Home

ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଲା ନାଟୋ

ଓ୍ବାଶିଂଟନ୍‌,୧୨ା୭:ରୁଷିଆ ସହିତ ଚାଇନାର ଗଭୀର ସମ୍ପର୍କକୁ ନେଇ ନର୍ଥ ଆଟାଲାଣ୍ଟିକ୍‌ ଟ୍ରିଟି ଅର୍ଗାନାଇଜେଶନ୍‌ (ନାଟୋ) ଚିନ୍ତାବ୍ୟକ୍ତ କରିଛି। ଏଥିସହ ୟୁକ୍ରେନ୍‌ ବିରୋଧରେ ରୁଷିଆ ପ୍ରାୟ ଅଢ଼େଇ ବର୍ଷ ଧରି ଚଳାଇଥିବା ଯୁଦ୍ଧରେ ବେଜିଂର ନିର୍ଣ୍ଣାୟକ ଭୂମିକା ଥିବା ଅଭିଯୋଗ ଆଣିଛି। ଅନ୍ୟପକ୍ଷେ…

ଓଭରଲୋଡ୍‌ ଗାଡ଼ି ଚଳାଚଳକୁ ବିରୋଧ

ଯାଜପୁରରୋଡ୍‌,୧୨ା୭(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌରପରିଷଦ ୧ନଂ. ୱାର୍ଡ ଯୋଡ଼ାବର ନିକଟରେ ଏକ କମ୍ପାନୀର ଓଭରଲୋଡ୍‌ ଗାଡ଼ି ଚଳାଚଳକୁ ବିରୋଧ କରାଯାଇଛି। ଏନେଇ ଗ୍ରାମବାସୀଙ୍କ ପକ୍ଷରୁ ଅଭିଯୋଗ ହେବାପରେ ପ୍ରଶାସନ ପକ୍ଷରୁ ମୋଟ୍‌ ୨୪ ହାଇଓ୍ବାରୁ ୧୭ ଲକ୍ଷ ୫୦ ହଜାର…

୧୦ ପଦବୀ ପାଇଁ ୧,୮୦୦ ଆଶାୟୀ

ଅହମଦାବାଦ,୧୨ା୭:ଗୁଜରାଟରେ ଏକ ଘରୋଇ କମ୍ପାନୀର ୧୦ ପଦବୀରେ ନିଯୁକ୍ତି ପାଇଁ ଇଣ୍ଟରଭ୍ୟୁ ଦେବାକୁ ୧,୮୦୦ ଆଶାୟୀ ପହଞ୍ଚତ୍ବାରୁ ଦଳାଚକଟା ସ୍ଥିତି ଉପୁଜିଥିଲା। ଭରୁଚ୍‌ ଜିଲାର ଅଙ୍କଲେଶ୍ୱରସ୍ଥିତ ଲର୍ଡସ୍‌ ପ୍ଲାଜା ହୋଟେଲରେ ସୋମବାର ନିଯୁକ୍ତି ପାଇଁ ସାକ୍ଷାତ୍‌କାର ହେଉଥିଲା। ଗହଳି ଯୋଗୁ ପ୍ରାର୍ଥୀମାନଙ୍କ…

ଆସାମରୁ ୟୁପି ଜଳ ପ୍ରଳୟ

ନୂଆଦିଲ୍ଲୀ/ଗୁଆହାଟୀ/ଲକ୍ଷ୍ନୌ,୧୨।୭:ଆସାମରେ ବ୍ରହ୍ମପୁତ୍ର ନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ବନ୍ୟା ଯୋଗୁ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଏହାସହ ରାଜ୍ୟରେ ବନ୍ୟାଜନିତ ମୃତ୍ୟୁସଂଖ୍ୟା ୮୪କୁ ବୃଦ୍ଧି ପାଇଥିବା ଆସାମର ବିପର୍ଯ୍ୟୟ ରିପୋର୍ଟିଂ ଓ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ଏହି ସୁନ୍ଦରୀ ଯୁବତୀ ଜଣକ କିଏ? ଯାହାଙ୍କୁ ନେଇ…

ନୂଆଦିଲ୍ଲୀ,୧୨ା୭: ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ଅଭିନେତ୍ରୀ ସ୍ତ୍ରୀ ନତାସା ଷ୍ଟାନ୍‌କୋଭିକ୍‌ଙ୍କ ମଧ୍ୟରେ ଛାଡ଼ପତ୍ର ଖବର ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ନତାଶା କ୍ରମାଗତ ଭାବରେ ଗୋଟିଏ ପରେ ଗୋଟିଏ ପୋଷ୍ଟ ଶେୟାର କରୁଛନ୍ତି। ଯେତେବେଳେ କି…

ଭାଜପାକୁ ଶକ୍ତିଶାଳୀ କରିବାକୁ ଏମିତି ପଦକ୍ଷେପ ନେଲେ ମନମୋହନ

ଭୁବନେଶ୍ୱର/ ବ୍ରହ୍ମପୁର, ୧୨।୭(ସୁନିତ୍‌ ମିଶ୍ର/ନରସିଂହ ସାହୁ):ଭାଜପା ମିଡିଆ ବିଭାଗକୁ ଅଧିକ ଦୃଢ଼ କରିବା ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ରାଜ୍ୟ ପ୍ୟାନେଲିଷ୍ଟ ଭାବେ ଟି. ଗୋପୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଦଳ ପକ୍ଷରୁ ବୁଧବାର ଏସମ୍ପର୍କରେ ଏକ ପ୍ରେସ୍‌…

