ଶିଶୁକୁ ଶୁଆଇବା ପରିବର୍ତ୍ତେ ଭୁଲ୍ରେ ମାଇକ୍ରୋ ଓଭାନରେ ରଖିଦେଲେ ମା’, ଆଉ ତା’ ପରେ…
ଓ୍ବାଶିଂଟନ,୧୧ା୨: ଆଜିକାଲି ଦେଶ ତଥା ବିଶ୍ୱର ଅନେକ ସ୍ଥାନରେ ଏମିତି କିଛି ଘଟଣା ଘଟୁଛି ଯାହା ଅଜବ ଏବଂ ଚକିତ କରିଦେଉଛି। ଆମେରିକାର ମିଜୁରୀରେ ମଧ୍ୟ ଏହିପରି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମା’ ହଠାତ୍ ନିଜ ଶିଶୁକୁ…
ଫ୍ଲାଇଟରେ ଯାତ୍ରା ସମୟରେ ରକ୍ତବାନ୍ତି କଲେ ଯାତ୍ରୀ, ଚାଲିଗଲା ଜୀବନ
ବ୍ୟାଙ୍ଗକକ୍,୧୧।୨: ଥାଇଲାଣ୍ଡରୁ ଜର୍ମାନୀ ଯାଉଥିବା ଲୁଫଥାନ୍ସ ଫ୍ଲାଇଟ୍ରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ଯାତ୍ରା କରିବା ସମୟରେ ଫ୍ଲାଇଟ ଭିତରେ ହିଁ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଲଗାତାର ରକ୍ତବାନ୍ତି କରି ଫ୍ଲାଇଟ ଭିତରେ ହିଁ ତାଙ୍କର ଜୀବନ ଚାଲିଯାଇଛି। ଇଣ୍ଡିଆ…
ଚିକିତ୍ସା ପାଇଁ ଗୁଣି ଗାରେଡ଼ି ଉପରେ ପ୍ରତିବନ୍ଧକ ନେଇ ହିମନ୍ତ ସରକାର କଠୋର: ବିଲକୁ କ୍ୟାବିନେଟରେ ଅନୁମୋଦନ…
ଗୁଆହାଟୀ,୧୧।୨ : ଚିକିତ୍ସା ନାମରେ କରାଯାଉଥିବା ଗୁଣି ଗାରେଡ଼ିକୁ ନେଇ ଆସାମ ସରକାର କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଚିକିତ୍ସା ନାମରେ ଗୁଣି ଗାରେଡ଼ି ଆରୋଗ୍ୟ ପ୍ରଥା ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏପରି ଚିକିତ୍ସା ଶେଷ କରିବାକୁ…
କୃଷିମନ୍ତ୍ରୀଙ୍କୁ ବ୍ରେନ ଷ୍ଟ୍ରୋକ: ଆଇସିୟୁରେ ଭର୍ତ୍ତି…
ଅହମଦାବାଦ,୧୧।୨ : ଗୁଜରାଟ କୃଷି ମନ୍ତ୍ରୀ ରାଘବଜୀ ପଟେଲଙ୍କ ବ୍ରେନ ଷ୍ଟ୍ରୋକ ହୋଇଛି। ପରେ ତାଙ୍କୁ ରାଜକୋଟର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ୬୫ ବର୍ଷୀୟ କ୍ୟାବିନେଟ ମନ୍ତ୍ରୀ ଭୁପେନ୍ଦ୍ର ପଟେଲ…
ମାତା ପିତା ମୋତେ ଭୋଟ ନ ଦେଲେ ତୁମେ ଖାଇବନି ଖାଦ୍ୟ, ପିଲାଙ୍କୁ ବିବାଦୀୟ ପରାମର୍ଶ ଦେଇ ଅଡୁଆରେ ବିଧାୟକ…
ମୁମ୍ବାଇ,୧୧।୨ : ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗୋଷ୍ଠୀର ଶିବସେନାର ଜଣେ ବିଧାୟକ ପିଲାମାନଙ୍କୁ କିଛି କହିଛନ୍ତି ଯାହା ବିବାଦ ସୃଷ୍ଟି କରିଛି। ବାସ୍ତବରେ, ବିଧାୟକ ପିଲାମାନଙ୍କୁ କହିଥିଲେ ଯଦି ସେମାନଙ୍କ ପିତାମାତା ମୋତେ ଭୋଟ ନ ଦିଅନ୍ତି, ତେବେ ସେମାନେ…
ପାକ ସେନା ମୁଖ୍ୟ ନୱାଜ ସରିଫ ସରକାର ଗଠନ ନେଇ ଦେଲେ ସଙ୍କେତ…
ଇସଲାମାବାଦ,୧୧।୨ : ପାକିସ୍ତାନର ସାଧାରଣ ନିର୍ବାଚନରେ ଭୋଟ ହେବା ପରେ ଚୂଡ଼ାନ୍ତ ଫଳାଫଳ ଏପର୍ଯ୍ୟନ୍ତ ଆସିନାହିଁ। ଭୋଟ ଗଣନାରେ ଅନିୟମିତତା ହୋଇଥିବା ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି। ଏହି ଦେଶର ସେନା ମୁଖ୍ୟ ଜେନେରାଲ ସୟଦ ଅସୀମ ମୁନିର ଏକ ବିବୃତ୍ତି…
ରୋଗୀଙ୍କ ବେଡ୍ ଉପରେ ରିଲ୍ସ କଲେ ୩୮ ମେଡିକାଲ ଛାତ୍ର, ଘଟିଲା ବଡ ଅଘଟଣ
ବେଙ୍ଗାଲୁରୁ,୧୧।୨: ଭାଇରାଲ ହେବାର ନିଶା ଏବେ ଯୁବପିଢିଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କୁ ଘାରିଛି। ନିକଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାହାକୁ ନେଇ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। କର୍ନାଟକର ଗଡଗ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସର ମେଡିକାଲ…
ଲୋକପ୍ରିୟତାରେ ପୁଣି ୧ନଂ ହେଲେ ନବୀନ
ଭୁବନେଶ୍ୱର,୧୧।୨: ଲୋକପ୍ରିୟତାରେ ପୁଣି ୧ନଂ ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଲୋକପ୍ରିୟତାରେ ସବୁଠୁ ଆଗରେ । ଇଣ୍ଡିଆ ଟୁଡେ ମୁଡ ଅଫ ଦ ନେଶନ ସର୍ଭେରେ ନିଜ ରାଜ୍ୟରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ପୁଣି ସମସ୍ତଙ୍କୁ ପଛରେ…
ଧାନତଳି କିଆରିରେ ରାଷ୍ଟ୍ରପତିଙ୍କ ଚିତ୍ର
ଭବାନୀପାଟଣା,୧୧।୨(ଉତ୍ତମ କୁମାର ଦାଶ)ଧାନତଳି କିଆରିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚିତ୍ର କରି ଚର୍ଚ୍ଚାରେ ଏବେ କଳାହାଣ୍ଡି ଜିଲା ଜୟପାଟଣା ବ୍ଲକର ଯୁବ ଚାଷୀ ପ୍ରାଣରଞ୍ଜନ ବେହେରା। ଭାରତୀୟ ରାଜନୈତିକ ପଟ୍ଟଚିତ୍ରରେ ଦିନେ ଭୋକର ଭୂଗୋଳ ପାଲଟିଥିବା କଳାହାଣ୍ଡି ଜିଲା ଆଜି ଚାଷ…
ଚିନାବାଦାମ ଚାଷ ଦେଇଛି ରୋଜଗାର
କର୍ଲାମୁଣ୍ଡା,୧୧।୨(ପ୍ରଦୀପ କୁମାର ସାହୁ)କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସରଗୁଲ ମାଲପଡା ଗ୍ରାମପଞ୍ଚାୟତ ପୁଟିଗାଁ ଶୈବ ପୀଠ ନିକଟରେ ବୋହିଯାଉଥିବା ତେଲ ନଦୀ କୂଳର ୨ ଏକର ଆଟ କିସମ ଜାଗାରେ ଚିନା ବାଦାମ ଚାଷ କରନ୍ତି ପୁଟିଗାଁ ଚାଷୀ ମୁକ୍ତି ସିଆନ…
ମଣ୍ଡିକୁ ଯାଉନି, ଛତିଶଗଡ଼ ଚାଲାଣ
ରାଉରକେଲା,୧୧।୨(ବିପ୍ଳବ ରଞ୍ଜନ ଦାଶ)ମଣ୍ଡି ଖୋଲିଛି। କିନ୍ତୁ ମଣ୍ଡିକୁ ଧାନ ଆସୁନି। ଏହି ଧାନ ଏବେ ଛତିଶଗଡ଼ ଚାଲାଣ କରାଯାଉଛି। ଫଳରେ ସରକାରଙ୍କ ଧାନ ସଂଗ୍ରହ ଟାର୍ଗେଟ୍ ପୂରଣ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି। ପାନପୋଷ କୃଷି ଜିଲା ଅଧୀନ ବିଭିନ୍ନ…
ଅନୁଦାନ ଫେରୁଛି, ହୋଇପାରୁନି ଏସ୍ଟିପି ପ୍ଲାଣ୍ଟ
ରାଉରକେଲା,୧୧।୨(ବିପ୍ଳବ ରଞ୍ଜନ ଦାଶ)ରାଉରକେଲା ସହରର କୋଏଲନଗର ଓ ବନ୍ଧମୁଣ୍ଡା ହେଉଛି ଜନସଂଖ୍ୟା ବହୁଳ ଅଞ୍ଚଳ। ଏହି ଅଞ୍ଚଳରୁ ପ୍ରତ୍ୟେକ ଦିନ ହଜାର ହଜାର ଲିଟର ଅପଶିଷ୍ଟ ବର୍ଜ୍ୟଜଳ ବିଶୋଧିତ ହୋଇ ନ ପାରି ନାଳ ମାଧ୍ୟମରେ ସିଧାସଳଖ କୋଏଲ ଓ ବ୍ରାହ୍ମଣୀ…
Archives


