ଶେଷରେ ଷ୍ଟାର୍ କ୍ରିକେଟର୍ ଇଶାନ କିଶନଙ୍କ ପତ୍ତା ମିଳିଲା
ବରୋଦା,୮।୨: ଷ୍ଟାର ଉଇକେଟ କିପର ବ୍ୟାଟ୍ସମ୍ୟାନ ଇଶାନ କିଶନ ଆଜିକାଲି ଟିମ ଇଣ୍ଡିଆରୁ ବାଦ୍ ପହିଛନ୍ତି। ଗତ ବର୍ଷ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପରେ ସେ ଭାରତୀୟ ଦଳ ସହ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଥିଲେ, କିନ୍ତୁ ଯାତ୍ରା ଆରମ୍ଭରେ…
କ୍ରିକେଟରୁ ଅବସର!: ଶାମି ଦେଲେ ଏଭଳି ମନ୍ତବ୍ୟ…
କୋଲକାତା,୮।୨ : ଭାରତୀୟ ଦଳର ତାରକା ଦ୍ରୁତ ବୋଲର ମହମ୍ମଦ ଶାମି ଆଜିକାଲି କ୍ରିକେଟ ପଡ଼ିଆଠାରୁ ଦୂରରେ ରହିଛନ୍ତି। ଏହି ସମୟ ମଧ୍ୟରେ କ୍ରିକେଟରୁ ଅବସର ନେଇ ମହମ୍ମଦ ଶାମି ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଏକଦିବସୀୟ ବିଶ୍ୱକପ ୨୦୨୩ ରେ…
ଧୋନୀଙ୍କ ବ୍ୟାଟରେ ପିଲାଦିନ ସାଙ୍ଗଙ୍କର ଦୋକାନ ଷ୍ଟିକର, ଏମଏସଙ୍କ କାର୍ଯ୍ୟକୁ ପ୍ରଶଂସା…
ରାଞ୍ଚି,୮।୨ : ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବର୍ତ୍ତମାନ ଆଇପିଏଲ ୨୦୨୪ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ସମୟରେ ଧୋନୀଙ୍କ ବ୍ୟାଟର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବାସ୍ତବରେ, ଧୋନୀଙ୍କ ବ୍ୟାଟ ଭାଇରାଲ ହେବା ପଛର…
ଚମ୍ପାଇ ସରକାରଙ୍କ ବଡ଼ ଘୋଷଣା: ଲୋକଙ୍କୁ ମାଗଣାରେ ମିଳିବ…
ରାଞ୍ଚି,୮।୨: ଝାଡଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ରାଜ୍ୟବାସୀଙ୍କୁ ଏକ ବଡ ଉପହାର ଦେବାକୁ ପ୍ରସ୍ତୁତ ହେଉଛନ୍ତି। ବିଦ୍ୟୁତ ଉପଭୋକ୍ତା ଏଥିରୁ ବିପୁଳ ଲାଭ ପାଇବାକୁ ଯାଉଛନ୍ତି। ଝାଡ଼ଖଣ୍ଡରେ ପ୍ରତି ମାସରେ ୧୦୦ ୟୁନିଟ ମାଗଣା ବିଦ୍ୟୁତ ଦିଆଯାଉଛି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ…
ଲାଞ୍ଚ ନେଇ ଧରାପଡ଼ିଲେ ଅମିନ
ବଲାଙ୍ଗୀର,୮ା୨(ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା ସଇଁତଳା ତହସିଲର ଅମିନ ନିର୍ମଳେନ୍ଦୁ କବି ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ସଇଁତଳାର ନିରଞ୍ଜନ ସାହୁ ନିଜ ଜମି ମାପ ପାଇଁ ତହସିଲ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ତହସିଲ ଅଫିସରେ କାର୍ଯ୍ୟରତ ଅମିନ ନିର୍ମଳେନ୍ଦୁ ୮୦୦୦ ଟଙ୍କା…
ସେଲ୍, ସେଲ୍, ସେଲ୍: ଅନଲାଇନରେ ବନ୍ଧୁକ-ପିସ୍ତଲ ବିକ୍ରି ଭିଡ଼ିଓ ଭାଇରାଲ…
ଆଜିକାଲି ଅନଲାଇନ ଶପିଂ ପାଇଁ ଲୋକଙ୍କ ମଧ୍ୟାରେ କ୍ରେଜ ଅଛି। ବିଶେଷକରି ମହିଳାମାନଙ୍କ ମଧ୍ୟରେ ଅନଲାଇନ ଶପିଂର ଧାରା ଦେଖାଯାଉଛି । ଅନ୍ତର୍ବସ୍ତ୍ର ଠାରୁ ଆରମ୍ଭ କରି ଚୁଡ଼ି, ବିନ୍ଦି-ଲିପଷ୍ଟିକ ଠାରୁ ହେୟାର ରବର, ପିଲାମାନଙ୍କର ଖେଳନା, ପୁସ୍ତକ, ଷ୍ଟେସନାରୀ ସାମଗ୍ରୀ,…
