Home

ଓଡ଼ିଶା ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ

ଭୁବନେଶ୍ୱର,୩।୬: ବିଧାନ ସଭା ନିର୍ବାଚନ ଫଳାଫଳ ଆସିବାର ଗୋଟିଏ ଦିନ ପୂର୍ବରୁ ଓଡ଼ିଶା ବିଧାନସଭାକୁ ଭଙ୍ଗ କରିଛନ୍ତି ରାଜ୍ୟପାଳ ରଘୁବର ଦାସ। ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଭଙ୍ଗ ନେଇ ଆଜି ରାଜ୍ୟ କ୍ୟାବିନେଟ୍‌…

ଫଳାଫଳ ପୂର୍ବରୁ ମୋଦିଙ୍କୁ ନେଇ ରାମ ମନ୍ଦିର ମୁଖ୍ୟ ପୂଜାରୀଙ୍କ ଭବିଷ୍ୟବାଣୀ

ଫଳାଫଳ ପୂର୍ବରୁ ରାମ ମନ୍ଦିର ମୁଖ୍ୟ ପୂଜାରୀଙ୍କ ଭବିଷ୍ୟବାଣୀ ଅଯୋଧ୍ୟା,୩।୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳ ପୂର୍ବରୁ, ଅଯୋଧ୍ୟାରେ ଥିବା ଶ୍ରୀ ରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଆଚାର୍ଯ୍ୟ…

ଟିମ୍‌ରେ ସ୍ଥାନ ମିଳିଲାନି ବୋଲି କ୍ରିକେଟର ଖପ୍ପା: କହିଲେ-‘ଟି୨୦ ବିଶ୍ୱକପ୍‌ ଦେଖିବି ନାହିଁ’

ନୂଆଦିଲ୍ଲୀ,୩।୬: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୪ରେ ନିଜର ଜବରଦସ୍ତ ପ୍ରଦର୍ଶନକୁ ନେଇ ବାହାବାଃ ସାଉଁଟିଥିବା ରିୟାନ ପରାଗ ଏକ ଚମକାଇବା ଭଳି ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ତାଙ୍କୁ ଟି୨୦ ବିଶ୍ୱକପ୍‌ ଟିମ୍‌ରେ ଚୟନ କରାଯାଇ ନ ଥିବାରୁ ସେ…

ଜମ୍ମୁ-କଶ୍ମୀରରେ କେବେ ହେବ ବିଧାନସଭା ନିର୍ବାଚନ: ସିଇସି କଲେ ଖୁଲାସା

ନୂଆଦିଲ୍ଲୀ,୩।୬: ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଲୋକ ସଭା ନିର୍ବାଚନର ଫଳାଫଳର ଗୋଟିଏ ଦିନ ପୂର୍ବରୁ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସମୟରେ ସେ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ସମେତ ଅନେକ ପ୍ରସଙ୍ଗ…

ମୋଦିଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ବିଶ୍ୱ ବଜାର ଖୁସି, ଚାଇନାକୁ ଲାଗିଲା ଝଟକା

ନୂଆଦିଲ୍ଲୀ,୩।୬: ଏକଜିଟ ପୋଲ ଫଳାଫଳ ପରେ ଭାରତୀୟ ଷ୍ଟକ ମାର୍କେଟରେ ଏପରି ବୃଦ୍ଧି ଘଟିଥିଲା ଯେ ନିବେଶକମାନେ ଏକ ଘଣ୍ଟା ମଧ୍ୟରେ ଲକ୍ଷ ଲକ୍ଷ କୋଟି ଟଙ୍କା ରୋଜଗାର କରିଥିଲେ। ଯଦି ଆମେ ସୋମବାର ସକାଳର ଆକଳନକୁ ଦେଖିବା, ଏଥିରୁ ଜଣାପଡେ…

ହଠାତ୍‌ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୩।୬: ଅଜବ ବୋଲିଂ ଆକ୍ସନକୁ ନେଇ ପରିଚିତ ଭାରତୀୟ ଅଲରାଉଣ୍ଡର କେଦାର ଯାଦବ କ୍ରିକେଟର ସମସ୍ତ ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ୨୦୧୪ରେ ଶ୍ରୀଲଙ୍କା ବିପକ୍ଷରେ ଡେବ୍ୟୁ କରିଥିଲେ ସେ। ଏଯାବତ ଭାରତ ପାଇଁ ୭୩ ଦିନିକିଆ ଏବଂ ୯ ଟି୨୦…

୪୬ ଆସନ ଜିତିବା ପରେ ବି ଭାଜପାକୁ ଲାଗିଲା ଜୋରଦାର ଝଟ୍‌କା

ନୂଆଦିଲ୍ଲୀ,୩।୬: ଭାରତୀୟ ଜନତା ପାର୍ଟି ଅରୁଣାଚଳ ପ୍ରଦେଶରେ ପୁଣି ଥରେ ସରକାର ଗଠନ କରିବାକୁ ଯାଉଛି। ୬୦ଟି ବିଧାନସଭା ଆସନ ମଧ୍ୟରୁ ଭାଜପା ୪୬ଟି ଜିତିଛି। ନ୍ୟାଶନାଲ ପିପୁଲ୍ସ ପାର୍ଟି ପାଞ୍ଚଟି ଆସନ ଜିତିଛି, ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି ତିନୋଟି ଆସନ…

ଅଖିଳେଶ ଯାଦବଙ୍କ ଅଭିଯୋଗ ସତ! ନିର୍ବାଚନ କମିଶନ ମାନିଲେ ଭୁଲ…

ନୂଆଦିଲ୍ଲୀ,୩।୬: ଜୁନ ୪ରେ ଦେଶରେ ଲୋକ ସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ଫଳାଫଳ ଘୋଷଣା ହେବା ପୂର୍ବରୁ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସେ ଅନେକ…

ଆମେଠିରେ ଏପରି ହେବ ଭୋଟ୍‌ ଗଣତି, ଜାଣନ୍ତୁ ପୂରା ବିବରଣୀ…

ଲକ୍ଷ୍ନୌ,୩ା୬: ଆମେଠି ଲୋକ ସଭା ଆସନରୁ କଂଗ୍ରେସରୁ କିଶୋରୀ ଲାଲ ଶର୍ମା ନିର୍ବାଚନ ଲଢିଥିବା ବେଳେ ଭାଜପାର ସ୍ମୃତି ଇରାନୀ ତାଙ୍କ ବିପକ୍ଷରେ ରହିଥିଲେ। ତେବେ ନିର୍ବାଚନ ସରିବା ପରେ ଏକ୍‌ଜିଟ୍‌ ପୋଲ୍‌ ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ଏଥିରେ ଏନ୍‌ଡିଏକୁ…

‘୪୦୦ ପାର୍‌’ ହେବା ଅସମ୍ଭବ ନୁହେଁ, ସହଜ ବି ନୁହେଁ: ନିର୍ବାଚନ ଇତିହାସରେ ଥରେ ମାତ୍ର ହୋଇଛି ‘୪୦୦ ପାର୍‌’

ନୂଆଦିଲ୍ଲୀ,୩।୬: ଆଉ ମାତ୍ର କେଇ ଘଣ୍ଟା ପରେ ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ବାହାରିବ। ଏଥର ଭାଜପା ନିର୍ବାଚନ ପୂର୍ବରୁ ଯେଉଁ ‘୪୦୦ ପାର୍‌’ ନାରା ଦେଇଥିଲା ତାହା ସତ ହେବ କି ନାହିଁ ତାହା ସ୍ପଷ୍ଟ ହୋଇଯିବ। ଭାରତର ନିର୍ବାଚନ…

ଅମୁଲ କ୍ଷୀର ପରେ ବଢିଲା ମଦର ଡେରି ଦାମ୍‌, ଏତେ କରିବାକୁ ପଡ଼ିବ ଖର୍ଚ୍ଚ

ନୂଆଦିଲ୍ଲୀ,୩।୬: ଗୋଟିଏ ଦିନ ପୂର୍ବରୁ ଅମୁଲ କ୍ଷୀରର ମୂଲ୍ୟ ବଢିଥିବାବେଳେ ସୋମବାର ମଦର ଡେରିର ଦାମ୍‌ ମଧ୍ୟ ବଢିଛି। ଶନିବାର ଦେଶରେ ଲୋକ ସଭା ନିର୍ବାଚନ ସରିବାର ୨ ଦିନ ନ ଜାଉଣୁ କ୍ଷୀର ମୂଲ୍ୟ ଓ ଟୋଲ ପ୍ଲାଜା ଟ୍ୟାକ୍ସ…

ହିମାଚଳର ୩ ସ୍ବାଧୀନ ବିଧାୟକଙ୍କ ଇସ୍ତଫା ମଞ୍ଜୁର, ୩ ଆସନରେ ହେବ ନିର୍ବାଚନ

ଶିମଲା,୩।୬: ହିମାଚଳ ପ୍ରଦେଶରେ ପୁଣି ଏକ ବଡ଼ ରାଜନନୈତିକ ଉତ୍ତେଜନା ଦେଖାଦେଇଛି। ବିଧାନସଭା ବାଚସ୍ପତି ୩ ସ୍ବାଧୀନ ବିଧାୟକଙ୍କ ଇସ୍ତଫା ଗ୍ରହଣ କରିଛନ୍ତି। ମାର୍ଚ୍ଚ ୨୪ରେ, ତିନି ଜଣ ସ୍ବାଧୀନ ବିଧାୟକ ଇସ୍ତଫା ଦେଇଥିଲେ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ବାଚସ୍ପତିଙ୍କ ନିକଟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri