ଫ୍ରାନ୍ସ ଜଳୁଥିବାବେଳେ ରାଷ୍ଟ୍ରପତି ମାକ୍ରନଙ୍କ କନର୍ସଟ ଭିଡିଓ ଭାଇରାଲ
ପ୍ୟାରିସ,୧।୭:ପୋଲିସ ଗୁଳିରେ ନାବାଳକର ହତ୍ୟାକୁ ନେଇ ଜଳୁଛି ଫ୍ରାନ୍ସ। ଆଜିକୁ ୪ଦିନ ଧରି ହିଂସା ଜାରି ରହିଛି। ହିଂସା ଏବେ ବେଲଜିୟମ ଯାଏଁ ପହଞ୍ଚିଛି। ଏହି ମଧ୍ୟରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ବ୍ରିଟିଶ ଗାୟିକ ଏଲଟନ ଜନଙ୍କ କନସର୍ଟକୁ ଉପଭୋଗ…
ବିଜେଡି ନେତାଙ୍କୁ କାର୍ ମଡ଼ାଇ ହତ୍ୟା ଘଟଣା: ବ୍ରଜରାଜନଗର ଷ୍ଟେଶନରୁ ଅଭିଯୁକ୍ତ ଗିରଫ
ବ୍ରହ୍ମପୁର,୧ା୭(ସୁବାସ ପାଢ଼ୀ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଖମ୍ବାରି ଗାଁରେ ଜଣେ ବିଜେଡି ନେତାଙ୍କୁ କାର୍ ମଡ଼ାଇ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ପୋଲିସ କାବୁ କରିଛି। ଅଭିଯୁକ୍ତ ଜଣଙ୍କ ହେଉଛନ୍ତି କେ.ନୂଆଗାଁ ଥାନା ଅନ୍ତର୍ଗତ ଖାମ୍ଭାରିଗାଁର ରାମକୃଷ୍ଣ ମିଶ୍ର(୪୦)। ରାମକୃଷ୍ଣଙ୍କୁ…
ୟୁସିସି ପାଇଁ କେଉଁ ପ୍ରସ୍ତାବ ରହିଛି ପ୍ରଥମେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ କହିବା ଆବଶ୍ୟକ: ସିବଲ…
ନୂଆଦିଲ୍ଲୀ,୧।୭ : ୟୁନିଫର୍ମ ସିଭିଲ କୋଡ (ୟୁସିସି) ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତି ପରେ ରାଜନୀତି ଆରମ୍ଭ ହୋଇଛି। ଏହି କ୍ରମରେ ରାଜ୍ୟସଭା ଏମପି କପିଲ ସିବଲ ଶନିବାର କହିଛନ୍ତି ସର୍ବପ୍ରଥମେ ପ୍ରଧାନମନ୍ତ୍ରୀ ଦେଶକୁ କହିବା ଉଚିତ ୟୁସିସି ପାଇଁ…
ଭିନେଶଙ୍କ ପରେ ସରିତା-ସଂଗୀତା ମାଗିଲେ ର଼୍ୟାଙ୍କିଂ ଟୁର୍ନାମେଣ୍ଟ ପାଇଁ ଅନୁମତି
ନୂଆଦିଲ୍ଲୀ,୧।୭:ଭିିନେଶ ଫୋଗାଟଙ୍କ ପରେ ବଜରଙ୍ଗଙ୍କ ପତ୍ନୀ ସଂଗୀତା ଫୋଗାଟ ଏବଂ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ସମର୍ଥନ କରୁଥିବା ସରିତା ମୋର୍ ବୁଡାପେଷ୍ଟରେ ଆୟୋଜିତ ହେବାକୁ ଥିବା ୪ର୍ଥ ର଼୍ୟାଙ୍କିଂ ଟୁର୍ନାମେଣ୍ଟରେ ଖେଳିବାକୁ ଅନୁମତି ମାଗିଛନ୍ତି। ୧୩ ରୁ ୧୬ ଜୁଲାଇ ପର୍ଯ୍ୟନ୍ତ ହେବାକୁ…
ଜୟଶଙ୍କର ଜଣେ ଦକ୍ଷ ମନ୍ତ୍ରୀ, ସେ ମୋର ବନ୍ଧୁ: ଶଶି ଥରୁର…
ନୂଆଦିଲ୍ଲୀ,୧।୭ : କଂଗ୍ରେସ ନେତା ଶଶି ଥରୁର ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଶାନ୍ତ ରହିବାକୁ ମନ୍ତବ୍ୟ ଦେଇ ଫସି ଯାଇଛନ୍ତି। ଶନିବାର ଏହା ଉପରେ ସେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି, ’ଲଣ୍ଡନରେ ଖାୟଲିସ୍ତାନୀମାନେ ଭାରତୀୟ ପତାକା ଉତ୍ତୋଳନ କରିବା…
ରାଜ୍ୟପାଳଙ୍କ ବିରୋଧରେ ହାଇକୋର୍ଟରେ ରିଟ୍ ପିଟିଶନ ଦାଏର…
ଚେନ୍ନାଇ,୧।୭ : ତାମିଲନାଡୁରେ ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ବରଖାସ୍ତ କରିବା ପରଠାରୁ ରାଜ୍ୟପାଳଙ୍କୁ ସରକାରଙ୍କ ପକ୍ଷରୁ ଘେରିବା ଆରମ୍ଭ ହୋଇଛି। ବର୍ତ୍ତମାନ ରାଜ୍ୟପାଳଙ୍କ ଆଦେଶ ବିରୋଧରେ ମାଡ୍ରାସ ହାଇକୋର୍ଟରେ ଏକ ରିଟ ପିଟିଶନ ଦାଖଲ କରାଯାଇଛି। ଦେଶିଆ ମକ୍କଲ ସକତି କାଚିର…
