କଡ଼ା ଟକ୍କରର ସମ୍ମୁଖୀନ ହେବେ ପ୍ରମିଳା
ଯାଜପୁର/ପ୍ରୀତିପୁର(ହର୍ଷବର୍ଦ୍ଧନ ବେହେରା/ସୁଶାନ୍ତ ବେହୁରିଆ),୨ା୪: ଏଥର ଯାଜପୁର ଜିଲାରେ ସାଧାରଣ ନିର୍ବାଚନ କଡ଼ା ଟକ୍କର ହେବ ବୋଲି ଚର୍ଚ୍ଚା ହେଉଛି। ବିଭିନ୍ନ ଯୋଜନାର ସଫଳତାକୁ ବଖାଣିବା ଶାସକ ଦଳର ଲକ୍ଷ୍ୟ ରହିଛି। ଅନ୍ୟପକ୍ଷରେ ବିରୋଧୀ ଏକାଧିକ ଯୋଜନାରେ ବିଫଳତା ଏବଂ ଦୁର୍ନୀତି ଭରି…
ବିଭୂତିଙ୍କୁ ଟକ୍କର ଦେବା ପାଇଁ ଭାଜପାର ପ୍ରାର୍ଥୀଖୋଜା
ଖୋର୍ଦ୍ଧା,୨ା୪(ପ୍ରଭାତ ପାଣିଗ୍ରାହୀ):ରାଜଧାନୀ ଉପକଣ୍ଠ ତଥା ଖୋର୍ଦ୍ଧା ଜିଲାର ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି ଜଟଣୀ। ବିଜେଡି ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକାରେ ଜଟଣୀ ଆସନ ପାଇଁ ପୂର୍ବତନ ବିଧାୟକ ତଥା ଜିଲା ସଭାପତି ବିଭୂତି ବଳବନ୍ତରାୟଙ୍କୁ ଏଠାରୁ ପ୍ରାର୍ଥୀ କରିଛି।…
ବାଲାଟ ପେପରରେ ହେଉ ନିର୍ବାଚନ, ଭାଜପା ଦେଖାଉ ତା’ର ଶକ୍ତି: ସଞ୍ଜୟ ରାଉତ
ନୂଆଦିଲ୍ଲୀ,୨।୪: ଉଦ୍ଧବ ଠାକରେ ଦଳର ଏମପି ସଞ୍ଜୟ ରାଉତ ଭାଜପା ବିରୋଧରେ ଏକ ବଡ ଅଭିଯୋଗ କରିଛନ୍ତି। ଇଭିଏମ ସମ୍ବନ୍ଧରେ ସେ ଅନେକ ପ୍ରଶ୍ନ ମଧ୍ୟ ଉଠାଇଥିଲେ। ସଞ୍ଜୟ ରାଉତ କହିଛନ୍ତି, ଆମେ ଇଭିଏମକୁ ଗଣତନ୍ତ୍ର ଭାବରେ ଗ୍ରହଣ କରୁନାହୁଁ। ଏଥିରେ…
୨୦୦୦ ଟଙ୍କିଆ ନୋଟ୍କୁ ନେଇ ବଡ଼ ଅପ୍ଡେଟ୍ ଦେଲା ଆର୍ବିଆଇ
ମୁମ୍ବାଇ,୨ା୪:ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ପାଖାପାଖି ୯୭.୬୯ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ୍ ଫେରିଥିବା ଭାରତର ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ସୋମବାର କହିଛି। ଲୋକମାନଙ୍କ ପାଖରେ ଏବେ ମଧ୍ୟ ୮,୨୦୨ କୋଟି ଟଙ୍କାର ୨୦୦୦ ଟଙ୍କିଆ ନୋଟ୍ ରହିଛି। ଗତବର୍ଷ ମେ’ ୧୯ରେ ଆର୍ବିଆଇ…
ଏହି ଦଳରେ ଯୋଗଦେଇପାରନ୍ତି ଗଣେଶ୍ୱର: କଂଗ୍ରେସ ଛାଡିବାର କାରଣ କହିଲେ
କେନ୍ଦ୍ରପଡ଼ା,୨।୪(ଜଗନ୍ନାଥ ଧଳ):ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ଏ ସମ୍ପର୍କରେ ଏକ ଚିଠି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି। ତାଙ୍କର…
ଭିସ୍ତାରାର ୧୦୦ରୁ ଅଧିକ ଉଡାଣ ରଦ୍ଦ, କେନ୍ଦ୍ର ସରକାର ମାଗିଲେ ଜବାବ
ନୂଆଦିଲ୍ଲୀ,୨।୪: ଗତ ସପ୍ତାହରେ ଟାଟା ଗ୍ରୁପ୍ର ଭିସ୍ତାରାର ଅନେକ ବିମାନ ଉଡାଣକୁ ବାତିଲ କରାଯାଇଥିଲା। ଏହା ସହିତ ଅନେକ ବିମାନ ବିଳମ୍ବରେ ଉଡିଥିଲା। ଏଭଳି ପରିସ୍ଥିତିରେ ଯାତ୍ରୀମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିଲା। ବର୍ତ୍ତମାନ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ…
ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସନ ମୋଡ୍ରେ ପୋଲିସ
ଦାରିଙ୍ଗବାଡି,୧।୪ (ଅରୁଣ ସାହୁ):କନ୍ଧମାଳ ଜିଲାରେ ଅବାଧ ଓ ନିରପେକ୍ଷ ନିର୍ବାଚନ କରିବା ଲକ୍ଷ୍ୟରେ ପୋଲିସ ଏବେ ଆକ୍ସନ ମୋଡରେ ଅଛି। ବିଭିନ୍ନ ଛକ ଗୁଡିକରେ ବ୍ଲକିଂ କରି ଗାଡିମୋଟର ଯାଞ୍ଚ କରିବା ସହ ସାଦା ପୋଷାକରେ ପୋଲିସ ପଇଁତରା ମାରୁଛି। ସେହିପରି…
ଏହି କାରଣରୁ ଆଗାମୀ ମ୍ୟାଚ୍ ଖେଳି ନ ପାରନ୍ତି ଧୋନୀ
ନୂଆଦିଲ୍ଲୀ,୨।୪: ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ସନରାଇଜର୍ସ ଖେଳିବ। ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଉଭୟ ଦଳ ମୁହାଁମୁହିଁ ହେବେ। କିନ୍ତୁ ମହେନ୍ଦ୍ର ସିଂ ଧୋନୀ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବେ ନାହିଁ। ଦିଲ୍ଲୀ କ୍ୟାପିଟାଲ୍ ବିପକ୍ଷ ମ୍ୟାଚରେ…
କଏଦୀ ନମ୍ବର ୬୭୦, ତିହାର ଜେଲରେ କେମିତି କଟିଲା କେଜରିଓ୍ବାଲଙ୍କ ରାତି
ନୂଆଦିଲ୍ଲୀ,୨।୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ପ୍ରଥମ ରାତି ତିହାର ଜେଲରେ ବିତାଇଛନ୍ତି। ତିହାରରେ ମୁଖ୍ୟମନ୍ତ୍ରୀଙ୍କୁ ବିଚାରଧିନ କଏଦୀ ସଂଖ୍ୟା ୬୭୦ ଦିଆଯାଇଛି। ସୋମବାର ରାତିରେ ତାଙ୍କୁ ଜେଲରୁ ଘରୁ ଅଣାଯାଇଥିବା ଖାଦ୍ୟ ଦିଆଯାଇଥିଲା। ସୂତ୍ରରୁ ପ୍ରକାଶ ଯେ ସେ ଜେଲରେ…
ଜବାହରଲାଲ ନେହେରୁଙ୍କ ଭୁଲ ଖୋଜିଲେ ଶାହା
ନୂଆଦିଲ୍ଲୀ,୨।୪: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ସୋମବାର ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଏବଂ ଧାରା ୩୭୦ ବିଷୟରେ ଉଲ୍ଲେଖ କରି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଜମ୍ମୁ…
ଆଇପିଏଲ୍ରେ ଚିୟରଲିଡର୍ସଙ୍କୁ ମିଳେ କେତେ ପାରିଶ୍ରମିକ: ଜାଣନ୍ତୁ
ନୂଆଦିଲ୍ଲୀ,୨।୪: ଆଇପିଏଲ ମ୍ୟାଚରେ ଚିୟରଲିଡର୍ସଙ୍କୁ ଦେଖିଥିବେ। ଆଇପିଏଲ ମ୍ୟାଚ ଗୁଡିକରେ ନିଜ ଦଳର ବ୍ୟାଟ୍ସମ୍ୟାନମାନେ ଛକା-ଚୌକା ଓ ବୋଲରମାନେ ଉଇକେଟ ନେବା ପରେ ଖୁସିର ନାଚୁଥିବା ଦେଖିବାକୁ ମିଳେ। କିନ୍ତୁ ଆପଣ ଜାଣନ୍ତି କି ଆଇପିଏଲ ମ୍ୟାଚରେ ଚିୟରଲିଡର୍ସଙ୍କ କେତେ ଟଙ୍କା…
ଦେଶର ସୁରକ୍ଷାକୁ ବିପଦରେ ପକାଉଥିବା ବାଳ ଅପରାଧୀଙ୍କୁ ଫୋକସ କର, ଯାଞ୍ଚ ଏଜେନ୍ସିକୁ ସିଜେଆଇଙ୍କ ଉପଦେଶ
ନୂଆଦିଲ୍ଲୀ,୨।୪: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୁଡ ଦେଶର ପ୍ରମୁଖ ଅନୁସନ୍ଧାନକାରୀ ସଂସ୍ଥାକୁ ବଡ଼ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ ଦେଶର ପ୍ରମୁଖ ଅନୁସନ୍ଧାନକାରୀ ସଂସ୍ଥା କେବଳ ସେହି ମାମଲାଗୁଡ଼ିକ ଉପରେ ଧ୍ୟାନ ଦେବା ଉଚିତ ଯେଉଁଥିରେ ଜାତୀୟ…
Archives


