କ୍ରିକେଟର୍ଙ୍କ ବାର୍ଷିକ ଚୁକ୍ତିନାମା ଘୋଷଣା କଲା ବିସିସିଆଇ
ନୂଆଦିଲ୍ଲୀ,୨୮।୨: ଭାରତୀୟ କ୍ରିକେଟ ବୋର୍ଡ ଅଫ କ୍ରିକେଟ(ବିସିସିଆଇ) ବୁଧବାର ୨୦୨୩-୨୪ ସିଜନ (ଅକ୍ଟୋବର ୧, ୨୦୨୩ ରୁ ସେପ୍ଟେମ୍ବର ୩୦, ୨୦୨୪) ପାଇଁ ଟିମ ଇଣ୍ଡିଆ (ସିନିୟର ପୁରୁଷ)ର ବାର୍ଷିକ ଖେଳାଳି ଚୁକ୍ତିନାମା ଘୋଷଣା କରିଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି…
ବିଜୟଙ୍କ ସହ ବିବାହକୁ ନେଇ ନିଜେ କନଫର୍ମ କଲେ ରଶ୍ମିକା, ଭାଇରାଲ ହେଉଛି ଟ୍ବିଟ୍
ମୁମ୍ବାଇ: ସାଉଥ ଓ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦନା ସବୁବେଳେ ଚର୍ଚ୍ଚାରେ ଥା’ନ୍ତି। ନିକଟରେ ହିଟ୍ ହୋଇଥିବା ଆନିମଲରେ ତାଙ୍କର ଦମଦାର ଅଭିନୟ ହେଉ କି ଅଭିନେତା ବିଜୟ ଦେବରାକୋଣ୍ଡାଙ୍କ ଲଭ୍ ଲାଇଫକୁ ନେଇ ହେଉ। ପୂର୍ବରୁ କେବଳ ପ୍ରଶଂସକମାନେ…
ଆର୍ଯ୍ୟପଲୀ ବେଳାଭୂମିରେ ପଡ଼ିଛି ଅଲିଭ୍ରିଡ୍ଲେଙ୍କ ମୃତଦେହ
ଛତ୍ରପୁର,୨୮ା୨(ଦିଲ୍ଲୀପ ସାମଲ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ନିକଟ ବେଳାଭୂମିରେ କେତେକ ମୃତ ଅଲିଭ୍ରିଡ୍ଲେ କଇଁଛ ପଡ଼ିଥିବାର ଦେଖିବାକୁ ମିଳିଛି। ଏନେଇ କିଛି ଅଞ୍ଚଳବାସୀ ସେଠାକୁ ଯାଇ ଦେଖିଥିବା ସୂଚନା ମିଳିଛି। ଅଲିଭ୍ରିଡ୍ଲେ କଇଁଛର ସୁରକ୍ଷା ଉପରେ ପ୍ରଶ୍ନବାଚୀ…
ଡିଏମ୍କେ ବିଜ୍ଞାପନରେ ଚାଇନା ପତାକା ଦେଖି ରାଗିଗଲେ ମୋଦି
ଚେନ୍ନାଇ,୨୮।୨:ତାମିଲନାଡୁର ତିରୁନେଲଭେଲିରେ ବୁଧବାର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଇସ୍ରୋର ଲଞ୍ଚ ପ୍ୟାଡ ସମ୍ବନ୍ଧ ବିଜ୍ଞାପନରେ ଚାଇନାର ପତାକା ଥିବାରୁ ଦ୍ରାବିଡା ମୁନ୍ନେତ୍ରା କାଜଗାମ (ଡିଏମକେ) କୁ ଟାର୍ଗେଟ କରିଥିଲେ ଏବଂ…
ସିଂହ ଚମଡ଼ା ପିନ୍ଧିଦେଲେ ବିଲେଇ ସିଂହ ହୋଇଯାଏ ନାହିଁ: ଉଦ୍ଧବଙ୍କୁ ଚ୍ୟାଲେଞ୍ଜ୍ ଦେଲେ ମନ୍ତ୍ରୀ
ପୁଣେ,୨୮।୨: ମହାରାଷ୍ଟ୍ର ସରକାରୀ ମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଶିବସେନାକୁ ଟାର୍ଗେଟ୍ କରିଛନ୍ତି। ଆଗାମୀ ଲୋକ ସଭା ନିର୍ବାଚନରେ ଗୋଟିଏ ଆସନ ଜିତିବାକୁ ମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ଉଦ୍ଧବ ଠାକରେ ଏକ ବିବୃତ୍ତିରେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ମହାରାଷ୍ଟ୍ରରେ ପରାଜୟକୁ…
ଜଳସେଚନ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ
ଲୋଇସିଂହା,୨୮ା୨(ସୁଶାନ୍ତ ବାରିକ): ଲୋୟର ସୁକତେଲ ପ୍ରକଳ୍ପରୁ ଜଳସେଚନ ଓ ବିଭିନ୍ନ ଦାବି ନେଇ ବଲାଙ୍ଗୀର ଲୋଇସିଂହା ଥାନା ରୁଗୁଡ଼ିଖାଲଠାରେ ଚାଷୀମାନେ ବୁଧବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। କୃଷକ ସଙ୍ଘର୍ଷ ସମିତି ସଭାପତି ରତ୍ନାକର ମିଶ୍ରଙ୍କ ନେତୃତ୍ୱରେ ଆଗଲପୁର ବ୍ଲକର ୫ଟି ପଞ୍ଚାୟତ ନଅଗାଁ…