ପାର୍ଲାମେଣ୍ଟରେ ମଣିପୁର ପ୍ରସଙ୍ଗ ଉଠାଇବ ଇଣ୍ଡିଆ ବ୍ଲକ୍‌: ରାହୁଲ

ନୂଆଦିଲ୍ଲୀ ,୧୨ା୭(ପି.ଟି.):କଂଗ୍ରେସ ଏବଂ ଇଣ୍ଡିଆ ବ୍ଲକ୍‌ ମଣିପୁର ହିଂସା ପ୍ରସଙ୍ଗକୁ ପାର୍ଲାମେଣ୍ଟରେ ଜୋର୍‌ଦାର ଉଠାଇବ। ସେଠାରେ ଶାନ୍ତି ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯିବ ବୋଲି ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ…

ବାଇଡେନ୍‌ଙ୍କୁ ଭାରତୀୟ ବଂଶୋଦ୍ଭବଙ୍କ ସମର୍ଥନ ୧୯% ହ୍ରାସ

ଓ୍ବାଶିଂଟନ, ୧୨।୭:ଆମେରିକାରେ ଥିବା ଭାରତୀୟ ବଂଶୋଦ୍ଭବଙ୍କ ମଧ୍ୟରେ ଡେମୋକ୍ରାଟିକ୍‌ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ଲୋକପ୍ରିୟତାରେ ୧୯% ହ୍ରାସ ଘଟିଛି। ୨୦୨୦ ରାଷ୍ଟ୍ରପତି ନିର୍ବାଚନ ତୁଳନାରେ ଚଳିତ ଥର ବାଇଡେନ୍‌ଙ୍କୁ ୧୯% କମ୍‌ ଭାରତୀୟ ବଂଶୋଦ୍ଭବ ସମର୍ଥନ କରୁଛନ୍ତି, ଯାହା…

ପିସି କାରବାରକୁ ନେଇ କଡ଼ା ଚେତାବନୀ ଦେଲେ ଉପମୁଖ୍ୟମନ୍ତ୍ରୀ

ବଲାଙ୍ଗୀର,୧୨ା୭(ବୀରେନ୍ଦ୍ର କୁମାର ଝାଙ୍କର):ଲୋକଙ୍କ ଟିକସରେ ଦରମା ମିଳୁଛି। ପିସି କାରବାର ବନ୍ଦ କର। ଲୋକଙ୍କୁ ନ୍ୟାୟ ପ୍ରଦାନ କର। କୌଣସି ବି ଅଧିକାରୀ ଅଫିସ ଭିତରେ ନ ବସି ତୃଣମୂଳ ସ୍ତରକୁ ଯାଇ ଯୋଜନାର ରୂପରେଖ ଯାଞ୍ଚ କରନ୍ତୁ। ଜିଓ ଟ୍ୟାଗିଂ…

ଭାସିଗଲା ୨ ବସ୍‌, ୬୩ ନିଖୋଜ

କାଠମାଣ୍ଡୁ,୧୨ା୭: ଶୁକ୍ରବାର ସକାଳେ ନେପାଳର ମଦନ-ଆଶ୍ରିତ ରାଜପଥରେ ଭୂସ୍ଖଳନ ହେବାରୁ ୨ଟି ବସ୍‌ ଭାସି ଯାଇଥିବା ବେଳେ ୬୩ଜଣ ନିଖୋଜ ଅଛନ୍ତି। ବସ୍‌ ଦୁଇଟି ଲୋକଙ୍କୁ ନେଇ ଯାଉଥିବା ବେଳେ ତ୍ରିଶୂଳୀ ନଦୀରେ ଭାସି ଯାଇଛି। ଏହି ଅଞ୍ଚଳରେ ପ୍ରବଳ ବର୍ଷା…

ପ୍ରଶାନ୍ତ କିଶୋରଙ୍କ ଫର୍ମୁଲା ଆଗରେ ସବୁ ଦଳ ହେବେ ଚିତ୍‌ପଟାଙ୍ଗ୍‌

ପାଟନା,୧୨।୭: ଜନ ସୁରଜଙ୍କ ପ୍ରତିଷ୍ଠାତା ତଥା ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପି.କେ) ଆସନ୍ତା ବର୍ଷ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ କଠିନ ପରିଶ୍ରମ କରୁଛନ୍ତି। ରାଜ୍ୟର ସମସ୍ତ ସମୀକରଣକୁ ବିଫଳ କରିବା ପାଇଁ ସେ ଏକ ସ୍ବତନ୍ତ୍ର…

ସବୁ ଯଦି ଲୀଳାମୟଙ୍କ ଇଚ୍ଛା ତେବେ ଏତେ ପ୍ରସ୍ତୁତିର ଆବଶ୍ୟକତା କ’ଣ

ଭୁବନେଶ୍ୱର, ୧୨।୭(ସୁନିତ୍‌ ମିଶ୍ର):ପହଣ୍ଡି ସମୟରେ ଚାରମାଳ ଉପରେ ବଳଭଦ୍ର ପଡ଼ିଯିବା ଘଟଣାକୁ ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ଏହି ଘଟଣାରେ ବାରମ୍ବାର ଶାସକ ଏବଂ ବିରୋଧୀ ମୁହାଁମୁହିଁ ହେବାରେ ଲାଗିଛନ୍ତି। ବିଜେଡି ଓ କଂଗ୍ରେସ ଏହି ବିଭ୍ରାଟ ଲାଗି ସରକାରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?