Home

୧୫୦ ଗ୍ରାମ ସିମେନ୍‌ କଥା କୋର୍ଟରେ ଉଠାଇଲେ ଓକିଲ, ଏହା ଶୁଣି ସିଜେଆଇ ଚନ୍ଦ୍ରଚୂଡ କହିଲେ…

ନୂଆଦିଲ୍ଲୀ,୨୨।୮: କୋଲକାତାର ଆର୍‌.ଜି କର ମେଡିକାଲ କଲେଜର ଜଣେ ଟ୍ରେନି ମହିଳା ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ଗୁରୁବାର ସୁପ୍ରିମକୋର୍ଟ ପୁଣି ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ, ଜଷ୍ଟିସ ଜେ.ବି ପରଦୀୱାଲା ଏବଂ ଜଷ୍ଟିସ ମନୋଜ ମିଶ୍ରାଙ୍କ…

କଳିଙ୍ଗା ଘାଟିରେ ଟ୍ରକ ଦୁର୍ଘଟଣାଗ୍ରସ୍ତ: ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ଜି.ଉଦୟଗିରି,୨୨।୮(ଶିଶିର ପଟ୍ଟନାୟକ): କଳିଙ୍ଗା ଘାଟିରେ ଗୁରୁବାର ସକାଳ ଏକ ବାର ଚକିଆ ଟ୍ରକ(ନମ୍ବର-ଏପି-୦୩-ଟିଇ-୭୮୭୯) ଯାନ୍ତ୍ରିକ ତ୍ରୁଟି ଯୋଗୁ ଭାରସାମ୍ୟ ହରାଇ ଓଲଟି ପଡିଛି। ଟ୍ରକଟି ଛତିଶଗଡର ବିଳାସପୁରଠାରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲା। ଦୁର୍ଘଟଣାସ୍ଥଳରେ ଟ୍ରକ ହେଲପରର ମୃତ୍ୟୁ ଘଟିଥିବାବେଳେ ଡ୍ରାଇଭର ଜଣକ…

ଦଶମ-ଦ୍ୱାଦଶ ବୋର୍ଡରେ ଫେଲ୍‌ ହୋଇଛନ୍ତି ୬୫ଲକ୍ଷରୁ ଅଧିକ ପିଲା, ସରକାରଙ୍କ ସୂଚନା

ନୂଆଦିଲ୍ଲୀ,୨୨।୮: ୬୫ଲକ୍ଷରୁ ଅଧିକ ଛାତ୍ରୀଛାତ୍ର ୧୦ମ ଓ ଦ୍ୱାଦଶ ଶ୍ରେଣୀରେ ପାସ୍‌ କରି ନାହାନ୍ତି। ଏଭଳି ସୂଚନା ଦେଇଛନ୍ତି ଭାରତର ଶିକ୍ଷା ମନ୍ତ୍ରଣାଳୟ। ମନ୍ତ୍ରଣାଳୟ ୨୦୨୩ର ଏହି ରିପୋର୍ଟ ଦେଇଛି। ବିଭାଗ ଅନୁସାରେ, ରାଷ୍ଟ୍ରୀୟ ବୋର୍ଡ ତୁଳନାରେ ରାଜ୍ୟ ବୋର୍ଡରେ ଅଧିକ…

ଦମନ: ଓଡ଼ିଆ ସିନେମା ପାଇଁ ନୂଆ ସନ୍ଦେଶ

”କୋଭିଡ୍‌ ମହାମାରୀ ପରେ ନିକଟରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ‘ଦମନ’ ଓଡ଼ିଆ ସିନେମା ପ୍ରଯୋଜକଙ୍କୁ ନୂଆ ରାସ୍ତା ଦେଖାଇଥିଲା। ‘ଭଲ ସିନେମା କଲେ ଓଡ଼ିଆ ଦର୍ଶକ ଫେରିବେ’-ଏହି କଥାକୁ ଚିତ୍ରଟି ପ୍ରମାଣ କରି ଦେଖାଇ ସାରିଛି। ନିଚ୍ଛକ…

ପଶ୍ଚିମବଙ୍ଗ ପୋଲିସର ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଲେ ସୁପ୍ରିମକୋର୍ଟ, କହିଲେ ଯଦି ମୃତ୍ୟୁ ସ୍ବାଭାବିକ ଥିଲା ତେବେ…

ନୂଆଦିଲ୍ଲୀ,୨୨ା୮: କୋଲକାତା ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଏବଂ ହତ୍ୟା ଘଟଣାକୁ ନେଇ ଗୁରୁବାର ପୁଣି ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ। ବିଶେଷକରି ପଶ୍ଚିମବଙ୍ଗ ପୋଲିସର ତଦନ୍ତକୁ ନେଇ ସୁପ୍ରିମକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ପୋଷ୍ଟମର୍ଟମ ପରେ ମାମଲା ରୁଜୁକୁ ନେଇ କୋର୍ଟ ଉଦ୍‌ବେଗ…

ଜାତୀୟ ସମ୍ମିଳନୀରେ ଗୁଞ୍ଜରିତ ହେଲା ଓମ୍‌ ଶାନ୍ତି ଶାନ୍ତି, ଦେଶ ପାଇଁ ଆଶୀର୍ବାଦ କାମନା କଲେ…

ଓ୍ବାଶିଂଟନ,୨୨ା୮: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତି ବେଶ୍‌ ସରଗରମ ହୋଇଛି। ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ଦୌଡ଼ରେ ଥିବା ବେଳେ ଡେମୋକ୍ରାଟିକ୍‌ ପ୍ରାର୍ଥୀ କମଳା ହାରିସ୍‌ ମଧ୍ୟ ତାଙ୍କୁ ଏକ କଡ଼ା ଟକ୍କର ଦେଉଛନ୍ତି। ଏହି ସମୟରେ ଡେମୋକ୍ରାଟିକ୍‌…

