Home

କେଭିଆଇସି ପକ୍ଷରୁ ଟୁଲ୍‌ କିଟ୍‌ ବଣ୍ଟନ

ଭୁବନେଶ୍ୱର,୫।୩: ଖଦି ଆଣ୍ଡ ଭିଲେଜ ଇଣ୍ଡଷ୍ଟ୍ରି କମିଶନ(କେଭିଆଇସି)ର ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ସୋମବାର ଚନ୍ଦ୍ରଶେଖରପୁରସ୍ଥିତ ରେଳ ଅଡିଟୋରିୟମଠାରେ ଏକ ମେଗା ବିତରଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଅବସରରେ କେଭିଆଇସିର ଅଧ୍ୟକ୍ଷ ମନୋଜ କୁମାର, ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ…

କଂଗ୍ରେସକୁ ବଡ଼ ଝଟ୍‌କା: ଭାଜପା ସହ ହାତ ମିଶାଇଲେ ବିଧାୟକ ଦଳର ନେତା

ଇଟାନଗର,୫।୩: ଉତ୍ତର ପୂର୍ବର ଅରୁଣାଚଳ ପ୍ରଦେଶରେ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। କାରଣ କଂଗ୍ରେସ ବିଧାୟକ ଦଳର ନେତା ଲୋମ୍ବୋ ତାୟେଙ୍ଗେ ଭାଜପାରେ ଯୋଗ ଦେଇଛନ୍ତି। ଏହାପୂର୍ବରୁ ଗତ ସପ୍ତାହରେ କଂଗ୍ରେସର ୨ ଜଣ ବିଧାୟକ ଏବଂ ଏନସିପିର ୨…

ଟାଟା ପାଓ୍ବାର ପକ୍ଷରୁ ଲାଇନମ୍ୟାନ ଦିବସ

ଭୁବନେଶ୍ୱର, ୫।୩: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପର ପ୍ରମୁଖ କମ୍ପାନୀ ଟାଟା ପାଓ୍ବାର ପକ୍ଷରୁ ଲାଇନ ମ୍ୟାନ ଦିବସ ପାଳିତ ହୋଇଯାଇଛି। ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଚାରି ଯୌଥ ଉଦ୍ୟୋଗ ତଥା ଟାଟା ପାୱାର…

ୟୁବିଆଇର ମେଗା ରିଟେଲ୍‌ ଏକ୍ସପୋ

ଭୁବନେଶ୍ୱର,୫।୩: ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର କ୍ଷେତ୍ରୀୟ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଏକ ଦୁଇଦିନିଆ ମେଗା ରିଟେଲ୍‌ ଏକ୍ସପୋ-୨୦୨୪ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟଠାରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର ଅଞ୍ଚଳର ଆଞ୍ଚଳିକ ମୁଖ୍ୟ ସର୍ଭେଶ ରଞ୍ଜନ ସମ୍ମାନିତ ଅତିଥି…

ଭାରତର ଇସ୍ପାତ ଶିଳ୍ପରେ ପ୍ରଥମ ଗ୍ରୀନ୍‌ ହାଇଡ୍ରୋଜେନ ପ୍ଲାଣ୍ଟ ଉଦ୍‌ଘାଟିତ

ନୂଆଦିଲ୍ଲୀ,୫।୩: ଭାରତର ଇସ୍ପାତ ଶିଳ୍ପରେ ପ୍ରଥମ ଗ୍ରୀନ୍‌ ହାଇଡ୍ରୋଜେନ ପ୍ଲାଣ୍ଟ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଉଲ୍ଲେଖଯୋଗ୍ୟ, ଜିନ୍ଦଲ ଷ୍ଟେନ୍‌ଲେସ ଲିମିଟେଡ (ଜେଏସ୍‌ଏଲ୍‌)ର ହିସାର ୟୁନିଟରେ ଗ୍ରୀନ ହାଇଡ୍ରୋଜେନର ବ୍ୟବହାର ହୋଇଛି। ଏପରିକି ହରିୟାଣାର ହିସାରଠାରେ ଥିବା ଜେଏସଏଲ୍‌ ହିସାର ୟୁନିଟ ଦ୍ୱାରା…

୪୭ ବର୍ଷର ପରମ୍ପରା ଭାଙ୍ଗିଲେ ଜୟନ୍ତ ଚୌଧୁରୀ

ନୂଆଦିଲ୍ଲୀ,୫।୩: ନିକଟରେ ଭାଜପା ସହ ମିଳିତ ମେଣ୍ଟରେ ଯୋଗ ଦେଇଥିବା ରାଷ୍ଟ୍ରୀୟ ଲୋକ ଦଳ ମଧ୍ୟ ଦୁଇଟି ଲୋକ ସଭା ଏବଂ ଗୋଟିଏ ବିଧାନ ପରିଷଦ ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ସୋସିଆଲ ମିଡିଆ ମାଧ୍ୟମରେ ଆରଏଲଡି ନିଜର…

ଭାରତୀୟ ଆଣବିକ କାର୍ଯ୍ୟକ୍ରମରେ ବଡ଼ ସଫଳତା

ଚେନ୍ନାଇ,୫।୩: ତାମିଲନାଡୁର କଳ୍ପକମ୍‌ଠାରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରୋଟୋଟାଇପ୍‌ ଫାଷ୍ଟ ବ୍ରିଡିଂ ରିଆକ୍ଟର (ପିଏଫ୍‌ବିଆର୍‌) ସୋମବାର ବଡ଼ ସଫଳତା ହାସଲ କରିଛି। ବିଦ୍ୟୁତ୍‌ ଉତ୍ପାଦନ ଲାଗି ଏକ ପ୍ରମୁଖ ପ୍ରକ୍ରିୟା ସ୍ବରୂପ ପିଏଫ୍‌ବିଆର୍‌ରେ ‘କୋର୍‌ ଲୋଡ଼ିଂ’ ଆରମ୍ଭ ହୋଇଛି, ଯାହା ଏକ…

ଜଲ୍‌ଓ୍ବା ଦେଖାଇବେ ରଣବୀର

ମୁମ୍ବାଇ: ଆସନ୍ତା ୨ ବର୍ଷ ମଧ୍ୟରେ ବଲିଉଡ୍‌ ଆକ୍ସନ ହିରୋ ରଣବୀର ସିଂଙ୍କୁ ଅନେକ ବଡ ଫିଲ୍ମରେ ଦେଖିବାକୁ ମିଳିବ। ଆଗାମୀ ଦିନରେ ‘ଶକ୍ତିମାନ’ ଓ ‘ସିଘଂମ୍‌ ଏଗେନ’ ଚଳଚ୍ଚିତ୍ରରେ ରଣବୀର ନିଜ ଜଲୱା ଦେଖାଇବେ ବୋଲି ପୂର୍ବରୁ ସୂଚନା ଦେଇସାରିଛନ୍ତି।…

ମା’ଙ୍କ ଫୋନ୍‌କଲ୍‌ ବଞ୍ଚାଇଲା ଜୀବନ

ବେଙ୍ଗାଲୁରୁ: କୁହାଯାଏ ଯେ ମା’ଙ୍କ ଆଶୀର୍ବାଦ ଯାହା ଉପରେ ଥାଏ ସେ କୌଣସି ମଧ୍ୟ ଅସୁବିଧାର ସମ୍ମୁଖୀନ ହୁଏ ନାହିଁ। କର୍ନାଟକ ରାଜଧାନୀ ବେଙ୍ଗାଲୁରୁର ରାମେଶ୍ବର କାଫେରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି। ଶୁକ୍ରବାର ଏଠାରେ ବିସ୍ଫୋରଣ ଘଟି ୧୦…

ପଓ୍ବନ୍‌ଙ୍କ ପରେ ନିର୍ବାଚନରୁ ଓହରିଲେ ଭାଜପା ବାରବାଙ୍କୀ ପ୍ରାର୍ଥୀ

ନୂଆଦିଲ୍ଲୀ,୫।୩: ଲୋକ ସଭା ନିର୍ବାଚନ ପାଇଁ ଭାଜପା ୧୯୫ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବାର ଦୁଇଦିନ ମଧ୍ୟରେ ୨ ଜଣ ପ୍ରାର୍ଥୀ ଓହରିଲେଣି। ପଶ୍ଚିମବଙ୍ଗର ଆସାନସୋଲ୍‌ ଆସନରୁ ପ୍ରାର୍ଥୀ ହୋଇଥିବା ଭୋଜପୁରୀ ଅଭିନେତା ତଥା ଗାୟକ ପଓ୍ବନ ସିଂ ଭୋଟ ଲଢ଼ିବା…

ମାଳଦ୍ୱୀପ ନିକଟରେ ନୌସେନା ଘାଟି ନିର୍ମାଣ କରିବ ଭାରତ

ନୂଆଦିଲ୍ଲୀ,୫।୩: ଚାଇନା ସପକ୍ଷବାଦୀ ମହମ୍ମଦ ମୁଇଜୁ ମାଳଦ୍ୱୀପ ରାଷ୍ଟ୍ରପତି ଭାବେ କ୍ଷମତାକୁ ଆସିବା ପରେ ଭାରତ ସହ ଏହାର ସମ୍ପର୍କ ତିକ୍ତ ହେବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ମାଳଦ୍ୱୀପ ନିକଟବର୍ତ୍ତୀ ଭାରତର ଦକ୍ଷିଣ-ପଶ୍ଚିମ ଉପକୂଳରେ ଏକ ନୂତନ ନୌସେନା ଘାଟି ନିର୍ମାଣ…

ଖରିଫ ଋତୁର ମରୁଡ଼ି ପରିସ୍ଥିତିର ପୁନର୍ବିଚାର ଲାଗି ଚାଷୀଙ୍କ ବିକ୍ଷୋଭ

ଛତ୍ରପୁର,୪ା୩(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଗତ ଖରିଫ ଋତୁର ମରୁଡ଼ି ପରିସ୍ଥିତିର ପୁନର୍ବିଚାର ଲାଗି ସୋମବାର ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଜିଲା ସଭାପତି ପି. ହରିକୃଷ୍ଣ ରେଡ୍ଡୀଙ୍କ ନେତୃତ୍ୱରେ ବହୁ ଚାଷୀ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?