‘ସେ ଥିଲେ ଖୋଲା ଆକାଶର ପକ୍ଷୀ, ମୋ ପାଖରେ ଥିଲା ମାଇକ୍ରୋସଫ୍ଟ’, ଯେବେ ବିଲ୍ ଗେଟ୍ସଙ୍କ ଭାଙ୍ଗି ଯାଇଥିଲା ହୃଦୟ
୨୦୧୯ ସେପ୍ଟେମ୍ବରରେ ଏକ ଡକ୍ୟୁମେଣ୍ଟାରୀ ସିରିଜ ରିଲିଜ୍ ହୋଇଥିଲା। ଯାହାର ନାଁ ଥିଲା ‘Inside Bills Brain’ । ଏହି ୩ଟି ଏପିସୋଡର ଗୋଟିଏ ସିରିଜରେ ଡକ୍ୟୁମେଣ୍ଟାରୀର ନିର୍ଦ୍ଦେଶନା ଦେଇଥିବା ଡେଭିସ Davis Guggenheim ଓ Bill Gates୍ସ ଏକାଠି କାର୍ଡ…
ଅଖିଳେଶଙ୍କୁ ସିବିଆଇ ନୋଟିସ୍: ଗୁରୁବାର ହାଜର ହେବାକୁ ନିର୍ଦ୍ଦେଶ
ଲକ୍ଷ୍ନୌ,୨୮।୨: ଏସପି ଜାତୀୟ ସଭାପତି ତଥା ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ବେଆଇନ ଖଣି ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଦ୍ୱାରା ସାକ୍ଷୀ ଭାବେ ଡକାଯାଇଛି। ଫେବୃଆରୀ ୨୯ରେ ତାଙ୍କୁ ଦିଲ୍ଲୀରେ ସିବିଆଇରେ ହାଜର ହେବାକୁ ଡକାଯାଇଛି। ଅଖିଳେଶ…
ଜଣେ ବରକୁ ୪ କନ୍ୟା, ସମସ୍ତଙ୍କ ମଥାରେ ପିନ୍ଧାଇଲେ ସିନ୍ଦୂର
ବିବାହ ହେଉଛି ସାତ ଜନ୍ମର ସାଥୀ। ଲୋକମାନେ ନିଜ ଝିଅମାନଙ୍କ ପାଇଁ ଏମିତି ଏକ ବରପାତ୍ର ଖୋଜନ୍ତି, ଯାହାଙ୍କ ସହିତ ଝିଅ ନିଜ ଜୀବନକୁ ଖୁସିରେ ବିତାଇ ପାରିବେ। ଜଣେ ବରକୁ ଜଣେ କନ୍ୟା ବିବାହ କରିବାର ବିଧି ରହିଛି। ମାତ୍ର…
ମହିନ୍ଦ୍ରା ଥର୍ ସ୍ପେଶାଲ ଏଡିଶନ ଲଞ୍ଚ୍: ଦାମ୍ ରହିଛି…
ନୂଆଦିଲ୍ଲୀ,୨୮।୨: ଗାଡି ନିର୍ମାତା ମହିନ୍ଦ୍ରା ନିଜ ଥର ଲାଇଫ୍ଷ୍ଟାଇଲ୍ ଏସୟୁଭିର ଏକ ନୂତନ ସ୍ପେଶାଲ ଏଡିଶନ ଲଞ୍ଚ କରିଛି, ଯାହାର ନାମ ମହିନ୍ଦ୍ରା ଥର ଆର୍ଥ ଏଡିଶନ। ଡିଜର୍ଟ ଦ୍ୱାରା ଅନୁପ୍ରାଣିତ ଏହି ନୂତନ ଥର SUV 4 ଭାରିଆଣ୍ଟରେ ଉପଲବ୍ଧ…
ଟ୍ରେନ୍ରେ ଯାଉଥିବା ଏହି ବାପ-ଝିଅଙ୍କୁ ଦେଖି ହୋଇଯିବେ ଇମୋଶନାଲ୍: ଦେଖନ୍ତୁ ଭିଡିଓ
କୁହାଯାଏ, ପୁଅ ନିଜ ମା’ଙ୍କ ଏବଂ ଝିଅ ପିତାଙ୍କ ନିକଟତର। ଆପଣ ମଧ୍ୟ ଏହା ନିଶ୍ଚୟ ଏଭଳି ଅନୁଭବ କରିଥିବେ । ସୋସିଆଲ ମିଡିଆରେ ବାପା-ଝିଅଙ୍କ ପ୍ରେମର ଏଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓକୁ ଦେଖି ଲୋକେ…
ବିଶ୍ୱର ସବୁଠୁ ଛୋଟ ୱାଶିଂ ମେଶିନ ତିଆରି କଲେ ଆନ୍ଧ୍ରପ୍ରଦେଶ ଯୁବକ: ସାରା ବିଶ୍ୱରେ ପ୍ରଶଂସା
ଆନ୍ଧ୍ରପ୍ରଦେଶର ବାସିନ୍ଦା ସାଇ ତିରୁମଲାନିଦି ସବୁଠାରୁ ଛୋଟ ୱାଶିଂ ମେଶିନ ତିଆରି କରି ଇତିହାସ ରଚିଛନ୍ତି ଏବଂ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛନ୍ତି। ନିକଟରେ ଗିନିଜ ବୁକ ନିଜ ଇନଷ୍ଟାଗ୍ରାମ ପେଜ ରେ ଏହି ସଫଳତାକୁ ଶେୟାର କରିଛି। ଯାହାକୁ ସମଗ୍ର…
Archives


