ଆଲୁମିନିୟମ ବାସନରେ ଖାଉଛନ୍ତି କି? ହୋଇପାରେ କିଡନୀ ଫେଲ୍, ଜାଣନ୍ତୁ କ’ଣ କୁହନ୍ତି…
ଭାରତୀୟ ରୋଷେଇରେ ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହୋଇଥାଏ। ଏହା ହାଲୁକା, ଶସ୍ତା ଏବଂ ସହଜରେ ଗରମ ହୋଇଯାଏ। ଏଥିଲାଗି ଅନେକେ ଲୋକ ପ୍ରାୟତଃ ପ୍ରଶ୍ନ କରନ୍ତି ଯେ ଆଲୁମିନିୟମ ବାସନରେ ଖାଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ନା ଭଲ। ଆସନ୍ତୁ…
ଉପରାଷ୍ଟ୍ରପତିଙ୍କ ପେନସନ ଆବଦେନକୁ ନେଇ ଉଠୁଛି ପ୍ରଶ୍ନ, ଜାଣନ୍ତୁ ରାଜସ୍ଥାନ ସହ କ’ଣ ରହିଛି ସମ୍ପର୍କ
ନୂଆଦିଲ୍ଲୀ,୩୦।୮: ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନକର ପୂର୍ବତନ ବିଧାୟକ ଭାବରେ ପେନସନ ପାଇବା ପାଇଁ ରାଜସ୍ଥାନ ବିଧାନସଭା ସଚିବାଳୟରେ ପୁନଃ ଆବେଦନ କରିଛନ୍ତି। ସଚିବାଳୟର ଅଧିକାରୀମାନେ ନିଶ୍ଚିତ କରିଛନ୍ତି ଯେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଶୀଘ୍ର ଅନୁମୋଦନ ଦିଆଯିବ।…
ଜେଲନସ୍କିଙ୍କ ସହ କଥା ହେଲେ ମୋଦି, ଜାଣନ୍ତୁ କ’ଣ ହେଲା ଚର୍ଚ୍ଚା
ନୂଆଦିଲ୍ଲୀ,୩୦।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ସହ ଟେଲିଫୋନରେ କଥାବାର୍ତ୍ତା କରିଥିଲେ। ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନୀୟ ସମ୍ପ୍ରତି ଘଟିଥିବା ଘଟଣାବଳୀ ବିଷୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିସ୍ତୃତ ଭାବରେ ଅବଗତ କରାଇଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ…
ରୋହିତଙ୍କ ପରେ ଶ୍ରେୟସ ବା ଶୁବମନ ନୁହେଁ ଏହି ଖେଳାଳି ହେବେ ODIର ନୂଆ କ୍ୟାପଟେନ
ନୂଆଦିଲ୍ଲୀ,୩୦।୮: ଭାରତର ODI ଦଳର ଅଧିନାୟକ ରୋହିତ ଶର୍ମା T20 ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଛନ୍ତି। ରୋହିତ ଶର୍ମା ୨୦୨୭ ବିଶ୍ୱକପ ପର୍ଯ୍ୟନ୍ତ ODI ଖେଳିବେ କି ନାହିଁ ସେ ବିଷୟରେ ଆଲୋଚନା ଜୋର ଧରିଛି। ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ…
ଦେଶବାସୀ ସହି ପାରିବେନି ମୋଦିଙ୍କ ଅପମାନ: ଭାଜପା
ନୂଆଦିଲ୍ଲୀ,୩୦।୮: ବିହାରରେ କଂଗ୍ରେସ ଦଳର ମଞ୍ଚରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବର୍ଗତ ମାଆଙ୍କ ପାଇଁ ଅପମାନଜନକ ଭାଷା ବ୍ୟବହାର କରାଯାଇଥିଲା। ସେବେଠାରୁ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ଏହି ମାମଲାର ଅଭିଯୁକ୍ତ ରଫିକ ରିଜଭି ଓରଫ ରାଜାଙ୍କୁ ଗିରଫ କରାଯାଇଛି। ଏହାକୁ…
ଖବର ପ୍ରକାଶ ପରେ ରଥ ସାହି ଛକରେ ଲାଗିଲା ହାଇମାଷ୍ଟ ଲାଇଟ୍
ପୁରୁଷୋତ୍ତମପୁର,୩୦ା୮(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସିର ମୁଖ୍ୟ ରଥସାହି ଛକଟି ୪ ମାସରୁ ଊର୍ଦ୍ଧ୍ୱ ହେଲା ଅନ୍ଧକାର ରହିଥିବା ବେଳେ ଧରିତ୍ରୀ ପ୍ରଭାବରେ ଶନିବାର ଆଲୋକିତ ହୋଇଛି। ସହରର ଏହି ମୁଖ୍ୟ ଅନ୍ଧାରରେ ରହିଥିଲେ ସୁଦ୍ଧା ଏଥିପ୍ରତି ଏନ୍ଏସି ନିର୍ବାହୀ…
ଡଙ୍ଗାଘାଟ ଗାଁରେ ଗୋଷ୍ଠୀ ସଂଘର୍ଷ : ୫ ଜଣଙ୍କୁ ବାନ୍ଧିଲା ପୋଲିସ
ବଲାଙ୍ଗୀର,୩୦ା୮(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ତୁଷୁରା ବାହାଲ ପଞ୍ଚାୟତ ଡଙ୍ଗାଘାଟ ଗାଁରେ ଚାଷଜମିକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ସଂଘର୍ଷ ହୋଇଥଲା। ଏଥିରେ ୩ ଜଣ ଗୁରୁତର ହୋଇଥିବା ବେଳେ ୪ ଜଣ ଆହତ…
ବିଧାୟକଙ୍କ ଦରମାକୁ ନେଇ ହଙ୍ଗାମା, ବିଧାନସଭାରେ ଲଗାଇଲେ ନିଆଁ, ୩ ମୃତ
ଜାକର୍ତ୍ତା,୩୦।୮: ଇଣ୍ଡୋନେସିଆରେ ଅଶାନ୍ତ ଜନତା ତିନୋଟି ପ୍ରଦେଶର ବିଧାନସଭା କୋଠାରେ ନିଆଁ ଲଗାଇ ଦେଇଛନ୍ତି। ଏଥିରେ ପଶ୍ଚିମ ନୁସା ତେଙ୍ଗାରା, ପେକାଲୋଙ୍ଗାନ ଏବଂ ସିରେବନ ବିଧାନସଭା କୋଠାରେ ନିଆଁ ଲଗାଇ ଦିଆଯାଇଛି। ଏହି ଘଟଣାରେ ତିନି ଜଣଙ୍କର ମୃତ୍ୟୁ ହୋଇଛି, ଏହାସହ…
ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ଼, ଘରେ ରାମ ଚରଣ ପହଞ୍ଚି…
ହାଇଦ୍ରାବାଦ: ସାଉଥର ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଅଜିନେତାଙ୍କ ଜେଜେମା’ ଅଲ୍ଲୁ କନକରତ୍ନମ ଗରୁଙ୍କର ୯୪ ବର୍ଷ ବୟସରେ ପରଲୋକ ହୋଇଛି। ସେ ଶନିବାର ମଧ୍ୟରାତ୍ରି ୧:୪୫ରେ ଶେଷ ନିଶ୍ଚାସ ତ୍ୟାଗ କରିଛନ୍ତି। ରିପୋର୍ଟ…
ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷାଙ୍କ କେନ୍ଦୁଝର ଗସ୍ତ, ବିଭିନ୍ନ ବିଭାଗ ବୁଲି…
କେନ୍ଦୁଝର,୩୦ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି କେନ୍ଦୁଝର ଗସ୍ତରେ ଆସି ମଣ୍ଡୁଆ ଓ ବଣିଆପାଟରେ ଥିବା ସଖି ଶକ୍ତି ସଦନ ଗସ୍ତ କରି ଅନ୍ତେବାସିନୀମାନଙ୍କ ସହ ଭାବ ବିନିମୟ କରି ସୁବିଧା ଅସୁବିଧା ପଚାରି ବୁଝିଛନ୍ତି।…
ସଞ୍ଜୁ ସାମସନ ରିଲିଜ ହେବା ନେଇ ହେଉଥିଲା ଚର୍ଚ୍ଚା, ହେଲେ ରାଜସ୍ଥାନରୁ ଦ୍ରାବିଡ ବିଦା
ନୂଆଦିଲ୍ଲୀ,୩୦।୮: ଇଣ୍ଡିଆନ ପ୍ରିମିୟର ଲିଗ୍ ୨୦୨୬ ପୂର୍ବରୁ ରାଜସ୍ଥାନ ରୟାଲ୍ସ ଏବଂ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ଙ୍କ ବାଟ ଅଲଗା ହୋଇଛି। ଫ୍ରାଞ୍ଚାଇଜ ପକ୍ଷରୁ ସୋସିଆଲ ମିଡିଆରେ ଶନିବାର ଏନେଇ ସୂଚନା ଦେଇଛନ୍ତି। ତେବେ ଦ୍ରାବିଡ଼ଙ୍କୁ ମୁଖ୍ୟ କୋଚ୍ ବଦଳରେ ଅନ୍ୟ…
ବନ୍ୟା ଦାଉରୁ ରକ୍ଷା ପାଇବା ପାଇଁ ବାଛୁରୀକୁ କାନ୍ଧରେ ବୋହିନେଲେ ବ୍ୟକ୍ତି, ଭିଡିଓ ଭାଇରାଲ ପରେ…
ଜମ୍ମୁ-କଶ୍ମୀରରେ ପ୍ରବଳ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଅନେକ ଗାଁ ବୁଡ଼ି ଯିବା ସହ ରାସ୍ତାଘାଟ ଜଳମଗ୍ନ ହୋଇଛି। ଏଠାରେ ରହୁଥିବା ଲୋକମାନେ ସମ୍ପୂର୍ଣ୍ଣ ଭାବରେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇପଡ଼ିଛନ୍ତି। ତଥାପି ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।…
Archives


