ଅଜିତ ପାଓ୍ବାରଙ୍କୁ ତାଗିଦ କଲେ ସୁପ୍ରିମକୋର୍ଟ: ଶରଦ ପାଓ୍ବାରଙ୍କ ଫଟୋ, ନାଁ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ
ନୂଆଦିଲ୍ଲୀ,୧୪।୩: ଏନସିପି ନିର୍ବାଚନୀ ଚିହ୍ନ ବିବାଦକୁ ନେଇ ଗୁରୁବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଏହି ସମୟ ମଧ୍ୟରେ ଅଜିତ ପାୱାରଙ୍କ ନେତୃତ୍ୱରେ ରାଷ୍ଟ୍ରୀୟ କଂଗ୍ରେସ ପାର୍ଟି (ଏନସିପି) ଦଳକୁ ଶରଦ ପାୱାରଙ୍କ ଫଟୋ ଏବଂ ନାମ ବ୍ୟବହାର ନ କରିବାକୁ କୋର୍ଟ…
ଏହି ରାଜ୍ୟର ଏମପି ହେଉଛନ୍ତି ଦେଶର ସବୁଠାରୁ ଧନୀ, ଜାଣନ୍ତୁ ଓଡିଶାରୁ କିଏ..
ନୂଆଦିଲ୍ଲୀ,୧୪।୩: ଆପଣ ଜାଣିଛନ୍ତି କି, ଲୋକ ସଭା ଓ ରାଜ୍ୟ ସଭାରେ କେଉଁ ଏମପି ସବୁଠାରୁ ଅଧିକ ଧନୀ ଅଟନ୍ତି। ସେପ୍ଟେମ୍ବର ୨୦୨୩ ରେ, ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ADR) ଓ ଆସୋସିଏଶନ ନ୍ୟାଶନାଲ ଇଲେକ୍ଟୋରାଲ ୱାଚ (NEW) ଦ୍ୱାରା…
୨୬ ବର୍ଷ ଚାକିରିରେ ମାତ୍ର ଗୋଟିଏ ଦିନ ଛୁଟି: ‘ଇଣ୍ଡିଆ ବୁକ ଅଫ ରେକର୍ଡସ’ରେ ପାଇଲେ ସ୍ଥାନ
ଲକ୍ଷ୍ନୌ,୧୪।୩: ଉତ୍ତରପ୍ରଦେଶର ବିଜନୋର ବାସିନ୍ଦା ତେଜପାଲ ସିଂ ଏକ ନିଆରା ରେକର୍ଡ କରିଛନ୍ତି। ୨୬ ବର୍ଷର ଚାକିରିରେ ସେ କେବଳ ଗୋଟିଏ ଦିନର ଛୁଟି ନେଇଛନ୍ତି। ତେଜପାଲ ସିଂ ରବିବାର ଦିନ ମଧ୍ୟ ଅଫିସକୁ ଯାଆନ୍ତି। କାର୍ଯ୍ୟକୁ ସବୁକିଛି ବୋଲି ବିବେଚନା…
ସୁନ୍ଦରଗଡ଼ ଜଙ୍ଗଲରେ କଳା ବାଘ, କ୍ୟାମେରାରେ ହେଲା କଏଦ
ସୁନ୍ଦରଗଡ଼,୧୪ା୩(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରରଡ଼ ବନଖଣ୍ଡ ଅନ୍ତର୍ଗତ ହେମଗିରି ବନାଞ୍ଚଳର ଗର୍ଜନ ପାହାଡ଼ ସଂରକ୍ଷିତ ଜଙ୍ଗଲରେ ବିରଳ କଳା ବାଘ(ବ୍ଲାକ୍ ପାନ୍ଥର)ଠାବ ହୋଇଛି। ଜଙ୍ଗଲରେ ଲାଗିଥିବା ବନ ବିଭାଗର କ୍ୟାମେରାରେ ଏହି ବିରଳ କଳା ବାଘ ପୁଣିଥରେ ଠାବ ହୋଇଥିବା ନେଇ ସୁନ୍ଦରଗଡ଼…
ମୋଦିଙ୍କ ପରେ ପିଏମ ପଦ ପାଇଁ ପସନ୍ଦିଆ ଯୋଗ୍ୟ ପ୍ରାର୍ଥୀ କିଏ, ସର୍ଭେରୁ ଆସିଲା ରିପୋର୍ଟ
ନୂଆଦିଲ୍ଲୀ,୧୪।୩: ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ପଦରେ ନରେନ୍ଦ୍ର ମୋଦି ସବୁଠାରୁ ପସନ୍ଦର ଯୋଗ୍ୟ ଚେହେରା ଅଟନ୍ତି। ନିକଟରେ ହୋଇଥିବା ଏକ ସର୍ଭେରୁ ଏହା ଜଣାପଡିଛି। ତେବେ ପ୍ରଶ୍ନ ଉଠୁଛି ଯେ, ମୋଦିଙ୍କ ପରେ ପରବର୍ତ୍ତୀ ପିଏମ ପଦବୀ ପାଇଁ…
ଆଉ ନିର୍ବାଚନ ଲଢ଼ିବିନି: ସୁର
ଭୁବନେଶ୍ୱର,୧୪ା୩: କଂଗ୍ରେସ ବିଧାୟକ ସୁର ରାଉତରାୟ ଆଉ ନିର୍ବାଚନ ଲଢ଼ିବେନି ବୋଲି ଆଜି ପୁଣି ଦୋହରାଇଛନ୍ତି। ସେ କହିଛନ୍ତି, ୮୦ ବର୍ଷ ବୟସରେ ଆଉ ନିର୍ବାଚନ ଲଢ଼ିବା ସମ୍ଭବ ନୁହେଁ। ମୋତେ ପିସିସି ସଭାପତି ଅନୁରୋଧ କରିଥିଲେ ମାତ୍ର ମୁଁ ଆଉ…
୨ ନିର୍ବାଚନ କମିଶନର ପଦବୀ ପାଇଁ ୫ ନାମ
