ଭାଜପାର ସାଉଥ୍ ସମୀକରଣ ଫାଇନାଲ୍
ନୂଆଦିଲ୍ଲୀ,୨୧।୩: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ପାଇଁ ୩୭୦ ପ୍ଲସ ଏବଂ ଏନଡିଏ ପାଇଁ ୪୦୦ ପ୍ଲସ ଲକ୍ଷ୍ୟରେ ଦକ୍ଷିଣ ଭାରତର ଦୁର୍ଗ ଭାଙ୍ଗିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି କ୍ରମରେ ଦକ୍ଷିଣରେ ସମୀକରଣର ସମାଧାନ…
ଗୋଟିଏ ପରିବାରର ୫ ଜୀବନ୍ତ ଜଳିଗଲେ
ଜୟପୁର,୨୧ା୩: ଜୟପୁରର ବିଶ୍ୱକର୍ମାଠାରେ ଅବସ୍ଥିତ ଏକ ଘରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୫ ଜଣଙ୍କର ମୃତ୍ୟୁ ହୋଇଛି। ନିଆଁ ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଶିଶୁ ସମେତ ୫ ଜିଅନ୍ତା ଜଳିଯାଇଛନ୍ତି। ଏହି ଘଟଣାରେ ରାଜସ୍ଥାନର…
IPLରେ କେଉଁଠୁ ଆସେ ଏତେ ଟଙ୍କା? କିଭଳି ମାଲାମାଲ ହୁଏ ବିସିସିଆଇ-ଫ୍ରାଞ୍ଚାଇଜ୍; ଜାଣନ୍ତୁ…
ନୂଆଦିଲ୍ଲୀ,୨୧।୩: ଦୁନିଆର ସବୁଠୁ ଦାମୀ କ୍ରିକେଟ ଲିଗ୍ ଆଇପିଏଲ୍ ମାର୍ଚ୍ଚ ୨୨ରୁ ଆରମ୍ଭ ହେବ । ଏହି ଟୁର୍ନାମେଣ୍ଟ ଚକାଚକ୍ ରଙ୍ଗ, ନୃତ୍ୟ, ରୋମାଞ୍ଚ, ଆକ୍ସନ ଏବଂ ଗ୍ଲାମରରେ ପରିପୂର୍ଣ୍ଣ। ଏହି ଅବଧିରେ ବିଦେଶୀ ଖେଳାଳିମାନେ ଦୁଇ ମାସର ପାରିବାରିକ ପିକନିକ୍…
ବରୁଣ ଗାନ୍ଧୀଙ୍କୁ ଏସପିର ଖୋଲା ଅଫର, ତାଙ୍କ ବିରୋଧରେ ଦିଆଯିବନି ପ୍ରାର୍ଥୀ
ନୂଆଦିଲ୍ଲୀ,୨୧।୩: ଭାଜପା ନେତା ବରୁଣ ଗାନ୍ଧୀ ଲୋକସଭା ନିର୍ବାଚନରେ କେଉଁ ଆସନରୁ ଓ କେଉଁ ଦଳରୁ ପ୍ରତିଦ୍ୱନ୍ଦ୍ୱିତା କରିବେ, କିମ୍ବା ସ୍ବାଧିନ ଭାବେ ଛିଡ଼ା ହେବେ ସେନେଇ କଳ୍ପନାଜଳ୍ପନା କରାଯାଉଛି। ଏହାରି ଭିତରେ ଏସପି(ସମାଜବାଦୀ ପାର୍ଟି) ପକ୍ଷରୁ ତାଙ୍କୁ ଏକ ଖୋଲା…
ଚାଇନାର ପୋଲ୍ ଖୋଲିଦେଲା ଆମେରିକା
ଓ୍ବାଶିଂଟନ୍,୨୧।୩: ଆମେରିକା ଅରୁଣାଚଳ ପ୍ରଦେଶ ଉପରେ ଚାଇନାର ଦାବିକୁ ଖଣ୍ଡନ କରିଛି। ଆମେରିକା କହିଛି ଯେ, ଅରୁଣାଚଳ ପ୍ରଦେଶ ଚାଇନାର ନୁହେଁ। ଜଣେ ଆମେରିକୀୟ ଅଧିକାରୀ କହିଛନ୍ତି ଯେ, ଚାଇନାର ସୈନ୍ୟ ବାରମ୍ବାର ଅରୁଣାଚଳ ପ୍ରଦେଶକୁ ‘ଚାଇନା ଅଞ୍ଚଳର ଏକ ଅନ୍ତନିର୍ହିତ…
ଭାରତର ଟେନ୍ସନ୍ ବଢାଇଲା ରୁଷିଆ
ନୂଆଦିଲ୍ଲୀ,୨୧।୩: ଏସ୍-୪୦୦ ମିଶାଇଲ୍ ସିଷ୍ଟମ ଉପରେ ଭାରତ ଏବଂ ରୁଷିଆ ମଧ୍ୟରେ ଏକ ଚୁକ୍ତି ହୋଇଥିଲା, କିନ୍ତୁ ଏହାର ସମ୍ପୂର୍ଣ୍ଣ ବିତରଣ ଏପର୍ଯ୍ୟନ୍ତ ହୋଇନାହିଁ। ରୁଷିଆ କହିଛି ଯେ ବର୍ତ୍ତମାନ ୟୁକ୍ରେନ ସହିତ ଯୁଦ୍ଧରେ ବ୍ୟସ୍ତ ଅଛି। ଏହି କାରଣରୁ ସେ…
ଓଡିଶା କଂଗ୍ରେସ ନେତା ସବୁଠୁ ଧନୀ, କ୍ରାଇମରେ…, ADR ରେ ଚମକାଇଦେଲା ଭଳି ରିପୋର୍ଟ
ଭୁବନେଶ୍ୱର,୨୧।୩: ରାଜ୍ୟରେ ନିଜ ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଛି କଂଗ୍ରେସ। କିନ୍ତୁ ଦଳର ବିଧାୟକମାନେ ଧନୀ ତାଲିକାରେ ଶୀର୍ଷରେ ରହିଛନ୍ତି। ଦଳର ୭୫ପ୍ରତିଶତ ବିଧାୟକ କୋଟିପତି ଥିବାବେଳେ ୫୦% ବିଧାୟକଙ୍କ ନାଁରେ ସଙ୍ଗୀନ ଅପରାଧ ମାମଲା ରହିଛି। ଯାହାକି ବିଜେଡି…
ଗିରଫ ହେବା ଭୟ…ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୨୧।୩: ମଦ ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବାରମ୍ବାର ସମନ କରାଯାଉଛି। ତେବେ ଏହି ମାମଲାରେ ଗିରଫ ଭୟରେ ସେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାଇକୋର୍ଟରେ ଏକ ପିଟିସନ ଦାଖଲ କରି…
ଅଟୋକୁ ପିଟିଲା ‘ମୋ ବସ୍’: ଗାଡି ଭାଙ୍ଗି ଚୁର୍ମାର୍
ଭୁବନେଶ୍ୱର,୨୧।୩:ଭୁବନେଶ୍ୱରର ରାଜମହଲ ଛକରେ ଶୁକ୍ରବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଯାତ୍ରୀବାହୀ ଅଟୋକୁ ମୋ ବସ ଧକ୍କା ଦେଇଛି। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନ ଥିବା ବେଳେ ଅଟୋର ସମ୍ମୁଖ ପଟ ଭାଙ୍ଗି ଚୁରମାର୍ ହୋଇପଡିଛି।…
ଭୁଶୁଡ଼ିଲା ୨ ମହଲା କୋଠା, ୨ ଶ୍ରମିକଙ୍କ ଜୀବନ ଗଲା
ନୂଆଦିଲ୍ଲୀ,୨୧।୩: ଦିଲ୍ଲୀର କବୀର ନଗର ୱେଲକମ ଅଞ୍ଚଳରେ ବୁଧବାର ବିଳମ୍ବିତ ରାତିରେ ଏକ ନିର୍ମାଣାଧୀନ କୋଠା ଭୁଶୁଡ଼ି ପଡ଼ିଛି। ଫଳରେ ୨ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି। ଗତକାଲି ବିଳମ୍ବିତ ରାତି ପ୍ରାୟ ୨.୧୬ଟା ପରେ…
ସବୁ କିଛି ଠିକ୍ ଅଛି ତ? ହାର୍ଦ୍ଦିକ-ରୋହିତଙ୍କ ଆଲିଙ୍ଗନକୁ ନେଇ ଏମିତି କହିଲେ
ନୂଆଦିଲ୍ଲୀ,୨୦।୩: ଗୁଜରାଟ ଟାଇଟାନ୍ସ ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ ସିଜିନ୍ ଆରମ୍ଭ କରିବ। ୨୪ ମାର୍ଚ୍ଚରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ମ୍ୟାଚ ଖେଳାଯିବ। ଏଥିସହିତ ଏହି ମ୍ୟାଚ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସର ଖେଳାଳିମାନେ ପ୍ରଶିକ୍ଷଣ…
ବିଇଓଙ୍କୁ ଘରୁ ଉଠାଇ ନେଲା ଭିଜିଲାନ୍ସ, ନ୍ୟାଶନାଲ ପେନସନ ସ୍କିମ ଟଙ୍କା ହଡପ ଅଭିଯୋଗ
କନ୍ଧମାଳ,୨୧।୩: ଭିଜିଲାନ୍ସ ଜାଲରେ ଦାରିଙ୍ଗବାଡି ବିଇଓ ରସାନନ୍ଦ କର । ନ୍ୟାଶନାଲ ପେନସନ ସ୍କିମ ଟଙ୍କା ହଡପ ଅଭିଯୋଗରେ ବିଇଓ ରସାନନ୍ଦଙ୍କୁ ଉଠାଇ ନେଇଛି ଫୁଲବାଣୀ ଭିଜିଲାନ୍ସ । ବିଇଓ ସ୍କିମର ପ୍ରାୟ ୨୦ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗ…
Archives


