Home

ହଠାତ୍‌ ସୁପ୍ରିମ କୋର୍ଟ ପହଞ୍ଚିଲେ ସିସୋଡିଆ, ସିଜେଆଇ କହିଲେ ଇମେଲ କରନ୍ତୁ…

ନୂଆଦିଲ୍ଲୀ,୪।୩: ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ଜେଲରେ ଥିବା ଆମ ଆଦମୀ ପାର୍ଟି (ଏଏପି) ନେତା ମନୀଷ ସିସୋଡିଆ ପୁଣି ଥରେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଦିଲ୍ଲୀ ଏକ୍ସାଇଜ ପଲିସି ସ୍କାମ ସହିତ ଜଡିତ ଦୁର୍ନୀତି ଏବଂ ଅର୍ଥ ହେରଫେର ମାମଲାରେ ଜାମିନ…

ଲୋକ ସଭା ନିର୍ବାଚନ ପୂର୍ବରୁ ମମତାଙ୍କୁ ଶକ୍ତ ଝଟ୍‌କା

କୋଲକାତା,୪।୩: ଲୋକ ସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଏକ ଝଟ୍‌କା ପାଇଛନ୍ତି। ଦଳର କାର୍ଯ୍ୟକଳାପକୁ ନେଇ ନିରାଶା ପ୍ରକାଶ କରି ବରିଷ୍ଠ ତ୍ରୁଣମୂଳ କଂଗ୍ରେସ ନେତା ତାପସ ରୟ ସୋମବାର ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଦେଶରେ…

୧୪ ବର୍ଷର ବାଳକ ଗଢ଼ିଲେ ଦେଶ, ନିଜକୁ କହିଲେ ରାଷ୍ଟ୍ରପତି, ତିଆରି କଲେ ଜାତୀୟ ପତାକା

ଜଣେ ୧୪ ବର୍ଷର ବାଳକ ପାଠପଢ଼ା କିମ୍ବା ଖେଳକୁଦରେ ନାଁ କମାଇବା ସାଧାରଣ କଥା। ମାତ୍ର ଏତେ କମ୍‌ ବୟସରେ ଏକ ବଡ଼ କାମ କରିବା ଏକଥା ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ବିଶ୍ୱାସ ନ ହେଲେ ବି ଏହା ସତ। ଜଣେ…

ଅସ୍ଥିକୁ ମଜଭୁତ ରଖେ ସଜନା ଶାଗ

ସଜନା ଶାଗରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଯଥା-କ୍ୟାଲ୍‌ସିୟମ୍‌, ପୋଟାସିୟମ୍‌, ଆଇରନ୍‌, ଭିଟାମିନ୍‌-ଏ, ସି ଏବଂ ଇ ଭରି ରହିଛି। ନିୟମିତ ସଜନା ଶାଗ ଖାଇଲେ ଏଥିରେ ଥିବା କ୍ୟାଲସିୟମ ତତ୍ତ୍ୱ ଅସ୍ଥିକୁ ମଜଭୁତ ରଖିବାରେ ଅନେକାଂଶରେ ସହାୟକ ହୋଇଥାଏ। ଏଥିରେ ଆଉ…

ଥାଲାସିମିଆ: କାରଣ, ପ୍ରତିକାର

”ଥାଲାସିମିଆ ରୋଗୀର କମିଯାଏ ହେମୋଗ୍ଲୋବିନ୍‌ର ମାତ୍ରା ଓ ଲୋହିତ ରକ୍ତକୋଷିକାଗୁଡ଼ିକର ସଂଖ୍ୟା। ଲୋହିତ ରକ୍ତକୋଷିକାଗୁଡ଼ିକ ଛୋଟଛୋଟ ହୋଇଯାଆନ୍ତି। ନର୍ମୋବ୍ଲାଷ୍ଟ ନାମକ ଅବିକଶିତ ଲୋହିତ ରକ୍ତକୋଷିକାଗୁଡ଼ିକର ସଂଖ୍ୟା ବଢ଼ିଯାଏ। ବଢ଼ିଯାଏ ‘ଫିଟାଲ ହେମୋଗ୍ଲୋବିନ୍‌’ ବା ‘ହେମୋଗ୍ଲୋବିନ୍‌-ଏଫ୍‌’ର ମାତ୍ରା। ‘ଏଚ୍‌ପିଏଲ୍‌ସି’ ନାମକ ଏକ ଅତ୍ୟାଧୁନିକ…

ପ୍ରତ୍ୟେକ ମ୍ୟାଚ ପୂର୍ବରୁ ବିରାଟ କୋହଲିଙ୍କ ‘ଆଗ୍ରେସିଭ୍‌ ଭିଡିଓ’ ଏହି ମହିଳା କ୍ରିକେଟର୍‌

ନୂଆଦିଲ୍ଲୀ,୪।୨: ଆଜିକାଲି ଡବ୍ଲୁପିଏଲ୍‌ ଖେଳାଯାଉଛି। ଟୁର୍ନାମେଣ୍ଟର ପ୍ରାୟ ଅଧା ଅର୍ଥାତ୍‌ ୧୦ଟି ମ୍ୟାଚ ଖେଳାଯାଇଛ। ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲ୍ସ ଦଳ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନରେ ରହିଛି। ମେଗ ଲେନିଙ୍ଗଙ୍କ ଅଧିନାୟକତ୍ୱରେ ଦିଲ୍ଲୀ ୪ଟି ମ୍ୟାଚ ମଧ୍ୟରୁ ୩ଟି ଜିତିଛି। ମହିଳା…

ଆଇପିଏଲ୍‌ ଇତିହାସରେ ସବୁଠୁ ମହଙ୍ଗା ଅଧିନାୟକ ହେଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୪।୨: ସନରାଇଜର୍ସ ହାଇଦ୍ରାବାଦ୍‌ ଆଇପିଏଲ ୨୦୨୪ରେ ଅଧିନାୟକ ଭାବରେ ୨୦ କୋଟି ଟଙ୍କା ମୂଲ୍ୟର ଖେଳାଳି ପାଟ କମିନ୍ସଙ୍କୁ ନିଯୁକ୍ତ କରିଛି। ଅଷ୍ଟ୍ରେଲୀୟ ଦଳର ବର୍ତ୍ତମାନର ଅଧିନାୟକ ପ୍ୟାଟ କମିନ୍ସଙ୍କୁ ଆଇପିଏଲ ୨୦୨୪ ନିଲାମରେ ସନରାଇଜର୍ସ ହାଇଦ୍ରାବାଦ ଦ୍ୱାରା ୨୦ କୋଟି…

ଭୋଟ ବଦଳରେ ନୋଟ ମାମଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା: କହିଲେ…

ନୂଆଦିଲ୍ଲୀ,୪।୩: ଭୋଟ ବଦଳରେ ନୋଟ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରେ ସୋମବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ଏକ୍ସରେ ଏକ ପୋଷ୍ଟ ମାଧ୍ୟମରେ ସେ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ପୋଷ୍ଟରେ ଲେଖିଛନ୍ତି…

ମୋଦିଙ୍କ ଭାଷଣ ଶୁଣି ଏକ୍ସ ବାୟୋ ପରିବର୍ତ୍ତନ କରୁଛନ୍ତି ଭାଜପା ନେତା: ଲେଖୁଛନ୍ତି ଏମିତି…

ହାଇଦ୍ରାବାଦ୍‌,୪।୩:: ଭାରତୀୟ ଜନତା ପାର୍ଟି (ଭାଜପା)ର ବରିଷ୍ଠ ନେତାମାନେ ହଠାତ୍‌ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ବାୟୋରେ ପରିବର୍ତ୍ତନ କରିଥିଲେ। କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ଆରମ୍ଭ କରି ଯୁବ ଚେହେରା ଏବଂ କ୍ୟାବିନେଟ ମନ୍ତ୍ରୀ ଅନୁରାଗ ଠାକୁର ପର୍ଯ୍ୟନ୍ତ…

୫ ବର୍ଷ ପୂର୍ବରୁ ହିଁ ମୋଦି ସ୍ଥିର କରିଥିଲେ ବାଂସୁରୀ ସ୍ବରାଜଙ୍କୁ ଦେଇଥାଆନ୍ତେ ଟିକେଟ? ଭାଇରାଲ ହେଉଛି ଭିଡଓ

ନୂଆଦିଲ୍ଲୀ,୪।୩: ଦିଲ୍ଲୀରେ ଆମ ଆଦମୀ ପାର୍ଟି (ଏଏପି) ଏବଂ କଂଗ୍ରେସ ଏକାଠି ନିର୍ବାଚନ ଲଢିବେ। ଦିଲ୍ଲୀର ୭ ଟି ଲୋକ ସଭା ଆସନ ମଧ୍ୟରୁ ଏଏପି ୪ଟି ଆସନ ଏବଂ କଂଗ୍ରେସ ୩ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ସମସ୍ତ ଚାରିଟି ଆସନରେ…

ସନାତନ ଧର୍ମ ଉପରେ ଟିପ୍ପଣି କରି ଫସିଲେ ଉଦୟନିଧି, ସୁପ୍ରିମକୋର୍ଟରୁ ଲାଗିଲା ଝଟ୍‌କା

ନୂଆଦିଲ୍ଲୀ,୪।୩: ସନାତନ ଧର୍ମ ଉପରେ ଦେଇଥିବା ମନ୍ତବ୍ୟ ପାଇଁ ସୁପ୍ରିମକୋର୍ଟ ଡିଏମକେ ନେତା ତଥା ତାମିଲନାଡୁର ମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଷ୍ଟାଲିନଙ୍କୁ ମଧ୍ୟ କହିଛନ୍ତି ଯେ ସେ ଜଣେ ରାଜ ନେତା ଏବଂ ସେ ତାଙ୍କ…

୨୧ ଟନ୍‌ ଗୋ’ମାଂସ ବୋଝେଇ କଣ୍ଟେନର ଜବତ

ଛତ୍ରପୁର,୪ା୩(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଉଜ୍ଜ୍ୱଳେଶ୍ୱରୀ ମନ୍ଦିର ନିକଟ ୧୬ନମ୍ବର ଜାତୀୟ ରାଜପଥରୁ ୨୧ ଟନ୍‌ ଗୋ’ ମାଂସ ବୋଝେଇ କଣ୍ଟେନର ଜବତ ହୋଇଛି। ଉକ୍ତ କଣ୍ଟେନରଟି ବଡ଼ମ୍ବାରୁ ହାଇଦ୍ରାବାଦ ଯାଉଥିବା ବେଳେ ତାକୁ ବଜରଙ୍ଗ ଦଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri