Home

ଏହି ଆସନରେ ପ୍ରଥମଥର ଇଭିଏମରେ ରହିବ ନାହିଁ କଂଗ୍ରେସର ସିମ୍ବଲ, ଜାଣନ୍ତୁ କାରଣ

ଲକ୍ଷ୍ନୌ,୨୧।୪: କଂଗ୍ରେସ ଦେଶର ସର୍ବ ପୁରାତନ ରାଜନୈତିକ ଦଳ, ଘୋଷ ଲୋକ ସଭା ଆସନ ଏକଦା କଂଗ୍ରେସ ଦଳର ଗଡ଼ ଥିଲା, କିନ୍ତୁ ଇତିହାସରେ ପ୍ରଥମ ଥର ପାଇଁ ୨୦୨୪ ଲୋକ ସଭା ନିର୍ବାଚନରେ କଂଗ୍ରେସ ଦଳର ପ୍ରତୀକ ଇଭିଏମରେ ରହିବ…

କଂଗ୍ରେସ ଜାରି କଲା ଆଉ ଏକ ପ୍ରାର୍ଥୀ ତାଲିକା, ଏଥର ରହିଛି…

ନୂଆଦିଲ୍ଲୀ,୨୧।୪: ୨୦୨୪ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ରବିବାର କଂଗ୍ରେସ ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ପ୍ରାର୍ଥୀ ତାଲିକାରେ ଆନ୍ଧ୍ରପ୍ରଦେଶର ୯ଜଣ ଏବଂ ଝାଡ଼ଖଣ୍ଡର ୨ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି କଂଗ୍ରେସ। କଂଗ୍ରେସ ପ୍ରଦୀପ…

ଏମ୍ସ ଡାକ୍ତରଙ୍କ ସହ ୪୦ ମିନିଟ କଥା ହେଲେ କେଜରିଓ୍ବାଲ, ଉଠିଲା ନାହିଁ ଇନସୁଲିନ ପ୍ରସଙ୍ଗ!

ନୂଆଦିଲ୍ଲୀ,୨୧।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଏଆଇଆଇଏମଏସର ବରିଷ୍ଠ ଡାକ୍ତରଙ୍କ ସହ ଭିଡିଓ ପରାମର୍ଶର ସୁବିଧା ଦିଆଯାଇଥିଲା। ଯେଉଁଥିରେ ତାଙ୍କୁ ନିଶ୍ଚିତ କରାଯାଇଥିଲା ଯେ ତାଙ୍କ ସ୍ବାସ୍ଥ୍ୟ ସମ୍ବନ୍ଧରେ କୌଣସି ଗମ୍ଭୀର ଚିନ୍ତା ନାହିଁ। ତିହାର ଜେଲର ଏକ ସୂତ୍ର ଟାଇମ୍ସ…

ଏହି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା:ଜାଣନ୍ତୁ କାହାକୁ ମିଳିଲା ଟିକେଟ୍‌

ଭୁବନେଶ୍ୱର,୨୧।୪: ଆସନ୍ତା ନିର୍ବାଚନକୁ ନେଇ ଏବେ ରାଜ୍ୟରେ ରାଜନୀତି ସରଗରମ ରହିଛି। ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ନାମାଙ୍କନ ପ୍ରକ୍ରିୟ ମଧ୍ୟ ଆରମ୍ଭ ହୋଇଯାଇଛି। ଏସବୁ ଭିତରେ ଭାଜପା ପକ୍ଷରୁ ରବିବାର ଜୟପୁର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।…

ହିଟଓ୍ବେଭ ଅପଡେଟ ପଢିଲା ବେଳେ ବେହୋସ ହେଲେ ଆଙ୍କର

ନୂଆଦିଲ୍ଲୀ,୨୧।୪: ଭାରତର କିଛି ଅଂଶ ଏବେ ହିଟଓ୍ବେଭ ଦେଇ ଗତିକରୁଛି। କେତେକ ରାଜ୍ୟରେ ବର୍ତ୍ତମାନ ସର୍ବାଧିକ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସରୁ ୪୬ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିଛି। ପ୍ରବଳ ଉତ୍ତାପ ମଧ୍ୟରେ, ଜଣେ ଆଙ୍କର ବା ଟେଲିଭିଜନ ଉପସ୍ଥାପିକା ହଠାତ୍‌…

ପଡ଼ିଆରେ ରାଗିଗଲେ କୋହଲି, ଅମ୍ପାୟାରଙ୍କ ସହ କଲେ ଯୁକ୍ତି ତର୍କ: ଜାଣନ୍ତୁ କାହିଁକି

କୋଲକାତା,୨୧।୪:ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚରେ ପ୍ରଥମେ ଖେଳୁଥିବା କୋଲକାତା ନାଇଟ ରାଇଡର୍ସ ୨୨୨ ରନ ସ୍କୋର କରିଥିଲା। ବିରାଟ କୋହଲି ଏବଂ ଫାଫ ଡୁ ପ୍ଲେସିସ ଆରସିବି ପାଇଁ ଇନିଂସ ଓପନ କରିବାକୁ ଆସିଥିଲେ, ସେମାନେ ଦଳକୁ ଫ୍ଲାଇଙ୍ଗ ଷ୍ଟାର୍ଟ…

ବେଆଇନ ଅଙ୍ଗ ପ୍ରତିରୋପଣ ହେଲେ ରଦ୍ଦ ହେବ ହସ୍ପିଟାଲର ଲାଇସେନ୍ସ

ନୂଆଦିଲ୍ଲୀ,୨୧।୪: ଦେଶରେ ଚାଲିଥିବା ବେଆଇନ ଅଙ୍ଗ ପ୍ରତିରୋପଣ ମାମଲା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ଏଥିସହ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବେଆଇନ ଭାବେ ଅଙ୍ଗ ପ୍ରତିରୋପଣ କରୁଥିବା କିମ୍ବା ଅଙ୍ଗ ପ୍ରତିରୋପଣ…

ଶେଷ ବଲ୍‌ରେ ଆରସିବିଠାରୁ ମ୍ୟାଚ୍‌ ଛଡାଇନେଲା କେକେଆର୍‌

କୋଲକାତା,୨୧।୪: ଆଇପିଏଲ୍‌ ୨୦୨୪ର ଏକ ରୋମାଞ୍ଚକର ମ୍ୟାଚ୍‌ରେ କୋଲକତା ନାଇଟ୍‌ ରାଇଡର୍ସଠାରୁ ମାତ୍ର ୧ ରନ୍‌ରେ ପରାସ୍ତ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ। ପ୍ରଥମେ ବ୍ୟାଟିଂ କରି କେକେଆର୍‌ ୨୦ ଓଭରରେ ୬ ଉଇକେଟ ହରାଇ ୨୨୨ ରନ ସଂଗ୍ରହ କରିଥିଲେ।…

ସପ୍ତଗିରିଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଲେ ସ୍ତ୍ରୀ

କୋରାପୁଟ,୨୧।୪(ଅମିତାଭ ବେହେରା): ଚଳିତ ସାଧାରଣ ନିର୍ବାଚନରେ କୋରାପୁଟ ଲୋକ ସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ସପ୍ତଗିରି ଉଲାକାଙ୍କୁ ପ୍ରାର୍ଥୀଭାବେ ରିପିଟ କରାଯାଇଛି। ବର୍ତ୍ତମାନ ସପ୍ତଗିରି ଲୋକ ସଭା ଆସନର ଗାଁଠୁ ସହର ଯାଇ ନିର୍ବାଚନ ପ୍ରଚାର କରିଛନ୍ତି। ଏଥିରେ ତାଙ୍କ…

ନିର୍ବାଚନ ପୂର୍ବରୁ ଫସିଗଲେ ଶଶି ଥରୁର

ଥରୁଭାନନ୍ତପୁରମ,୨୧।୪: କେନ୍ଦ୍ର ମନ୍ତ୍ରୀ ତଥା ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ରାଜୀବ ଚନ୍ଦ୍ରଶେଖରଙ୍କ ବିରୋଧରେ ପ୍ରଚାର ଅଭିଯୋଗରେ ଥିରୁଭାନନ୍ତପୁରମ ଲୋକ ସଭା ଆସନରୁ ଆସିଥିବା ବରିଷ୍ଠ କଂଗ୍ରେସ ନେତା ତଥା ଦଳର ପ୍ରାର୍ଥୀ ଶଶି ଥରୁରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୋଲିସ ଅଧିକାରୀମାନେ…

ଇଣ୍ଡିଆ ମେଣ୍ଟ ରାଲିରେ ମାଡପିଟ, ଭିଡିଲେ ଆରଜେଡି-କଂଗ୍ରେସ କର୍ମୀ

ରାଞ୍ଚି,୨୧।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରୁ ଏକ ବଡ ଖବର ଆସୁଛି, ଯେଉଁଠାରେ ଇଣ୍ଡିଆ ଆଲାଇନ୍ସର ରାଲିରେ ତୀବ୍ର ସଂଘର୍ଷ ହୋଇଥିଲା। ସୂଚନାଯୋଗ୍ୟ, ରାଞ୍ଚିର ପ୍ରଭାତ ତାରା ଗ୍ରାଉଣ୍ଡରେ ରବିବାର ଇଣ୍ଡିଆ ଆଲାଇନ୍ସ ଦ୍ୱାରା ଉଲଗୁଲାନ ରାଲିର ଆୟୋଜନ କରାଯାଇଥିଲା। ଏହି ରାଲିରେ…

ଉପେନ୍ଦ୍ରଙ୍କ ଦିନରେ ନୁହେଁ, ରାତିରେ ଜମୁଛି ପ୍ରଚାର

ବାଲିଗୁଡା,୨୧।୦୪: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଭିନ୍ନ ରାଜନୈତିକ ଦଳ ନିଜ ନିଜ ପ୍ରାର୍ଥୀ ଘୋଷଣା କରିଛନ୍ତି। ଏବେ ପ୍ରାର୍ଥୀମାନେ ନିଜ ନିଜ ସମର୍ଥକମାନଙ୍କୁ ଧରି ଧୀରେ ଧୀରେ ରାଜନୈତିକ ଦଳର ପ୍ରଚାର ଆରମ୍ଭ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri