Home

ୟୁପିରେ ରାହୁଲଙ୍କ ଭାରତ ଯୋଡୋ ଯାତ୍ରା କେତେ ଫାଇଦା ହେବ, ଏତିକି ଆସନରେ ଜିତିବ କଂଗ୍ରେସ, ଆଶ୍ଚର୍ଯ୍ୟ କରିବ ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ,୨୦।୩: ଲୋକ ସଭା ନିର୍ବାଚନର ତାରିଖ ଘୋଷଣା ହେବା ପରେ ସମସ୍ତ ରାଜନୈତିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୮୦ଟି ସିଟ ସହ ଉତ୍ତରପ୍ରଦେଶରେ ରାଜନୀତି ଗରମ ରହିଛି। ଏଠାରେ ଏନଡିଏ, ଇଣ୍ଡିଆ ଆଲାଇନ୍ସ ଏବଂ ସମାଜବାଦୀ ପାର୍ଟି ମଇଦାନରେ ଅଛନ୍ତି। ଏଥର…

ରାଜ୍ୟରେ ଝଡ଼ବର୍ଷା: ଆଜି ଏହି ସବୁ ଜିଲାରେ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୦ା୩(ଅନିଲ ଦାସ): ଝାଡ଼ଖଣ୍ଡ, ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳରେ ସୃଷ୍ଟି ହୋଇଥିବା ଟ୍ରପ୍‌ଲାଇନ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଝଡ଼ବର୍ଷା ହୋଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ, ହୀରାକୁଦରେ ୩୦.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁର…

ଲୋକ ସଭା ନିର୍ବାଚନ: ପ୍ରଥମ ପର୍ଯ୍ୟାୟ ପାଇଁ ବିଜ୍ଞପ୍ତି ଜାରି, ଜାଣନ୍ତୁ କେଉଁ ରାଜ୍ୟରେ କେତେ ଆସନରେ ହେବ ନିର୍ବାଚନ

ନୂଆଦିଲ୍ଲୀ,୨୦।୩: ଗତ ସପ୍ତାହରେ ନିର୍ବାଚନ ଆୟୋଗ ଲୋକ ସଭା ନିର୍ବାଚନ ୨୦୨୪ ତାରିଖ ଘୋଷଣା କରିବା ପରେ ସମସ୍ତ ରାଜନୈତିକ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥର ସାଧାରଣ ନିର୍ବାଚନ ସାତୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଛି। ତେବେ ପ୍ରଥମ…

ଭାରତ ତୃତୀୟ ସର୍ବାଧିକ ପ୍ରଦୂଷିତ ଦେଶ

ନୂଆଦିଲ୍ଲୀ,୨୦।୩: ବାଂଲାଦେଶ ଏବଂ ପାକିସ୍ତାନ ପରେ ଭାରତ ବିଶ୍ୱର ତୃତୀୟ ସବୁଠୁ ପ୍ରଦୂଷିତ ଦେଶ। ସୁଇସ୍‌ ବାୟୁ ମାନ ପର୍ଯ୍ୟବେକ୍ଷଣ ସଂସ୍ଥା ଆଇକ୍ୟୁଏୟାର ପକ୍ଷରୁ ପ୍ରକାଶିତ ‘ଓ୍ବାଲର୍‌ଡ ଏୟାର କ୍ୱାଲିଲିଟ ରିପୋର୍ଟ ୨୦୨୩’ରେ ଏହା କୁହାଯାଇଛି। ଏହି ରିପୋର୍ଟ ଅନୁଯାୟୀ ଭାରତର…

୯ ଜଣଙ୍କୁ ଗୁ୍‌ଡ୍‌ ସ୍ମାରିଟାନ୍‌ରେ ସମ୍ମାନିତ କଲେ ଗଞ୍ଜାମ ଏସ୍‌ପି

ଛତ୍ରପୁର,୧୯ା୩(ସନ୍ତୋଷ ପାଢୀ/ଦିଲ୍ଲୀପ ସାମଲ ): ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲ ପଠାଇଥିବା ନେଇ ଭୂମିକା ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ପ୍ରଶାସନ ପକ୍ଷରୁ ଗୁଡ୍‌ ସ୍ମାରିଟାନ୍‌ ଭାବେ ସମ୍ମାନିତ କରାଯାଇଥାଏ। ଏହି ପରିପ୍ରେକ୍ଷୀରେ ୯ ଜଣ ବ୍ୟକ୍ତି…

ଅନଲାଇନ୍‌ରେ ମଗାଇଥିଲେ ଫୋନ୍‌, ପାର୍ସଲରେ ଖୋଲିବା ପରେ ଉଡିଲା ହୋସ୍‌

ନୂଆଦିଲ୍ଲୀ,୧୯।୩: ବର୍ତ୍ତମାନ ସମୟରେ ଲୋକମାନେ ଅନଲାଇନରେ ସବୁକିଛି କିଣିବାକୁ ପସନ୍ଦ କରୁଛନ୍ତି। କାରଣ ଅନ୍‌ଲାଇନ୍‌ ଶପିଂ ସେମାନେ ଭଲ ରିହାତି ପାଉଛନ୍ତି। ଦୋକାନରୁ ଦୋକାନକୁ ବୁଲିବାକୁ ପଡ଼ୁନାହିଁ। ବିଶେଷକରି ଅନ୍‌ଲାଇନ୍‌ରେ ମୋବାଇଲ ଫୋନ କିଣିବା ଟ୍ରେଣ୍ଡ ପାଲଟିଲାଣି। ଲୋକମାନେ ଅନଲାଇନରେ ଫୋନ…

