Home

ସୋଏବଙ୍କ ବିବାହକୁ ନେଇ ଏମିତି ପ୍ରତିକ୍ରିୟା ଦେଲେ ସାନିଆ ମିର୍ଜା

ନୂଆଦିଲ୍ଲୀ,୨୧।୧: ପାକିସ୍ତାନୀ କ୍ରିକେଟର ସୋଏବ ମଲିକ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କରିଛନ୍ତି। ସୋଏବ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି। ଏଥି ସହିତ ସାନିଆ ମର୍ଜା ଏବଂ ତାଙ୍କ ପରିବାର ସୋସିଆଲ ମିଡିଆରେ…

ରାମଙ୍କ ଭଜନ ଗାଇ ଚର୍ଚ୍ଚାରେ ସୀମା ହାଇଦର

ଲକ୍ଷ୍ନୌ,୨୧।୧: ଜାନୁଆରୀ ୨୨ ଅର୍ଥାତ୍‌ ସୋମବାର ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶର ଅନେକ ବଡ ବ୍ୟକ୍ତିତ୍ୱ ଅଯୋଧ୍ୟାରେ ପହଞ୍ଚିବେ। ଭକ୍ତମାନଙ୍କ ମଧ୍ୟରେ ରାମ ମନ୍ଦିରକୁ ବହୁତ ଉତ୍ସାହ ରହିଛି।…

ଅଯୋଧ୍ୟାରେ ଝାଡୁ ଲଗାଇ ଟ୍ରୋଲ ହେଲେ କଙ୍ଗନା, ୟୁଜର କହିଲେ ଏପରି…

ଅଯୋଧ୍ୟା,୨୧।୧ : କଙ୍ଗନା ରାଣାୱତ ହିନ୍ଦୁ ଧର୍ମର ପ୍ରଚାରରୁ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ। ଅଭିନେତ୍ରୀ ପ୍ରାୟତଃ ତାଙ୍କ ସୋସିଆଲ ମିଡିଆରେ ଭକ୍ତିରେ ବୁଡି ରହିଥିବା ଚିତ୍ର ଏବଂ ଭିଡିଓ ଶେୟାର କରନ୍ତି । ଏଥି ସହିତ, ବର୍ତ୍ତମାନ ତାଙ୍କର…

ଭାରତ ବିପକ୍ଷ ସିରିଜ୍‌ ପୂର୍ବରୁ ଇଂଲଣ୍ଡକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୧।୧: ଜାନୁଆରୀ ୨୫ରୁ ଆରମ୍ଭ ହେବାକୁ ଯାଉଥିବା ଭାରତ ବିପକ୍ଷ ୫ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ ପୂର୍ବରୁ ଇଂଲଣ୍ଡ ଦଳ ଏକ ବଡ଼ ଝଟ୍‌କା ଲାଗିଛି। ଇଂଲଣ୍ଡ ତାରକା ବ୍ୟାଟ୍ସମ୍ୟାନ ହ୍ୟାରି ବ୍ରୁକ ଭାରତ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍‌…

କୁକୁର ରାସ୍ତାରେ ମଳତ୍ୟାଗ କଲେ ମାଲିକ ଦେବେ ୪୫ ହଜାର ଟଙ୍କା ଜରିମାନା: ସବୁ କୁକୁରଙ୍କର ହେବ ଡିଏନଏ ଟେଷ୍ଟ…

ରୋମ,୨୧।୧ : ଭାରତର ଅନେକ ସ୍ଥାନରେ ବୁଲା କୁକୁରମାନଙ୍କ ଉପଦ୍ରବ ନେଇ ଉତ୍ତେଜନା ଦେଖାଦେଇଛି। କେତେକ କ୍ଷେତ୍ରରେ ପୋଲିସର କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି। ରାସ୍ତାରେ କୁକୁର ମଳତ୍ୟାଗ ଉପରେ ମଧ୍ୟ ବିବାଦ ଲାଗି ରହିଛି। ଅନେକ ଦେଶରେ ଏହି ବିଷୟରେ କଡା…

ପ୍ରଭୁ ଶ୍ରୀରାମଙ୍କୁ ନିଜ ଶତକକୁ ସମର୍ପିତ କଲେ କେଏସ ଭରତ, ଭିଡିଓ ଭାଇରାଲ…

ଅହମଦାବାଦ,୨୧।୧ : ଜାନୁଆରୀ ୨୫ ରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଏହାପୂର୍ବରୁ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଇଣ୍ଡିଆ ଏ ଏବଂ ଇଂଲଣ୍ଡ ଲାୟନ୍ସ ମଧ୍ୟରେ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚରେ…

ପାକିସ୍ତାନରେ ବଢ଼ିବ ଅଶାନ୍ତି-ଅରାଜକତା: ଇମ୍ରାନଙ୍କ ଚେତାବନୀ…

ଇସଲାମାବାଦ,୨୧।୧ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଚେତାବନୀ ଦେଇଛନ୍ତି ଯଦି ସାଧାରଣ ନିର୍ବାଚନରେ ସ୍ବଚ୍ଛତା ବଜାୟ ନ ରଖାଯାଏ ଏବଂ ତାଙ୍କ ଦଳ ପ୍ରତିଦ୍ୱନ୍ଦ୍ୱିତା ପାଇଁ ସମାନ ସୁଯୋଗ ନ ପାଏ, ତେବେ ନିର୍ବାଚନ ପରେ ଦେଶରେ ଅଶାନ୍ତି,ଅସ୍ଥିରତା…

ଟ୍ରମ୍ପ ବୁଢ଼ା ହୋଇଗଲେଣି, ରାଷ୍ଟ୍ରପତି ପଦ ପାଇଁ ମାନସିକ ରୂପେ ଅଯୋଗ୍ୟ: ନିକ୍କି ହେଲି…

ଓ୍ବାଶିଂଟନ,୨୧।୧ : ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ସମଗ୍ର ବିଶ୍ୱର ନଜର ରହିଛି। ଚଳିତ ବର୍ଷ ଶେଷରେ ଅନ୍ତିମ ରାଉଣ୍ଡ ଭୋଟ ପରେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚିତ ହେବେ। ଏଭଳି ପରିସ୍ଥିତିରେ ବିଭିନ୍ନ ରାଜନେତିକ ଦଳଙ୍କ ମଧ୍ୟରେ ଆରୋପ ଏବଂ…

ପାକିସ୍ତାନ ସହ ଉତ୍ତେଜନା: ଭାରତର ନିକଟତର ହେବାରେ ଲାଗିଛନ୍ତି ତାଲିବାନ ସରକାର…

କାବୁଲ,୨୧।୧ : ପାକିସ୍ତାନ ଏବଂ ଆଫଗାନିସ୍ତାନର ତାଲିବାନ ସରକାର ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥିତି ସୃଷ୍ଟି ହେବାରେ ଲାଗିଛି। ଆଫଗାନିସ୍ତାନର ତାଲିବାନ ସରକାର ଧୀରେଧୀରେ ଭାରତର ନିକଟତର ହେବାରେ ଲାଗିଛନ୍ତି। ସଂଯୁକ୍ତ ଆରବ ଏମିରେଟ୍ସରେ ଭାରତୀୟ ପ୍ରଧାନମନ୍ତ୍ରୀ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌, ୩ମୃତ

ରାଣୀତେଲ,୨୧।୧: ଭଦ୍ରକର ରାଣୀତେଲ ହାଇଟେକ କଲେଜ ନିକଟରେ ହୋଇଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏଥିରେ ୩ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ବାଲେଶ୍ୱରରୁ ଆସୁଥିବା ଏକ ଟ୍ରକ୍‌ ୩ଜଣ ବାଇକ ଆରୋହୀଙ୍କୁ ପଛପଟୁ ଧକ୍କା ଦେବାରୁ ଘଟଣାସ୍ଥଳରେ ସେମାନଙ୍କର ଜୀବନ ଚାଲିଯାଇଛି।…

ପ୍ରାଣ ପ୍ରତିଷ୍ଠାକୁ ଯିବେନି ଚନ୍ଦ୍ରଚୂଡ, ରାୟ ଦେଇଥିବା ୫ ଜଣିଆ ସାମ୍ବିଧାନିକ ବେଞ୍ଚର ଜଣେ ବିଚାରପତି ଉତ୍ସବରେ ଦେବେ ଯୋଗ…

ଅଯୋଧ୍ୟା,୨୧।୧ : ଅଯୋଧ୍ୟାରେ ରାମ ମନ୍ଦିର ର୍ନିମାଣ ପାଇଁ ରାସ୍ତା ପରିଷ୍କାର କରିଥିବା ସୁପ୍ରିମକୋର୍ଟର ସମ୍ବିଧାନ ବେଞ୍ଚର ଜଣେ ବିଚାରପତି କେବଳ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠାରେ ଅଂଶଗ୍ରହଣ କରିବେ। ଜାନୁୟାରୀ ୨୨ ରେ ପ୍ରାଣ ପ୍ରତିଷ୍ଠା ସମାରୋହରେ ତତ୍କାଳୀନ ସିଜେଆଇ…

ମହାକାଶରୁ କିପରି ଦେଖାଯାଉଛି ରାମ ମନ୍ଦିର, ଇସ୍ରୋ ଜାରି କଲା ସାଟେଲାଇଟ ଚିତ୍ର…

ଅଯୋଧ୍ୟା,୨୧।୧ : ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ପ୍ରସ୍ତୁତି ଚାଲିଛି। ଏହି ସମୟରେ, ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ମହାକାଶରୁ ରାମ ମନ୍ଦିରର ଚିତ୍ର ଜାରି କରିଛି। ଇସ୍ରୋ ଏହାର ସ୍ବଦେଶୀ ସାଟେଲାଇଟ ବ୍ୟବହାର କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri