆଇ ମୁଖ୍ୟାଳୟରେ ଏସିଆ କପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବ ଦଳର ଅଧିନାୟକ, ଶୁବମନ ଗିଲଙ୍କୁ ଉପ-ଅଧିନାୟକ ଭାବରେ ନିଯୁକ୍ତ କରାଯାଇଛି, ଏହା ପୂର୍ବରୁ ଅକ୍ଷର ପଟେଲଙ୍କୁ ଦଳର ଉପ-ଅଧିନାୟକ ଭାବରେ ଦେଖାଯାଉଥିଲା। ଜସପ୍ରୀତ…

ଭାରତକୁ ନେଇ ଏମିତି କହିଦେଲା ଚାଇନା: ଆମେରିକାକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୯।୮: ଟାରିଫ୍‌କୁ ନେଇ ଆମେରିକା ସହିତ ଉତ୍ତେଜନା ମଧ୍ୟରେ, ଭାରତକୁ ଏହାର ପଡ଼ୋଶୀ ଦେଶ ଚାଇନାଠାରୁ ଆଶ୍ୱସ୍ତିର ଖବର ମିଳିଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ଉନ୍ନତି ହେଉଛି ଏବଂ ସୀମାରେ ସ୍ଥିରତା ପୁନଃସ୍ଥାପିତ ହେଉଛି। ଚାଇନା ବୈଦେଶିକ ମନ୍ତ୍ରୀ ୱାଙ୍ଗ…

ତୁହାକୁ ତୁହା ବର୍ଷା: ଘାଟିରେ ଖସିଲା ଅତଡ଼ା, ରାସ୍ତା ଅବରୋଧ

ଦାରିଙ୍ଗବାଡି, ୧୯।୮ (ଅରୁଣ ସାହୁ): ଦାରିଙ୍ଗବାଡି ଅଞ୍ଚଳରେ ଗତ କିଛି ଦିନ ହେଲା ତୁହାକୁ ତୁହା ବର୍ଷା ଲାଗିରହୁଛି ଫଳରେ ଅଞ୍ଚଳ ଏକ ପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛି। ମଙ୍ଗଳବାର ଉକ୍ତ ଅଞ୍ଚଳର ପାଙ୍ଗାଲି ଘାଟିରେ ମାଟି ଅତଡ଼ା ସହ ଗଛ ଗୁଡିକ…

ଜିତିଲେ ଦକ୍ଷିଣ, ହାରିଲେ ବି ଦକ୍ଷିଣ

ନୂଆଦିଲ୍ଲୀ,୧୯।୮: ବିରୋଧୀ ଦଳ ଇଣ୍ଡିଆ ଆଲାଏନ୍ସ ଉପରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର (୧୯ ଅଗଷ୍ଟ) ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ବି. ସୁଦର୍ଶନ ରେଡ୍ଡୀଙ୍କ ନାମ ଘୋଷଣା କରିଛନ୍ତି। କଂଗ୍ରେସ ମୁଖପାତ୍ର…

କିଛିଦିନ ମଧ୍ୟରେ ଦେଶରେ ବନ୍ଦ ହୋଇଯିବ ପେଟ୍ରୋଲ ପମ୍ପ? ଜାଣନ୍ତୁ ଏହା ପଛର ମୁଖ୍ୟ କାରଣ

ନୂଆଦିଲ୍ଲୀ,୧୯।୮: ବୈଦ୍ୟୁତିକ ଯାନବାହନ (EVs)ର ଅଭିବୃଦ୍ଧି ସାର୍ବଜନୀନ ଚାର୍ଜିଂ ନେଟୱାର୍କର ପ୍ରସାର ଉପରେ ମୁଖ୍ୟତଃ ନିର୍ଭର କରେ। ଚାର୍ଜିଂ ଭିତ୍ତିଭୂମି (କିମ୍ବା ଏହାର ଅଭାବ) ଭାରତରେ ଏବେ ବି ଏକ ବଡ଼ ସମସ୍ୟା, କିନ୍ତୁ ଏକ ସାମ୍ପ୍ରତିକ ରିପୋର୍ଟରେ ଦର୍ଶାଯାଇଛି ଯେ…

ଚମକାଇ ଦେଲେ ବିରୋଧି, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ବି. ସୁଦର୍ଶନ ରେଡ୍ଡୀ ହେଲେ ଉପ ରାଷ୍ଟ୍ରପତି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୮: ଉପରାଷ୍ଟ୍ରପତି ପଦ ପାଇଁ ବିରୋଧୀ ଦଳ ପକ୍ଷରୁ ଜଷ୍ଟିସ ବି. ସୁଦର୍ଶନ ରେଡ୍ଡୀ ପ୍ରାର୍ଥୀ ହେବେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ତାଙ୍କ ନାମ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ବିରୋଧୀ ଦଳ ସର୍ବସମ୍ମତିକ୍ରମେ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି…

ଧରାପଡ଼ିଲା ଡକାୟତ ଗ୍ୟାଙ୍ଗ୍‌: କାର୍‌ରେ ଯାଉଥିବାବେଳେ ମାଡ଼ିବସିଲା ପୋଲିସ

ଭଞ୍ଜନଗର,୧୯।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଲରୁ ଏକ ଡକାୟତ ଗ୍ୟାଙ୍ଗ୍‌ ଧରାପଡ଼ିଛନ୍ତି। ଏହି ଗ୍ୟାଙ୍ଗ୍‌ର ୫ ଜଣଙ୍କୁ ପୋଲିସ ଧରିବା ସହ ୩ଟି ଖରଣ୍ଡା ଜବତ କରିଛି। ପୋଲିସ ଗାଙ୍ଗପୁର ଥାନା ଗୋବରା ଅଞ୍ଚଳରୁ ଏହି ଚୋରଙ୍କୁ ଧରିଛି। ଡକାୟତି…

ହ୍ବାଇଟ ହାଉସରେ ଏମିତି କେଉଁ ଭାରତୀୟ ଅନ୍ଦାଜ ଦେଖାଇଲେ ମେଲୋନି ଯାହାର ଭିଡ଼ିଓ ହେଉଛି ଭାଇରାଲ, ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣା

ଓ୍ବାଶିଂଟନ,୧୯।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ ସାକ୍ଷାତ ସାରା ବିଶ୍ୱରେ ଆଲୋଚନାର ବିଷୟ। କିନ୍ତୁ, ଏହି ସମୟ ମଧ୍ୟରେ ଆଉ ଏକ କଥା ଘଟିଥିଲା, ଯାହା ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା।…

କାହାକୁ ନ ଜଣାଇ ପାକିସ୍ତାନକୁ ୮୬ କୋଟି ଟଙ୍କା ଦେଇଥିଲେ ନେହେରୁ: ସାଂଘାତିକ କଥା କହିଦେଲେ ମୋଦି

ନୂଆଦିଲ୍ଲୀ,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏନଡିଏ ସଂସଦୀୟ ଦଳ ବୈଠକରେ ଅଂଶଗ୍ରହଣ କରିଛନ୍ତି। ସେ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କୁ ଶାଲ ପ୍ରଦାନ କରି ସମ୍ମାନିତ କରିଛନ୍ତି। ସଂସଦର ପାଠାଗାର ଭବନରେ ଅନୁଷ୍ଠିତ ଏହି ବୈଠକରେ ଏମ୍‌ପିମାନେ ସିପି ରାଧାକୃଷ୍ଣନଙ୍କୁ…

ୟୁ-ଟର୍ନ ନେଲା ଚାଇନା: ଭାରତ ପାଇଁ ଖୋଲିଦେଲା ଭଣ୍ଡାର

ବେଜିଂ,୧୯।୮:ଚାଇନା ଭାରତକୁ ଏକ ବଡ଼ ଆଶ୍ୱସ୍ତି ଦେଇଛି। ରେୟାର ଆର୍ଥ ଖନନ ମେଶିନ ରପ୍ତାନି ସହିତ ରେୟାର ଆର୍ଥ ସପ୍ଲାଇ ଉପରେ ପ୍ରତିବନ୍ଧକ ଉଠାଇ ଦେଇଛି। ଚାଇନା କହିଛି,ସେ ଭାରତକୁ ସାର, ବିରଳ ଖଣିଜ ପଦାର୍ଥ ଏବଂ ସୁଡ଼ଙ୍ଗ ବୋରିଂ ମେଶିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri