ଘୂର୍ଣ୍ଣିଝଡ଼ ‘ଡିଟ୍ଓ୍ବା’ ପ୍ରଭାବ: ଏସବୁ ଜିଲାରେ ବର୍ଷା….
ଭୁବନେଶ୍ୱର, ୨।୧୨ (ବନ୍ଦନା ସେଠୀ)- ଘୂର୍ଣ୍ଣିଝଡ଼ ‘ଡିଟ୍ଓ୍ବା’ ପ୍ରଭାବରେ ରାଜ୍ୟରେ ବର୍ତ୍ତମାନ ଶୀତ ପ୍ରକୋପ ସାମାନ୍ୟ କମିଛି। ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା କ୍ରମଶଃ ବୃଦ୍ଧି ପାଇଛି। ଦକ୍ଷିଣ ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ପ୍ରାୟ…
ବ୍ରେକ୍ଫାଷ୍ଟ ରାଜନୀତି: ସକାଳୁ ସକାଳୁ ଡିକେଙ୍କ ଘରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ
ବେଙ୍ଗାଲୁରୁ,୨।୧୨: କର୍ନାଟକର ଶାସକ କଂଗ୍ରେସ ଦଳ ମଧ୍ୟରେ କ୍ଷମତା ସଂଘର୍ଷ ଶେଷ ହୋଇଛି। ବ୍ରେକ୍ଫାଷ୍ଟ ରାଜନୀତି ମାଧ୍ୟମରେ ଦଳ ଭିତରେ ମତଭେଦ ସମାଧାନ କରିବାକୁ ପ୍ରୟାସ ଚାଲିଛି। ଦଳର ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ ଗତ ସପ୍ତାହରେ ଆଭ୍ୟନ୍ତରୀଣ ବିବାଦ ଆରମ୍ଭ ହୋଇଥିଲା।…
ମହାରାଷ୍ଟ ମହାମେଣ୍ଟରେ ଫାଟ: ଭାଜପାକୁ ସିଧା ସିଧା ଏମିତି କହିଦେଲେ ଏକନାଥ ଶିନ୍ଦେ
ମୁମ୍ବାଇ,୨ା୧୨:ଶିବସେନାର କେତେଜଣ ପୂର୍ବତନ କର୍ପୋରେଟର ଏବଂ କାର୍ଯ୍ୟକର୍ତ୍ତା ଭାଜପାରେ ଯୋଗଦେବାକୁ ନେଇ ମହାରାଷ୍ଟ୍ରର ଶାସକ ମହାମେଣ୍ଟର ୨ ସହଯୋଗୀ ଦଳ ମଧ୍ୟରେ ଫାଟ ସ୍ପଷ୍ଟ ହୋଇଛି। ଶିବସେନା ଭଳି ଭାଜପା ମେଣ୍ଟ ଧର୍ମ ପାଳନ କରିବାକୁ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି।…
ହଠାତ୍ ରାସ୍ତାରେ ଅଟକି ମହିଳାଙ୍କ ହାତରେ ଏମିତି ଲେଖିଦେଲେ ମନ୍ତ୍ରୀ: ବଢୁଛି ଚର୍ଚ୍ଚା
ଜୟପୁର,୨।୧୨: ରାଜସ୍ଥାନ କୃଷି ମନ୍ତ୍ରୀ ଡକ୍ଟର କିରୋରି ଲାଲ ମୀନାଙ୍କ ଅନନ୍ୟ ଶୈଳୀ ପୁଣି ଥରେ ଜୟପୁରରେ ଚର୍ଚ୍ଚାରେ ରହିଛି। ସେ ବିମାନବନ୍ଦର ନିକଟରେ ଏକ ଚା’ ଦୋକାନରେ ଅଟକିଥିବା ସମୟରେ, ସେ ଏକ ଗୋଶାଳା ନିର୍ମାଣରେ ବାଧା ସୃଷ୍ଟି କରୁଥିବା…
ମୋ ପୁଅ ପ୍ରଥମଥର ପ୍ରେମରେ ପଡ଼ିଥିଲା, କିନ୍ତୁ ସେ ଝିଅ…ମୁହଁ ଖୋଲିଲେ KIIT ମୃତ ଛାତ୍ରଙ୍କ ମା’
ଭୁବନେଶ୍ୱର,୨।୧୨: କିଟ୍ ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। କ୍ୟାମ୍ପସ-୧୦ କେପି ୭ ଏବି ହଷ୍ଟେଲ ରୁମ୍ରୁ ଛାତ୍ରଙ୍କ ମୃତଦେହ ଜବତ କରାଯାଇଛି। ମୃତ ଛାତ୍ର ହେଲେ ଛତିଶଗଡ଼ ରାୟପୁରର ରାହୁଲ ଯାଦବ। ସେ କିଟ୍ରେ କମ୍ପ୍ୟୁଟର ସାଇନ୍ସ ପ୍ରଥମ…
ବେଙ୍ଗାଲୁରୁରୁ ଘରକୁ ଫେରୁଥିଲେ ଧର୍ମେନ୍ଦ୍ର, ବାଟରେ ଛକିଥିଲା ଯମ:ଆଉ ତା’ପରେ..
