ବଞ୍ଚିବାକୁ ଥିଲା କିଛି ସମୟ, ମନ ପସନ୍ଦର ଡିନର ପାଇଁ ଥିଲା ସୁଯୋଗ, କଏଦୀ ଯାହା ମାଗିଲେ ଆଶ୍ଚର୍ଯ୍ୟ ହେଲା ପୋଲିସ!
ଓକଲାହୋମା: ଆପଣ ନିଶ୍ଚିତ ଭାବରେ ଚଳଚ୍ଚିତ୍ରରେ ଦେଖିଥିବେ ଯେ ଯେତେବେଳେ ଜଣେ କଏଦୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଏ, ତାଙ୍କୁ ତାଙ୍କର ଶେଷ ଇଚ୍ଛା ବିଷୟରେ ପଚରାଯାଏ। ଅନେକ ସ୍ଥାନରେ ସେମାନଙ୍କୁ ସେମାନଙ୍କର ଶେଷ ଭୋଜନ ବାଛିବା ପାଇଁ ମଧ୍ୟ ଅନୁମତି ଦିଆଯାଇଛି। ବନ୍ଦୀମାନେ…
‘ରାହୁଲଙ୍କୁ ଥାଇଲାଣ୍ଡ ପସନ୍ଦ, ଘୋଷଣାପତ୍ରରେ ସେଠାର ଫଟୋ ଲଗାଇଛନ୍ତି’
ନୂଆଦିଲ୍ଲୀ,୫।୪: ଲୋକ ସଭା ନିର୍ବାଚନ ପାଇଁ କଂଗ୍ରେସର ଘୋଷଣାପତ୍ରକୁ ନେଇ କଟାକ୍ଷ କରିଛି ଭାଜପା। ରାହୁଲ ଗାନ୍ଧୀଙ୍କୁ ଥାଇଲାଣ୍ଡ ପସନ୍ଦ। ଏଥିଲାଗି ସେଠାକାର ଫଟୋ ଘୋଷଣାପତ୍ରରେ ମୁଦ୍ରିତ ହୋଇଛି। ଦଳ ଜଳ ପରିଚାଳନାର ଫଟୋ ସ୍ଥାନରେ ନ୍ୟୁୟର୍କର ବଫାଲୋ ନଦୀର ଫଟୋ…
‘ସୁଭାଷ ଚନ୍ଦ୍ର ବୋଷ’ଙ୍କୁ ପ୍ରଥମ ପ୍ରଧାନମନ୍ତ୍ରୀ କହି ଟ୍ରୋଲ ହେଲେ କଙ୍ଗନା
ନୂଆଦିଲ୍ଲୀ,୫।୪: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାଓ୍ବତ ତାଙ୍କ ବିବାଦୀୟ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଚଳିତ ନିର୍ବାଚନରେ ଭାଜପାରୁ ତାଙ୍କୁ ଟିକେଟ୍ ମିଳିଛି। ଗତକାଲି ଅର୍ଥାତ୍ ଗୁରୁବାର ଏକ ସାକ୍ଷତକାରରେ ତାଙ୍କର ବୟାନକୁ ନେଇ ଚର୍ଚ୍ଚା ଆହୁରି ବଢିଯାଇଛି। ଯାହାକୁ…
ସ୍କୁଟି ଆରୋହୀଙ୍କ ମୁଣ୍ଡରେ ଚଢ଼ିଗଲା ଟ୍ରକ୍, ଚାଲିଗଲା ଜୀବନ
କେନ୍ଦୁଝର,୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ସିଲିସୁଆଁ ହାଇଓ୍ବେ ରେଷ୍ଟୁରାଣ୍ଟ ସମ୍ମୁଖ ବୁଲାଣି ନିକଟରେ ଶୁକ୍ରବାର ଏକ(ଓଡିଜିର-୫ପି-୪୫୮୫)ବିଶିଷ୍ଟ ୧୪ଚକିଆ ଟ୍ରକ୍ ଧକ୍କାରେ(ଓଡି-ଜିରୋ-୯ଏମ-୪୭୮୯)ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ପଳାଶପଙ୍ଗା ବିଟ୍ ଅନ୍ତର୍ଗତ…
ବାପାଙ୍କ ଆଖି ସାମ୍ନାରେ ୯ ମାସର ଶିଶୁକନ୍ୟାକୁ ଧରି ନଦୀକୁ ଡେଇଁଲେ ମା’
ଆଳି,୫ା୪(ବନମାଳୀ ସେନାପତି): ସ୍ବାମୀଙ୍କ ସାମ୍ନାରେ ୯ ମାସର ଶିଶୁକନ୍ୟାକୁ ଧରି ଖରସ୍ରୋତା ନଦୀକୁ ଶୁକ୍ରବାର ଡେଇଁଛନ୍ତି ଜଣେ ମା’। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ଆଳି ଅଞ୍ଚଳରେ। ଆଳି ଓ ରାଜକନିକାକୁ ସଂଯୋଗ କରୁଥିବା ଗଡ଼ଗଡି…
ମୁଁ ନିଶ୍ଚିତ ଭୋଟ ଦେବି, ଲକ୍ଷ ଲକ୍ଷ ଲୋକଙ୍କ ଘରେ ପହଞ୍ଚିବାକୁ ଥିବା ଚିଠିରେ ଲେଖାଥିବା ଏମିତି କଥା
ପାଟନା,୫।୪: ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ରାଜ୍ୟର ପ୍ରତ୍ୟେକ ଡାକଘରୁ ଆସିଥିବା ଚିଠିରେ ‘ନିର୍ବାଚନର ଉତ୍ସବ, ଦେଶର ଗର୍ବ’, ‘ମୁଁ ନିଶ୍ଚିତ ଭାବେ ଭୋଟ ଦେବି’ ର ଏକ ସ୍ବତନ୍ତ୍ର କ୍ୟାନସିଲେଶନ ଷ୍ଟାମ୍ପ ରହିବ। ସାଧାରଣ ଲୋକଙ୍କ ମଧ୍ୟରେ ମତଦାନ ବିଷୟରେ…
ବଡ଼ ଅଡ଼ୁଆରେ ଆତୀଶି, ନୋଟିସ୍ ଜାରି କଲେ ନିର୍ବାଚନ କମିଶନର
ନୂଆଦିଲ୍ଲୀ,୫।୪: ବଡ଼ ଅଡୁଆରେ ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ନେତ୍ରୀ ଆତୀଶି। ଭାଜପା ତାଙ୍କୁ ଦଳରେ ମିଶିବାକୁ ଅଫର କରିଥିବା ବୟାନ ଦେଇ ଫଶିଛନ୍ତି ଆତୀଶି। ତାଙ୍କର ଏହି ବୟାନକୁ ନେଇ ଏବେ ନିର୍ବାଚନ କମିଶନର ତାଙ୍କୁ…
ଭୁଲରେ କିଣାଯାଇଥିବା ଶଶାଙ୍କ ସିଂହ ଏମିତି କଲେ ଯେ ଖୁସିରେ ନାଚି ଉଠିଲେ ଡିମ୍ପଲ ଗର୍ଲ: ଭିଡିଓ ଭାଇରାଲ
ନୂଆଦିଲ୍ଲୀ,୫।୪: ଗୁରୁବାର ଆଇପିଏଲ ୨୦୨୪ରେ ପଞ୍ଜାବ କିଙ୍ଗସ ସବୁଠୁ ବଡ ଲକ୍ଷ୍ୟ ହାସଲ କରିଛି । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏକ ରୋମାଞ୍ଚକର ମ୍ୟାଚରେ ପଞ୍ଜାବ କିଙ୍ଗସ ଗୋଟିଏ ବଲରେ ଗୁଜୁରାଟ ଟାଇଟାନ୍ସକୁ ତିନି ୱିକେଟରେ ପରାସ୍ତ କରିଛି। ଅଲରାଉଣ୍ଡର…
ରଶ୍ମିକାଙ୍କ ଉପହାର
ମୁମ୍ବାଇ: ଅଭିନେତ୍ରୀ ରଶ୍ମିକା ମନ୍ଦାନା ଶୁକ୍ରବାର ତାଙ୍କର ୨୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ରଶ୍ମିକା ପ୍ରଶଂସକମାନଙ୍କୁ ଏକ ଉପହାର ଦେଇଛନ୍ତି। ‘ପୁଷ୍ପା ୨: ଦ ରୁଲ’ର ମେକର୍ସ ଏହି ଚଳଚ୍ଚିତ୍ରରୁ ରଶ୍ମିକାଙ୍କ ଫାଷ୍ଟ ଲୁକ ମୁକ୍ତିଲାଭ କରିଛନ୍ତି, ଯାହାକୁ…
ଘରେ ପଶି ମାରିବୁ, ପାକିସ୍ତାନକୁ ସିଧା ବାର୍ତ୍ତା ଦେଲେ ରାଜନାଥ
ନୂଆଦିଲ୍ଲୀ,୫।୪: ଏକ ଘରୋଇ ଟେଲିଭିଜନ ଚ୍ୟାନେଲର ସ୍ବତନ୍ତ୍ର ସାକ୍ଷାତକାରରେ ଆତଙ୍କବାଦ ବିସ୍ତାର କରୁଥିବା ପାକିସ୍ତାନକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏକ ପ୍ରତ୍ୟକ୍ଷ ତଥା ଦୃଢ ବାର୍ତ୍ତା ଦେଇଛନ୍ତି। ପଡୋଶୀ ଦେଶ ଦ୍ୱାରା ବିସ୍ତାର କରାଯାଉଥିବା ଆତଙ୍କବାଦ ଭଳି ଏକ ପ୍ରଶ୍ନର…
ଆଜି ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର, ୪୩ ଡିଗ୍ରୀ ଟପିଲା ତାପମାତ୍ରା
ଭୁବନେଶ୍ୱର,୫ା୪: ଏପ୍ରିଲ ଆରମ୍ଭରୁ ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇଥିବା ବେଳେ ଶୁକ୍ରବାର ରାଜଧାନୀ ଭୁବନେଶ୍ୱର ରେକର୍ଡ ଭାଙ୍ଗିଛି। ଆଜି ରାଜଧାନୀରେ ଦିନର ତାପମାତ୍ରା ୪୩ ଡିଗ୍ରୀ ଟପିଛି। ଯାହାକି ସର୍ବୋଚ୍ଚ ତାପମାତ୍ରା। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ…
ଇସ୍ରାଏଲ ସେନା ଗାଜାରେ ଆକ୍ରମଣ କରିବାକୁ ନେଉଛନ୍ତି ଏଆଇର ସାହାଯ୍ୟ
ଜେରୁଜେଲମ,୫।୪: ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଅନେକ ମାସ ଧରି ଚାଲିଛି । ସାରା ବିଶ୍ୱ ଏହି ଯୁଦ୍ଧକୁ ବନ୍ଦ କରିବାକୁ ଚେଷ୍ଟା କରୁଛନ୍ତି, ତଥାପି ଯୁଦ୍ଧ ବନ୍ଦ ହେଉନାହିଁ। ବର୍ତ୍ତମାନ କୁହାଯାଉଛି ଯେ ଇସ୍ରାଏଲ ସେନା ମଧ୍ୟ ହମାସ…
Archives


