ବରଗଡ଼ରେ ପ୍ରବଳ ବର୍ଷା
ବରଗଡ,୨୭।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହର ସମେତ ଆଖପାଖ ଅଞ୍ଚଳରେ ମଙ୍ଗଳବାର ରାତି ପ୍ରାୟ ୮ଟା ୪୦ ମିନିଟରୁ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା ଯୋଗୁ ପୂର୍ବାପେକ୍ଷା ସାମାନ୍ୟ ଅଧିକ ଥଣ୍ଡା ଅନୁଭୂତ ହୋଇଛି। ମାତ୍ର ବର୍ଷା ପ୍ରଭାବରେ ଅମ୍ବ…
ବିଭ୍ରାନ୍ତିକର ବିଜ୍ଞାପନକୁ ନେଇ ‘ପତଞ୍ଜଳି’କୁ ଅଦାଲତ ଅବମାନନା ନୋଟିସ୍
ନୂଆଦିଲ୍ଲୀ,୨୭।୨: ଯୋଗଗୁରୁ ରାମଦେବଙ୍କ ଅଡ଼ୁଆ ବଢ଼ିଛି। ପତଞ୍ଜଳି ଆୟୁର୍ବେଦ ଏବଂ ଏହାର ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କୁ ସୁପ୍ରିମକୋର୍ଟ ମଙ୍ଗଳବାର ଅଦାଲତ ଅବମାନନା ନୋଟିସ ଜାରି କରିଛନ୍ତି। ପୂର୍ବରୁ ଉତ୍ପାଦଗୁଡ଼ିକ ଉପରେ ବିଭ୍ରାନ୍ତିକର ବିଜ୍ଞାପନ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।…
ହାଇକୋର୍ଟରେ ନକଲି ଡାକ୍ତର ଚିହ୍ନଟ ମାମଲା: ‘ଜାଲ ଡାକ୍ତର ନିଯୁକ୍ତି ରୋକିବାକୁ କ’ଣ ପଦକ୍ଷେପ ନେଇଛ ଜଣାଅ’
କଟକ,୨୭ା୨ (କାର୍ତ୍ତିକ ସାହୁ) ରାଜ୍ୟରେ ରହିଥିବା ନକଲି ଡାକ୍ତରମାନଙ୍କୁ ଚିହ୍ନଟ କରାଯିବା ନେଇ ହାଇକୋର୍ଟରେ ରୁଜୁ ମାମଲାର ଶୁଣାଣି ମଙ୍ଗଳବାର ହୋଇଛି। ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଗତ ଏହି ମାମଲାର ଶୁଣାଣି କରିଛନ୍ତି ମୁଖ୍ୟ ବିଚାରପତି ଚକ୍ରଧର…
Ration card renewal: ପାଇବେ ମାଗଣା ରାସନ, ତୁରନ୍ତ ଅପଡେଟ୍ କରନ୍ତୁ ରାସନ କାର୍ଡ
ରାସନ କାର୍ଡ଼ଧାରୀଙ୍କ ପାଇଁ ବଡ଼ ଖବର। ମିଳିବ ମାଗଣା ରାସନ। ପ୍ରତିମାସରେ ମାଗଣା ଚାଉଳ-ଗହମ ସହ ଅନ୍ୟ ଜିନିଷ ମଧ୍ୟ ମିଳିବ। କିନ୍ତୁ ଆସନ୍ତା ମାର୍ଚ୍ଚ ସୁଦ୍ଧା ଏହି ଗୁରୁତ୍ୱପୂର୍ଣ୍ଣ କାମ କରିବାକୁ ପଡିବ। ଏହାଦ୍ୱାରା ଫ୍ରି’ରେ ରାସନ ପାଇପାରିବେ। ସରକାରୀ…
ନିର୍ବାଚିତ ସରକାରଙ୍କୁ ଭୟଭୀତ କରାଇ ଭାଙ୍ଗିବା କେଉଁ ପ୍ରକାରର ଗଣତନ୍ତ୍ର: ଖାର୍ଗେ
ନୂଆଦିଲ୍ଲୀ,୨୭।୨: ହିମାଚଳ ପ୍ରଦେଶରେ ଯାହା କରାଯାଇଛି ତାହା ଠିକ୍ ନୁହେଁ। ଯଦି କେନ୍ଦ୍ର ସରକାର ନିର୍ବାଚିତ ସରକାରଙ୍କୁ ଭାଙ୍ଗିବାର କାର୍ଯ୍ୟ କରନ୍ତି ତେବେ ଏହା କି ପ୍ରକାର ଗଣତନ୍ତ୍ର? ଏହାପୂର୍ବରୁ ମଧ୍ୟପ୍ରଦେଶ, କର୍ନାଟକ, ମଣିପୁର, ଗୋଆରେ ମଧ୍ୟ ସମାନ ଘଟଣା ଘଟିଥିଲା।…
ଟିମ୍ ଇଣ୍ଡିଆ ତ ଦୂରର କଥା, ଏବେ ମୁମ୍ବାଇ ଟିମ୍ରେ ବି ସୁଯୋଗ ମିଳି ନ ପାରେ…
ନୂଆଦିଲ୍ଲୀ,୨୭।୨: ସମୟ ଥିଲା ଯେତେବେଳେ ଅଜିଙ୍କ୍ୟ ରାହାନେ ଟିମ୍ ଇଣ୍ଡିଆ ବ୍ୟାଟିଂର ପ୍ରମୁଖ ଅଂଶ ଥିଲେ। ମଧ୍ୟକ୍ରମରେ ଉଲ୍ଲେଖନୀୟ ବ୍ୟାଟିଂ କରି ସେ ଅନେକ ମ୍ୟାଚ୍ ଜିତାଇଥିଲେ। ଏହି କାରଣରୁ ତାଙ୍କୁ ଟେଷ୍ଟ ଟିମ୍ର ଅଧିନାୟକ ମଧ୍ୟ କରାଯାଇଥିଲା। ବର୍ତ୍ତମାନ ସମୟରେ…
ରାଜଧାନୀରେ ପୁଣି ଚୋରି: ଘରୁ ନେଇଗଲେ ୫ ଲକ୍ଷର ସୁନା ଅଳଙ୍କାର
ଭୁବନେଶ୍ୱର,୨୭।୨(ସତ୍ୟଜିତ୍ ରାଉତ): ରାଜଧାନୀରେ କମୁନି ଚୋରଙ୍କ ଉପଦ୍ରବ। ସୁଯୋଗ ଦେଖି ଘରେ କଳାକନା ବୁଲାଉଛନ୍ତି ଚୋର। ତେବେ ଭୁବନେଶ୍ୱରରେ ପୁଣି ଚୋରି ହୋଇଛି। ଶହୀଦନଗର ଥାନା ଅନ୍ତର୍ଗତ ଭିଏସ୍ଏସ୍ ନଗରରେ ଜଣଙ୍କ ଘରୁ ସୋମବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ସୁନା ଅଳଙ୍କାର…
ପରୀକ୍ଷା ହଲ୍ରେ କପି ଦେଲେ ମହିଳା ହୋମଗାର୍ଡ, ସହଯୋଗ କରି ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ
କଟକ,୨୬ା୨ (କାର୍ତ୍ତିକ ସାହୁ): ମାଟ୍ରିକ ପରୀକ୍ଷା ହଲ୍ରେ ଦାୟିତ୍ୱ ଠିକ ଭାବେ ତୁଲାଇ ନ ଥିବାରୁ ନରସିଂହପୁର ବ୍ଲକ ଅନ୍ତର୍ଗତ ପତଣ୍ଡାସ୍ଥିତ ଶଙ୍କର୍ଷଣ ବିଦ୍ୟାପୀଠର ଶିକ୍ଷୟିତ୍ରୀ ଅନୁସୟା ମହାରଣାଙ୍କୁ ନିଲମ୍ବିତ କରାଯାଇଛି। ଶିକ୍ଷୟିତ୍ରୀ ଜଣକ ପରୀକ୍ଷା ନିରୀକ୍ଷକ ଦାୟିତ୍ୱରେ ଥିବା ହଲ୍…
ବିବାହର ମିଥ୍ୟା ପ୍ରତିଶୃତି ଦେଇ ଘରୋଇ ସହାୟିକାଙ୍କୁ ଠକେଇ, ଅଟୋ ଚାଳକ ଗିରଫ
ଭୁବନେଶ୍ୱର,୨୭।୨(ସୂର୍ଯ୍ୟକାନ୍ତ ବେହେରା): ଜଣେ ଘରୋଇ ସହାୟିକାଙ୍କୁ ବିବାହର ମିଥ୍ୟା ପ୍ରତିଶୃତି ଦେଇ ତାଙ୍କଠାରୁ ଟଙ୍କା ଠକିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୋଲିସ ଜଣେ ଅଟୋ ଚାଳକଙ୍କୁ ଗିରଫ କରିଛି । ଅଭିଯୁକ୍ତ ହେଲେ ସ୍ଥାନୀୟ ଥାନା ଅଞ୍ଚଳରେ ରହୁଥିବା ପୁରୀର ପ୍ରଦୀପ୍ତ…
ସିରିଜ ହାରିଯିବା ସତ୍ତ୍ୱେ ନିଜର ପ୍ରଶଂସା କରି ଚର୍ଚ୍ଚାରେ ଷ୍ଟୋକ୍ସ
ନୂଆଦିଲ୍ଲୀ,୨୭।୨: ଭାରତ ବିପକ୍ଷରେ ଇଂଲଣ୍ଡର ଖେଳାଳିମାନେ ଜବରଦସ୍ତ ପ୍ରଦର୍ଶନ କରିବେ ବୋଲି ଆଶା କରାଯାଉଥିଲା। ହେଲେ ରୋହିତଙ୍କ ଯୁବ ବିଗ୍ରେଡ୍ ଇଂଲଣ୍ଡ ଟିମ୍ର ଆଶା ଧୂଳିସାତ କରିଦେଇଛନ୍ତି। ବେଜବଲ୍କୁ ନେଇ ଦୁନିଆରେ ଦବ୍ଦବା ହାସଲ କରିଥିବା ଇଂଲଣ୍ଡ ଟିମ୍ ଭାରତରେ ଟେଷ୍ଟ…
ମେ’ ୧୫ ଭିତରେ ଯୁକ୍ତ୨ ପରୀକ୍ଷା ଫଳ
ଭୁବନେଶ୍ୱର, ୨୭।୨(ଅସମାପିକା ସାହୁ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଫଳ ମେ’ ୧୫ ଭିତରେ ପ୍ରକାଶ ପାଇପାରେ। ଚଳିତ ବର୍ଷ ଗୋଟିଏ ଦିନରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ରେଜଲ୍ଟ ପ୍ରକାଶ ପାଇବ। ଏ…
ବାରବାଟୀ ଷ୍ଟାଡିୟମର ନବୀକରଣ ପ୍ରକଳ୍ପର ଶିଳାନ୍ୟାସ: ବିଭିନ୍ନ ଜିଲାରେ ହେବ ୪୧କ୍ରିକେଟ ଏକାଡେମୀ
କଟକ,୨୭।୨: କଟକ ବାରବାଟୀ ଷ୍ଟାଡିୟମ ନବୀକରଣ ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ରାଜ୍ୟର ବିଭିନ୍ନ ଜିଲାରେ ହେବାକୁଥିବା ଥିବା ୪୧ଟି କ୍ରିକେଟ ଏକାଡେମୀର ମଧ୍ୟ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି । ଭର୍ଚ୍ଚୁଆଲ ମାଧ୍ୟମରେ ବୁଧବାର ଏହାର…
Archives