ତିସ୍ତାଙ୍କ ଜାମିନ ନାମଞ୍ଜୁର, ତୁନ୍ତ ଆତ୍ମସମର୍ପଣ କରିବରକୁ କୋର୍ଟଙ୍କ ନିର୍ଦ୍ଦେଶ…
ଅହମଦାବାଦ,୧।୭ : ଗୁଜରାଟ ହାଇକୋର୍ଟ ଶନିବାର ଦ୍ସମାଜସେବୀ ତିସ୍ତା ସେତାଲଭାଡଙ୍କ ନିୟମିତ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରି ୨୦୦୨ ଗୋଧ୍ରା ଦଙ୍ଗା ମାମଲାରେ ନିରୀହ ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ଅଭିଯୋଗରେ ତୁରନ୍ତ ଆତ୍ମସମର୍ପଣ କରିବାକୁ କହିଥିଲେ। ଜଷ୍ଟିସ ନିର୍ଜର ଦେଶାଇଙ୍କ…
ଜାହାଜ ଭିତରେ ପୂରା ସହର, ଆସନ୍ତାବର୍ଷ ଆରମ୍ଭ କରିବ ଯାତ୍ରା, ଜାଣନ୍ତୁ କ’ଣ ସବୁ ରହିଛି ସୁବିଧା…
ଆଜିର ସମୟରେ ଅନେକ ପ୍ରକାରର ବିଳାସପୂର୍ଣ୍ଣ ଜିନିଷ ଉପଲବ୍ଧ। ମାନବ ଜୀବନକୁ ସହଜ କରିବା ପାଇଁ ଏହି ଜିନିଷଗୁଡ଼ିକ ତିଆରି କରାଯାଇଛି। ଏହି ସୃଷ୍ଟିଗୁଡ଼ିକ ଦେଖିବା ପରେ ଅନେକ କଥା ବିଶ୍ୱାସ କରିହୁଏ ନାହିଁ। କିଛି ବର୍ଷ ପୂର୍ବେ ଲୋକମାନେ ସମୁଦ୍ରରେ…
କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ
ବେଜିଂ,୧ା୭: ଶନିବାର ଅପରାହ୍ନରେ ଦକ୍ଷିଣ-ପୂର୍ବ ଚାଇନାର ଜିଆଙ୍ଗସି ପ୍ରଦେଶର ଏକ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଛି। ରାଜ୍ୟ ବ୍ରଡ୍କାଷ୍ଟର ସିସିଟିଭି ଫୁଟେଜରେ କିୟାନତାଇ ନ୍ୟୁ ମ୍ୟାଟେରିଆଲ କମ୍ପାନୀରେ ନିଆଁ ଲାଗିଥିବା ରାଜ୍ୟ ଗଣମାଧ୍ୟମ ଏ ସମ୍ପର୍କରେ ସୂଚନା ଦେଇଛି। ବର୍ତ୍ତମାନ ସୁଦ୍ଧା…
ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କୁ ଭେଟିଲେ ବିବେକ ଓବରୋଏ
ନୂଆଦିଲ୍ଲୀ/ଲଣ୍ଡନ,୧।୭:ବିବେକ ଓବରୋଏ ଦର୍ଶକଙ୍କୁ ବହୁତଗୁଡିଏ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। କିନ୍ତୁ ସେ ଦୀର୍ଘ ଦିନ ଧରି ଫିଲ୍ମ ଜଗତରୁ ଦରରେ ଅଛନ୍ତି। ନିକଟରେ ବିବେକ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନାକଙ୍କୁ ଭେଟିଛନ୍ତି। ସେ ଇଂଲଣ୍ଡରେ ବ୍ରିଟେନ-ଇଣ୍ଡିଆ ୨୦୨୩ ଉତ୍ସବରେ ଯୋଗ…
୨୦ ଜୁଲାଇରେ ଆରମ୍ଭ ହେବ ମୌସୁମୀ ଅଧିବେଶନ
ନୂଆଦିଲ୍ଲୀ,୧।୭: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ଜୁଲାଇ ୨୦ରୁ ଆରମ୍ଭ ହୋଇ ୧୧ ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଶନିବାର ଏହି ସୂଚନା ଦେଇଛନ୍ତି। ମୌସୁମୀ ଅଧିବେଶନରେ ଫଳପ୍ରଦ ବିତର୍କ ଏବଂ ବିଧାନସଭା କାର୍ଯ୍ୟକୁ ସମର୍ଥନ…
ଗଦର-୨ଫିଲ୍ମ ନିର୍ମାତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଅମିଶା, କହିଲେ ଦରମା ଦିଆଯାଇ ନାହିଁ….
ମୁମ୍ବାଇ:୨୨ବର୍ଷ ପୂର୍ବେ ରିଲିଜ ହୋଇଥିବା ସନ୍ନି ଦେଓଲଙ୍କ ଫିଲ୍ମ ଗଦର ପ୍ରଶଂସକଙ୍କ ହୃଦୟରେ ରାଜ୍ କରିଥିଲା। ଏବେ ପୁଣି ଥରେ ଗଦର-୨ ରିଲିଜ୍ ହେବାକୁ ଯାଉଛି।ଫିଲ୍ମକୁ ନେଇ ସନ୍ନି ଦେଓଲ ଏବଂ ଅମିଶା ପଟେଲ ଜୋରଦାର ପ୍ରମୋଶନ କରୁଛନ୍ତି। କିନ୍ତୁ ଏହି…

