Home

ସରକାରୀ ସମ୍ପତ୍ତି ବିକ୍ରି କରିବ ପଶ୍ଚିମବଙ୍ଗ ସରକାର, ଜାଣନ୍ତୁ କ’ଣ ରହିଛି ମମତା ବାନାର୍ଜୀଙ୍କ ଯୋଜନା?

କୋଲକାତା,୨୧।୬: ଲୋକ ସଭା ନିର୍ବାଚନରେ ବିଜୟ ସହ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ନୂଆ ଉଦ୍ୟୋଗର ବିକାଶ ପାଇଁ ନୂଆ ଉପାୟ ବାହାର କରିଛନ୍ତି। ସରକାର ବନ୍ଦ ପଡ଼ିଥିବା କମ୍ପାନୀଗୁଡ଼ିକ ସହ ଚାଲୁଥିବା କମ୍ପାନୀର ଖାଲି ତଥା ବ୍ୟବହାର ହେଉ ନ…

ପ୍ରଦୀପଙ୍କ ପରେ କିଏ ହେବେ ମୁଖ୍ୟ ଶାସନ ସଚିବ, ରେସ୍‌ରେ ବଡ଼ ବଡ଼ ଆଇଏଏସ ଅଫିସର

ଭୁବନେଶ୍ୱର,୨୧।୬: କିଏ ହେବ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ? ପ୍ରଦୀପ ଜେନା ରହିବେ ନା ତାଙ୍କ ସ୍ଥାନ ଆଉ କିଏ ନେବ। ନୂଆ ସରକାର ଗଠନ ହେବା ପରେ ଏ ନେଇ ଚର୍ଚ୍ଚା ଜୋର ଧରିଛି । କୁହାଯାଉଛି, ସରକାର…

ଦୁଇ ଦିନ ପରେ ବି ମିଳୁନି ସମୁଦ୍ରରେ ନିଖୋଜ ଛାତ୍ରଙ୍କ ପତ୍ତା

ଛତ୍ରପୁର,୨୧।୬(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା କେ.ଆର୍ଯ୍ୟପଲ୍ଲୀ ସମୁଦ୍ର ନିକଟରେ ଗାଧେଇବା ବେଳେ ଭାସି ଯାଇ ଡିପ୍ଲୋମା ଛାତ୍ର ହେମନସେନ ବେହେରାଙ୍କ ନିଖୋଜ ଘଟଣାକୁ ଦୁଇ ଦିନରୁ ଅଧିକ ସମୟ ବିତିଯାଇଥିଲେ ସୁଦ୍ଧା ଉଦ୍ଧାର ହୋଇପାରିନାହିଁ…

ଜୁଲାଇରେ ପୂର୍ଣ୍ଣାଙ୍ଗ ନୁହେଁ କାମଚଳା ବଜେଟ ଆଣିବେ ମୋହନ ସରକାର

ଭୁବନେଶ୍ୱର,୨୧।୬: ରାଜ୍ୟରେ କ୍ଷମତାସୀନ ଭାଜପା ସରକାର ଆସନ୍ତା ଜୁଲାଇ ମାସରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ କାମଚଳା ବଜେଟ(ଲେଖାନୁଦାନ) ବିଧାନସଭାରେ ଉପସ୍ଥାପନ କରିବେ । ପ୍ରଥମଥର ପାଇଁ ସରକାର ଗଢିଥିବା ଭାଜପା ନିଜର ନିର୍ବାଚନୀ ପ୍ରତିଶ୍ରୁତିକୁ ପାଳନ ନିମନ୍ତେ ପୂର୍ଣ୍ଣାଙ୍ଗ ବଜେଟ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ପଦକ୍ଷେପ: ପୂର୍ବ ସରକାରରେ ନିୟୋଜିତ ବିଭିନ୍ନ ବିଭାଗର…

ଭୁବନେଶ୍ୱର,୨୧।୬(ଅସମାପିକା ସାହୁ): ବିଜେଡି ସରକାର ସମୟରେ ରାଜ୍ୟର ବିଭିନ୍ନ ବିଭାଗର ଉପଦେଷ୍ଟା ଭାବେ ଅନେକ ବ୍ୟକ୍ତିବିଶେଷଙ୍କୁ ନିଯୁକ୍ତି ଦିଆଯାଇଥିଲା। ହେଲେ ଏହାଦ୍ୱାରା ସରକାରଙ୍କ କାର୍ଯ୍ୟକ୍ରମ ତଥା କାର୍ଯ୍ୟଦକ୍ଷତା ବୃଦ୍ଧିରେ କୌଣସି ଉନ୍ନତି ପରିଲକ୍ଷିତ ହେଉ ନ ଥିବା ଯୋଗୁ ମୁଖ୍ୟମନ୍ତ୍ରୀ ମୋହନ…

ଜୁଲାଇ ୨୨ରୁ ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ପରୀକ୍ଷା, ପଢ଼ନ୍ତୁ କାର୍ଯ୍ୟସୂଚୀ…

କଟକ,୨୧ା୬ (କାର୍ତ୍ତିକ ସାହୁ)- ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ୍‌ ସପ୍ଲିମେଣ୍ଟାରି ପରୀକ୍ଷା ଆସନ୍ତା ଜୁଲାଇ ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଉଭୟ ରେଗୁଲାର ଓ ଏକ୍ସ-ରେଗୁଲାର ପରୀକ୍ଷା ଗୋଟିଏ ସିଟିଂରେ ଏବଂ ଗୋଟିଏ ପ୍ରଶ୍ନପତ୍ରରେ…

କାନ୍ଦି କାନ୍ଦି ବିଧାନସଭା ଛାଡିଥିଲେ, କହିଥିଲେ ମୁଖ୍ୟମନ୍ତ୍ରୀ ହେଲେ ଆସିବି

ନୂଆଦିଲ୍ଲୀ,୨୧।୬: ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଆନ୍ଧ୍ରପ୍ରଦେଶ ବିଧାନସଭା ନିର୍ବାଚନ ଏବଂ ଲୋକ ସଭା ନିର୍ବାଚନରେ ଚମତ୍କାର ପ୍ରଦର୍ଶନ କରିଛି। ବିଧାନସଭା ନିର୍ବାଚନରେ ଏନଡିଏ ମେଣ୍ଟ ରାଜ୍ୟର ୧୭୫ ବିଧାନସଭା ଆସନ ମଧ୍ୟରୁ ୧୪୪ଟି ଜିତିଛି। ଏହି ୧୪୪ଟି…

ଆସନ୍ତା ୨୪ରୁ ଓଟିଇଟି ପାଇଁ କରିପାରିବେ ଆବେଦନ, ପଢ଼ନ୍ତୁ ସମ୍ପୂର୍ଣ୍ଣ ସୂଚନା…

କଟକ,୨୧ା୬ (କାର୍ତ୍ତିକ ସାହୁ)- ଚଳିତ ବର୍ଷର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ନିମନ୍ତେ ତାରିଖ ଚୂଡ଼ାନ୍ତ ହୋଇଛି। ଆସନ୍ତା ଅଗଷ୍ଟ ୯ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ। ଉକ୍ତ ଦିନ ସକାଳ ୯ଟାରୁ ପୂର୍ବାହ୍ନ ସାଢେ ୧୧ଟା ପର୍ଯ୍ୟନ୍ତ ପେପର-୧…

ଜନ୍ମମାଟିରେ ରୋଡ ଶୋ’ କରିବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର, ୨୦ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ) : ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ମୋହନ ଚରଣ ମାଝି କେନ୍ଦୁଝର ଜିଲା ତଥା ନିଜ ଜନ୍ମ ମାଟି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଯଦିଓ…

ଦୀପାଳିଙ୍କ ଅଭିଯୋଗରେ ଏମିତି ହେବ ଇଭିଏମ ଯାଞ୍ଚ, ହୋଇଯିବ କି ଓଲଟପାଲଟ

ଭୁବନେଶ୍ୱର,୨୧।୬: ଇଭିଏମକୁ ନେଇ ବିବାଦ ଥମୁ ନ ଥିବାବେଳେ ଇଭିଏମର ସ୍ବଚ୍ଛତାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାତ୍ର ତିନିଦିନ ତଳେ ଏକ୍ସ ମାଲିକ ଏଲନ ମସ୍କଙ୍କ ଦ୍ୱାରା ଦିଆଯାଇଥିବା ମନ୍ତବ୍ୟ ଭାରତରେ ଝଡ ସୃଷ୍ଟି କରିଛି। ଗଲ ଦୁଇ…

ବାଲେଶ୍ୱରରେ ଆହୁରି କୋହଳ ହେଲା କର୍ଫ୍ୟୁ; ଏଣିକି ସକାଳ ୫ରୁ ଦିନ ୨ ଯାଏ…

ବାଲେଶ୍ୱର,୨୧।୬: ଧିରେ ଧିରେ ସ୍ବାଭାବିକ ହେଉଛି ବାଲେଶ୍ୱର ସ୍ଥିତି। ଏହାକୁ ଦୃଷ୍ଟିରେ ରଖି କର୍ଫ୍ୟୁକୁ ଆହୁରି କୋହଳ କରାଯାଇଛି। ଶନିବାରଠାରୁ ସକାଳ ୫ଟାରୁ ଦିନ ୨ଟା ଯାଏ କର୍ଫ୍ୟୁ କୋହଳ ରହିବ। ତେବେ ସହଦେବଖୁଣ୍ଟା ଏବଂ ଟାଉନ୍‌ ଥାନା ଅଞ୍ଚଳରେ ଏହି…

ଜାଣନ୍ତି କି…ସଂସଦରେ କେତୋଟି ଅଧିବେଶନ ହୋଇଥାଏ? କେବେ ଆଉ କିଭଳି ସ୍ବତନ୍ତ୍ର ଅଧିବେଶନ ଡକାଯାଇଥାଏ… 

ନୂଆଦିଲ୍ଲୀ,୨୧।୬: ୧୮ତମ ଲୋକ ସଭା ଲାଗି ଶେଷ ହୋଇଛି ନିର୍ବାଚନ। ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସରକାର ଗଢ଼ିଛି ଏନ୍‌ଡିଏ। ଏବେ ଉଭୟ ଶାସକ ଏବଂ ବିରୋଧୀ ପାର୍ଲାମେଣ୍ଟ ଅଧିବେଶନ ଅପେକ୍ଷାରେ ରହିଛନ୍ତି। ତେବେ ଜୁନ ୨୪ରେ ନୂଆ ଅଧିବେଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?