ବିଲି୍ଡଂରେ ଲାଗିଲା ନିଆଁ: ଜଳିଗଲେ ଭାରତୀୟ ସାମ୍ବାଦିକ
ନ୍ୟୁୟର୍କ, ୨୫।୨: ଆମେରିକାରେ ପୁଣି ଜଣେ ଭାରତୀୟଙ୍କର ମୃତ୍ୟୁ ଘଟିଛି। ନ୍ୟୁୟର୍କର ହାର୍ଲେମ ଅଞ୍ଚଳର ଏକ କୋଠାରେ ରବିବାର ଭୀଷଣ ଅଗ୍ନିକାଣ୍ଡ ଘଟି ଜଣେ ୨୭ ବର୍ଷୀୟ ଭାରତୀୟ ସାମ୍ବାଦିକ ଫୈଜଲ ଖାନ୍ଙ୍କର ମୃତ୍ୟୁ ଘଟିଛି। ନ୍ୟୁୟର୍କରେ ଥିବା ଭାରତୀୟ ଦୂତାବାସ…
ଗୋଟିଏ ଦିନରେ ୟୁପିଆଇ ମାଧ୍ୟମରେ କେତେ ଟଙ୍କା ଫଠାଇ ପାରିବେ, ଜାଣନ୍ତୁ ଏହାର ଲିମିଟ୍
ନୂଆଦିଲ୍ଲୀ,୨୫।୨: ସମୟ ଥିଲା ଯେତେବେଳେ ଲୋକମାନେ କାହାକୁ ଆକାଉଣ୍ଟକୁ ଟଙ୍କା ପଠାଇବାକୁ ପଡୁଥିଲେ ବ୍ୟାଙ୍କକୁ ଯିବାକୁ ପଡୁଥିଲା। ରସିଦକୁ ବ୍ୟାଙ୍କରେ ଜମା କରିବାକୁ ପଡୁଥିଲା। ଧାଡିରେ ଛିଡା ହେବାକୁ ପଡିଲା । ବହୁତ ଦୌଡିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ଏହି ସବୁ…
ହାଇଦ୍ରାବାଦରେ ଗଞ୍ଜା ଚକୋଲେଟ୍ ବିକୁଥିବା ଓଡ଼ିଆ ଯୁବକ ଗିରଫ
ହାଇଦ୍ରାବାଦ,୨୫।୨:ହାଇଦ୍ରାବାଦରେ ଗଞ୍ଜା ଚକୋଲେଟ୍ ବିକ୍ରି କରୁଥିବା ଓଡ଼ିଶାର ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି। ଅନନ୍ତ କୁମାର ବାରାକ ନାମକ ଏହି ଯୁବକ ହାଇଦ୍ରାବାଦ ଉପକଣ୍ଠ ବାଲାନଗର ଅଞ୍ଚଳରେ ଗଞ୍ଜେଇରୁ ତିଆରି ଚକୋଲେଟ୍ ବିକୁଥିବାବେଳେ ଧରାପଡ଼ିଥିଲେ। ପୋଲିସ ତାଙ୍କ ଦୋକାନରୁ ୧୪୦ଟି…
ଓଡ଼ିଶା ଦମ୍ପତିଙ୍କ ‘ଗୋଟ୍ ବ୍ୟାଙ୍କ’ ଉପକ୍ରମକୁ ଉଚ୍ଚ ପ୍ରଶଂସା ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨୫।୨: ‘ଗୋଟ ବ୍ୟାଙ୍କ’ ଉପକ୍ରମ ମାଧ୍ୟମରେ ଗୋଷ୍ଠୀ ସ୍ତରରେ ଛେଳି ପାଳନ ବଢ଼ାଇବା ସହ ପ୍ରାଣୀପାଳନ କ୍ଷେତ୍ରରେ ଗ୍ରାମବାସୀଙ୍କୁ ସ୍ବାବଲମ୍ବୀ ହେବାରେ ସହାୟତା କରିଥିବା ଓଡ଼ିଶାର ଏକ ଦମ୍ପତିଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଚ୍ଚ ପ୍ରଶଂସା କରିଛନ୍ତି। ମାସିକ ରେଡିଓ କାର୍ଯ୍ୟକ୍ରମ…
ଧର୍ମଶାଳା ଟେଷ୍ଟରେ ରୋହିତଙ୍କ ସ୍ଥାନରେ ଅଶ୍ୱିନଙ୍କୁ କରାଯାଉ ଅଧିନାୟକ, କାହିଁକି ଏମିତି ପରାମର୍ଶ ଦେଲେ ଗାଭାସ୍କର
ରାଞ୍ଚି,୨୫।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପଞ୍ଚମ ଟେଷ୍ଟ ମ୍ୟାଚ ଧର୍ମଶାଳାରେ ଖେଳାଯିବ। ଭାରତୀୟ ପୂର୍ବତନ ଭେଟେରାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ଚାହୁଁଛନ୍ତି ଯେ ଧର୍ମଶାଳା ଟେଷ୍ଟରେ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଟିମ ଇଣ୍ଡିଆର ଅଧିନାୟକ ହୁଅନ୍ତୁ। ଭେଟେରାନ ବ୍ୟାଟ୍ସମ୍ୟାନ…
ଅଟଳ ପେନସନ ଯୋଜନାରେ ପ୍ରତିଦିନ ନିବେଶ କରନ୍ତୁ ୭ ଟଙ୍କା, ପ୍ରତିମାସରେ ମିଳିବ ୫୦୦୦ଟଙ୍କା
ନୂଆଦିଲ୍ଲୀ,୨୫।୨: ସମସ୍ତେ ନିଜ ଟଙ୍କାକୁ ଏପରି ସ୍ଥାନରେ ବିନିଯୋଗ କରିବାକୁ ଚାହାଁନ୍ତି ଯେଉଁଠାରୁ ସେମାନେ ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ପରିମାଣ ରାଶି ପାଇଥା’ନ୍ତି । ଯଦି ଆପଣ ମଧ୍ୟ ଏପରି ଯୋଜନା ଖୋଜୁଛନ୍ତି, ତେବେ ଆମେ ଆପଣଙ୍କୁ ଏପରି ଏକ…
ରାଞ୍ଚି ଟେଷ୍ଟ ନ ଖେଳି ମଧ୍ୟ ଟିମ୍ ଇଣ୍ଡିଆକୁ ସାହାଯ୍ୟ କଲେ ଧୋନୀ: ଭିଡିଓ ହେଉଛି ଭାଇରାଲ
ରାଞ୍ଚି,୨୫।୨: ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ରାଞ୍ଚିରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଇଂଲଣ୍ଡ ଏହି ମ୍ୟାଚରେ ଉଭୟ ଇନିଂସରେ ବ୍ୟାଟିଂ କରିସାରିଛି। ବର୍ତ୍ତମାନ ଭାରତ ଦ୍ୱିତୀୟ ଇନିଂସ ୧୯୨ ରନର ଲକ୍ଷ୍ୟ ପିଛା କରୁଛି।…
କେରଳ ପାଇଁ ମୋଦି ରଚିଲେ ଚକ୍ରବ୍ୟୁହ! ୨ ମାସରୁ କମ ସମୟ ମଧ୍ୟରେ ତୃତୀୟଥର କରିବେ ଯାତ୍ରା
ନୂଆଦିଲ୍ଲୀ,୨୫।୨: ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ମାସ ପରେ ତୃତୀୟ ଥର ପାଇଁ ରାଜ୍ୟ ଗସ୍ତ କରିବାକୁ ଯାଉଛନ୍ତି ଏବଂ ଦକ୍ଷିଣ କେରଳରେ ଭାଜପାର ନିର୍ବାଚନରେ ବିଜୟର ସ୍ବପ୍ନକୁ ସାକାର କରିବା ଏବଂ ଦଳ ମଧ୍ୟରେ…
ପୂର୍ବତନ ବିଧାୟକଙ୍କ ଉପରକୁ ଆଖିବୁଜା ଗୁଳି, ହସ୍ପିଟାଲରେ ମୃତ୍ୟୁ
ଚଣ୍ଡିଗଡ଼,୨୫।୨: ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ (ଆଇଏନଏଲଡି) ରାଜ୍ୟ ସଭାପତି ତଥା ବାହାଦୂରଗଡର ପୂର୍ବତନ ବିଧାୟକ ନଫେ ସିଂ ରାଠୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ରବିବାର ତାଙ୍କ ଉପରକୁ ଆଖିବୁଜା ଗୁଳି ଚାଳନା କରାଯାଇଥିଲା। ଆକ୍ରମଣ ପରେ ତାଙ୍କୁ ଆହତ…
ଏକ ହେଲା ରିଲାଏନ୍ସ-ଡିଜନି, ଏଣ୍ଟରଟେନମେଣ୍ଟ ସେକ୍ଟରରେ ହେବ ହଇଚଇ
ମୁମ୍ବାଇ,୨୫।୨: ମୁକେଶ ଅମ୍ବାନୀଙ୍କ ମାଲିକାନା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଏବଂ ୱାଲ୍ଟ ଡିଜନି ବର୍ତ୍ତମାନ ଭାରତରେ ଏକାଠି କାମ କରିବେ। ମିଡିଆ ଅପରେସନ ମିଶ୍ରଣ ପାଇଁ ଦୁଇ କମ୍ପାନୀ ମଧ୍ୟରେ ଏକ ଚୁକ୍ତି ହୋଇଛି। ଏହି ଚୁକ୍ତି ଉପରେ ଦୀର୍ଘ ସମୟ ଧରି…
ଜବାବ ଦେଲେ ନୁସରତ
କୋଲକାତା,୨୫।୨: ଟିଏମସି ଏମପି ତଥା ଅଭିନେତ୍ରୀ ନୁସରତ ଜାହାନ ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଥିବା ଟେନସନ ପ୍ରସଙ୍ଗରେ ତାଙ୍କ ଅନୁପସ୍ଥିତି ଏବଂ ନିରବତା ଅଭିଯୋଗର ଜବାବ ରବିବାର ଦେଇଛନ୍ତି। ସେ କହିଛନ୍ତି ଯେ ଜଣେ ମହିଳା ତଥା ନେତା ଭାବରେ ସେ ନିଜ…
ଏପ୍ରିଲ ପ୍ରଥମ ସପ୍ତାହରେ ହେବ ଲୋକ ସଭା ନିର୍ବାଚନ: କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ
ନୂଆଦିଲ୍ଲୀ,୨୫।୨: ଆସନ୍ତା ଲୋକ ସଭା ନିର୍ବାଚନର ତାରିଖ ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ତଥା ତେଲଙ୍ଗାନା ଭାଜପା ଅଧ୍ୟକ୍ଷ ଜି କିଶନ ରେଡ୍ଡୀ ରବିବାର (ଫେବୃଆରୀ ୨୫)ରେ ଏକ ବଡ଼ ଦାବି କରିଛନ୍ତି। ରେଡ୍ଡୀ କହିଛନ୍ତି ଯେ ଏପ୍ରିଲ ୨୦୨୪ ର ପ୍ରଥମ…
Archives


