Home

ଟି-୨୦ ବିଶ୍ୱକପ୍‌ରେ ଜିତିଲେ ମିଳିବ ଏତେ ଟଙ୍କା, ଆଉ ସେଞ୍ଚୁରୀ ମାରିଲେ…

ନୂଆଦିଲ୍ଲୀ,୨୯।୬: ଟି-୨୦ ବିଶ୍ୱକପ (ଭାରତ ବନାମ ଦକ୍ଷିଣ ଆଫ୍ରିକା ଫାଇନାଲ ୨୦୨୪)ର ଅନ୍ତିମ ମ୍ୟାଚରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମୁହାଁମୁହିଁ ହେବାକୁ ଯାଉଛନ୍ତି। ଭାରତୀୟ ଦଳ ୧୦ବର୍ଷ ପରେ ଟି-୨୦ ବିଶ୍ୱକପ ଫାଇନାଲରେ ଏଣ୍ଟ୍ରି କରିଛି। ଭାରତ ଶେଷ ଥର…

ଏହି ଦିନଠୁ ଅଭିଯୋଗ ଶୁଣିବ ବିଡିଏ

ଭୁବନେଶ୍ୱର,୨୯ା୬: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଜୁଲାଇ ୧ (ସୋମବାର)ଠାରୁ ଅଭିଯୋଗ ଶୁଣାଣି ଆରମ୍ଭ କରିବ। ଏହି ଶୁଣାଣି ପ୍ରତି ସୋମବାର (ସରକାରୀ ଛୁଟି ଦିନବ୍ୟତୀତ) ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ୩୦ ମଧ୍ୟରେ ହେବ। ସୂଚନାଯୋଗ୍ୟ, ପୂର୍ବରୁ ପ୍ରତି ସୋମବାର…

ଜାଣନ୍ତୁ କାହା ଭୁଲ୍‌ ଯୋଗୁ ମହାକାଶରେ ଫସିଛନ୍ତି ସୁନୀତା, ଫେରିବା ନେଇ କହିଲେ…

ଓ୍ବାଶିଂଟନ,୨୯ା୬: ବୋଇଂର ଷ୍ଟାର୍‌ଲାଇନର ମହାକାଶଯାନରେ ସ୍ପେସ୍ ଷ୍ଟେଶନରେ ପହଞ୍ଚିଥିବା ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସଙ୍କୁ ହୁଏତ ମହାକାଶରେ ଦୀର୍ଘଦିନ ରହିବାକୁ ପଡ଼ିପାରେ। ପୂର୍ବରୁ ଏହି ମିଶନ କିଛି ଦିନ ପାଇଁ ଥିଲା। କିନ୍ତୁ ନାସା କମର୍ସିଆଲ କ୍ରୁ…

ଭାରତ-ଦକ୍ଷିଣ ଆଫ୍ରିକା ମହାମୁକାବିଲା ଟାଇ ହୋଇଗଲେ କିଭଳି ହେବ ବିଜେତା ଚୟନ? ଜାଣନ୍ତୁ ନିୟମ…

ବାର୍ବାଡୋସ୍‌,୨୯।୬: ରୋହିତ ଶର୍ମା ନେତୃତ୍ୱାଧୀନ ଭାରତୀୟ ଟିମ୍‌ ଶନିବାର ଏଠାରେ ଟି୨୦ ବିଶ୍ୱକପ୍‌ ଫାଇନାଲ ଖେଳିବ। ପ୍ରଥମ ଥର ଫାଇନାଲ ଖେଳୁଥିବା ଦକ୍ଷିଣ ଆଫ୍ରିକା ସହ ଦଳ ଭେଟିବାକୁ ଯାଉଥିବାରୁୁ ମ୍ୟାଚ୍‌ଟି ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି। ଭାରତୀୟ…

ଯଦି ବର୍ଷା କାରଣରୁ ଆଜିର ମ୍ୟାଚ୍‌ ବାତିଲ ହୁଏ ତେବେ ଚାମ୍ପିୟନ କିଏ ହେବ? ଜାଣନ୍ତୁ କ’ଣ କହେ ଆଇସିସି

ନୂଆଦିଲ୍ଲୀ,୨୯ା୬: ଜୁନ୍‌ ୨୯ ଅର୍ଥାତ୍‌ ଶନିବାର ଭାରତ ଏବଂ ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ୍‌ ୨୦୨୪ର ଟାଇଟଲ ମୁକାବିଲାରେ ମୁହାଁମୁହିଁ ହେବେ। ଗୋଟିଏ ପଟେ ଆଫ୍ରିକା ପ୍ରଥମ ଥର ପାଇଁ ବିଶ୍ୱକପ୍‌ ଫାଇନାଲ ଖେଳିବ, ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆ ଗତ ୧୧…

ନଦୀକୂଳରେ ଖେଳୁଥିବା ବେଳେ ନାବାଳକଙ୍କୁ ଟାଣିନେଲା କୁମ୍ଭୀର

ଅନୁଗୋଳ,୨୯ା୬: ଅନୁଗୋଳରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ଜଣେ ୮ ବର୍ଷର ନାବାଳକଙ୍କୁ ମହାନଦୀକୁ ଟାଣି ନେଇଥିଲା କୁମ୍ଭୀର। ଟିକରପଡ଼ା ମହାନଦୀ କୂଳରେ ନାବାଳକ ଜଣକ ଖେଳୁଥିବା ବେଳେ ହଠାତ୍‌ କୁମ୍ଭୀରଟି ପଛପଟୁ ଆସି ଟାଣି ନେଇଥିଲା। ଖବର ପ୍ରଚାରିତ…

ଭାଜପାର ଟେନ୍‌ସନ୍‌ ବଢ଼ାଇଲା ଜେଡିୟୁ, କେନ୍ଦ୍ର ସରକାରଙ୍କ ଆଗରେ ରଖିଦେଲା ଏହି ବଡ଼ ଦାବି

ପାଟନା,୨୯ା୬: ଦିଲ୍ଲୀରେ ଅନୁଷ୍ଠିତ ଜନତା ଦଳ ୟୁନାଇଟେଡ୍‌(ଜେଡିୟୁ)ର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ରାଜ୍ୟ ସଭା ଏମ୍‌ପି ସଞ୍ଜୟ କୁମାର ଝା ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଛନ୍ତି। ସଞ୍ଜୟ ପୂର୍ବରୁ ମଧ୍ୟ ଦଳର ଅଧ୍ୟକ୍ଷ ଥିଲେ। ରାଜଧାନୀରେ ହୋଇଥିବା ବୈଠକରେ ଖୋଦ୍‌ ପାର୍ଟିର…

ଅଣ ଓଡ଼ିଆ ଅଫିସର ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ କରିବା ପଛରେ କ’ଣ ରହିଛି ବଡ଼ କାରଣ? ଜାଣନ୍ତୁ…

ଭୁବନେଶ୍ୱର,୨୯।୬: ଓଡ଼ିଶାରେ ନୂଆ ଭାଜପା ସରକାରଙ୍କ ପକ୍ଷରୁ ଶୁକ୍ରବାର ୧୯୯୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି। ଏହାଛଡ଼ା ତାଙ୍କୁ ସାଧାରଣ ପ୍ରଶାସନିକ ବିଭାଗର ସଚିବ ଦାୟିତ୍ୱ ମଧ୍ୟ ମିଳିଛି।…

ଏଣିକି କାମରେ ଖିଲାପ କଲେ ସରକାରୀ କର୍ମଚାରୀଙ୍କୁ ଦିଆଯିବ ବାଧ୍ୟତାମୂଳକ ଅବସର, କେନ୍ଦ୍ର ସରକାରଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୯।୬:ଏଣିକି ସରକାରୀ ଅଫିସରେ କାମ ଠିକ୍‌ ଭାବରେ ନ କଲେ ସମୟ ପୂର୍ବରୁ ସେବାନିବୃତ କରାଯିବ। ଏନେଇ ଏକ ନିର୍ଦ୍ଦେଶାନାମା ଜାରି କରିଛି କେନ୍ଦ୍ର। କର୍ମଚାରୀ ଏବଂ ତାଲିମ ବିଭାଗ (DoPT) ସଂପୃକ୍ତ ମନ୍ତ୍ରଣାଳୟକୁ କର୍ମଚାରୀଙ୍କ ସାମୟିକ ସମୀକ୍ଷା କରିବା ପାଇଁ…

ଅଖିଳେଶଙ୍କୁ ସ୍ବତନ୍ତ୍ର ଭେଟି, ସମାଜବାଦୀ ପାର୍ଟି ମୁଖ୍ୟାଳୟ ବାହାରେ ଲାଗିଲା ‘ଭାବି ପ୍ରଧାନମନ୍ତ୍ରୀ’ ପୋଷ୍ଟର…

ଲକ୍ଷ୍ନୌ,୨୯।୬: ଲୋକ ସଭା ନିର୍ବାଚନ ୨୦୨୪ରେ ଦେଶର ୩ୟ ସର୍ବବୃହତ ଦଳ ପାଲଟିଛି ସମାଜବାଦୀ ପାର୍ଟି। ଏହାକୁ ନେଇ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। କେବଳ ଏତିକି ନୁହେଁ ଜାତୀୟ ରାଜନୀତିରେ ମଧ୍ୟ ଅଖିଳେଶ ଯାଦବ ଅଧିକ ସକ୍ରିୟ ହେଉଛନ୍ତି।…

ସୋନାକ୍ଷୀଙ୍କ ବିବାହର ୫ ଦିନ ପରେ ଶତ୍ରୁଘ୍ନ ସିହ୍ନା ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ବମ୍ବେ: ଗତ କିଛି ଦିନ ଧରି ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜର ବିବାହକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ପ୍ରେମିକ ଜାହିର ଇକବାଲଙ୍କୁ ସେ ବିବାହ କରିଛନ୍ତି। ଏହାକୁ ନେଇ ଶୁଭେଚ୍ଛା ଏବଂ ଉତ୍ସବର ବାତାବରଣ ଜାରି ରହିଥିବା ବେଳେ ଏବେ…

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଲକ୍ଷ୍ମୀ ବସ୍‌ ନାଁ ବଦଳାଯାଇ ରଖାଯିବ ଏହି ନାଁ

ଭୁବନେଶ୍ୱର,୨୯।୬: ଲକ୍ଷ୍ମୀ ବସ୍‌ ନାଁକୁ ନେଇ ବଡ଼ ଅପ୍‌ଡେଟ ସାମ୍ନାକୁ ଆସିଛି। ଲକ୍ଷ୍ମୀ ବସ୍‌ ନାଁ ବଦଳିବ ବୋଲି ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଲକ୍ଷ୍ମୀ ବସ୍‌ ନାଁ ବଦଳାଇ ମୁଖ୍ୟମନ୍ତ୍ରୀ ବସ୍‌ ସେବା କରାଯିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?