ପୁଅର ମୃତଦେହ ଆଣିବାକୁ ଏହି ପ୍ରସିଦ୍ଧ ଗାୟକଙ୍କୁ ଦେବାକୁ ପଡିଥିଲା ଲାଞ୍ଚ
ଗଜଲ ଗାୟକ ଜଗଜିତ ସିଂ କମ ବୟସରେ ପୁଅକୁ ହରାଇଥିଲେ। ତାଙ୍କ ପୁଅ ୨୦ ବର୍ଷ ବୟସରେ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ପୁଅର ମୃତ୍ୟୁ ପରେ ଜଗଜିତ ସିଂ ଦୁଃଖରେ ଭାଙ୍ଗି ପଡ଼ିଥିଲେ। କିନ୍ତୁ ପୁଅର ମୃତଦେହ ଆଣିବାକୁ…
ଅଫିସ ପରେ କଲ୍ ଉଠାଇବା ନୁହେଁ ଜରୁରୀ, କେହି କଲ୍ କଲେ ହେବ କାର୍ଯ୍ୟାନୁଷ୍ଠାନ, ସରକାର ଆଣିବେ ନୂଆ ବିଲ୍
କାନବେରା,୮।୨: ଅଫିସରେ ହେଉ କି କିଛି ଜରୁରୀ କାମ କରୁଥିଲେ ଆପଣ ଫୋନ ଓ ଇମେଲକୁ ନଜରଅନ୍ଦାଜ କରନ୍ତି। କିନ୍ତୁ ଅଫିସ ସରିବା ପରେ ପୁଣି ଥରେ ସେମାନଙ୍କୁ କଲବ୍ୟାକ୍ କରିଥାନ୍ତି। କିନ୍ତୁ ସରକାର ଏପରି ଏକ ନିୟମ ଆଣିବାକୁ ଯାଉଛନ୍ତି…
ଗଣତନ୍ତ୍ର ବିଷୟରେ ଯେତେବେଳେ ଚର୍ଚ୍ଚା ହେବ, ମନମୋହନ ସିଂ ମନେ ପଡ଼ିବେ: ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜ୍ୟ ସଭାରେ ଏମ୍ପିମାନଙ୍କୁ ବିଦାୟ ଦେବା ଭାଷଣରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ଯେତେବେଳେ ବି ଗଣତନ୍ତ୍ର ଉପରେ ଆଲୋଚନା ହେବ, ମନମୋହନ ସିଂ ମନେ ପଡ଼ିବେ। ସେ ଦାୟିତ୍ୱର…
ଚିଟ୍ଫଣ୍ଡ ସଂସ୍ଥାରେ ଇଡିର ଚଢ଼ାଉ
ଭୁବନେଶ୍ୱର,୮ା୨: ଚିଟ୍ଫଣ୍ଡ ସଂସ୍ଥା ଉପରେ ଗୁରୁବାର ଇଡିର ବଡ଼ଧରଣର ଚଢ଼ାଉ ହୋଇଛି। ଗୋଲ୍ଡେନ୍ ଲ୍ୟାଣ୍ଡ ଡେଭଲପର୍ସ ପ୍ରାଇଭେଟ୍ ଲିମିଟେଡ୍ ଉପରେ ଏହି ଚଢ଼ାଉ ହୋଇଛି। ୯୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ଇଡି ଏହି ଚଢ଼ାଉ କରିଥିବା ଜଣାପଡ଼ିଛି। ଓଡ଼ିଶା ସମେତ…
କଂଗ୍ରେସକୁ ବଡ଼ ଝଟକା, ଦଳରୁ ଇସ୍ତଫା ଦେଲେ ଏହି ବରିଷ୍ଠ ନେତା, କହିଲେ କିଛି କଥା ନ କହିଲେ ଭଲ…
ମୁମ୍ବାଇ,୮।୨ : ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ କଂଗ୍ରେସକୁ ଏକ ବଡ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ବାବା ସିଦ୍ଦିକି ଗୁରୁବାର ଇସ୍ତଫା ଦେଇଛନ୍ତି। ତିନିଥର ବିଧାୟକ ବାବା ସିଦ୍ଦିକି ୪୮ ବର୍ଷ ଧରି କଂଗ୍ରେସ ସହ ଜଡିତ ହେବା…
କୃଷ୍ଣ ମାତ୍ର ୫ ଗାଁ ମାଗିଥିଲେ, ଆମେ ୩ ମାଗିଛୁ…ଅଯୋଧ୍ୟା-ମଥୁରା-କାଶୀକୁ ନେଇ କହିଲେ ଯୋଗୀ
ଲକ୍ଷ୍ନୌ,୮।୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ରାଜ୍ୟ ବିଧାନସଭାରେ ଅଯୋଧ୍ୟାରେ ‘ପ୍ରାଣ ପ୍ରତିଷ୍ଠା’ ସମାରୋହ ଏବଂ କାଶୀ- ମଥୁରା ପ୍ରସଙ୍ଗ ଉଠାଇଛନ୍ତି। ଏହି ଅବସରରେ ସେ ରାଜ୍ୟର ପୂର୍ବ ସରକାରଙ୍କ ସହ ଅଯୋଧ୍ୟାକୁ ନେଇ ହୋଇଥିବା ଅନ୍ୟାୟ ବିଷୟରେ କହିଛନ୍ତି।…
Archives


