କୋହଲିଙ୍କ ଭିନ୍ନ ଅବତାରକୁ ନେଇ ଗୁରୁତ୍ୱପୂର୍ଣ୍ଣ କଥା କହିଲେ ମ୍ୟାକ୍ସଓ୍ବେଲ, ତାଙ୍କୁ ସବୁବେଳେ ମନେପକାଇ ଦେବାକୁ ପଡେ…
ନୂଆଦିଲ୍ଲୀ,୪।୪: ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସୱେଲ ସୁପରଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ମଜାଦାର ଦିଗ ଉପରେ ଆଲୋକପାତ କରିଛନ୍ତି। ମ୍ୟାକ୍ସୱେଲ କହିଛନ୍ତି ଯେ ତାଙ୍କୁ ପୂର୍ବତନ ଅଧିନାୟକଙ୍କୁ ତାଙ୍କ ବୟସ ଅନୁଯାୟୀ ଆଚରଣ କରିବାକୁ ମନେ ପକାଇବାକୁ ପଡିବ।…
ଶଙ୍ଖ ଛାଡିଲେ ଆଠମଲ୍ଲିକ ବିଧାୟକ
ଭୁବନେଶ୍ୱର, ୪।୪: ବିଜେଡି ଛାଡିଲେ ଆଠମଲ୍ଲିକ ବିଧାୟକ ରମେଶ ସାଏ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଗୁରୁବାର ସେ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ବିଜେଡି ଛାଡିଥିବା ସୂଚନା ମିଳିଛି। ଆଠମଲ୍ଲିକରୁ ବିଜେଡି ଏଥର ନଳିନୀକାନ୍ତ ପ୍ରଧାନଙ୍କୁ ପ୍ରାର୍ଥୀ…
ରାଜ୍ୟରେ ପ୍ରବଳ ଖରା: ବଦଳିଲା ସକାଳୁଆ ସ୍କୁଲ ସମୟ
ଭୁବନେଶ୍ୱର, ୪।୪: ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେଥିପାଇଁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସକାଳ ୭ଟାରୁ ପୂର୍ବାହ୍ନ ୧୧ଟା ୩୦ ପର୍ଯ୍ୟନ୍ତ ସ୍କୁଲଗୁଡିକ ଚାଲୁଛି। ସେହିପରି…
ମୋଦିଙ୍କଠାରୁ ଶିନ୍ଦେଙ୍କ ପର୍ଯ୍ୟନ୍ତ ମହାରାଷ୍ଟ୍ର ଦେଇପାରେ ଟେନଶନ
ନୂଆଦିଲ୍ଲୀ,୪।୪: ଲୋକ ସଭା ନିର୍ବାଚନ ୨୦୨୪ପାଇଁ ଭୋଟ ଗ୍ରହଣ କରାଯିବାକୁ ମାତ୍ର ୨ ସପ୍ତାହ ବାକି ଅଛି। ଏହି ସମୟରେ, ଏକ ଘରେଶି ଟେଲିଭିଜନ ଚ୍ୟାନେଲର ସର୍ବେକ୍ଷଣରେ ଶାସକ ଏନଡିଏ ମେଣ୍ଟ ପାଇଁ ଚିନ୍ତାଜନକ ତଥ୍ୟ ପ୍ରକାଶ ପାଇଛି। ମହାରାଷ୍ଟ୍ରର ଜନତା…
୫ ବର୍ଷର ନାବାଳିକାଙ୍କୁ ବଳାତ୍କାର କରି ୨୦ ବର୍ଷ ଜେଲ୍ ଗଲେ ୫୩ ବର୍ଷୀୟ ବ୍ୟକ୍ତି
କେନ୍ଦୁଝର,୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ଗୁରୁବାର ୫ ବର୍ଷ ବୟସ୍କା ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଜଣେ ୫୩ ବର୍ଷ ବ୍ୟକ୍ତିଙ୍କୁ ୨୦ ବର୍ଷ ସଶ୍ରମ ଜେଲ ଦଣ୍ଡାଦେଶ କରିବା…
ମୋଦିଙ୍କ ରାସନ ଗ୍ୟାରେଣ୍ଟି ଉପରେ ରୋକ, ଦିଆଯିବନି କ୍ୟାରି ବ୍ୟାଗ୍, ଦୋକାନରୁ ହଟିବ ପାର୍ଟିର ବ୍ୟାନର-ପୋଷ୍ଟର
ନୂଆଦିଲ୍ଲୀ,୪।୪: ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବିଭାଗ ଆଦର୍ଶ ଆଚରଣ ବିଧି ପାଳନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଯୋଗାଣ ବିଭାଗ ମଧ୍ୟ ପଛରେ ନାହିଁ। ପେଟ୍ରୋଲ ପମ୍ପ ଏବଂ ସର୍ବସାଧାରଣ ବିତରଣ ପ୍ରଣାଳୀ ଦୋକାନରେ ଆଚରଣ ବିଧି ଉଲ୍ଲଂଘନ…
ବାଲିଗୁଡ଼ା ଆସନରେ ଆଦିବାସୀ କାର୍ଡ ଖେଳିପାରେ ବିଜେଡି, ମଇଦାନକୁ ଓହ୍ଲାଇବେ ନୂଆ ଚେହେରା
ବାଲିଗୁଡ଼ା,୪ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ୩ଟି ବିଧାନସଭା ଆସନରୁ ଫୁଲବାଣୀ ଓ ଘୁ. ଉଦୟଗିରି ଆସନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ପ୍ରକାଶ କରି ସାରିଛି। ହେଲେ ବାଲିଗୁଡ଼ା ଆସନକୁ ବିଜେଡି ଏପର୍ଯ୍ୟନ୍ତ ଝୁଲାଇ ରଖିଛି। ଏହାକୁ ନେଇ ଆଶାୟୀମାନେ…
ଓପନିୟନ ପୋଲରେ ବାଇଡେନଙ୍କୁ ପଛରେ ପକାଇଲେ ଟ୍ରମ୍ପ
ଓ୍ବାଶିଂଟନ,୪।୪: ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ହୋଇଥିବା ଏକ ସର୍ଭେରେ ରାଷ୍ଟ୍ରପତି ଜୋ ବାଇଡେନ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପଛରେ ରହିଥିବାର ନଜର ଆସିଛନ୍ତି। ସାତୋଟି ରାଜ୍ୟରେ କରାଯାଇଥିବା ସର୍ଭେରେ ରିପବ୍ଲିକାନ ନେତା ଟ୍ରମ୍ପ ଡେମୋକ୍ରାଟ…
ଭାଜପାରୁ ଇସ୍ତଫା ଦେଲେ ସୋନାଲି ସାହୁ, ବିଜେଡିରେ ସାମିଲ ହେବା ନେଇ ଚର୍ଚ୍ଚା
ଭୁବନେଶ୍ୱର, ୪।୪: ଭାଜପା ଛାଡିଲେ ମହିଳା ନେତ୍ରୀ ସୋନାଲି ସାହୁ। ଗୁରୁବାର ସେ ଭାଜପା ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ପାଖକୁ ପଠାଇଛନ୍ତି। ମିଳିଥିବା ସୂଚନୁସାରେ ସେ ବିଜେଡିରେ…
ଅଧିକାଂଶ ମୁସଲମାନ ଭାଜପାକୁ ଦେବେ ଭୋଟ, କଂଗ୍ରେସ ତ…ହିମନ୍ତ ବିଶ୍ୱ ଶର୍ମା
ଗୁଆହାଟି,୪।୪: ଉତ୍ତର-ପୂର୍ବ ଆସାମର ୧୪ଟି ଲୋକ ସଭା ଆସନ ପାଇଁ ୩ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ। ପ୍ରଥମ ପର୍ଯ୍ୟାୟରେ ଏପ୍ରିଲ ୧୯ ରେ ୫ଟି ଆସନରେ ଭୋଟ ଗ୍ରହଣ କରାଯିବ। ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ମତଦାନ ଯଥାକ୍ରମେ ୨୬…
ଘୁଞ୍ଚାଇ ଦିଆଯିବ ଲୋକ ସଭା ନିର୍ବାଚନ, ନିର୍ବାଚନ କମିଶନ- ସିଜେଆଇ ଚନ୍ଦ୍ରଚୁଡଙ୍କ ନିକଟରେ ଆବେଦନ କଲା…
ନୂଆଦିଲ୍ଲୀ,୪।୪: ରାଜନୈତିକ ଦଳମାନଙ୍କ ସହିତ ନିର୍ବାଚନ କମିଶନ ମଧ୍ୟ ଲୋକ ସଭା ନିର୍ବାଚନ ୨୦୨୪ର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ସେପଟେ ଦିଲ୍ଲୀ ମୈତେଇ କୋଅର୍ଡିନେଟିଂ ବା ସମନୱୟ କମିଟି (ଡିଏମସିସି) ମଣିପୁରରେ ଲୋକ ସଭା ନିର୍ବାଚନକୁ ସ୍ଥଗିତ ରଖିବାକୁ ଦାବି କରିଛି।…
ଚା’ ତିଆରି କରି ମୋଦିଙ୍କୁ କି ଚ୍ୟାଲେଞ୍ଜ ଦେଲେ ମମତା
କୋଲକାତା,୪।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭାଜପାକୁ ଟାର୍ଗେଟ କରିଛନ୍ତି। ଏବେ ତ୍ରୁଣ ମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀ ପଶ୍ଚିମବଙ୍ଗର ଜଲପାଇଗୁଡିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚା’ ବାଲା ଚ୍ୟାଲେଞ୍ଜ ଦେଇଛନ୍ତି। ପଶ୍ଚିମବଙ୍ଗର ଜଲପାଇଗୁଡିରେ ମମତା ବାନାର୍ଜୀ ବୁଧବାର…
Archives


