Home

ନିର୍ବାଚନ ମୁଣ୍ଡ ଉପରେ, କଂଗ୍ରେସ ଆକାଉଣ୍ଟ ସିଲ ହେବା ପରେ ଆର୍ଥିକ ସଙ୍କଟରେ ଦଳ

ଗୁଆହାଟି,୩୧।୩: ଆସାମ କଂଗ୍ରେସ ସଭାପତି ଭୁପେନ କୁମାର ବୋରା ରବିବାର ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଦଳର ପ୍ରାର୍ଥୀଙ୍କ ପାଇଁ ଆର୍ଥିକ ସହାୟତା ପାଇଁ ନିବେଦନ କରିଛନ୍ତି ଏବଂ ଭାଜପା ନିର୍ଦ୍ଦେଶରେ ଏହାର ଆକାଉଣ୍ଟ ସିଲ ହୋଇଥିବାରୁ ସଂଗଠନ ଏକ…

ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା କଂଗ୍ରେସ

ନୂଆଦିଲ୍ଲୀ,୩୧।୩: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଉତ୍ତରପ୍ରଦେଶ ପାଇଁ ଷ୍ଟାର ପ୍ରଚାରକଙ୍କ ତାଲିକା କଂଗ୍ରେସ ପ୍ରକାଶ କରିଛି। କଂଗ୍ରେସର ଷ୍ଟାର ପ୍ରଚାରକମାନଙ୍କ ତାଲିକାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ଏମ୍‌ପି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ,…

ମହାରାଷ୍ଟ୍ର କଂଗ୍ରେସ ଜାରି କଲା ୪୦ ଷ୍ଟାର ପ୍ରଚାରକଙ୍କ ନାମ

ମୁମ୍ବାଇ,୩୧।୩: ଆଗାମୀ ଲୋକ ସଭା ନିର୍ବାଚନ ପାଇଁ ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ ୪୦ ଷ୍ଟାର ପ୍ରଚାରକଙ୍କ ନାମ ପ୍ରକାଶ କରାଯାଇଛି। ଏଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ସମେତ ଅନ୍ୟ ନେତାଙ୍କ ନାମ…

ସିୟୁଇଟି ୟୁଜି ଆବେଦନ ଅବଧି ବୃଦ୍ଧି

ଭୁବନେଶ୍ୱର, ୩୧।୩(ଅସମାପିକା ସାହୁ)- ବିିଭିନ୍ନ ବିଶ୍ୱବିଦ୍ୟାଳୟରେ ୟୁଜି ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା ବା (ସିୟୁଇଟି ୟୁଜି)-୨୦୨୪ର ଆବେଦନ ଅବଧି ବୃଦ୍ଧି ହୋଇଛି। ଏ ନେଇ ରବିବାର ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ସୂଚନା ଦିଆଯାଇଛ। ଏନ୍‌ଟିଏ ଦ୍ୱାରା ପରିଚାଳିତ…

ଚାନ୍ଦା ଆଦାୟରେ ବିଜେଡି ୫ମ ବୃହତ୍‌ ଆଞ୍ଚଳିକ ଦଳ

ରାଉରକେଲା,୩୧।୩(ସଙ୍ଗୀତା ଜେନା):ବିଜେଡ଼ି ଭାରତ ବର୍ଷରେ ୫ମ ବୃହତ ଆଞ୍ଚଳିକ ଦଳ ଭାବେ ୧୦୧୯.୫ କୋଟି ଟଙ୍କା ରାଜନୈତିକ ଚାନ୍ଦା ନିର୍ବାଚନୀ ବଣ୍ଡ ମାଧ୍ୟମରେ ପାଇଛି ବୋଲି ନିର୍ବାଚନ ଆୟୋଗଙ୍କ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି। ରାଜ୍ୟବାସୀଙ୍କ ସ୍ବାର୍ଥକୁ ବର୍ଷ ବର୍ଷ ଧରି…

ଉବର୍‌ ଅଟୋ ବୁକ୍‌ କରିବା ପଡ଼ିଲା ମହଙ୍ଗା: ବିଲ୍‌ ଦେଖି ଗ୍ରାହକଙ୍କ ଉଡ଼ିଲା ହୋଶ୍‌

ନୋଏଡା, ୩୧।୩: ଅନ୍‌ଲାଇନରେ କାର, ବାଇକ କିମ୍ବା ଅଟୋ ବୁକ୍‌ କରି ଉବର୍‌ ଆପ୍‌ ମାଧ୍ୟମରେ ଯାତ୍ରୀ ଗୋଟିଏ ସ୍ଥାନରୁ ଆଉ ଏକ ସ୍ଥାନକୁ ଅତି ସହଜରେ ଯାଇପାରୁଥିବାରୁ ଭାରତରେ ଏହାକୁ ବହୁଳ ମାତ୍ରାରେ ବ୍ୟବହାର କରାଯାଉଛି। ତେବେ ଉତ୍ତରପ୍ରଦେଶର ନୋଇଡାରେ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା ପୁଅର ଜୀବନ, ଦୁଃଖ ସତ୍ତ୍ୱେ ଏମିତି ନିଷ୍ପତ୍ତି ନେଇ ଉଦାହରଣ ସାଜିଲେ ମା’-ବାପା

