ସାଇବର ଠକେଇର ଶିକାର ହେଲେ ନିଅନ୍ତୁ ଏମିତି ସାହାଯ୍ୟ
ଛତ୍ରପୁର,୧୬ା୩(ଦିଲ୍ଲୀପ ସାମଲ): ଲୋକଙ୍କ ସେବା ଯୋଗାଇବା ପାଇଁ ଗଞ୍ଜାମ ପୋଲିସ ଜିଲା ବେଶ୍ ସଜାଗ ହୋଇ ରହିଛି। ଦିନକୁ ଦିନ ଲୋକେ ସାଇବର ଠକେଇର ଶିକାର ହେଉଥିବାରୁ ଏହାର ପ୍ରତିକାର ପାଇଁ ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଏକ ହେଲ୍ପଲାଇନ ନମ୍ବର…
ମାଓବାଦୀ କ୍ୟାମ୍ପରେ ଚଢ଼ାଉ, ବିପୁଳ ପରିମାଣର ସାମଗ୍ରୀ ଜବତ
ଭବାନୀପାଟଣା,୧୬ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସର ବଡ଼ ସଫଳତା। ମାଓବାଦୀ କ୍ୟାମ୍ପରେ ଚଢ଼ାଉ କରି ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ ଜବତ କରିଛି ପୋଲିସ। କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଯୁଗସାଇପାଟଣା ମନସ୍କା ଗାଁ ନିକଟ ଜଙ୍ଗଲରେ ମାଓବାଦୀଙ୍କ…
ଭୋଟ ପରିଚୟ ନ ଥିଲେ ବି ଦେଇପାରିବେ ଭୋଟ୍? ଜାଣନ୍ତୁ କ’ଣ ରହିଛି ବ୍ୟବସ୍ଥା
ନୂଆଦିଲ୍ଲୀ,୧୬।୩: ଆସନ୍ତା ସାଧାରଣ ନିର୍ବାଚନ ଲାଗି ବାଜିଛି ବିଗୁଲ। ଏପ୍ରିଲ ୧୯ ତାରିଖରେ ଦେଶରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଯିବ। ୨୦୨୪ରେ ୭ଟି ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳବାସୀ ଭୋଟ ଦେବେ। ଓଡ଼ିଶା ବିଷୟରେ…
ହାର୍ଡଓ୍ବୟାର ଦୋକାନରେ ଜିଏସ୍ଟି ଚଢ଼ାଉ
ରାୟଗଡ଼ା,୧୬ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ନ୍ୟୁ କଲୋନୀସ୍ଥିତ ଫେୟାର ଡିଲ୍ କର୍ପୋରେଶନ ଦୋକାନରେ ଶନିବାର ଜିଏସ୍ଟି ଚଢ଼ାଉ ହୋଇଛି। ରାୟଗଡ଼ାସ୍ଥିତ ଜିଏସ୍ଟି ଏନଫୋର୍ସମେଣ୍ଟ ଡେପୁଟି କମିଶନର ତୋଫାନ ବେମାଲଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଛି। ଟିକସ ଫାଙ୍କିବା ଅଭିଯୋଗରେ ଚଢ଼ାଉ…
ଏହିସବୁ ଔଷଧ କମ୍ପାନୀ ରାଜନୈତିକ ଦଳଙ୍କୁ ଦେଇଛନ୍ତି କୋଟି କୋଟି ଚାନ୍ଦା
ନୂଆଦିଲ୍ଲୀ,୧୬।୩: ନିର୍ବାଚନ କମିଶନର ଶୁକ୍ରବାର ଇଲେକ୍ଟୋରଲ ବଣ୍ଡର ଡାଟା ରିଲିଜ୍ କରିଛନ୍ତି। ଯେଉଁଥିରେ ବହୁ ବଡ ବଡ କମ୍ପାନୀ, ଖଣି ଓ ଷ୍ଟିଲ କମ୍ପାନୀ ମଧ୍ୟ ଇଲେକ୍ଟୋରଲ ବଣ୍ଡ ବିଣିଥିବା ଜଣାପଡିଛି। କିନ୍ତ ଜାଣି ଆଶ୍ଚର୍ଯ୍ୟ ହେବେ ପ୍ରାୟ ୩୦ଟି ଫାର୍ମା…
ଡବ୍ଲ୍ୟୁପିଏଲ୍ ଫାଇନାଲରେ ଦିଲ୍ଲୀ ବନାମ ଆର୍ସିବି: ଜାଣନ୍ତୁ କେବେ, କେଉଁଠି, କେତେବେଳେ ଦେଖିବେ ଏହି ମହାମୁକାବିଲା…
ନୂଆଦିଲ୍ଲୀ,୧୬।୩: ଓମେନ୍ସ ପ୍ରିମିୟର ଲିଗ୍ର ଦ୍ୱିତୀୟ ସିଜନ୍ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଫାଇନାଲ ମୁକାବିଲା ଖେଳାଯିବ।ଦିଲ୍ଲୀ ଟିମ୍ ଲିଗ୍ ପର୍ଯ୍ୟାୟରେ ୮ରୁ ୬ ମ୍ୟାଚ୍ ଜିତି ଶୀର୍ଷରେ ପହଞ୍ଚିଥିଲା। ଏପରିକି ଲଗାତର…