ଜମ୍ମୁ-କଶ୍ମୀରରେ ବଡ଼ ଘୋଷଣା କଲେ ରାହୁଲ ଗାନ୍ଧୀ, ମେଣ୍ଟକୁ ନେଇ କହିଲେ…

ଶ୍ରୀନଗର,୨୨।୮: ଜମ୍ମୁ-କଶ୍ମୀରରେ ନିର୍ବାଚନ ଘୋଷଣା ପରେ ରାଜନୈତିକ ଅସ୍ଥିରତା ଆରମ୍ଭ ହୋଇଯାଇଛି। ରାହୁଲ ଗାନ୍ଧୀ ଗୁରୁବାର ଜମ୍ମୁ-କାଶ୍ମୀରରେ ପହଞ୍ଚିଛନ୍ତି। ସେ କହିଛନ୍ତି ଯେ ନିର୍ବାଚନ ହେବାକୁ ଯାଉଛି ଜାଣିବା ମାତ୍ରେ ଆମେ ପ୍ରଥମେ ଏଠାକୁ ଆସିଥିଲୁ। ରାହୁଲ କହିଛନ୍ତି ଯେ ଆମେ…

ଉତ୍ତରପ୍ରଦେଶ ଉପନିର୍ବାଚନ ନେଇ ଆର୍‌ଏସ୍‌ଏସ୍‌-ଭାଜପାର ମାନସ ମନ୍ଥନ, ସଂଘର ମୁଖିଆ କହିଲେ ପୁରୁଣା କାର୍ଯ୍ୟକର୍ତ୍ତାଙ୍କୁ…

ଲକ୍ଷ୍ନୌ,୨୨ା୮: ଉତ୍ତରପ୍ରଦେଶ ଭାଜପାରେ ଚାଲିଥିବା ବିବାଦ ମଧ୍ୟରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) ଏହାର କମାଣ୍ଡ ଦାୟିତ୍ୱ ନେବ। ଏନେଇ ଆର୍‌ଏସ୍‌ଏସ୍‌ର ସହକାରୀ ନେତା ଅରୁଣ କୁମାରଙ୍କ ଉପସ୍ଥିତିରେ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ସରକାର, ଆର୍‌ଏସ୍‌ଏସ୍‌ ଏବଂ ସଂଗଠନର ଏକ…

ମୁଁ ବି ହସ୍ପିଟାଲ୍‌ ଚଟାଣରେ ଶୋଇଛି…ଜାଣିଛି କ’ଣ ଘଟେ, ବଳାତ୍କାର ମାମଲାର ଶୁଣାଣିବେଳେ କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି

କୋଲକାତା,୨୨।୮: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଡାକ୍ତର ପ୍ରଦର୍ଶନ ଥମିବାର ନାଁ ନେଉ ନାହିଁ। ଏହି ପରିପ୍ରେକ୍ଷୀରେ ଅଭିଯୁକ୍ତଙ୍କ ଠାରୁ ଡାକ୍ତରଖାନାର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ…

ଶ୍ରୀନଗରରେ ଡେରା ପକାଇଛନ୍ତି ରାହୁଲ ଗାନ୍ଧୀ

ଶ୍ରୀନଗର,୨୨।୮: ଜମ୍ମୁ କଶ୍ମୀରରେ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ରାଜନୈତିକ ମଞ୍ଚରେ ନିଜର ଦୃଢ ଉପସ୍ଥିତି ଜାହିର କରିବାକୁ ସମସ୍ତ ରାଜନୈତିକ ଦଳ ନିଜ ନିଜ ସ୍ତରରେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଭାଜପା ଦ୍ୱାରା…

ଘରକୁ ଫେରିବେ କି ହାସିନା? ବାଂଲାଦେଶ ସହ ‘ପ୍ରତ୍ୟର୍ପଣ ସନ୍ଧି’ ପରେ ଚିନ୍ତାରେ ଭାରତ

ଢାକା/ନୂଆଦିଲ୍ଲା,୨୨ା୮: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ତାଙ୍କ ଦେଶକୁ ଫେରିବେ କି ନାହିଁ ଏହି ପ୍ରସଙ୍ଗରେ ଖୁବ୍‌ ଆଲୋଚନା ଚାଲିଛି। ଏହାର କାରଣ ହେଉଛି ବାଂଲାଦେଶରେ ତାଙ୍କ ବିରୋଧରେ ଅନେକ ଆପରାଧିକ ମାମଲା ବିଚାରାଧୀନ ଅଛି। ଏଭଳି ପରିସ୍ଥିତିରେ ବାଂଲାଦେଶର…

ସଞ୍ଜୟ ଜଣେ ଯୌନପିପାସୁ: ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ଘଟଣାରେ ଚାଞ୍ଚଲ୍ୟକର ଖୁଲାସା

କୋଲକାତା,୨୨।୮: କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ସାରା ଦେଶରେ ଚହଳ ପକାଇଛି। ଏହି ପ୍ରସଙ୍ଗରେ ସାରା ଦେଶରେ ପ୍ରଦର୍ଶନ କରାଯାଉଛି। ଏହି ଘଟଣାକୁ ନେଇ ପ୍ରତିଦିନ ନୂଆ ନୂଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?