କଂଗ୍ରେସକୁ ଲାଗିଲା ଡବଲ୍ ଝଟ୍କା: ଦଳ ଛାଡିଲେ ବିଧାୟକ
ଡେରାଡୁନ୍,୧୭।୩: ଉତ୍ତରାଖଣ୍ଡ କଂଗ୍ରେସରେ ଇସ୍ତଫା ପର୍ଯ୍ୟାୟ ଶେଷ ହେଉନାହିଁ। ରବିବାର କଂଗ୍ରେସ ଦୁଇଟି ବଡ଼ ଝଟ୍କା ଲାଗିଛି। ଟେହରୀରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ବରିଷ୍ଠ ନେତା ଧନ ସିଂ ନେଗି ଏବଂ ବଦ୍ରିନାଥ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର…
ନିର୍ବାଚନ ପୂର୍ବରୁ ବଢିଲା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଅଡ଼ୁଆ
ରାୟପୁର,୧୭।୩: ରାୟପୁରର ଇକୋନୋମିକ ଅଫେନ୍ସ ୱିଙ୍ଗ ପୂର୍ବତନ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ବିରୋଧରେ ମହାଦେବ ଆପ ମାମଲାରେ ବାଗେଲ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ କରିଛି। ଆଇପିସିର ୧୨୦ବି, ୩୪, ୪୦୬, ୪୨୦, ୪୬୭, ୪୬୮ ଏବଂ ୪୭୧…
ଭାଇଙ୍କ ଯୋଗୁ ଆଜି କ୍ରିକେଟ୍ ପଡ଼ିଆରେ ରାଜ୍ କରୁଛନ୍ତି ଏହି ମହିଳା କ୍ରିକେଟର୍
ନୂଆଦିଲ୍ଲୀ,୧୫।୩: ଭାରତୀୟ ମହିଳା କ୍ରିକେଟ ଦଳ ଅଲରାଉଣ୍ଡର ତଥା ଅର୍ଜୁନ ପୁରସ୍କାର ବିଜେତା ଦୀପ୍ତି ଶର୍ମା ମହିଳା ପ୍ରିମିୟର ଲିଗର ଦ୍ୱିତୀୟ ସିଜିନରେ ଖେଳୁଥିବା ନଜର ଆସିଛନ୍ତି। ୟୁପି ୱାରିୟର୍ସ ଖେଳିବାବେଳେ ଷ୍ଟାର ପ୍ଲେୟାର ଏକ ନୂଆ ରେକର୍ଡ ସୃଷ୍ଟି କରିଛି।…
ଏଲ୍ଭିଶ୍ ଯାଦବଙ୍କୁ ଗିରଫ କଲା ପୋଲିସ
ନୂଆଦିଲ୍ଲୀ,୧୭ା୩: ନୋଏଡାର ଏକ ରେଭ୍ ପାର୍ଟିରେ ସାପ ବିଷ ଯୋଗାଇବା ମାମଲାରେ ସମ୍ପୃକ୍ତ ଥିବା ୟୁଟ୍ୟୁବର ଏଲ୍ଭିଶ୍ ଯାଦବଙ୍କୁ ସ୍ଥାନୀୟ ପୋଲିସ ପଚରାଉଚରା ପରେ ରବିବାର ଗିରଫ କରିଛି। ଫରେନ୍ସିକ୍ ରିପୋର୍ଟ ନିଶ୍ଚିତ କରିଛି ଯେ, ପରୀକ୍ଷା ପାଇଁ ଲ୍ୟାବ୍କୁ ପଠାଯାଇଥିବା…
ବାରବାଟୀ-କଟକ ନିର୍ବାଚନୀ ମାମଲା: ସୁପ୍ରିମକୋର୍ଟ ଗଲେ ମୋକିମ୍
କଟକ,୧୭ା୩(କାର୍ତ୍ତିକ ସାହୁ): ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ୨୦୧୯ ନିର୍ବାଚନରେ ମହମ୍ମଦ ମୋକିମ୍ଙ୍କ ବିଜୟକୁ ଓଡ଼ିଶା ହାଇକୋର୍ଟ ଅସିଦ୍ଧି ଘୋଷଣା କରିବା ପରେ ମୋକିମ୍ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି। ଓଡ଼ିଶା ହାଇକୋର୍ଟ ମାର୍ଚ୍ଚ ୪ରେ ଦେଇଥିବା ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।…
ମେଣ୍ଟ ଆବଶ୍ୟକ ନାହିଁ, ଓଡିଶା ଜନସାଧାରଣ ଚାହୁଁଛନ୍ତି ପରିବର୍ତ୍ତନ
ଗୋପାଳପୁର,୧୭।୩(ନବୀନ ରାଜ ଆଚାରୀ): ସାଧାରଣ ନିର୍ବାଚନ ବିଗୁଲ ବାଜି ଥିବାବେଳେ ଗଞ୍ଜାମ ଜିଲାରେ ରାଜନୀତି ତାତି ବଢ଼ିବାରେ ଲାଗିଛି। ରବିବାର ଗୋପାଳପୁର ନିର୍ବାଚନ ମଣ୍ଡଳୀ ଗୋଳନ୍ଥରାଠାରେ ଭାଜପା ପକ୍ଷରୁ ନିର୍ବାଚନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଗୋଳନ୍ଥରା ଈଶାଣେଶ୍ୱର ମନ୍ଦିର ନିକଟରେ…
Video: ପରୀକ୍ଷା ଶେଷ ହେବା ପରେ ଖୁସିରେ ନାଚିଲା କୁନି ଝିଅ, ଭିଡିଓ ଦେଖିଲେ ମନେ ପଡ଼ିଯିବ ପିଲାଦିନ…
ଛାତ୍ର ଜୀବନରେ ପରୀକ୍ଷା ଶେଷ ହେବାର ଖୁସି ଅଧିକ ଥାଏ। କାରଣ ଏହା ପରେ କିଛିଦିନ ଛୁଟି ମିଳିଯାଏ। ଏବେ ସୋସିଆଲ ମିଡିଆରେ ଏଭଳି ଏକ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଶିଶୁ ପରୀକ୍ଷା ଛୁଟି ହେବା ଖୁସିରେ ନାଚୁଥିବା ଦେଖାଯାଇଛି।…
ଆଦର୍ଶ ଆଚରଣ ବିଧି ଲାଗୁ ପରେ ହୋର୍ଡିଂ ହଟାଇଲା ପ୍ରଶାସନ
ଦାରିଙ୍ଗବାଡ଼ି,୧୭ା୩(ଅରୁଣ ସାହୁ): ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଶନିବାର ବିଧାନସଭା ଓ ଲୋକ ସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିବା ପରେ ନେତାମାନେ ତତ୍ପରତା ଦେଖାଉଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ଅବାଧ ସାଧାରଣ ନିର୍ବାଚନ କରାଇବା ପାଇଁ…
ଭୋଜି ଖାଇ ଯାଉଥିବା ବେଳେ ବ୍ରିଜ୍ ତଳକୁ ଖସିଲା ଭ୍ୟାନ୍: ୨ ଜଣଙ୍କ ଜୀବନ ଗଲା, ୧୦ରୁ ଊର୍ଦ୍ଧ୍ୱ ଗୁରୁତର
କୁନ୍ଦୁରା,୧୭ା୩(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ୍ ଭୁସାଙ୍ଗଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଖଟଲାପଦର ନିକଟସ୍ଥ କୋଲାବ ନଦୀ ବ୍ରିଜ ତଳକୁ ଭୋଜି ଖାଇ ଯାଉଥିବା ଏକ ଭ୍ୟାନ୍ ଖସି ପଡ଼ିବା ଫଳରେ ୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ…
ଇଭିଏମ ଥିଲେ ନିର୍ବାଚନରେ ହୋଇ ନ ଥାଆନ୍ତା କୌଣସି ଅସୁବିଧା: ଇମ୍ରାନ
ଇସଲାମାବାଦ,୧୭।୩: ପାକିସ୍ତାନରେ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହେବାର ବହୁ ଦିନ ହେଲାଣି। ତେବେ ଘରୋଇ ତଥା ଆନ୍ତର୍ଜାତୀୟ ସ୍ତରରେ ପାକିସ୍ତାନର ନିର୍ବାଚନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠିଛି। ବିଶେଷ କରି ଦେଶର ମୁଖ୍ୟ ବିରୋଧୀ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ)…
ନମାଜ ପଢୁଥିବା ବିଦେଶୀ ଛାତ୍ରଙ୍କୁ ଆକ୍ରମଣ, ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଭଙ୍ଗାରୁଜା
ଅହମଦାବାଦ,୧୭।୩: ଗୁଜୁରାଟ ବିଶ୍ୱବିଦ୍ୟାଳୟରେ ପଢୁଥିବା ବିଦେଶୀ ଛାତ୍ରଙ୍କ ଉପରେ ଆକ୍ରମଣ ମାମଲା ସାମ୍ନାକୁ ଆସିଛି। ଏହି ଛାତ୍ରମାନେ ଅଭିଯୋଗ କରିଛନ୍ତି ଯେ ଗେରୁଆ ଗାମୁଛା ପିନ୍ଧିଥିବା କେତେଜଣ ଲୋକ ବିଳମ୍ବିତ ରାତିରେ ହଷ୍ଟେଲ ପରିସରରେ ପ୍ରବେଶ କରିଥିଲେ। ଏହି ଲୋକମାନେ ଧାର୍ମିକ…
ଟ୍ରୋଲର୍ସଙ୍କୁ ଜବାବ ଦେଲେ ଚହଲଙ୍କ ପତ୍ନୀ ଧନଶ୍ରୀ
ନୂଆଦିଲ୍ଲୀ,୧୭।୩: ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ଏବଂ ତାଙ୍କ ପତ୍ନୀ ଧନଶ୍ରୀ ବର୍ମା ସୋସିଆଲ ମିଡିଆରେ ପ୍ରାୟଃ ଏକାଠି ନଜର ଆସିଥାନ୍ତି। ଧନଶ୍ରୀ ତାଙ୍କ ଡ୍ୟାନ୍ସ ପାଇଁ ବହୁତ ଲୋକପ୍ରିୟ ଏବଂ ଜଣେ ପ୍ରସିଦ୍ଧ କୋରିଓଗ୍ରାଫର ଭାବରେ ମଧ୍ୟ ମାନ୍ୟତା ପାଇଛନ୍ତି।…
Archives