ନିଜ ନିର୍ବାଚନ ମଣ୍ଡଳୀରେ କେବେ ହେବ ଭୋଟ୍, ଜାଣି ରଖନ୍ତୁ…
ଭୁବନେଶ୍ୱର,୧୬ା୩: ସାଧାରଣ ନିର୍ବାଚନ ୨୦୨୪ ପାଇଁ ଶନିବାର ତାରିଖ ଘୋଷଣା ହୋଇଛି। ଏନେଇ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏକ ପ୍ରେସ୍ମିଟ୍ରେ ଭାରତୀୟ ନିର୍ବାଚନ କମିଶନ ରାଜୀବ କୁମାର ତାରିଖ ଘୋଷଣା କରିଛନ୍ତି। ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ…
Video: ହରିଣ ଛୁଆକୁ ମା’ ଭଳି ସ୍ନେହ କରୁଛି ଚିତାବାଘ, ଭାବବିହ୍ବଳ କରୁଛି ଦୃଶ୍ୟ
ଜଙ୍ଗଲର ମାଂସାହାରୀ ପ୍ରାଣୀ ମଧ୍ୟରୁ ଚିତାବାଘ ଗୋଟିଏ। ହରିଣ, ମୃଗ ଭଳି ଛୋଟ ପଶୁଙ୍କୁ ଶିକାର କରି ଏହା ପେଟ ପୁରାଇ ଥାଏ। ହେଲେ ଏହି ମାଂସାହାରୀ ପ୍ରାଣୀକୁ କେବେ କେଉଁ ଜନ୍ତୁଙ୍କୁ ସ୍ନେହ କରୁଥିବା ଦେଖିଛନ୍ତି କି? ହୁଏତ ନା।…
ସରକାରଙ୍କ ବଡ ଭେଟି, ୧୫ଟଙ୍କା କମିଲା ପେଟ୍ରୋଲ-ଡିଜେଲ ଦାମ୍
ନୂଆଦିଲ୍ଲୀ,୧୬।୩: ବଡ ଭେଟି ଦେଲେ ସରକାର। କମିଲା ପେଟ୍ରୋଲ-ଡିଜେଲ ଦାମ। ପାଖାପଖି ୧୫ଟଙ୍କା କମିଲା ତୈଳ ଦର। କହିରଖୁଛୁ ଯେ, ଗୁରୁବାର କେନ୍ଦ୍ର ସରକାର ସାରା ଦେଶରେ ଲିଟର ପିଛା ପେଟ୍ରୋଲ ଓ ଡିଜେଲ ଦରରେ ୨ଟଙ୍କା ହ୍ରାସ କରିଥିଲେ। ଗଲା…
ଜାଣନ୍ତୁ ଓଡ଼ିଶାର କେଉଁ ଜିଲାରେ କେବେ ଭୋଟ୍
ଭୁବନେଶ୍ୱର,୧୬ା୩: ସାଧାରଣ ନିର୍ବାଚନ ୨୦୨୪ ପାଇଁ ଶନିବାର ତାରିଖ ଘୋଷଣା ହୋଇଛି। ଏନେଇ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏକ ପ୍ରେସ୍ମିଟ୍ରେ ଭାରତୀୟ ନିର୍ବାଚନ କମିଶନ ରାଜୀବ କୁମାର ତାରିଖ ଘୋଷଣା କରିଛନ୍ତି। ସମଗ୍ର ଦେଶରେ ୭ଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବାକୁ…
ନିର୍ବାଚନ କମିଶନରଙ୍କ ବଡ ଘୋଷଣା, ପ୍ରାର୍ଥୀ ଦେଇ ପାରିବେ ନାହିଁ ଏହି ଦଳ
ନୂଆଦିଲ୍ଲୀ,୧୬।୩: ୨୦୨୪ ଲୋକସଭା ନିର୍ବାଚନ ନେଇ ନିର୍ବାଚନ କମିଶନର ତାରିଖ ଘୋଷଣା କରିଛନ୍ତି । ରାଜୀବ କୁମାରଙ୍କ ସୂଚନା ମୁତାବକ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ହେବ । ମେ ମାସ ୧୩ ତାରିଖରେ ଓଡିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ…
ଲୋକ ସଭା ସହ ୪ ରାଜ୍ୟରେ ହେବ ବିଧାନସଭା ନିର୍ବାଚନ
ନୂଆଦିଲ୍ଲୀ,୧୬।୩: ୨୦୨୪ ଲୋକ ସଭା ନିର୍ବାଚନର ତାରିଖ ଘୋଷଣା କରାଯାଇଛି। ଦେଶର ସମସ୍ତ ୫୪୩ ଟି ଆସନ ପାଇଁ ଭୋଟ ଦେବାର ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ। ଲୋକ ସଭା ନିର୍ବାଚନ ସହିତ ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ…
Archives