ନୂଆଦିଲ୍ଲୀ,୧୩ା୩: ଲୋକ ସଭା ନିର୍ବାଚନ ପୂର୍ବରୁ ଖାଲି ପଡ଼ିଥିବା ୨ ନିର୍ବାଚନ କମିଶନର (ଇସି) ପଦବୀ ପୂରଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜୋରଦାର ଉଦ୍ୟମ ଚାଲିଛି। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନରାମ ମେଘଓ୍ବାଲଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ଅନୁଷ୍ଠିତ ବୈଠକରେ ୫…
ରାଜ୍ୟ କର୍ମଚାରୀଙ୍କ ଡିଏ ବଢ଼ାଇଲେ ସରକାର
ଭୁବନେଶ୍ୱର,୧୪ା୩: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସରକାରୀ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କ ପାଇଁ ଡିଏ ଏବଂ ଟିଆଇ ବୃଦ୍ଧି ଘୋଷଣା କରିଛନ୍ତି। ପୂର୍ବରୁ ଡିଏ ୪୬ ପ୍ରତିଶତ ଥିବା ବେଳେ ୪ ପ୍ରତିଶତ ବୃଦ୍ଧି ହୋଇ ୫୦ ପ୍ରତିଶତରେ ପହଞ୍ଚିଛି। ଫଳରେ…
ବରୁଣେଇ ପୀଠରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ
ଖୋର୍ଦ୍ଧା, ୧୪।୩(ପ୍ରଭାତ ପାଣିଗ୍ରାହୀ): ସଂକ୍ରାନ୍ତିରେ ଖୋର୍ଦ୍ଧା ପ୍ରସିଦ୍ଧ ମା’ ବରୁଣେଇ ପୀଠରେ ପହଞ୍ଚିଛନ୍ତି ୫-ଟି ଏବଂ ନବୀନ ଓଡ଼ିଶା ଅଧ୍ୟକ୍ଷ। ସେଠାରେ ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରି ସେ ବେଢା ପରିକ୍ରମା କରିଛନ୍ତି। ଏହାପରେ ମନ୍ଦିରର ରୂପାନ୍ତରଣ ନେଇ…
ସୁପ୍ରିମକୋର୍ଟଙ୍କ ବଡ ରାୟ, ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଅ
ନୂଆଦିଲ୍ଲୀ,୧୪।୩: ଠିକା କର୍ମଚାରୀଙ୍କୁ ନେଇ ବଡ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟ କହିଛନ୍ତି, କୌଣସି ବ୍ୟକ୍ତି ଯଦି କୌଣସି ପଦବୀରେ ୧୨ମାସ ଅର୍ଥାତ୍ ବର୍ଷେ ଯାଏଁ ସ୍ଥାୟୀ କାମ କରୁଛନ୍ତି ତେବେ ସେମାନଙ୍କୁ ସ୍ଥାୟୀ କର୍ମଚାରୀ ଭାବେ ନିଯୁକ୍ତି ଦେବାକୁ ପଡିବ।…
ରୂପ୍ରାରୋଡ୍ ରେଳ ଷ୍ଟେଶନରେ ମିଳୁନି ପାନୀୟ ଜଳ, ଯାତ୍ରୀ ହନ୍ତସନ୍ତ
ନର୍ଲା,୧୪ା୩(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ନର୍ଲା ବ୍ଲକ ରୂପାରୋଡ୍ ରେଳଷ୍ଟେଶନ ପ୍ଲାଟ୍ଫର୍ମରେ ପାନୀୟ ଜଳର ବ୍ୟବସ୍ଥା ନ ଥିବାରୁ ଯାତ୍ରୀମାନେ ଶୋଷରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ପ୍ରାପ୍ତ ସୂଚନାନୁଯାୟୀ, ଏହି ପ୍ଲାଟ୍ଫର୍ମରେ ପାଣି ପୋଷ୍ଟରେ…
‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’କୁ ନେଇ ରାଷ୍ଟ୍ରପତିଙ୍କ ନିକଟରେ ରିପୋର୍ଟ ଦାଖଲ କଲେ ରାମନାଥ କୋବିନ୍ଦ
ନୂଆଦିଲ୍ଲୀ,୧୪।୩: ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଆଜି ଲୋକ ସଭା ଏବଂ ରାଜ୍ୟ ସଭା ସମେତ ବିଭିନ୍ନ ସଂସ୍ଥାର ଏକକାଳୀନ ନିର୍ବାଚନ ପ୍ରସଙ୍ଗରେ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଉପରେ ନିଜର ରିପୋର୍ଟ ଦାଖଲ କରିଛନ୍ତି।…
Archives


