ଏଇ ଭାରତରେ
ବୟସ ଏକ ସଂଖ୍ୟା ଓ ଏହାର ପ୍ରଭାବକୁ ପ୍ରତିହତ କରି ଆଗକୁ ବଢ଼ିବା ସମ୍ଭବ ବୋଲି ପ୍ରମାଣ କରିଛନ୍ତି ଆନ୍ଧ୍ରପ୍ରଦେଶ ବିଜୟନଗରମର ବିଦ୍ୟା ସିଂ। ସେ ୫୯ ବର୍ଷ ବୟସରେ ପର୍ବତ ଆରୋହଣ ଆରମ୍ଭ କରିବା ପରେ ୧୯ଟି ଉଚ୍ଚ ଶୃଙ୍ଗ…
ଅଦୃଶ୍ୟ ବନ୍ଧନ
ହି ଚାହାନ୍ତି ନାହିଁ ବନ୍ଧନ। ସମସ୍ତେ ଚାହାନ୍ତି ମୁକ୍ତ ଜୀବନ ବଞ୍ଚତ୍ବା ପାଇଁ। କିନ୍ତୁ ଦେଖିବାକୁ ଗଲେ ଜଡ଼ ହେଉ କି ଜୀବ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ, ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତେ ସବୁବେଳେ ବନ୍ଧନରେ ଥାଆନ୍ତି। ଜୀବ କ୍ଷେତ୍ରରେ ଏହି…
ଲଣ୍ଡା ଚାକୁଣ୍ଡାର ଲୁହ
ହଁ ଆଜ୍ଞା, ମୁଁ ହେଉଛି ଗୋଟେ ଲଣ୍ଡା ବୁଢ଼ା ଚାକୁଣ୍ଡା ଗଛ। ମୋର ବୟସ ପ୍ରାୟ ଶହେ ବର୍ଷରୁ ଊର୍ଦ୍ଧ୍ୱ ହେବ। ମୁଁ କେନ୍ଦ୍ରାପଡ଼ା ଜିଲାର ଆଳି ବ୍ଲକ ଅନ୍ତର୍ଗତ ବଡ଼ାମ୍ବିଳା ଗ୍ରାମ ପଞ୍ଚାୟତରେ ଠିଆ ହୋଇଛି। ନ’ମୌଜା ଡାକଘର ସାମ୍ନା…
ଗମ୍ଭୀର ଭାଗୀଦାରି
ଡୋନାଲ୍ଡ ଟ୍ରମ୍ପ୍ ପ୍ରଥମ ଥର ଆମେରିକାର ରାଷ୍ଟ୍ରପତି ହେବା ପରେ ସେ ପାକିସ୍ତାନ ଉପରେ କ୍ରୋଧିତ ଥିଲେ ବୋଲି ୨୦୧୮ରେ ତାଙ୍କର ପ୍ରଥମ ସୋସିଆଲ ମିଡିଆ ପୋଷ୍ଟରୁ ଜଣାପଡ଼ିଥିଲା। ସେ ଦୁଃଖ ପ୍ରକାଶ କରି କହିଥିଲେ, ଦୀର୍ଘ ୧୫ ବର୍ଷ ହେଲା…
ବ୍ରହ୍ମୋସ କିଣିବାକୁ ପ୍ରସ୍ତୁତ ହେଲାଣି ଏହି ମୁସଲିମ ଦେଶ, ବଢୁଛି ଡିମାଣ୍ଡ
ନୂଆଦିଲ୍ଲୀ,୨୭।୧୧: ପାକିସ୍ତାନରେ ଅପରେଶନ ସିନ୍ଦୂର ସମୟରେ ଭାରତର ସ୍ବଦେଶୀ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ଦ୍ୱାରା ସାମରିକ ପ୍ରତିଷ୍ଠାନ ଏବଂ ଆତଙ୍କବାଦୀ ଆଡ୍ଡାଗୁଡ଼ିକର ସଠିକ ଲକ୍ଷ୍ୟଭେଦ ଧ୍ୱଂସ ପରେ, ଏହି କ୍ଷେପଣାସ୍ତ୍ରର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶ୍ୱର ସର୍ବବୃହତ…
ବ୍ୟବସାୟୀଙ୍କ ଘରେ ସଶସ୍ତ୍ର ଡକାୟତି, ସ୍ତ୍ରୀଙ୍କୁ ଛୁରିରେ ଆକ୍ରମଣ କରି ଦୁର୍ବୃତ୍ତ ଲୁଟିନେଲେ…
ଝରିଗାଁ,୨୭ା୧୧(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ବଢୁଥିବା ବେଳେ ଦୁର୍ବୃତ୍ତମାନେ କଳାକନା ବୁଲାଇ ନିର୍ଭୟରେ ବୁଲୁଛନ୍ତି। ଯାହାଫଳରେ ଅଞ୍ଚଳରେ ରହୁଥିବା ଛୋଟ ବଡ଼ ବ୍ୟବସାୟୀମାନେ ଏକ ପ୍ରକାର କୋକୁଆ ଭୟରେ ରହୁଛନ୍ତି l ଗତ ମଙ୍ଗଳବାର…
ବାଇକ୍ଆରୋହୀଙ୍କ ଉପରେ ଚଢ଼ିଗଲା ଜେସିବି, ଚାଲିଗଲା ଜୀବନ
ଧର୍ମଶାଳା,୨୭ା୧୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ କରଜଙ୍ଗା ନିକଟରେ ଗୁରୁବାର ଜେସିବି ଧକ୍କାରେ ଜଣେ ବାଇକ୍ଆରୋହୀଙ୍କ ଜୀବନ ଚାଲିଯାଇଛି। ମିଳିଥିବା ସୂଚନାନୁସାରେ, ଏକ ଜେସିବି କାମ କରୁଥିବା ସମୟରେ ରାସ୍ତାରେ ଯାଉଥିବା ବାଇକ୍ଆରୋହୀଙ୍କୁ ଧକ୍କା ଦେଇ ଚଢ଼ି ଯାଇଥିଲା।…
ସେନ୍ୟାର ପରେ ଟେନସନ ବଢାଇଲାଣି ‘ଦିତଓ୍ବାହ’! ଘଟିପାରେ ପ୍ରଳୟ, ଜାଣନ୍ତୁ କ’ଣ କହୁଛି ପାଣିପାଗ ବିଭାଗ
ନୂଆଦିଲ୍ଲୀ,୨୭।୧୧: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ଶ୍ରୀଲଙ୍କା ଉପକୂଳ ନିକଟରେ ଏକ ନୂଆ ଡିପ ଡିପ୍ରେସନ ସୃଷ୍ଟି ହୋଇଛି, ଯାହା ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି। ଭାରତ ପାଣିପାଗ ବିଭାଗ (IMD) ଏକ ସତର୍କତା ଜାରି କରିଛି ଯେ ଏହା ଖୁବ ଶୀଘ୍ର ଘୂର୍ଣ୍ଣିଝଡ଼ରେ…
ଦାବି ପୂରଣ ନ ହେଲେ ରାଜରାସ୍ତାକୁ ଓହ୍ଲାଇବେ ଡାକ୍ତରୀ ଛାତ୍ରୀଛାତ୍ର, ଚେତାବନୀ ଦେଇ କହିଲେ…
ବଲାଙ୍ଗୀର,୨୭ା୧୧(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲ ସମ୍ମୁଖରୁ ନିଖିଳ ଓଡ଼ିଶା ଆୟୁଷ ଛାତ୍ର ସଙ୍ଗଠନ ପକ୍ଷରୁ ଦାବି ପୂରଣ ନେଇ ଗୁରୁବାର ପଦଯାତ୍ରା କରାଯାଇଛି। ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଓ ହସ୍ପିଟାଲରୁ ପଦଯାତ୍ରା ବାହାରି…
Pakistan Nostradamus: ୨୦୨୫ରେ ଧ୍ୱଂସ ହେବ ପୃଥିବୀ? ପାକସ୍ତାନୀ ନୋଷ୍ଟ୍ରାଡାମସଙ୍କୁ ନେଇ ଲୋକେ ଭୟଭୀତ! ଜାଣନ୍ତୁ କ’ଣ କହୁଛି ନାସା
ନୂଆଦିଲ୍ଲୀ,୨୭।୧୧: ବିଶ୍ୱପ୍ରସିଦ୍ଧ ରହସ୍ୟବାଦୀ ରିଆଜ ଅହମ୍ମଦ ଗୌହର ଶାହୀଙ୍କ ନାମରେ ଏକ ପୁରୁଣା ଭବିଷ୍ୟବାଣୀ ଆଜିକାଲି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ପ୍ରସାରିତ ହେଉଛି। ଦାବି କରାଯାଉଛି ଯେ ସେ ପ୍ରାୟ ୨୦-୨୫ ବର୍ଷ ପୂର୍ବରୁ ସତର୍କ କରାଇଥିଲେ ଯେ ୨୦୨୫…
୭ ଦିନରେ ଥରେ ରୋଗୀସେବା, ଲୋକେ ହନ୍ତସନ୍ତ
କେସିଙ୍ଗା,୨୭ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାରେ ଜଣେ ଫିଜିଓଥେରାପିଷ୍ଟଙ୍କୁ ଜିଲାର ବିଭିନ୍ନ ବ୍ଲକରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ବା ଆୟୁଷ୍ମାନ ଆରୋଗ୍ୟ ମନ୍ଦିରରେ ୭ ଦିନରେ ଥରେ ରୋଗୀସେବା କରିବା ପାଇଁ ସିଡିଏମଓ ଆଦେଶ ଦେଇଥିବାରୁ ରୋଗୀସେବାରେ ଘୋର ବ୍ୟାହତ ସୃଷ୍ଟି ହେଉଛି।…
ଆୟୁଷ୍ମାନ ଆରୋଗ୍ୟ ଶିବିରରେ ରୋଗୀଙ୍କୁ ଏକ୍ସପାଏରୀ ବିସ୍କୁଟ ପ୍ରଦାନ
ବାଣପୁର,୨୭ା୧୧(ଦିଲ୍ଲୀପ କୁମାର ସ୍ବାଇଁ): ଖୋର୍ଦ୍ଧା ଜିଲା ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଆୟୁଷ୍ମାନ ଆରୋଗ୍ୟ ଶିବିର ଚାଲିଥିବାବେଳେ ସରକାରଙ୍କ ନିୟମ ଅନୁସାରେ ଗୋଟିଏ ରୋଗୀଙ୍କୁ ୫୦ ଟଙ୍କାର ଟିଫିନ୍ ବଦଳରେ ୫ ଟଙ୍କା ମୂଲ୍ୟର ଏକ୍ସପାଏରୀ ବିସ୍କୁଟ୍…
Archives


