Home

ବାରାଣସୀରୁ ନିର୍ବାଚନ ଲଢ଼ିବେ ମୋଦି

ନୂଆଦିଲ୍ଲୀ,୨ା୩: ଭାରତୀୟ ଜନତା ପାର୍ଟି (ଭାଜପା) ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ଶନିବାର ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମ ଘୋଷଣା କରାଯାଇଛି। ସେ ଉତ୍ତରପ୍ରଦେଶର ବାରାଣସୀରୁ ପ୍ରତିଦ୍ୱନ୍ଦ୍ୱିତା…

ବଡ଼ ପରଦାକୁ ଫେରୁଛନ୍ତି ବର୍ଷା, ୭ରେ ରିଲିଜ ହେବ ‘ବସ୍‌’

ଭୁବନେଶ୍ୱର: ଦୀର୍ଘ ଦିନର ବ୍ୟବଧାନ ପରେ ବଡ଼ ପରଦାକୁ ଫେରୁଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଫିଲ୍ମ ‘ବସ୍‌’ରେ ସେ ନାୟିକା ଭାବେ ନଜର ଆସିବେ। ଏହାର ଟ୍ରେଲର ରିଲିଜ କରାଯାଇଥିବା ବେଳେ ଫିଲ୍ମରେ ଅଭିନେତ୍ରୀଙ୍କ ଦମ୍‌ଦାର ଲୁକ୍‌ କିମିଆଁ କରୁଛି।…

ଗମ୍ଭୀରଙ୍କ ପରେ ରାଜନୀତିରୁ ସନ୍ନ୍ୟାସ ନେଇ ଘୋଷଣା କଲେ ଭାଜପା ଏମ୍‌ପି ଜୟନ୍ତ ସିହ୍ନା

ନୂଆଦିଲ୍ଲୀ,୨।୩: ନିର୍ବାଚନ ଲଢ଼ିବେ ନାହିଁ ଭାଜପା ଏମ୍‌ପି ଜୟନ୍ତ ସିହ୍ନା। କ୍ରିକେଟର ଗୌତମ ଗମ୍ଭୀରଙ୍କ ପରେ ଝାଡ଼ଖଣ୍ଡ ହଜାରିବାଗରୁ ଏମ୍‌ପି ଥିବା ଜୟନ୍ତ ମଧ୍ୟ ସକ୍ରିୟ ରାଜନୀତିରୁ ବିଦାୟ ନେଇଛନ୍ତି। ଭାଜପା ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯିବା ପୂର୍ବରୁ ସେ…

ପ୍ରେମରେ ଫସାଇ ମହିଳାଙ୍କୁ ଘରେ ଆଣି ରଖିଥିଲେ ବୃଦ୍ଧ, ପିଟିପିଟି କଲେ ହତ୍ୟା

କୁଆଁରମୁଣ୍ଡା,୨ା୩(ମହେନ୍ଦ୍ର କୁମାର ସାହୁ): ସ୍ତ୍ରୀଙ୍କ ମୃତ୍ୟୁ ପରେ ଅନ୍ୟ ଜଣେ ବିଧବା ମହିଳାଙ୍କୁ ଭଲ ପାଇ ଗତ ୧ ବର୍ଷ ହେଲା ନିଜ ଘରେ ରଖି ଆସୁଥିବା ଜଣେ ବ୍ୟକ୍ତି ଠେଙ୍ଗାରେ ପିଟି ପିଟି ମାରିଦେଇଛନ୍ତି। ଏହି ଘଟଣା ସୁନ୍ଦରଗଡ଼ ଜିଲା…

ଏଣିକି ମହିଳାଙ୍କୁ ‘ଡାର୍ଲିଙ୍ଗ’ କହିଲେ ଯିବେ ଜେଲ୍‌, କୋର୍ଟଙ୍କ ବଡ ରାୟ

କୋଲକତା,୨।୩: ସ୍ତ୍ରୀ ହେଉ କି ଗାର୍ଲଫ୍ରେଣ୍ଡ କିମ୍ବା ଅତି ନିଜର ବନ୍ଧୁଙ୍କୁ ଆମେ ଡାର୍ଲିଙ୍ଗ କହି ସମ୍ବୋଧନ କରିଥାଉ। ଡାର୍ଲିଙ୍ଗ ଡାକରେ ଗୋଟେ ଆପଣାପଣ ଲୁଚି ରହିଥାଏ ବୋଲି ଆମେ ଭାବିଥାଉ। କିନ୍ତୁ ଏଣିକି ମହିଳାଙ୍କୁ ଡାର୍ଲିଙ୍ଗ କହି ସମ୍ବୋଧନ କଲେ…

ଦଳ ଛାଡୁଥିବା ନେତାଙ୍କ ଭବିଷ୍ୟତ ନାହିଁ: ସସ୍ମିତ ପାତ୍ର

ଭୁବନେଶ୍ୱର,୨।୩: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଭାଜପା ଓ ବିଜେଡି ମଧ୍ୟରେ ମେଣ୍ଟକୁ ଚର୍ଚ୍ଚା ଜୋର ଧରିଛି। ତେବେ ମେଣ୍ଟ ଚର୍ଚ୍ଚାକୁ ଭାଜପାର ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ରାଜ୍ୟ ଭାଜପା ସଭାପତି ଖଣ୍ଡନ କରିବା ପରେ ବିଜେଡି ମଧ୍ୟ ଏମିତି…

ଏକ ବିରାଟ ଗଛଡାଳ ନେଇ ଯାଉଥିଲେ ସୈନିକ, ଏମିତି ସାହାଯ୍ୟ କଲା କୁକୁର, ଭିଡିଓ ଦେଖିଲେ…

ଜଣେ ସୈନିକ ଏକୁଟିଆ ଗଛର ଡାଳ ନେଇ ଯାଉଥିଲେ। ଏକ କୁକୁର ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲା। ଏହିପରି ବନ୍ଧୁତା କିପରି ସୃଷ୍ଟି ହେଲା ଭିଡିଓ ନ ଦେଖିଲେ ବିଶ୍ୱାସ କରିବେନି। କୁହାଯାଏ ମଣିଷର ସବୁଠାରୁ ଭଲ ବନ୍ଧୁ କୁକୁର।…

କ’ଣ ଏମିତି କହିଦେଲେ ନୀତିଶ? ଷ୍ଟେଜରେ ହସିଲେ ମୋଦି

ପାଟନା,୨।୩: ବିହାରର ଔରାଙ୍ଗବାଦରେ ଏକ ଜନସଭାକୁ ସମ୍ବୋଧନ କରିବା ସମୟରେ ନୀତିଶ କିଛି ଏପରି କହିଛନ୍ତି ଯାହାକୁ ଶୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଷ୍ଟେଜ ଉପରେ ଜୋରରେ ହସିବାକୁ ଲାଗିଛନ୍ତି। #WATCH | Bihar CM Nitish Kumar says, “…You…

ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯୋଡ଼ିହେଲା ଆଉ ଏକ ନୂଆ ଫର୍ଦ୍ଦ: ୫ ମେଡିକାଲ କଲେଜର ଟିଚିଂ ହସ୍ପିଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୩(ଅସମାପିକା ସାହୁ): ଶନିବାର ଓଡ଼ିଶାର ସ୍ବାସ୍ଥ୍ୟ ଶିକ୍ଷା ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା ପାଇଁ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜରେ…

ଭଦ୍ରକ ରାଜନୀତିରେ ହଲଚଲ: ପଦ୍ମ ଧରିବେ ରାଜୁ ଦାସ

୨୦୨୪ ସାଧାରଣ ନର୍ବାଚନକୁ ନେଇ ରାଜନୀତି ଏବେ ସରଗରମ। ନିର୍ବାଚନ ଯେତେ ପାଖେଇ ଆସୁଛି, ସେତେ ସରଗରମ ହେବାରେ ଲାଗିଛି ରାଜ୍ୟ ରାଜନୀତି । ଏହାରି ଭିତରେ ଦଳଡିଆଁ ପର୍ବ ଆରମ୍ଭ ହୋଇଛି । ଭଦ୍ରକ ରାଜନୀତିରୁ ଏକ ବଡ଼ ଖବର…

ଶିକ୍ଷୟିତ୍ରୀଙ୍କୁ ମିଳିବ ମାତୃତ୍ୱ ଛୁଟି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨ା୩(ଅସମାପିକା ସାହୁ): ରାଜ୍ୟର ଉଚ୍ଚ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ନିୟୋଜିତ କଳା ଓ କ୍ରୀଡ଼ା ଶିକ୍ଷୟିତ୍ରୀଙ୍କୁ ଏଣିକି ମାତୃତ୍ୱ ଛୁଟି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଜିଲା ଗସ୍ତ ଅବସରରେ…

ଜନଜାତି ବହୁଳ ଜିଲାରେ ନିୟୋଜିତ ବହୁଭାଷୀ ଶିକ୍ଷକଙ୍କ ଦରମା ୧୦ହଜାରକୁ ବୃଦ୍ଧି

ଭୁବନେଶ୍ୱର,୨।୩(ଅସମାପିକା ସାହୁ): ଜନଜାତି ବହୁଳ ଜିଲାମାନଙ୍କରେ ନିୟୋଜିତ ବହୁଭାଷୀ ଶିକ୍ଷକଙ୍କ ପାଇଁ ଖୁସି ଖବର । କଳା ଓ କ୍ରୀଡା ଶିକ୍ଷକଙ୍କ ଦରମା ବୃଦ୍ଧି କରିବା ପରେ ଆଉ ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?