Home

୧୨ ବର୍ଷ ପରେ ଟି-୨୦ ବିଶ୍ୱକପ୍‌ରେ ଘଟିଲା ଏମିତି

ନୂଆଦିଲ୍ଲୀ,୩।୬: ଟି-୨୦ ବିଶ୍ୱକପ ଇତିହାସରେ ଏପର୍ଯ୍ୟନ୍ତ ୩ଟି ସୁପର ଓଭର ମ୍ୟାଚ ହୋଇଛି। ତୃତୀୟ ସୁପର ଓଭର ଟି-୨୦ ବିଶ୍ୱକପ ୨୦୨୪ରେ ହୋଇଛି। ଏଥିରେ ନାମିବ୍ୟା ଓମାନକୁ ସୁପର ଓଭରରେ ପରାସ୍ତ କରିଥିଲା। ୧୨ ବର୍ଷ ପରେ ଟି-୨୦ ବିଶ୍ୱକପରେ ସୁପର…

ଓଜେଇଇ ରେଜଲ୍ଟ ପ୍ରକାଶ, ଏମିତି ଜାଣନ୍ତୁ ନିଜର ର଼୍ୟାଙ୍କ

ଭୁବନେଶ୍ୱର,୩ା୬(ଅସମାପିକା ସାହୁ): ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ-୨୪)ର ଫଳାଫଳ ସୋମବାର ପ୍ରକାଶ ପାଇଛି। ଚଳିତବର୍ଷ ଓଜେଇଇ ପରୀକ୍ଷା ୬.୫.୨୦୨୪ରୁ ଆରମ୍ଭ ହୋଇ ୧୦.୦୫.୨୪ ପର୍ଯ୍ୟନ୍ତ ଚାଲିଥିଲା। ୨୦୨୪-୨୦୨୫ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଯାନ୍ତ୍ରିକ ତଥା ବେସରକାରୀ ବିଶ୍ୱବିଦ୍ୟାଳୟ…

‘ଲାପତା ଜେଣ୍ଟଲମ୍ୟାନ’ର ଉତ୍ତର ରଖିଲେ ରାଜୀବ କୁମାର

ନୂଆଦିଲ୍ଲୀ,୩।୬: ଲୋକ ସଭା ନିର୍ବାଚନ ଫଳାଫଳ ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଏକ ଖବରଦାତା ସମ୍ମିଳନୀ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ଏଥର ଲୋକ ସଭା ନିର୍ବାଚନରେ ୬୪.୨କୋଟି ଲୋକ ଭୋଟ ଦେଇଛନ୍ତି। ବିଶ୍ୱର ଯେକୌଣସି…

ଶପିଂ ମଲ୍‌ରେ ନିଆଁ: କୋଟି କୋଟି ଟଙ୍କା ନଷ୍ଟ

ପାରଳାଖେମୁଣ୍ଡି,୩।୬(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବଡ଼ଦାଣ୍ଡରେ ଥବା ବାରାଟମ ଶପିଂ ମଲ୍‌ରେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଯାଇଛି। ଫଳରେ ସେଠାରେ ଥିବା ସବୁ ଜିନିଷପତ୍ର ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି। ରବିବାର ବିଳମ୍ବିତ ରାତିରେ ଦୋକାନ ମାଲିକ ନୀତିଦିନ…

ମତଦାନରେ ଭାରତର ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩ା୬: ଭାରତୀୟ ନିର୍ବାଚନ କମିଶନଙ୍କ ପ୍ରେସ୍‌ମିଟ୍‌ ସୋମବାର ଆରମ୍ଭ ହୋଇଛି। ଏହି ପ୍ରେସ୍‌ମିଟ୍‌ରେ ନିର୍ବାଚନ କମିଶନ ରାଜୀବ କୁମାର କହିଛନ୍ତି, ମତଦାନରେ ଭାରତ ବିଶ୍ୱ ରେକର୍ଡ କରିଛି। ଖାଲି ଏତିକି ନୁହେଁ, ଉକ୍ତ ପ୍ରେସ୍‌ମିଟ୍‌ରେ ଛିଡ଼ା ହୋଇ ଇସିଆଇ ମହିଳା ଭୋଟରଙ୍କୁ…

କିଛି କ୍ଷଣ ମଧ୍ୟରେ ଛାରଖାର କରିଦେଲା ପବନ ବର୍ଷା

ପାରଳାଖେମୁଣ୍ଡି,୩।୬(ଗିରିଧାରୀ ପରିଛା): ରାଜ୍ୟରେ ଅଦିନିଆ ବର୍ଷା ପବନ ହେତୁ ଅନେକ କ୍ଷତି ହୋଛି। କିଛି କ୍ଷଣ ମଧ୍ୟରେ ସବୁ କିଛି ଛାରଖାର ହୋଛି। ତାତିରୁ ଆଶ୍ୱସ୍ତି ମିଳିଛି ସତ କିନ୍ତୁ ଅନେକେଙ୍କୁ କ୍ଷତି ପହଞ୍ଚାଇଛି। ପାରଳାଖେମୁଣ୍ଡିରେ ଏହି କାଳବୈଶାଖୀ ପ୍ରଭାବରେ ପବନ…

ରାଜ୍ୟ କ୍ୟାବିନେଟର ଶେଷ ବୈଠକ, ବିଧାନସଭା ଭଙ୍ଗ ସୁପାରିସ

ଭୁବନେଶ୍ୱର,୩।୬: ସୋମବାର ବିଜେଡି ସରକାରଙ୍କର ପଞ୍ଚମ ପାଳିର ଶେଷ ବୈଠକ ଅନୁଷ୍ଠିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଆରମ୍ଭ ହୋଇଥିଲା। ଯେଉଁଥିରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ମୋଡରେ ଯୋଗ ଦେଇଥିଲେ। ତେବେ ବିଧାନସଭା ଭଙ୍ଗ ପାଇଁ ରାଜ୍ୟ କ୍ୟାବିନେଟରେ…

କିଏ ଖୋଲେ ଷ୍ଟ୍ରଙ୍ଗ ରୁମର ତାଲା? କେମିତି ହୁଏ କାଉଣ୍ଟିଙ୍ଗ, କିଏ କିଏ ଯାଆନ୍ତି ଭିତରକୁ ଜାଣନ୍ତୁ…

ନୂଆଦିଲ୍ଲୀ,୩।୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳକୁ ମାତ୍ର କିଛି ଘଣ୍ଟା ବାକି ଅଛି। ଜୁନ ୪ରେ ଭୋଟ ଗଣିବା ସହିତ କାହାର ସରକାର ଗଠନ ହେବ ତାହା ଜଣାପଡିବ। ଗଣନା ଦିନ କ’ଣ ହୁଏ? ଭୋଟ କିପରି ଗଣାଯାଏ ଏବଂ…

ମୋଦି ଶପଥ ନେବାର ୧୫ ଦିନ ପରେ ଉଦ୍ଧବ ଠାକରେଙ୍କ ସହ ଆସିବେ ନଜର: ରବି ରାଣାଙ୍କ ଭବିଷ୍ୟବାଣୀ

ଅମରାବତୀ,୩।୬: ମହାରାଷ୍ଟ୍ରର ଅମରାବତୀ ବିଧାୟକ ରବି ରାଣା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ରବି ରାଣା କହିଛନ୍ତି, ପିଏମ ମୋଦି ତୃତୀୟଥର ଶପଥ ଗ୍ରହଣ କରିବାର ମାତ୍ର ୧୫ ଦିନ ପରେ ଉଦ୍ଧବ…

ଶତକ ପାର କରିବେ ନବୀନ, ଇଟିଜି ଓ ଟାଇମ୍ସ ନାଓର ଏକଜିଟ ପୋଲ କଲା ବଡ଼ ଆକଳନ

ନୂଆଦିଲ୍ଲୀ,୩।୬: ଓଡ଼ିଶାରେ ସରିଛି ଶେଷ ପର୍ଯ୍ୟାୟ ନିର୍ବାଚନ। ନିର୍ବାଚନ ସରିବାର କେଇ ଘଣ୍ଟା ପରେ ଶନିବାର ଏକଜିଟ ପୋଲ ବା ବୁଥ ବାହୁଡା ମତ ପ୍ରକାଶ ପାଇଛି। ଯେଉଁଥିରେ ଓଡ଼ିଶାକୁ ନେଇ ଆଶ୍ଚର୍ଯ୍ୟଜନକ ରିପୋର୍ଟ ସାମ୍ନାକୁ ଆସିଛି। ଜୁନ ୧ରେ ଲୋକ…

ଆରମ୍ଭ ହେଲା ରାଜ୍ୟ କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର,୩ା୬: ସୋମବାର ଆରମ୍ଭ ହୋଇଛି ଚଳିତ ବିଧାନସଭାର ଏହି ଶେଷ ରାଜ୍ୟ କ୍ୟାବିନେଟ୍‌ ବୈଠକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ ଆରମ୍ଭ ହୋଇଛି। ଏହି ଭର୍ଚୁଆଲ ବୈଠକରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ଚାଲିଛି। ଏହା ନବୀନ ସରକାରଙ୍କ…

ବିଜୟ ପୂର୍ବରୁ ମୋଦିଙ୍କୁ ଆଶୀର୍ବାଦ ଦେଲେ ଟ୍ରାନ୍ସଜେଣ୍ଡର

ନୂଆଦିଲ୍ଲୀ,୩।୬: ଲୋକ ସଭା ନିର୍ବାଚନ ଫଳାଫଳ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ରାନ୍ସଜେଣ୍ଡରଙ୍କଠାରୁ ବିଶେଷ ଆଶୀର୍ବାଦ ପାଇଛନ୍ତି। ପ୍ରଧାନମନ୍ତ୍ରୀ ଓ ଭାଜପାର ବିଜୟ ପାଇଁ କମଳା ରଙ୍ଗର ପୋଷାକ ପିନ୍ଧିଥିବା ଟ୍ରାନ୍ସଜେଣ୍ଡରମାନେ ଏମାନଙ୍କୁ ଆଶୀର୍ବାଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri