ବରମୁଣ୍ଡା ବସ୍ଷ୍ଟାଣ୍ଡରେ ମା’-ଝିଅଙ୍କୁ ବଳାତ୍କାର: ଆଉ ତା’ପରେ ଘଟିଲା…
ଭୁବନେଶ୍ୱର,୪।୧୧: ରାଜଧାନୀରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ବରମୁଣ୍ଡା ବସ୍ଷ୍ଟାଣ୍ଡରେ ଶୋଇଥିବାବେଳେ ମା’-ଝିଅଙ୍କୁ ବଳାତ୍କାର ଉଦ୍ୟମ ହୋଇଛି। ଥାନାରେ ଅଭିଯୋଗ ପରେ ଅଭିଯୁକ୍ତକୁ ବାନ୍ଧିଛି ଭରତପୁର ପୋଲିସ। ଅଭିଯୁକ୍ତ ଜଣଙ୍କ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ପୋଲିସ ତାଙ୍କୁ ମାଡ଼ବସିଥିଲା। ଗିରଫ…
୩ ଦିନ ହେବ ନିଖୋଜ ଥିଲେ ଫାଇନାନ୍ସ କର୍ମଚାରୀ: ଆଜି ମାଗୁରବେଡା ଘାଟରୁ ମିଳିଲା…
ବଲାଙ୍ଗୀର, ୪/୧୧- (ସୁନିଲ କୁମାର ମହାନ୍ତି):ବଲାଙ୍ଗିର ଲୋୟର ସୁକତେଲ ନଦୀ ଡ୍ୟାମ ନିକଟରେ ରବିବାର ଜଣେ ଯୁବକ ଗାଧୋଉଥିବା ବେଳେ ନିଖୋଜ ହୋଇଯାଇଥିଲେ। ଯୁବକ ଜଣକ ସୁକ୍ତେଲ ଡ୍ୟାମରେ ବଣଭୋଜି କରିବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଥିଲା l ନିଖୋଜ ଥିବା…
ସାଇକେଲରେ ବୁଲି ନିର୍ବାଚନୀ ପ୍ରଚାର: ୬ ରାଜ୍ୟରେ କଲେଣି ପ୍ରଚାର
ନୂଆପଡ଼ା,୪ା୧୧(ପୀତାମ୍ବର ସାହୁ):ଯେତେବେଳେ ବିଭିନ୍ନ ଦଳ ଡିଜେ ସାଉଣ୍ଡ ଲଗାଇ ଗାଡ଼ିରେ ପ୍ରଚାର କରୁଛନ୍ତି ସେତେବେଳେ ଏକ ସାଇକେଲରେ ଛୋଟ ସାଉଣ୍ଡ ସିଷ୍ଟମ ଲଗାଇ ପ୍ରଚାର କରୁଛନ୍ତି ଜଣେ ବ୍ୟକ୍ତି। ସେ ହେଲେ ସନ୍ତୋଷ କୁମାର ପାତ୍ର(୫୪)। ତାଙ୍କ ଘର ବରଗଡ ଜିଲା…
ମୋ ବାପାଙ୍କୁ ଦେଖିବାକୁ ଆସିଲେନି…ନବୀନଙ୍କୁ କାଉଣ୍ଟର କଲେ ଜୟ
ନୂଆପଡ଼ା,୪ା୧୧ (ମକାରୁ ବେମାଲ):ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନିର୍ବାଚନ ପ୍ରଚାର ପାଇଁ ନୂଆପଡ଼ା ଆସି କୋମନା ବ୍ଲକର ତରବୋଡ଼ ପ୍ରୋଜେକ୍ଟ ସମ୍ଭବ ପଡିଆରେ ଆୟୋଜିତ ସଭାରେ ଯୋଗଦେଇ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଭୋଟ ଦେବା ପାଇଁ…
ଗଣବଳାତ୍କାର ମାମଲାରେ ପୋଲିସକୁ ବଡ଼ ସଫଳତା
କୋଏମ୍ବାଟୁର,୪।୧୧: ତାମିଲନାଡୁ କୋଏମ୍ବାଟୁରର ଏକ ବିମାନବନ୍ଦର ନିକଟରେ ରବିବାର ଜଣେ ମହିଳା କଲେଜ ଛାତ୍ରୀଙ୍କୁ ଅପହରଣ ଏବଂ ଗଣବଳାତ୍କାର ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ସକାଳେ ପୋଲିସ ସହିତ ଏନକାଉଣ୍ଟର ପରେ ଅଭିଯୁକ୍ତ ଥାଭାସି, କାର୍ତ୍ତିକ ଏବଂ କାଲିଶ୍ୱରନଙ୍କୁ…
ପ୍ରଥମେ ଧୋନି ଏବେ ହରମନପ୍ରୀତ, ଗେଟ ଓ୍ବେ ଅଫ ଇଣ୍ଡିଆ ସାମ୍ନାରେ ଫଟୋ ଉଠାଇବାର କ’ଣ ରହିଛି କାରଣ? ଜାଣନ୍ତୁ…
ନୂଆଦିଲ୍ଲୀ,୪।୧୧: ହରମନପ୍ରୀତ କୌର ଭାରତୀୟ ମହିଳା ଦଳକୁ ୨୦୨୫ ମହିଳା ବିଶ୍ୱକପ ଟାଇଟଲ ଜିତିବା ସହିତ ଏହି ସଫଳତା ହାସଲ କରିଥିବା ପ୍ରଥମ ମହିଳା ଅଧିନାୟକ ହୋଇଥିଲେ। ତାଙ୍କ ପୂର୍ବରୁ କେହି ଭାରତୀୟ ମହିଳା ଦଳକୁ ଟାଇଟଲ ଦେଇପାରି ନଥିଲେ। ଏହା…
ହୃଦୟ ଜିତିଲେ ସିଦ୍ଧାନ୍ତ: ଗୀତ ଗାଇ ଭୋଟରଙ୍କ….
