ବିଜେଡି-ଭାଜପା ମେଣ୍ଟ! ଏମିତି ହେବ ଆସନ ବୁଝାମଣା
ଭୁବନେଶ୍ୱର,୮ା୩ (ଅନିଲ ଦାସ):ବିଜେଡି ଏବଂ ଭାଜପା ମଧ୍ୟରେ ମେଣ୍ଟ ଓ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି। ମିଳିଥିବା ଅସମର୍ଥିତ ସୂଚନା ଅନୁଯାୟୀ, ବିଜେଡି ନେତା ତଥା ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏବଂ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ…
ମହିଳା ରିପୋର୍ଟରଙ୍କୁ ରୋବୋର ଅଶ୍ଳୀଳ ଆଚରଣ
ରିୟାଧ: ସାମ୍ପ୍ରତିକ ପରିସ୍ଥିତିରେ ବିଭିନ୍ନ ଆଧୁନିକ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରାଯାଇ ଅସମ୍ଭବକୁ ସମ୍ଭବ କରାଯାଇପାରୁଛି। ଏହି କ୍ରମରେ ଏବେ ରୋବଟ୍ମାନେ ମଣିଷର ବିକଳ୍ପ ଭାବେ କେତେକ କ୍ଷେତ୍ରରେ କାର୍ଯ୍ୟ କରିପାରୁଛନ୍ତି। କିନ୍ତୁ ବହୁ ସମୟରେ ରୋବଟ୍ଗୁଡ଼ିକୁ ତିଆରି କରିବା ବେଳେ ମେଶିନ୍ରେ…
ଆଜି ହୋଇପାରେ ମେଣ୍ଟ ଘୋଷଣା
ଭୁବନେଶ୍ୱର,୭ା୩ (ଅନିଲ ଦାସ):ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡି ଏବଂ ଭାଜପା ମେଣ୍ଟ ଗଠନକୁ ନେଇ ୨ ଦିନ ହେବ ଚର୍ଚ୍ଚା ଲାଗିରହିଛି। ବୁଧବାର ନବୀନ ନିବାସରେ ବିଜେଡି ନେତାଙ୍କ ବୈଠକ ଓ ସନ୍ଧ୍ୟାରେ ଦିଲ୍ଲୀରେ ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ଓ…
ଫିଲ୍ମ ନିର୍ଦ୍ଦେଶନାକୁ ଫେରିଲେ ଅନୁପମ୍
ମୁମ୍ବାଇ: ବଲିଉଡ୍ର ବରିଷ୍ଠ ଅଭିନେତା ଅନୁପମ୍ ଖେର୍ ସୋସିଆଲ୍ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ବିଭିନ୍ନ ସାମାଜିକ ଏବଂ ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ଥିବା ପ୍ରସଙ୍ଗରେ ସେ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରି ନିଜର ଶାଣିତ ମତ ରଖିଥାନ୍ତି। ତେବେ…
୧୮ ରୁ ୫୯ ବର୍ଷ ମହିଳାଙ୍କୁ ପ୍ରତି ମାସରେ ମିଳିବ ୧୫୦୦ ଟଙ୍କା: ବାଜିଲା ମୋହର
ନୂଆଦିଲ୍ଲୀ,୭।୩:ଦିଲ୍ଲୀ ଯିବା ପୂର୍ବରୁ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଜନସାଧାରଣଙ୍କ ସ୍ବାର୍ଥ ସହ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ବିଧାନସଭା ନିର୍ବାଚନ-୨୦୨୨ ସମୟରେ କଂଗ୍ରେସ ପାର୍ଟି ମହିଳାମାନଙ୍କୁ ଦେଇଥିବା…
ଆଉଟ୍ଲୁକ୍ର ସଫଳତମ ମହିଳା ତାଲିକାରେ ଆଦ୍ୟାଶା ସତପଥୀ
ଭୁବନେଶ୍ୱର,୮।୩(ଶର୍ମିଷ୍ଠା ପାଣିଗ୍ରାହୀ): ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ଆଉଟଲୁକ୍ ପତ୍ରିକା ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ଭାରତର ୩୬ଜଣ ସଫଳତମ ମହିଳାଙ୍କ ମଧ୍ୟରେ ଓଡ଼ିଶାରୁ ଆଦ୍ୟାଶା ସତପଥୀଙ୍କୁ ସ୍ଥାନିତ କରାଯାଇଛି। ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବେ…
