ଦେଶର ପ୍ରାୟ ୩୦ କୋଟି ଧନୀ ଦିଅନ୍ତି ନାହିଁ ଭୋଟ
ନୂଆଦିଲ୍ଲୀ,୨୦।୩: ନିର୍ବାଚନ ଆୟୋଗର ରିପୋର୍ଟ ଅନୁଯାୟୀ, ଦେଶର ପ୍ରାୟ ଏକ ତୃତୀୟାଂଶ ଲୋକ ଗତ ନିର୍ବାଚନରେ ଭୋଟ ଦେଇ ନ ଥିଲେ। ଯେଉଁମାନେ ଭୋଟ ଦେଇ ନାହାଁନ୍ତି, ସେମାନଙ୍କ ମଧ୍ୟରେ ରହିଛନ୍ତି, ସହରାଞ୍ଚଳର ଜନତା, ଯୁବକ, ଏବଂ ଧନୀ ବ୍ୟକ୍ତି। ଦେଶ…
ନୋଟ୍ ଗଣି ଗଣି ଗରମ ହୋଇଯାଉଛି ମେଶିନ୍ କାହିଁକି ଏମିତି କହିଲେ ଶାହା
ନୂଆଦିଲ୍ଲୀ,୨୦ା୩: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ବୁଧବାର ନେତାଙ୍କ ଘରେ ଇଡି, ସିବିଆଇ ଏବଂ ଆୟକର ବିଭାଗ ଦ୍ୱାରା ହୋଇଥିବା ଚଢ଼ାଉକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ କଳା…
କଂଗ୍ରେସରେ ବିଲୟ ହେଲା ପପୁ ଯାଦବଙ୍କ ପାର୍ଟି
ନୂଆଦିଲ୍ଲୀ,୨୦।୩: ଲୋକ ସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ଶକ୍ତି ବୃଦ୍ଧି ପାଇଛି। ପପୁ ଯାଦବଙ୍କ ଦଳ କଂଗ୍ରେସରେ ବିଲୟ ହୋଇଛି। ଲୋକ ସଭା ନିର୍ବାଚନ ପୂର୍ବରୁ ଜନ ଅଧିକାର ଦଳକୁ କଂଗ୍ରେସ ସହିତ ମିଶ୍ରଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ପୂର୍ବତନ ଏମ୍ପି…
୪୦ ଟଙ୍କା ପାଇଁ ଜୀବନ ଗଲା
ଭଦ୍ରକ,୨୦ା୩(ସନାତନ ରାଉତ): ମାତ୍ର ୪୦ ଟଙ୍କା ପାଇଁ ଜଣେ ଗ୍ରାହକଙ୍କ ମାଡ଼ରେ ଦୋକାନୀଙ୍କର ଜୀବନ ଯାଇଛି। ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ଚରମ୍ପା ଅଞ୍ଚଳରେ। ଭଦ୍ରକ ବ୍ଲକ ସାବରଙ୍ଗ ଥାନା ବଣିଆ ଗ୍ରାମର ବିଜୟ ପଣ୍ଡା ଚରମ୍ପା ପଥରଆଡ଼ିରେ…
ବିହାରରେ ନୂଆ ସମୀକରଣ, ବିଳମ୍ବିତ ରାତିରେ ଲାଲୁ-ତେଜସ୍ବୀଙ୍କୁ ଭେଟି ଦିଲ୍ଲୀ ଗସ୍ତ କଲେ…
ପାଟନା,୨୦।୩: ଲୋକ ସଭା ନିର୍ବାଚନ ନେଇ ଘୋଷଣା ହୋଇଛି। ପ୍ରଥମ ପର୍ଯ୍ୟାୟ ନାମାଙ୍କନ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି, ହେଲେ ଏଯାବତ ବିହାରରେ ମେଣ୍ଟ ପକ୍ଷରୁ ଆସନ ନେଇ ଘୋଷଣା ହୋଇନାହିଁ। ଏହାପଛର ପ୍ରମୁଖ କାରଣ ହେଉଛି ବିହାରରେ ଦେଖାଦେଇଥିବା ନୂଆ…
ସ୍ବାମୀ-ଝିଅଙ୍କ ସହ ଅଯୋଧ୍ୟାରେ ପହଞ୍ଚିଲେ ପ୍ରିୟଙ୍କା
ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ଆଜି ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ପହଞ୍ଚିଛନ୍ତି। କିଛି ଦିନ ପୂର୍ବରୁ ଭାରତ ଫେରିଥିବା ପ୍ରିୟଙ୍କା ଆଜି ସ୍ବାମୀ ନିକ ଜୋନାସ ଏବଂ ଝିଇ ମେରି ମାଳତୀ ଜୋନାସଙ୍କ ସହ ଅଯୋଧ୍ୟାରେ ପହଞ୍ଚିଥିଲେ। ରାମ…
ପରିବାର ପାଇଁ କେମିତି ସମୟ ବାହାର କରନ୍ତି ଅମିତ ଶାହା? ଉତ୍ତର ଶୁଣି ଭାବୁକ ହେଲେ ପତ୍ନୀ
