Home

୩ ଦିନ ପରେ ବିଧାନସଭା: ବିଧାୟକ ଦଳ ନେତା ବାଛିପାରିନି କଂଗ୍ରେସ

ଭୁବନେଶ୍ୱର, ୧୯।୭(ସୁନିତ୍‌ ମିଶ୍ର):ରାଜ୍ୟରେ ଭାଜପା ସରକାର ଆସିବା ପରେ ବିଧାନସଭାର ପ୍ରଥମ ଅଧିବେଶନ ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନକୁ ମାତ୍ର ୩ ଦିନ ବାକି ଥିବାବେଳେ ଏ ପର୍ଯ୍ୟନ୍ତ କଂଗ୍ରେସ ତା’ର ବିଧାୟକ ଦଳ ନେତା…

କାଞ୍ଜିଆହୁଦା ନାହିଁ, ମୁଖ୍ୟରାସ୍ତାରେ ବୁଲାଗୋରୁ

ନିମାପଡ଼ା,୧୯।୭(ବିଚିତ୍ରାନନ୍ଦ ସାହୁ): ପାଟପୁର ମୁଖ୍ୟରାସ୍ତା, ବଡ଼ ବଜାର ରାସ୍ତା, ଦୋଳବେଦି ଛକ ରାସ୍ତା ଏବେ ବୁଲା ଗୋରୁଙ୍କ ନିରାପଦ ଆଶ୍ରୟସ୍ଥଳୀ ପାଲଟିଛି। ମୁଖ୍ୟ ରାସ୍ତା, ବ୍ଲକ ଛକ, ତହସିଲ ଅଫିସ ଛକ, ଥାନା ଛକ, ଦୋଳବେଦି ଛକ ଉପରେ ଦୈନିକ ବହୁ…

ପୁରୀରେ ଆଜିଠାରୁ ୨ଦିନିଆ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ

ଭୁବନେଶ୍ୱର, ୧୯।୭(ସୁନିତ୍‌ ମିଶ୍ର):ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଏବଂ ଶନିବାର ୨ଦିନ ଧରି ପୁରୀ ଠାରେ ଅନୁଷ୍ଠିତ ହେବ। ଏନେଇ ଦଳ ପକ୍ଷରୁ ସବୁ ପ୍ରକାର ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇସାରିଥିବା ଜଣାପଡିଛି। ଶୁକ୍ରବାର ଅପରାହ୍ନ ସାଢ଼େ ୨ଟା…

ଚିଲିରେ ବଡ଼ ଧରଣର ଭୂକମ୍ପ: ଲୋକେ ଆତଙ୍କିତ

ସାଣ୍ଟିଆଗୋ,୧୯।୭: ଚିଲିରେ ଶୁକ୍ରବାର ସକାଳୁ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୩ରେ ମାପ କରାଯାଇଥିଲା। ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ଏହି ସୂଚନା ଦେଇଛି। ୟୁଏସ୍‌ଜିସ୍‌ କହିଛି, ଚିଲିର ଆଣ୍ଟୋଫାଗାସ୍ତାଠାରେ ଏହି ଭୂକମ୍ପ କମ୍ପନ ଅନୁଭୂତ…

୬ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯୋଗଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୧୯।୭(ସୁନିତ୍‌ ମିଶ୍ର):ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ୬ ଜଣ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ନିଯୁକ୍ତି ଦିଆଯାଇଛି। ତେବେ ଏଫ୍‌ ଆଣ୍ଡ ଏଆର୍‌ଡି ବିଭାଗରେ କାର୍ଯ୍ୟ କରୁଥିବା ଅନୁ ସଚିବ ପ୍ରଦୀପ କୁମାର ସାମଲଙ୍କୁ ବଦଳିକରି ସଂସଦୀୟ ବ୍ୟାପାର ବିଭାଗ…

ପଦ ଚାଲିଯିବା ଭୟରେ ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି: କଂଗ୍ରେସ

ଭୁବନେଶ୍ୱର, ୧୯।୭(ସୁନିତ୍‌ ମିଶ୍ର):ପୁରୀ ରାଜଭବନରେ କାର୍ଯ୍ୟରତ ଓଡ଼ିଆ ଅଧିକାରୀ ବୈକୁଣ୍ଠ ପ୍ରଧାନଙ୍କୁ ରାଜ୍ୟପାଳଙ୍କ ପୁଅ ଏବଂ ତାଙ୍କର ୫ ଜଣ ଝାଡ଼ଖଣ୍ଡୀ ବନ୍ଧୁ ଅତି ନୃଶଂସ ଭାବେ ଶାରୀରିକ ନିର୍ଯାତନା ଦେବାପରେ ଏହି ଘଟଣାକୁ ନେଇ ରାଜ୍ୟରେ ହଟଚମଟ ସୃଷ୍ଟି ହୋଇଛି।…

ଆଜି ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାପ୍ରଭୁ

ପୁରୀ,୧୯ା୭(ଅଜିତ୍‌ କୁମାର ମହାନ୍ତି): ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦିରୁ ବାହୁଡ଼ି ଆସିଛନ୍ତି ମହାପ୍ରଭୁ। ଭଉଣୀଭାଇଙ୍କ ସହ ସିଂହଦ୍ୱାର ସମ୍ମୁଖରେ ତିନିରଥ ଉପରେ ଏବେ ଅବସ୍ଥାନ କରୁଛନ୍ତି ମହାପ୍ରଭୁ। ଗୁରୁବାର ରଥଉପରେ ମହାପ୍ରଭୁଙ୍କ ଅଧରପଣା ସମ୍ପନ୍ନ ହେବା ପରେ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ…

ମିଶନ ମୋଡ୍‌ରେ ଉପମୁଖ୍ୟମନ୍ତ୍ରୀ: ଦେଲେ ଏମିତି ନିର୍ଦ୍ଦେଶ

ଭୁବନେଶ୍ୱର, ୧୯।୭(ଅସମାପିକା ସାହୁ):ମହିଳା ଓ ଶିଶୁ ବିକାଶ ଅନ୍ତର୍ଗତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଗୁରୁବାର ଜିଲା ସମାଜ ମଙ୍ଗଳ ଅଧିକାରୀଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗଦେଇ ମିଶନ ମୋଡ୍‌ରେ ଅପପୁଷ୍ଟି ଦୂର…

ବଙ୍ଗୋପସାଗରରେ ଲଘୁଚାପ: ୨୨ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୯ା୭(ଅସମାପିକା ସାହୁ):କେନ୍ଦ୍ରୀୟ ବଙ୍ଗୋପସାଗର ତତ୍‌ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଗୁରୁବାର ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏଥିସହ ଜଡ଼ିତ ସମ୍ପୃକ୍ତ ଘୂର୍ଣ୍ଣିବଳୟ ଦକ୍ଷିଣ-ପଶ୍ଚିମ ଦିଗକୁ ଢଳିରହିଛି। ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଉତ୍ତର -ପଶ୍ଚିମ ଦିଗରେ ଗତି କରି ଆସନ୍ତା…

ଆଜି ରସଗୋଲା ଦିବସ: ଜାଣନ୍ତୁ କାହିଁକି କରାଯାଏ ପାଳନ

ନୀଳାଦ୍ରି ବିଜେରେ ପ୍ରତିବର୍ଷ ପାଳନ ହୁଏ ରସଗୋଲା ଦିବସ। ୨୦୧୫ରୁ ଓଡ଼ିଶାରେ ଏହି ଦିବସ ପାଳନ କରାଯାଇଆସୁଛି। ଗୁଣ୍ଡିଚା ମନ୍ଦିରରେ ନଅ ଦିନ ରହି ମାଉସୀ ମା’ ଘର ପାଖରେ ଅଟକି ବାଟରେ ପୋଡ଼ପିଠା ଖାଇ ମହାପ୍ରଭୁ ଶ୍ରୀମନ୍ଦିର ଫେରିଥିଲେ। ବାହୁଡ଼ା…

ୟୁପି ଭାଜପାରେ ‘ଅଲ ଇଜ ନଟ ଓ୍ବେଲ’!

ନୂଆଦିଲ୍ଲୀ,୧୮।୭: ଉତ୍ତରପ୍ରଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା କେବଳ ଲୋକ ସଭା ନିର୍ବାଚନ ୨୦୨୪ର ଫଳାଫଳ ପରେ ହିଁ ଖବରରେ ଅଛି। ପ୍ରକାଶ ଯେ, ଉତ୍ତର ପ୍ରଦେଶ ଭାଜପାରେ କଳହ ପରେ ହାଇକମାଣ୍ଡଙ୍କୁ ଆଗକୁ ଆସି ନିଜ ହାତରେ କମାଣ୍ଡ ନେବାକୁ ପଡିଲା।…

ନୀତୀଶଙ୍କ ଉପରେ ବଡ଼ ଅଭିଯୋଗ ଆଣିଲେ ପିକେ

ପାଟନା,୧୮।୭: ରାଜନୀତିକ ରଣନୀତିଜ୍ଞ ବା ରାଜନୀତିର ଚାଣକ୍ୟ କୁହାଯାଉଥିବା ତଥା ଜନ ସୁରାଜ ଅଭିଯାନର ସୂତ୍ରଧର ପ୍ରଶାନ୍ତ କିଶୋର ଓରଫ ପି.କେ ଗୁରୁବାର (ଜୁଲାଇ ୧୮) ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ମଦ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?