୨୦ ବର୍ଷରେ ବହୁ ଆଗକୁ ବଢ଼ିଛନ୍ତି ମହିଳା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୮ା୩(ଅନିଲ ଦାସ): ଗତ ୨୦ ବର୍ଷ ମଧ୍ୟରେ ଓଡ଼ିଶାର ମହିଳାମାନେ ବହୁତ ଆଗକୁ ବଢ଼ିଛନ୍ତି। ରାଜ୍ୟ ସରକାର ସେମାନଙ୍କ ରାଜନୈତିକ, ସାମାଜିକ ଓ ଅର୍ଥନୈତିକ ଅଧିକାରର ସୁରକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇ ଉଦ୍ୟମ ଜାରି ରଖିଛନ୍ତି ବୋଲି ବିଶ୍ୱ ମହିଳା ଦିବସ…
Viral Video: ଦାମୀ ଡ୍ରେସ୍ ପିନ୍ଧି ସାରା ଦୁନିଆ ବୁଲୁଛି ଏହି କୁକୁର, ଫାଇଭ୍ ଷ୍ଟାର୍ ହୋଟେଲରେ ଖାଉଛି ମହଙ୍ଗା ଖାଦ୍ୟ
ସାଧାରଣତଃ ମଣିଷ ବିଳାସପୂର୍ଣ୍ଣ ଜୀବନ ବିତାଇବାକୁ ପସନ୍ଦ କରିଥାଏ। ମାତ୍ର ଏବେ ସୋସିଆଲ ମିଡିଆରେ ଏକ କୁକରର ଫଟୋ ଭାଇରାଲ ହେଉଛି। ଯାହା ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ। କୁକୁରଟି ଦୁନିଆର ଅନେକ ସ୍ଥାନ ଭ୍ରମଣ କରିବା ସହିତ ଦାମୀଦାମୀ ଡ୍ରେସ୍…
ୟୁକ୍ରେନ ଯୁଦ୍ଧରେ ଏମିତି ଯୋଗ ଦେଇ ନ ଥିଲେ ଭାରତୀୟ ଯୁବକ, ବଡ ର଼୍ୟାକେଟର ହେଲା ପର୍ଦ୍ଦାଫାଶ
ନୂଆଦିଲ୍ଲୀ,୭।୩: ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ହସ୍ତକ୍ଷେପ ପରେ ରୁଷିଆ ସେନାରେ ସପୋର୍ଟ ଷ୍ଟାଫ ଭାବରେ କାର୍ଯ୍ୟ କରୁଥିବା ପ୍ରାୟ ୨୦ ଜଣ ଭାରତୀୟଙ୍କୁ ଶୀଘ୍ର ଛାଡି ଦେବାକୁ ପ୍ରତିଶୃତି ଦିଆଯାଇଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ଏକ ନୂଆ ତଥ୍ୟ ସାମ୍ନାକୁ…
ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ: ଦେଶ ଛାଡି ଏହି ଦେଶକୁ ସିଫ୍ଟ ହେବାକୁ ଗୁହାରି କଲେ ଦୋଷୀ ନଳିନୀ
ନୂଆଦିଲ୍ଲୀ,୭।୩: ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ନଳିନୀ ଶ୍ରୀହରନ ଗୁରୁବାର ମାଡ୍ରାସ ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ। ଦେଶ ଛାଡିବା ପାଇଁ ପାସପୋର୍ଟ ପାଇବା ଉଦ୍ଦେଶ୍ୟରେ ତାଙ୍କ ସ୍ବାମୀଙ୍କୁ ଭାରତର ଶ୍ରୀଲଙ୍କା ଡେପୁଟି ହାଇ କମିଶନଙ୍କ ନିକଟରେ ହାଜର ହେବାକୁ…
ଲୋକ ସଭା ନିର୍ବାଚନ ଲଢିବେ ନାହିଁ ମଲ୍ଲିକାର୍ଜୁନ? ଗୁଲବର୍ଗା ଆସନରୁ ଏହି ନାମକୁ ନେଇ ହେଉଛି ଚର୍ଚ୍ଚା
ନୂଆଦିଲ୍ଲୀ,୭।୩: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ପୁତୁରା ରାଧାକୃଷ୍ଣ ଦୋଡାମଣି କର୍ନାଟକର ଗୁଲବର୍ଗା ଆସନରୁ ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ଦଳ ଟିକେଟ ପାଇଁ ଦୃଢ ପ୍ରତିଯୋଗୀ ଭାବରେ ଉଭା ହୋଇଛନ୍ତି। ମଲ୍ଲିକାର୍ଜୁନ ଖାର୍ଗେ (୮୧) ଗୁଲବର୍ଗା (କଲବୁରାଗି) ଲୋକ…
ସଚିନଙ୍କ ଆଗରେ ଯଶସ୍ବୀ ଜୟଶଓ୍ବାଲ, ଟାର୍ଗେଟରେ ସୁନିଲ ଗାଭାସ୍କରଙ୍କ ବଡ ରେକର୍ଡ
ନୂଆଦିଲ୍ଲୀ,୭।୩: ଯଶସ୍ବୀ ଜୟଶୱାଲ ହେଉଛନ୍ତି ଭାରତୀୟ କ୍ରିକେଟ ଦଳର ଉଦୀୟମାନ ତାରକା। ଏହି ବାମହାତୀ ଓପନର୍ ବର୍ତ୍ତମାନ ସମୟରେ ଫୁଲ୍ ଫର୍ମରେ ଅଛନ୍ତି । ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଘରୋଇ ଟେଷ୍ଟ ସିରିଜରେ ଆଖିଦୃଶିଆ ରନ ସଂଗ୍ରହ କରିଥିବା ଯଶସ୍ବୀ ଧର୍ମଶାଳା…
Archives


