Home

ପ୍ରଧାନମନ୍ତ୍ରୀ ଦୌଡରେ ନାହିଁ କଂଗ୍ରେସ: ବିରୋଧୀ ଦଳ ବୈଠକରେ ଖାର୍ଗେଙ୍କ ବଡ଼ ବୟାନ

ବେଙ୍ଗାଲୁରୁ,୧୮।୭: ବେଙ୍ଗାଲୁରୁରେ ବିରୋଧୀ ଦଳର ବୈଠକ ଚାଲିଛି। ବୈଠକରେ ବିଭିନ୍ନ ଦିଗକୁ ନେଇ ଆଲୋଚନା ଜାରି ରହିଛି। ଏହି ସମୟରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବଡ଼ ବୟାନ ଦେଇଛନ୍ତି। ଖାଗେର୍ର୍ କହିଛନ୍ତି, ୨୦୨୪ରେ ପ୍ରଧାନମନ୍ତ୍ରୀ ଦୌଡରେ କଂଗ୍ରେସ ସାମିଲ ନାହିଁ।…

ସୋନିଆଙ୍କୁ ମିଳିପାରେ ବିରୋଧୀ ସାମ୍ମୁଖ୍ୟର ଅଧ୍ୟକ୍ଷ, ନୀତୀଶଙ୍କୁ ସଂଯୋଜକ

ବେଙ୍ଗାଲୁରୁ,୧୮।୭: ବେଙ୍ଗାଲୁରୁରେ ଚାଲିଥିବା ବିରୋଧୀ ଦଳର ବୈଠକରେ ୨୦୨୪ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି। ଏହି ବୈଠକରେ ଶରଦ ପାୱାର ମଧ୍ୟ ଯୋଗଦେବେ। ବିରୋଧୀଙ୍କ ଏହି ବୈଠକର ଆଜି ହେଉଛି ଦ୍ୱିତୀୟ ଦିନ। ଯେଉଁଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ…

ପୋର୍ଟ ବ୍ଲେୟାର ବିମାନବନ୍ଦରର ନୂତନ ଟର୍ମିନାଲ୍‌ ଭବନର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଡ଼ିଓ କନଫରେନ୍ସିଂ ଜରିଆରେ ପୋର୍ଟ ବ୍ଲେୟାରରେ ବୀର ସାମରକର ଅନ୍ତର୍ଜାତୀୟ ବିମାନ ବନ୍ଦରର ନୂତନ ଟର୍ମିନାଲ ଭବନକୁ ଉଦ୍‌ଘାଟନ କରିଛନ୍ତି। ୭୧୦ କୋଟି ଟଙ୍କା ବ୍ୟୟରେ ଏହି ନୂତନ ଟର୍ମିନାଲ୍‌ ବିଲଡିଂ ନିର୍ମାଣ କରାଯାଇଛି।…

ମାନହାନି ମାମଲା: ଜୁଲାଇ ୨୧ରେ ରାହୁଲଙ୍କ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୮।୭: ମୋଦି ଉପନାମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟରେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଖଲ କରିଥିଲେ। ବର୍ତ୍ତମାନ ସୁପ୍ରିମକୋର୍ଟ ତାଙ୍କ ଆବେଦନ ଶୁଣିବାକୁ ରାଜି ହୋଇଛନ୍ତି। ଜୁଲାଇ ୨୧ରେ ଏହାର ଶୁଣାଣି ହେବ ବୋଲି…

କୋଚ୍‌ଙ୍କୁ ପ୍ରଭାବିତ କଲେ ରାହାନେ..ଏବେ ଦକ୍ଷିଣ ଆଫ୍ରିକା ଗସ୍ତରେ ସ୍ଥାନ ପକ୍କା!

ଡୋମିନିକା,୧୮।୭: ଭାରତୀୟ ଟିମ୍‌ର ଷ୍ଟାର ପ୍ଲେୟାର ଅଜିଙ୍କ୍ୟ ରାହାନେ ନିଜର ବ୍ୟାଟିଂରେ କୋଚ୍‌ ବିକ୍ରମ ରାଠୋର(ବ୍ୟାଟିଂ)ଙ୍କୁ ପ୍ରଭାବିତ କରିଛନ୍ତି। ଏହି କାରଣରୁ ବିକ୍ରମ ତାଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତରେ ସାମିଲ କରିବାକୁ ପରାମର୍ଶ ଦେଇଛନ୍ତି। ନିଜ ପ୍ରତ୍ୟାବର୍ତ୍ତନରେ ବେଶ୍‌ ଆଶ୍ୱସ୍ତ ହୋଇ…

ରୋହିତଙ୍କ ପରେ କିଏ ହେବ ଭାରତର ଅଧିନାୟକ? ଏହି ୩ ଖେଳାଳିଙ୍କୁ ପ୍ରସ୍ତୁତ କରୁଛି ବିସିସିଆଇ!

ନୂଆଦିଲ୍ଲୀ,୧୮।୭: ବର୍ତ୍ତମାନ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଅଛି ଭାରତୀୟ କ୍ରିକେଟ ଟିମ୍‌। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଦଳ ଦୁଇ ଟେଷ୍ଟ ବିଶିଷ୍ଟ ସିରିଜର ପ୍ରଥମ ମୁକାବିଲାକୁ ଜିତିନେଇଛି। ୩୬ ବର୍ଷୀୟ ରୋହିତଙ୍କ ନେତୃତ୍ୱରେ ଦଳ ଚଳିତ ବର୍ଷ ଦିନିକିଆ ବିଶ୍ୱକପ୍‌ ଖେଳିବ। ଏହାପରେ…

କମନଓ୍ବେଲ୍‌ଥ ଗେମ୍ସ ୨୦୨୬: ବଜେଟ୍‌ ବଢ଼ିବାରୁ ଆୟୋଜକ ହେବାକୁ ମନା କଲା…

ନୂଆଦିଲ୍ଲୀ,୧୮।୭: ୨୦୨୬ରେ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା କମନୱେଲ୍‌ଥ ଗେମ୍ସର ଆୟୋଜନକୁ ନେଇ ଏକ ସନ୍ଦେହ ବଢ଼ିବାରେ ଲାଗିଛି। ବଜେଟରେ ବୃଦ୍ଧି ହେତୁ ଭିକ୍ଟୋରିଆ ସରକାର ବର୍ତ୍ତମାନ ଏହି ଖେଳ ଆୟୋଜନ କରିବାକୁ ମନା କରି ଦେଇଛନ୍ତି। ଏହି ଖେଳ ଆୟୋଜନର…

‘୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ପାଇଁ ପ୍ରସ୍ତୁତ ରୁହ’, ମୁମ୍ବାଇ ପୋଲିସକୁ ଧମକପୂର୍ଣ୍ଣ କଲ

ମୁମ୍ବାଇ,୧୮।୭: ମୁମ୍ବାଇର ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ କଲ ଆସିଛି। ଏଥିରେ କୁହାଯାଇଛି କି ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଓ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ପ୍ରତି ବିପଦ ରହିଛି। ମୁମ୍ବାଇ ପୋଲିସର ସୂଚନାନୁସାରେ, ଅଭିଯୁକ୍ତ…

ଆଖିରେ ମିଶିଛି ଆଖି, ଓଠରେ ହସ; ବଲିଉଡ୍‌ର ନୂଆ ଲଭ୍‌ବାର୍ଡଙ୍କ ଫଟୋ ଭାଇରାଲ…

ବମ୍ବେ: ପ୍ରେମରେ ଉବୁଟୁବୁ ହେଉଛନ୍ତି ବଲିଉଡ୍‌ର ନୂଆ ଲଭବାର୍ଡ ଆଦିତ୍ୟ ରୟ କପୁର ଏବଂ ଅନନ୍ୟା ପାଣ୍ଡେ। ଦୀର୍ଘଦିନରୁ ଉଭୟ ପରସ୍ପରକୁ ଡେଟ୍‌ କରୁଥିବା ଖବର ଶୁଣିବାକୁ ମିଳୁଥିଲା। ଏବେ ସବୁକିଛି ଧିରେ ଧିରେ ସ୍ପଷ୍ଟ ହେଉଛି। ନିକଟରେ ଦୁହେଁ ଛୁଟି…

ଦ୍ୱିତୀୟ ଟେଷ୍ଟ ପାଇଁ କଠିନ ପରିଶ୍ରମ କରୁଛନ୍ତି କୋହଲି

ପୋର୍ଟ ଅଫ ସ୍ପେନ୍‌,୧୮।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ୨ ଟେଷ୍ଟ ସିରିଜର ଦ୍ୱିତୀୟ ମ୍ୟାଚ ଜୁଲାଇ ୨୦ରୁ ଖେଳାଯିବ। ଦ୍ୱିତୀୟ ଟେଷ୍ଟ ପାଇଁ ପୋର୍ଟ ଅଫ ସ୍ପେନ୍‌ରେ ଭାରତ-ୱେଷ୍ଟଇଣ୍ଡିଜ ଦଳ ମୁହାଁମୁହିଁ ହେବେ। ଏହି ମ୍ୟାଚ ପୂର୍ବରୁ ଭାରତ…

ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ ଫୋନରେ କଥା ହେଲେ ବାଇଡେନ, ଓ୍ବାଶିଂଟନ ଯିବାକୁ ନେତାନ୍ୟାହୁଙ୍କୁ ମିଳିଲା ନିମନ୍ତ୍ରଣ

ଜେରୁଜେଲମ,୧୮।୭: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେନଜାମିନ ନେତାନ୍ୟାହୁଙ୍କ ସହ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଫୋନ ଯୋଗେ କଥା ହୋଇଛନ୍ତି। ଏହାସହ ବାଇଡେନ ନେତନ୍ୟାହୁଙ୍କୁ ଓ୍ବାଶିଂଟନ ଆସିବା ଲାଗି ନିମନ୍ତ୍ରଣ ବି ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମଓ) ପକ୍ଷରୁ କୁହାଯାଇଛି କି ଦୁଇ ନେତାଙ୍କ…

୧୦୫ ଐତିହାସିକ କଳାକୃତି ଫେରାଇବ ଆମେରିକା, ରାଷ୍ଟ୍ରଦୂତ କହିଲେ ଏହାର ପ୍ରକୃତ ସ୍ଥାନ ଭାରତ

ନ୍ୟୁୟର୍କ,୧୮।୭: ଭାରତରେ ଥିବା ଆମେରିକାର ରାଷ୍ଟ୍ରଦୂତ ଏରିକ ଗାସେଂଟି ସୋମବାର କହିଛନ୍ତି ଯେ ଆମେରିକା ସରକାର ଭାରତର ପ୍ରାଚୀନ ଓ ଐତିହାସିକ ମୂର୍ତ୍ତି ଓ କଳାକୃତିକୁ ଫେରାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆମେରିକାର ରାଷ୍ଟ୍ରଦୂତ କହିଛନ୍ତି ଯେ ଏହି କଳା ସଂଗ୍ରହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?