ପିଲା ଜନ୍ମ କରିବାକୁ ଡରୁଛନ୍ତି ଚାଇନାବାସୀ, ବନ୍ଦ ହେବାରେ ଲାଗିଛି…

ବେଜିଂ,୧୯।୩: ପ୍ରତ୍ୟେହ ଚାଇନାରୁ ରୋଗକୁ ନେଇ ଖବର ଆସିଥାଏ। ଦେଶ କରୋନା, ଫ୍ଲୁ ଏବଂ ନିମୋନିଆଠାରୁ ଆରମ୍ଭ କରି ଅନେକ ପ୍ରକାରର ଜରୁରୀକାଳୀନ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଛି, କିନ୍ତୁ ଏଥର ଏଠାରେ ଏକ ନୂଆ ସଙ୍କଟ ଦେଖାଦେଇଛି। ନ୍ୟୁଜ ଆଉଟଲେଟ…

ଦିଲ୍ଲୀରେ ଭାଜପା ନେତାଙ୍କ ଡେରା, ପ୍ରାର୍ଥୀ ତାଲିକା ଉପରେ ରାଜ୍ୟବାସୀଙ୍କ ନଜର

ଭୁବନେଶ୍ୱର, ୧୯।୩(ସୁନିତ ମିଶ୍ର): ଓଡ଼ିଶାରେ ବିଜେଡି-ଭାଜପା ମେଣ୍ଟ ହେବ ନା ନାହିଁ ତାହା ଉପରୁ ପରଦା ଉଠିପାରୁନାହିଁ। କୌଣସି ସ୍ପଷ୍ଟ ସୂଚନା ମିଳୁ ନ ଥିବାରୁ ଏଯାବତ ରାଜନୈତିକ ଦଳର କର୍ମୀ ଏବଂ ନେତାଙ୍କ ମନରୁ ମେଣ୍ଟ ଦ୍ୱନ୍ଦ୍ୱ ଦୂର ହେଉନାହିଁ।…

ଋଷିଆ ଇତିହାସରେ ରେକର୍ଡ ବିଜୟ: ୫ମ ଥର ପାଇଁ ରାଷ୍ଟ୍ରପତି ହେଲେ ପୁଟିନ୍‌

ମସ୍କୋ,୧୯।୩: ପୁଣି ପଞ୍ଚମ ଥର ପାଇଁ ଋଷିଆର ରାଷ୍ଟ୍ରପତ ହୋଇଛନ୍ତି ଭ୍ଲାଦିମିର ପୁଟିନ। ନିକଟରେ ହୋଇଥିବା ନିର୍ବାଚନରେ ତାଙ୍କୁ ୮୮ପ୍ରତିଶତ ଭୋଟ ମିଳିଛି । ଏବେ ସେ ଆଗାମୀ ୬ବର୍ଷ ପାଇଁ ଶାସନରେ ରହିବେ । କହି ରଖୁଛୁ କି ଗତ…

ବିଜୟ ଅମୃତ କୁଲାଙ୍ଗେ ହେଲେ ଓମ୍‌ଫେଡ୍‌ ଏମ୍‌ଡି

ଭୁବନେଶ୍ୱର,୧୯ା୩(ଅନିଲ ଦାସ): ୨୦୧୩ ବ୍ୟାଚ୍‌ ଆଇଏଏସ୍‌ ଅଫିସର ତଥା ପୂର୍ବତନ ଭୁବନେଶ୍ୱର ମହାନଗର ନିଗମ କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କୁ ରାଜ୍ୟ ସରକାର ଓମ୍‌ଫେଡ ପରିଚାଳନା ନିର୍ଦ୍ଦେଶକ(ଏମ୍‌ଡି) ଭାବେ ନିଯୁକ୍ତି ଦେଇଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି…

୨ କାର ମୁହାଁମୁହିଁ ଧକ୍କା, ୬ ଗୁରୁତର

କୋଟପାଡ,୧୯ା୩(କେ. ରାଜଶେଖର ରାଓ)-କୋରାପୁଟ ଜ଼ିଲା କୋଟପାଡରେ ମଙ୍ଗଳବାର ଅପରାନ୍ନ ୫ଟାରେ ସହରଠାରୁ ୧୨ କି.ମି. ଦୂର ସର୍ଗିଗୁଡା ପଞ୍ଚାୟତଠାରେ ଦୁଇଟି କାର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଏଥିରେ ୬ଜଣ ଗୁରୁତର ହୋଇଛନ୍ତି। କୋଟପାଡ଼ ଅଞ୍ଚଳରୁ ଜୟପୁର ଯାଉଥିବା ଏକ କାର…

ପାଣ୍ଡ୍ୟାଙ୍କ ବଢ଼ିଲା ଚିନ୍ତା, ମୁମ୍ବାଇ ପାଇଁ ଖେଳି ନ ପାରନ୍ତି ସୂର୍ଯ୍ୟକୁମାର !

ମୁମ୍ବାଇ,୧୯ା୩: ଆଇପିଏଲ୍‌ ଆରମ୍ଭ ହେବା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସର ବଢ଼ିଲା ଚିନ୍ତା। ଗୁଜରାଟ ଟାଇଟନ୍ସ ବିପକ୍ଷ ଓପନିଂ ମ୍ୟାଚରେ ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଖେଳିବେ ନାହିଁ।  କାରଣ ତାଙ୍କୁ ନ୍ୟାଶନାଲ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରୁ ଏ ପର୍ଯ୍ୟନ୍ତ ଫିଟ୍‌ନେସ୍‌ କ୍ଲିଅରାନ୍ସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri