Home

ଚଣ୍ଡିଖୋଲରେ ମୋଦିଙ୍କ ବଡ ଗ୍ୟାରେଣ୍ଟି, ମିଳିବ ୩୦୦ୟୁନିଟ ମାଗଣା ବିଜୁଳି

ଭୁବନେଶ୍ୱର,୫।୩: ଚଣ୍ଡିଖୋଲରେ ଗ୍ୟାରେଣ୍ଟି ସମାବେଶରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦି ‘ଜୟ ଜଗନ୍ନାଥ’ କହି ନିଜ ଅଭିଭାଷଣ ଆରମ୍ଭ କରିଛନ୍ତି। ସଭାରେ ଯୋଗଦେଇ ସେ କହିଛନ୍ତି, ଦେଶ ପାଇଁ ଜୀବନ ସମର୍ପିତ କରିଥିବା ବିଜୁ ପଟ୍ଟନାୟକଙ୍କ ଆଜି ଜନ୍ମ ଜୟନ୍ତୀ ।…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା କଲେ ନବୀନ

ଭୁବନେଶ୍ୱର,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଚଣ୍ଡିଖୋଲର ବେଣାପୁର ସଭାରେ ଯୋଗଦେଇ ଓଡିଶାବାସୀଙ୍କୁ ୧୯,୬୦୦ କୋଟିର ଊର୍ଦ୍ଧ୍ୱ ଟଙ୍କାର ଏକାଧିକ ପ୍ରକଳ୍ପର ଭେଟି ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ରଘୁବର ଦାସ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରମୁଖ…

ଆଉ ମାତ୍ର ୬ ଛକା ମାରିଲେ ଇତିହାସ ରଚିବେ ରୋହିତ ଶର୍ମା

ନୂଆଦିଲ୍ଲୀ,୫।୩: ରୋହିତ ଶର୍ମା ୨୦୦୭ରୁ ଅନ୍ତର୍ଜାତୀୟ କ୍ରିକେଟ ଖେଳୁଛନ୍ତି। ଆକ୍ରମଣାତ୍ମକ ଖେଳ ଏବଂ ଲମ୍ବା ଛକା ମାରିବା ପାଇଁ ତାଙ୍କୁ ‘ହିଟମ୍ୟାନ’ ମଧ୍ୟ କୁହାଯାଏ। ମାର୍ଚ୍ଚ ୭ରୁ ଭାରତ ବନାମ ଇଂଲଣ୍ଡ ଟେଷ୍ଟ ସିରିଜର ପଞ୍ଚମ ମ୍ୟାଚ ଧର୍ମଶାଳାରେ ଆରମ୍ଭ ହେବାକୁ…

ଭାରତ-ସନାତନ ଧର୍ମକୁ ନେଇ ବିବାଦୀୟ ମନ୍ତବ୍ୟ ଦେଲେ ଏ ରାଜା

ନୂଆଦିଲ୍ଲୀ,୫।୩: ଡିଏମକେ ନେତା ଏ ରାଜା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଭାରତ ଏବଂ ସନାତନ ଧର୍ମ ସମ୍ବନ୍ଧରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଏକ ବିବୃତ୍ତିରେ ଏ ରାଜା କହିଛନ୍ତି, ଭାରତ ଆଦୌ ରାଷ୍ଟ୍ର ନୁହେଁ। ଗୋଟିଏ ରାଷ୍ଟ୍ରର ଅର୍ଥ ହେଉଛି…

‘ସେମାନେ କହୁଛନ୍ତି ପ୍ରଥମେ ପରିବାର, ମୁଁ କହୁଛି ଦେଶ…’ ବିରୋଧୀଙ୍କୁ ଟାର୍ଗେଟ କଲେ ମୋଦି

ହାଇଦ୍ରାବାଦ,୫।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଲଙ୍ଗାନାର ସାଙ୍ଗାରେଡି ଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ବିରୋଧୀଙ୍କୁ କଡ଼ା ସମାଲୋଚନା କରିଥିଲେ। ଏଠାରେ ତାଙ୍କ ପରିବାର ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ମୋଦି ପୁଣି ଥରେ କହିଥିଲେ ଯେ ‘ମୋ…

ସେନା ଉପରେ ପାଣି ଭଳି ପଇସା ଖର୍ଚ୍ଚ କରୁଛି ଚାଇନା

ବେଜିଂ,୫।୩: ଚାଇନା ମଙ୍ଗଳବାର ଏହାର ପ୍ରତିରକ୍ଷା ବଜେଟରେ ୭.୨ପ୍ରତିଶତ ବୃଦ୍ଧି ଘୋଷଣା କରିଛି। ପୂର୍ବରୁ ଚାଇନା ୧.୬ ଟ୍ରିଲିୟନ ୟୁଆନ (୨୨୨ବିଲିୟନ ଡ଼ଲାର୍‌) ସହିତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ଆମେରିକା ପ୍ରଥମ ସ୍ଥାନରେ ରହିଛି। ଚାଇନା ପ୍ରତିରକ୍ଷା ବଜେଟରେ ଏହି…

ହାଇକୋର୍ଟଙ୍କ ବଡ ନିଷ୍ପତ୍ତି, ଡିୟୁର ପୂର୍ବତନ ପ୍ରଫେସର ଜିଏନ ସାଇବାବା ମୁକ୍ତ

ମୁମ୍ବାଇ,୫।୩: ମାଓବାଦୀଙ୍କ ସହ ଲିଙ୍କ ମାମଲାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଜିଏନ ସାଇବାବାଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ଜିଏନ ସାଇବାବାଙ୍କୁ ନିର୍ଦ୍ଦୋଷରେ ଖଲାସ କରି ଆଜୀବନ କାରାଦଣ୍ଡ…

ଏହି ଦିନ ଘୋଷଣା ହେବ ଲୋକ ସଭା ନିର୍ବାଚନ ତାରିଖ

ନୂଆଦିଲ୍ଲୀ,୫।୩: ଲୋକ ସଭା ନିର୍ବାଚନକୁ ନେଇ ୧୪-୧୫ ମାର୍ଚ୍ଚରୁ ନିର୍ବାଚନ ଆଚରଣ ବିଧି ଲାଗୁ କରାଯାଇପାରେ। ସୂତ୍ରରୁ ପ୍ରକାଶ ଯେ, ନିର୍ବାଚନ ଆୟୋଗ ଖୁବ୍‌ଶୀଘ୍ର ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ପ୍ରଥମ ପର୍ଯ୍ୟାୟ ପାଇଁ ଭୋଟ ଏପ୍ରିଲର ଦ୍ୱିତୀୟ ସପ୍ତାହରେ ହୋଇପାରେ।…

ହାଇକୋର୍ଟ ଛାଟ, ବଢ଼ିଲା ମୋକିମଙ୍କ ନିର୍ବାଚନୀ ଅଡ଼ୁଆ

କଟକ,୫ା୩(ଶିଳ୍ପା ପ୍ରିୟଦର୍ଶିନୀ):କଂଗ୍ରେସ ନେତା ଇଂ. ମହମ୍ମଦ ମୋକିମ୍‌ଙ୍କୁ ହାଇକୋର୍ଟଙ୍କ ଝଟକା ଲାଗିଛି । ୨୦୧୯ ନିର୍ବାଚନ ବେଳେ ନାମାଙ୍କନପତ୍ରରେ ଆପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନ ଥିବା ଓ ଜାଣିଶୁଣି କେତେକ କାଟେଗୋରିକୁ ଛାଡ଼ି ଯାଇଥିବା ଅଭିଯୋଗରେ ମୋକିମ୍‌ଙ୍କ ବିଧାୟକ…

ମରିୟମ ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୫।୩: ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ମରିୟମ ନୱାଜଙ୍କ ଚୟନକୁ ଐତିହାସିକ ବୋଲି ଆମେରିକା ବର୍ଣ୍ଣନା କରିଛି। ଏଥି ସହିତ, ପାକିସ୍ତାନ ରାଜନୀତିରେ ମହିଳାମାନଙ୍କୁ ସଂପୂର୍ଣ୍ଣ ଭାବେ ଯୋଡିବା ପାଇଁ ଆମେ ଇସଲାମାବାଦ ସହ ସହଯୋଗ କରିବାକୁ ପ୍ରସ୍ତୁତ। ସୂଚନାଯୋଗ୍ୟ, ମରିୟମ…

ବିଜେଡିକୁ ଘାରିଛି ଦଳବଦଳ ଆଶଙ୍କା

ଯାଜପୁର ଅଫିସ,୫ା୩(ହର୍ଷବର୍ଦ୍ଧନ ବେହେରା/ଚନ୍ଦ୍ରକାନ୍ତ ପତି):ଯାଜପୁର ଜିଲାରେ ଗତ ପଞ୍ଚାୟତ ନିର୍ବାଚନ ପରଠାରୁ ବିଜେଡି ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚଳାଇଛି। ପଞ୍ଚାୟତ ନିର୍ବାଚନରେ ବିଜେଡି ଯେଉଁଭଳି ଭାବେ ଅସନ୍ତୋଷ ଓ ବିଦ୍ରୋହର ସାମ୍ନା କରିଥିଲା, ତାହା କିଭଳି ନ ଘଟିବ ସେ…

‘କମଲନାଥ ଭାବି ମୁଖ୍ୟମନ୍ତ୍ରୀ…’ ଲୋକ ସଭା ନିର୍ବାଚନ ପୂର୍ବରୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା ଏହି ପୋଷ୍ଟର

ଭୋପାଳ,୫।୩: ଲୋକ ସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶର ଛିଣ୍ଡଓ୍ବାଡାଠାରେ ଏକ କଂଗ୍ରେସ ପୋଷ୍ଟର ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରକୃତରେ, ଶିବରାତ୍ରୀକୁ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ରଖାଯାଇଥିବା ଏହି ପୋଷ୍ଟର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି କାରଣ ଏଥିରେ ଦଳର ବରିଷ୍ଠ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?