ନୂଆପଡ଼ା,୪ା୧୧ (ମକାରୁ ବେମାଲ):ନୂଆପଡ଼ା ଉପନିର୍ବାଚନ ପରିପ୍ରେକ୍ଷୀରେ ସୋମବାର ଲଖନା ପଞ୍ଚାୟତର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ଜନସମାବେଶ ଆୟୋଜିତ ହୋଇଥିଲା। ଏଥିରେ ସିନେତାରକା ତଥା ନେତା ସିଦ୍ଧାନ୍ତ ମହାପାତ୍ର, ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବଲାଙ୍ଗୀର ଏମ୍ପି ସଙ୍ଗୀତା କୁମାରୀ ସିଂହଦେଓ,…
ଟିମ ଇଣ୍ଡିଆର ଏହି ଏକମାତ୍ର ଖେଳାଳିଙ୍କୁ ଦିଆଗଲାନି ବିଜୟୀ ପଦକ: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୪।୧୧: ମହିଳା ବିଶ୍ୱକପ ୨୦୨୫ ଜିତି ଟିମ ଇଣ୍ଡିଆ ଇତିହାସ ରଚିଛି। ସାରା ବିଶ୍ୱରେ ଭାରତୀୟ ଖେଳାଳିଙ୍କ ବିଷୟରେ ଆଲୋଚନା ହେଉଛି। ବିଶ୍ୱକପ ଜିତିବା ପରେ, ସମସ୍ତ ଖେଳାଳିଙ୍କୁ କେବଳ ପୁରସ୍କାର ରାଶି ନୁହେଁ ବରଂ ପଦକ ମଧ୍ୟ ପ୍ରଦାନ କରାଯାଇଥିଲା।…
ଲାସ୍ ଭେଗାସ୍ର ନୂଆ ସଙ୍କେତ
ଲାସ୍ ଭେଗାସ୍ ଆମେରିକାର ନେଭେଡା ରାଜ୍ୟର ଏକ ଜନବହୁଳ ନଗର। ଜୁଆଖେଳ, ଶପିଂ, ମନୋରଞ୍ଜନ ଓ ନାଇଟ୍ ଲାଇଫ୍ ଭଳି ଅସରନ୍ତି ଆନନ୍ଦର ଏକ ଭୂଖଣ୍ଡ ଭାବେ ଏହା ପରିଚିତି ହାସଲ କରିଆସିଛି। ହେଲେ ଚଳିତବର୍ଷ ପ୍ରଥମାର୍ଦ୍ଧରୁ ସେଠାରେ ପର୍ଯ୍ୟଟକଙ୍କ ସଂଖ୍ୟା…
ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ଏସ୍ଆଇଆର୍
ନୂଆଦିଲ୍ଲୀ,୪ା୧୧(ପି.ଟି.): ଦେଶର ୯ ରାଜ୍ୟ ଓ ୩ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟର ତାଲିକା ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି। ମୋଟ ୫୧ କୋଟି ଭୋଟର ଥିବା ଉକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଏସ୍ଆଇଆର୍ ଆସନ୍ତାବର୍ଷ…
ଘୁଞ୍ଚିଲା ଆଲିଆଙ୍କ ଆକ୍ସନ ଫିଲ୍ମ ‘ଆଲ୍ଫା’ ରିଲିଜ ତାରିଖ
ମୁମ୍ବାଇ: ବଲିଉଡର ବହୁ ପ୍ରତୀକ୍ଷିତ ଆକ୍ସନ ଫିଲ୍ମ ‘ଆଲ୍ଫା’ର ରିଲିଜ ତାରିଖ ଘୁଞ୍ଚାଇ ଦିଆଯାଇଛି। ପୂର୍ବରୁ ଏହି ଫିଲ୍ମ ଖ୍ରୀଷ୍ଟମାସ ସମୟରେ ପରଦାକୁ ଆସିବାର ଥିଲା, କିନ୍ତୁ ଆସନ୍ତାବର୍ଷ ୧୭ ଏପ୍ରିଲରେ ସିନେମା ହଲ୍ରେ ମୁକ୍ତିଲାଭ କରିବ। ୟଶରାଜ ଫିଲ୍ମସ୍ (ଓ୍ବାଇଆର୍ଏଫ୍)ର…
ବଲାଙ୍ଗୀର ଏସପିଙ୍କ ଘର ନିକଟରେ ଟ୍ରଲର-ଟ୍ରକ ଧକ୍କା: ଡ୍ରାଇଭର ଗୁରୁତର
ବଲାଙ୍ଗୀର,୪।୧୧(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହର ଏସପିଙ୍କ ଘର ନିକଟ ୨୬ ନମ୍ବର ଜାତୀୟ ରାଜପଥରେ ଟ୍ରଲର-ଟ୍ରକ ଧକ୍କା ହୋଇଛି। ଏଥିରେ ଟ୍ରଲର ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି। ଦୁଇ ଗାଡି ଦୁର୍ଘଟଣା ପରେ ଜାତୀୟ ରାଜପଥରେ ଯାନବାହାନ ଚଳାଚଳ…
Archives