ଛତ୍ରପୁର, ୨।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ଜାତୀୟ ରାଜପଥ କଲେଜ ଛକ ନିକଟରେ ବାଇକ ଚାଳକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି । ଏଥିରେ ଜଣଙ୍କ ମୃତ୍ୟୁ ହୋଇତତ୍ବାବେଳେ ଜଣେ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ବାଲେଶ୍ୱର ଜିଲା ସିମୁଳିଆ ଥାନା…
ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ: ଆଗକୁ ଆହୁରି…
ପରଜଙ୍ଗ,୨।୧୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ପ୍ରଶାସନ ତରଫରୁ ସୋମବାର ବାରିହାପୁର ହାଇସ୍କୁଲ ସମ୍ମୁଖରେ ସରକାରୀ ଜାଗାରେ ଥିବା ଏକ ଢାବା ସହ କେତୋଟି ଦୋକାନ ଗୃହକୁ ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଛେଦ କରାଯାଇଛି। ଉଚ୍ଛେଦବେଳେ ତହସିଲଦାର ସୁଦେବ କୁମାର ପୃଷ୍ଟି, ଅତିରିକ୍ତ…
ବୁରାଙ୍ଗିଆ-ଡାବରବାନ୍ଦା ରାସ୍ତା ନିମ୍ନମାନର ଅଭିଯୋଗ: ୫ ବର୍ଷ ପରେ ପୁଣି…
ଦାରିଙ୍ଗବାଡି, ୨।୧୨ (ଅରୁଣ ସାହୁ ): ଆଶା ଥିଲା ଗାଁକୁ ପକ୍କା ରାସ୍ତା ନିର୍ମାଣ ହେବ ଆଉ ଗାଁ ର ଅନେକ ସମସ୍ୟା ସମାଧାନ ହୋଇପାରିବ। କିନ୍ତୁ ଲୋକଙ୍କ ସ୍ବପ୍ନ ପୁରଣ ହେଲା ପକ୍କା ରାସ୍ତା ନିର୍ମାଣ ହେଲା କିନ୍ତୁ ତାହା…
ଛୁଟିଦିନରେ କାମ କରୁଛନ୍ତି ମୁଖ୍ୟମନ୍ତ୍ରୀ; ଅଟକାଉଛନ୍ତି ଅମଲା
ଭୁବନେଶ୍ୱର,୨।୧୨ (ରବିନାରାୟଣ ଜେନା):ଓଡ଼ିଶାକୁ ଦେଶର ସର୍ବଶ୍ରେଷ୍ଠ ରାଜ୍ୟରେ ପରିଗଣିତ କରିବା ପାଇଁ ରାଜ୍ୟ ସରକାର ଦିନରାତି ଏକ କରି ଦେଉଛନ୍ତି। ଏପରି କି ମୁଖ୍ୟମନ୍ତ୍ରୀ ଛୁଟିଦିନଗଡ଼ିକରେ ମଧ୍ୟ ଲୋକସେବା ଭବନରେ ବସି କାର୍ଯ୍ୟ କରୁଥିବା ଦେଖାଯାଉଛି। ଏହି ପରିପ୍ରେକ୍ଷୀରେ ରାଜ୍ୟର ବିକାଶ…
ଭିଜିଲା ଧାନ: ୯୨ ମଣ୍ଡିରେ ପଡ଼ିଛି ୮୧୦୭ ପ୍ୟାକେଟ ଧାନ
ପଦ୍ମପୁର,୨।୧୨ (ପ୍ରଦୀପ୍ତ ଦାଶ) :ପଦ୍ମପୁର ଉପଖଣ୍ଡରେ ଗତ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟାକୁ ସୋମବାର ୪ ଦିନ ବିତି ଯାଇଛି। ସୋମବାର ଭୋରରୁ ବର୍ଷା ହୋଇଛି। ଫଳରେ ଅନେକ ସ୍ଥାନରେ କ୍ଷେତ, ଖଳାରେ…
ମଣ୍ଡିରୁ ଉଠିନି ଧାନ: ଦାବି ପୂରଣ ନ ହେଲେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଗଦା ହେବ ଧାନ
ବରଗଡ଼,୨।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଅଚଳାବସ୍ଥା ଲାଗି ରହିଛି। ଗତମାସ ୨୮ତାରିଖରୁ ମଣ୍ଡି ଖୋଲିଛି ସତ, ହେଲେ ଏପର୍ଯ୍ୟନ୍ତ ଗୋଡଭଗା ମଣ୍ଡିରୁ କେବଳ ୭୫କୁଇଣ୍ଟାଲ ଧାନ ଉଠାଯାଇଛି। ନାନା ଆଳ ଦେଖାଇ ଧାନକିଣାକୁ ବିଳମ୍ବିତ କରାଯାଉଥିବା…
ସାମନ୍ଥା ନା ରାଜ୍, କିଏ ଅଧିକ ଧନୀ: ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଲୋକପ୍ରିୟ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ଦ୍ୱିତୀୟ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ଦି ଫ୍ୟାମିଲି ମ୍ୟାନ ନିର୍ଦ୍ଦେଶକ ରାଜ ନିଦିମୋରୁଙ୍କୁ ବିବାହ କରିଛନ୍ତି। ଡିସେମ୍ବର ୧ ଅର୍ଥାତ୍ ଆଜି ଇଶା ଯୋଗ କେନ୍ଦ୍ରରେ ଏକ ବ୍ୟକ୍ତିଗତ ଉତ୍ସବରେ ସେମାନେ…
Archives