ନୂଆଦିଲ୍ଲୀ,୨୦।୩: ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଅମିତ ଶାହା ଏକ ଘରୋଇ ଟେଲିଭିଜନ ଚ୍ୟାନେଲର ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ରାଇଜିଂ ଇଣ୍ଡିଆ ସମ୍ମିଳନୀ -୨୦୨୪’ ରେ ଭାଗ ନେଇଥିଲେ। ସମସ୍ତ ଜ୍ୱଳନ୍ତ ପ୍ରସଙ୍ଗ ସହିତ (ଉଦାହରଣ ସ୍ବରୂପ, ସିଏଏରୁ ନିର୍ବାଚନ…
ପ୍ରତ୍ୟେକ ଝିଅଙ୍କୁ ମାସିକ ମିଳିବ ୧୦,୦୦୦ ଟଙ୍କା
ଚେନ୍ନାଇ,୨୦।୩: ଦ୍ରାବିଡା ମୁନ୍ନେତ୍ରା କାଜଗାମ (ଡିଏମକେ) ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ମନିଫେଷ୍ଟୋ ପ୍ରକାଶ କରିଛି। ଲୋକ ସଭା ନିର୍ବାଚନ ପାଇଁ ମନିଫେଷ୍ଟୋ ସହିତ ତାମିଲନାଡୁର ୨୧ଟି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରିଛି। ଡିଏମ୍କେ ମାନିଫେଷ୍ଟୋରେ…
ଚାଇନା ଚାପରେ ନଇଁଲା ଶ୍ରୀଲଙ୍କା
କଲମ୍ବୋ,୨୦।୩: ଶ୍ରୀଲଙ୍କା ସରକାର କହିଛନ୍ତି ଯେ ସେମାନେ ବିଦେଶୀ ଅନୁସନ୍ଧାନ ଜାହାଜଗୁଡ଼ିକୁ ସେମାନଙ୍କ ବନ୍ଦରରେ ଜିନିଷ ପତ୍ର ଲୋଡ କରିବା କିମ୍ବା ଡକ କରିବାକୁ ଅନୁମତି ଦେବେ। ଘଟଣାହେଲା ଶ୍ରୀଲଙ୍କା ଏହା ଉପରେ ପ୍ରତିବନ୍ଧକ ଲଗାଇଥିଲା, କିନ୍ତୁ ନିକଟରେ ଶ୍ରୀଲଙ୍କା ଏକ…
ୟୁକ୍ରେନକୁ ନେଇ ଫୋନରେ କଥା ହେଲେ ମୋଦି-ପୁଟିନ
ନୂଆଦିଲ୍ଲୀ/ମସ୍କୋ,୨୦।୩: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବନ୍ଦ ହେଉନାହିଁ। ଇତିମଧ୍ୟରେ ବୁଧବାର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ ମାଧ୍ୟମରେ ୟୁକ୍ରେନ ଉପରେ ଆଲୋଚନା କରିଛନ୍ତି। କ୍ରେମଲିନ ଏହି ସୂଚନା ଦେଇଛନ୍ତି। ରୁଷିଆରେ…
ନିଷ୍ପତ୍ତି ବଦଳାଇଲା ଜୋମାଟୋ; ପୂର୍ବଭଳି ଡେଲିଭରି ବଏ ପିନ୍ଧିବେ ଲାଲ୍ ପୋଷାକ
ନୂଆଦିଲ୍ଲୀ,୨୦।୩: ବିବାଦ ପରେ ନିଷ୍ପତ୍ତି ବଦଳାଇଛି ଅନଲାଇନ୍ ଫୁଡ୍ ଡେଲିଭରି ଆପ୍ ‘ଜୋମାଟୋ’। ନିରାମିଷ(ଭେଜ୍) ଖାଉଥିବା ଗ୍ରାହକଙ୍କ ଲାଗି ସ୍ବତନ୍ତ୍ର ସେବା ଆରମ୍ଭ କରିବା ନେଇ ଜୋମାଟୋ ସିଇଓ ଦୀପିନ୍ଦର ଗୋଏଲ ଘୋଷଣା କରିଥିଲେ। ଏଥିରେ ବିତରକମାନେ ସବୁଜ ରଙ୍ଗର ପୋଷାକ…
ସମୁଦି ହେବା ଗର୍ବର କଥା, ଖୋଲାଖୋଲି ଭାବେ ଦାଉଦଙ୍କୁ ପ୍ରଶଂସା କରେ ପୂର୍ବତନ କ୍ରିକେଟର ମିଆଁଦାଦ
ଇସଲାମାବାଦ,୨୦।୩: ପାକିସ୍ତାନର ପୂର୍ବତନ କ୍ରିକେଟର ଜାଭେଦ ମିଆଁଦାଦ ପଳାତକ ଅଣ୍ଡରୱାଲର୍ଡ ଡନ ଦାଉଦ ଇବ୍ରାହିମଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ଦାଉଦ ଇବ୍ରାହିମଙ୍କ ସହିତ ପାରିବାରିକ ସମ୍ପର୍କ ରହିବା ତାଙ୍କ ପାଇଁ ସମ୍ମାନର ବିଷୟ । ଏହା ସହିତ ସେ…
Archives