କଟକ,୩୧ା୩ (କାର୍ତ୍ତିକ ସାହୁ): ବିଦ୍ୟୁତ ଆଘାତରେ ମୃତ କଲେଜ ଛାତ୍ରଙ୍କ ଚକ୍ଷୁଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ପରିବାରବର୍ଗ। ମୃତ ଛାତ୍ର ଜଣକ ହେଲେ ଶିବାଜୀନଗର ଅଞ୍ଚଳର ନୀହାର ମାହାଲି। ସେ ରଘୁନାଥ ଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ…

ଘନେଇଲା ବିଜେଡି କଳି: ଟିକେଟ୍‌ ନ ମିଳିଲେ ସମୂହ ଇସ୍ତଫା ଧମକ ଦେଲେ ନେତା

ଭୁବନେଶ୍ବର,୩୧।୩: ଲୋକ ସଭା ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନେିତିକ ପାଣିପାଗ ସେତେ ସରଗରମ ହେବାରେ ଲାଗିଛି। ଅନେକ ନେତା ଦଳବଦଳ କରୁଥିବାବେଳେ ଆଉ କିଛି ନେତା ଟିକେଟ୍‌ ପାଇଁ କସରତ କରୁଛନ୍ତି। ଏବେ ଟିକେଟ୍‌କୁ ନେଇ ବିଜେଡିରେ ଅର୍ନ୍ତଦ୍ୱନ୍ଦ୍ୱ ଲାଗିରହିଛି।…

ଓ୍ବାର୍ନର-ପନ୍ତଙ୍କ ଅର୍ଦ୍ଧଶତକ: ଚେନ୍ନାଇକୁ ୧୯୨ ରନ୍‌ର ଟାର୍ଗେଟ୍‌ ଦେଲା ଦିଲ୍ଲୀ

ବିଶାଖାପାଟନମ୍‌,୩୧।୩:ଆଇପିଏଲ୍‌ ୨୦୨୪ର ଏକ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଲାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୫ ଉଇକେଟ ହରାଇ ୧୯୧ ରନ ସଂଗ୍ରହ କରିଛି। ପୃଥ୍ବୀ ଶ’ ଏବଂ ଡେଭିଡ…

‘୩୦୦ଟଙ୍କା ମିଳିବ, ଖାଇବାର ବନ୍ଦୋବସ୍ତ ବି ହୋଇଛି…’, ଖାଲି ଚେୟାର ଖୋଲିଲା ପୋଲ୍‌

ନୂଆଦିଲ୍ଲୀ,୩୧।୩: ରବିବାର ଦିଲ୍ଲୀର ରାମଲିଲା ମଇଦାନରେ ବିରୋଧୀ ‘ଇଣ୍ଡିଆନ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ ଆଲାଇନ୍ସ’ (ଇଣ୍ଡିଆ) ମିଳିତ ମଞ୍ଚର ’ସେଭ ଡେମୋକ୍ରାସି’ ରାଲିରେ ଖାଲି ଚେୟାର ଦେଖିବାକୁ ମିଳିଥିଲା। ବିଭିନ୍ନ ବିରୋଧୀ ଦଳର ନେତାମାନେ ସେମାନଙ୍କ ଭାଷଣରେ ମୋଦି ସରକାର ହଟାଇବା…

ସ୍ବାମୀଙ୍କୁ ହତ୍ୟା ପାଇଁ ୫୦,୦୦୦ ଟଙ୍କା ପୁରସ୍କାର ଘୋଷଣା କଲେ ସ୍ତ୍ରୀ

ଆଗ୍ରା,୩୧ା୩:ଉତ୍ତରପ୍ରଦେଶ ଆଗ୍ରା ଜିଲାର ବାହ ଥାନା ଅଞ୍ଚଳରେ ଏକ ଦମ୍ପତିଙ୍କ ମଧ୍ୟରେ ବିବାଦ ଏଭଳି ସ୍ତରକୁ ଖସିଯାଇଥିଲା କି ସ୍ତ୍ରୀ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ୫୦,୦୦୦ ଟଙ୍କା ପୁରସ୍କାର ଘୋଷଣା କରିଥିଲେ। ସେ ନିଜର ହ୍ବାଟ୍ସଆପ୍‌ ଷ୍ଟାଟସ୍‌ରେ ଏହି ପୁରସ୍କାର…

କଂଗ୍ରେସକୁ ପୁଣି ଲାଗିଲା ୧,୭୪୫ କୋଟିର ଝଟ୍‌କା

ନୂଆଦିଲ୍ଲୀ,୩୧ା୩:ଆୟକର ବିଭାଗ କଂଗ୍ରେସକୁ ୧,୭୪୫ କୋଟି ଟଙ୍କାର ଆଉ ଏକ ନୋଟିସ୍‌ ପଠାଇଛି। ୨୦୨୪-୨୫ରୁ ୨୦୧୬-୧୭ ନିର୍ଦ୍ଧାରଣ ବର୍ଷ ନିମନ୍ତେ ଆୟକର ବିଭାଗ କଂଗ୍ରେସ ଦଳଠାରୁ ୧,୭୪୫ କୋଟି ଟଙ୍କା ଟିକସ ଦାବି କରିଛି। ଏହାକୁ ମିଶାଇ କଂଗ୍ରେସକୁ ମୋଟ ୩,୫୬୭…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri